• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

jharkhanda cm
ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ମୁଖ୍ୟମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଏମିତି ସେମିତି ମାମଲା ନୁହେଁ ବରଂ ଆସିଛି ଦୁଷ୍କର୍ମ ପରି ସଙ୍ଗୀନ ମାମଲା। ତେବେ ଏପରି ସାଙ୍ଗାତିକ ଅଭିଯୋଗ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ମୁମ୍ବାଇର ଜଣେ ମଡେଲ। ଏହି ମାମଲା ସାମ୍ନାକୁ ଆସିବା ପରେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଛି।

Delhi-High-Court-1
ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ ?

ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିବାହର ପ୍ରତିଶୃତି ଦେଇ ଏଣିକି ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ ବୋଲି କହିଛନ୍ତି କୋର୍ଟ। ଜାତୀୟ ଗଣାମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ମହିଳା ୨୦୦୮ ମସିବାରଉ ଲିଭଇନ ରିଲେସନରେ ଥିଲେ।

Barsha-1
ଓଡ଼ିଶାରେ ପାଠାଗାର ଆନ୍ଦୋଳନ ପାଇଁ ଗୋଡ଼ କାଢ଼ିଲେ ବର୍ଷା, ଆରମ୍ଭ କଲେ ଅଭିଯାନ

'ଆମ ପାଠାଗାର' ଓଡିଶାରେ ପାଠାଗାର ଆନ୍ଦୋଳନକୁ ଉଜ୍ଜୀବିତ କରିବାକୁ ଅଭିନେତ୍ରୀ ଓ ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କର ଏକ ପ୍ରୟାସ। ପାଠାଗାର ଆନ୍ଦୋଳନର ଅଗ୍ରଗାମୀ ଦୂତ ଥିଲେ ଦାସିଆ ଅଜା (ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ)

dadan -1
ଓଡିଆ ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା

କରୋନା କଟକଣା ପରେ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା। ସେମାନଙ୍କୁ ନଜର ବନ୍ଦୀ ରଖିବା ସହ ର୍ନିଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ କରିଛନ୍ତି ନୀଳଗିରି ଅମର୍ଦ୍ଦାର କିଛି ଯୁବତୀ।

abhay-pathak-1
IFS ଅଭୟକାନ୍ତଙ୍କୁ ଦିଆଯାଇପାରେ ବାଧ୍ୟତାମୂଳକ ଅବସର

ବରିଷ୍ଠ IFS ଅଭୟକାନ୍ତଙ୍କୁ ଦିଆଯାଇପାରେ ଅବସର। ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁପାରିଶ କରିଛନ୍ତି। କିଛି ଦିନ ତଳେ ଅଭିଯୋଗ ହୋଇଥିଲା ଯେ, ବରିଷ୍ଠ IFS ଅଭୟଙ୍କ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଛି...

maoits
ଠିକାଦାରଙ୍କୁ ହାଣିଲେ, ଗାଡିକୁ ଜାଳିଦେଲେ

ମାଲକାନଗିରି ମାଥିଲି ଥାନା ଗୋଲିଆରେ ମାଓବାଦୀଙ୍କ ବର୍ବରକାଣ୍ଡ। ଜଣେ ଠିକାଦାରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ତାଙ୍କ ନାଁ ସୁକୁମାର ମଣ୍ଡଳ ବୋଲି ଜଣାଯାଇଛି। ଏଥିସହ ରାସ୍ତା କାର୍ଯ୍ୟରେ ନିୟୋଜିତ ୧ ବୋଲେରୋ, ୧ ପ୍ରୋକ୍ଲିନ୍ ମେସିନ୍ ସହ ୩ଟି ଗାଡ଼ି ପୋଡ଼ି ଦେଇଛନ୍ତି ମାଓବାଦୀ।

corona-tika
କେବଳ ଏହି ମାନଙ୍କୁ ମାଗଣାରେ ମିଳିବ କରୋନା ଟିକା

କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣା ଟିକା । ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟରେ ୩ଟି ପର୍ଯ୍ୟାୟଭୁକ୍ତ ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବା ନେଇ ରହିଛି ସୂଚନା । ତେବେ ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ ଆଦି ଯୋଦ୍ଧାଙ୍କୁ ମାଗଣାରେ...

kidnap 1
ବିଚ୍ ରାସ୍ତାରୁ ଯୁବତୀଙ୍କୁ ଅପହରଣ

ଯୁବତୀଙ୍କୁ ବିଚ୍ ରାସ୍ତାରୁ ଅପହରଣ ଅଭିଯୋଗ। ପ୍ରଥମେ ଅପହରଣ ଓ ପରେ ବଳପୂର୍ବକ ବିବାହ କରାଇବାକୁ ଉଦ୍ୟମ କରାଯାଇଛି। ଏଭଳି କିଛି ଅଭିଯୋଗ ଆସିଛି ଯାଜପୁର ଧର୍ମଶାଳା ଅଞ୍ଚଳରୁ। ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଯାଇଥିଲେ

Arun-bothra
ପରୀ ହତ୍ୟାର ଦୋଷ ନେବା ଲାଗି ୫ ଲକ୍ଷ ଯାଚିଥିଲେ ଅରୁଣ ବୋଥ୍ରା

ଅରୁଣ ବୋଥ୍ରାଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ତଦନ୍ତ ଚାଲିଛି।

loot3
ଦିନ ଦ୍ୱିପହରରେ ଲକ୍ଷାଧିକ ଟଙ୍କା ଲୁଟ୍

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଦିନ ଦ୍ୱିପହର ରେ ଜଣେ ବ୍ୟବସାୟୀ ଙ୍କ ବାଇକ ରୁ ଅଡ଼େଇ ଲକ୍ଷ୍ୟ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଦିନ ପ୍ରାୟ ୧୨ ଟା ସମୟରେ। ବ୍ୟବସାୟୀ ଜଣଙ୍କ ଏ ନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ...

pradeep-panigahrui
କୋର୍ଟ ପରିସରରେ ପ୍ରଦୀପ କହିଲେ, ୱେଟ୍ ଆଣ୍ଡ୍ ୱାଚ୍

ନିଯୁକ୍ତି ଜାଲିଆତି ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଜେରା କରୁଛି ଏସଆଇଟି। କ୍ରାଇମବ୍ରାଞ୍ଚ ଅଫିସରରେ ସର୍ବେଶ୍ୱର ରାଓଙ୍କୁ ପଚରାଉଚରା ଚାଲିଛି। ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ପିଟରଙ୍କୁ ଜେରା ବେଳେ ସେ ସର୍ବେଶ୍ୱରଙ୍କ ନାଁ ନେଇଥିଲେ।

Farmer problem
କୋଲ୍ଡ ଷ୍ଟୋରେଜ ନାହିଁ, ଅଭାବୀ ବିକ୍ରିର ଶିକାର ଚାଷୀ

କ୍ଷେତରେ ହସୁଛି ସବୁଜ ପନିପରିବା ବାଇଗଣ, ବିଲାତି, କୋବି, ବିନ୍ସ। ଭଳି କି ଭଳି ପରିବା ମୁଣ୍ଡ ଝାଳ ତୁଣ୍ଡେ ମାରି ତଟକା ପରିବା ଉପୁଜାଇଛି ଚାଷୀ। ସୁନ୍ଦରଗଡ଼ ନୂଆ ଗାଁ ଅଞ୍ଚଳର ଶୀତ ଋତୁରେ ଭଲ ଦୁଇପଇସା ରୋଜଗାର ଆଶାରେ ଚାଷୀ ଲାଗିପଡ଼ିଛନ୍ତି କାମରେ।

Farmer
ଚାଷୀଙ୍କ ନାଁରେ ଅର୍ଥ ଆତ୍ମସାତ୍ କରୁଛନ୍ତି

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଉନ୍ନତ ମାନର କୃଷି ଯନ୍ତ୍ରପାତି କିଣିବା ପାଇଁ ଆତ୍ମା ଯୋଜନା ମାଧ୍ୟମରେ ସବସିଡି ଯୋଗାଇ ବି ଦେଉଛନ୍ତି। ହେଲେ କୃଷି ବିଭାଗର ଆସିଷ୍ଟାଣ୍ଟ ଟେକ୍ନୋଲେଜି ମ୍ୟାନେଜର୍ କୃଷି ଉପକରଣ ଯୋଗାଇ ଦେବା ନାଁରେ...

slab
ବିପଦ କେତେ ବେଳେ ବି ଆସିପାରେ...

ଏମିତି ବି ଆସେ ବିପଦ। ରାଜସ୍ଥାନ ଭରତପୁର ଅଂଚଳରେ ଦୁଇଜଣ ଚାଲି ଚାଲି ଯାଉଥିବା ବେଳେ ଅଚାନକ ସେମାନଙ୍କ ଉପରେ ଏକ କଂକ୍ରିଟ୍ ପିଲର ଖସି ପଡିଥିଲା। ତେବେ ସୌଭାଗ୍ୟ ବଶତଃ ଜଣେ ବର୍ତ୍ତି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

elephant
ଚୌଦ୍ୱାର ଅଞ୍ଚଳରେ ବୁଲୁଛନ୍ତି ୩୦ ଟିକିଆ ହାତୀ ପଲ

ଜନବସତି ଆଡ଼କୁ ମାଡ଼ି ଆସୁଛି ହାତୀ ପଲ। ୩୦ ଟିକିଆ ହାତୀ ପଲ ଚୌଦ୍ୱାର ଅଞ୍ଚଳରେ ଘୁରି ବୁଲୁଛନ୍ତି।ବର୍ତମାନ ସମୟରେ ଯାହାକୁ ନେଇ ଏବେ ଆତଙ୍କିତ ଗାଁ ଲୋକେ। ସ୍ଥାନୀୟ ଶାଳଙ୍ଗା ପଞ୍ଚାୟତରେ ଧାନ ବିଲ୍ ଓ ଗାଁ ନିକଟରେ ହାତୀ ପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।...

deadbody
ହାତ ଗୋଡ ବାନ୍ଧି ମାରିଦେଲେ?

ଝାରସୁଗୁଡା-ସୁନ୍ଦରଗଡ ରାସ୍ତାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ହୋଇଥିବା ଯୁବକଙ୍କ  ହାତଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଯୁବକଙ୍କ ମୁଣ୍ଡ ଉପରେ ଗାଡି ଚଢି ଯାଇଛି।  ଯୁବକଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ରାସ୍ତାରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।

congress
ଆଜି ନୟାଗଡରେ ବିକ୍ଷୋଭ କରିବ କଂଗ୍ରେସ

ପରୀ ମୃତ୍ୟୁକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। କଂଗ୍ରେସ ଓ ବିଜେପି ପକ୍ଷରୁ ଜୋରଦାର କରାଯାଉଛି ଆନ୍ଦୋଳନ। କିଏ ଧାରଣା ଦେଉଛି ତ କିଏ ପରୀ ନ୍ୟାୟ ରଥ ବୁଲାଉଛି । ତେବେ ଏହାରି ମଧ୍ୟରେ ଅନେକ ପ୍ରଶ୍ନ ବି ଉଠୁଛି । ପରୀ ମୃତ୍ୟୁ କିପରି ହେଲା...

supreme court
ଚାଷୀ ଆନ୍ଦୋଳନକୁ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ ନେଇ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି। ଅବରୋଧ ହଟାଇବା ନେଇ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି ହେବ। ଗତକାଲି ମାମଲାର ଶୁଣାଣି କରି ଚାଷୀଙ୍କ ଦାବିର ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ କହିଥିଲେ।

paralakhemundi
ପାରଳାଖେମୁଣ୍ଡିରୁ ଶିଶୁ ନିଖୋଜ ଅଭିଯୋଗ

ପୁଣି ଶିଶୁ ନିଖୋଜ । ମିଳିଥିବା ସୂଚନା ଅନୁସାରେ, ଗଜପତି ଜିଲ୍ଲା କାଶୀନଗର ଏନଏସି କୁମୁଟି ସାହିର ଜଣେ ଶିଶୁ ନିଖୋଜ ହୋଇଯାଇଛି। ଗତକାଲି ଯାମ୍ମି ମନ୍ମଧାଙ୍କ ପୁଅ ଯାମ୍ମୀ ହାର୍ଦ୍ଦିକ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା। ଦୁଇ ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ଯାମ୍ମୀଙ୍କୁ...

pradeep-panigrahi
ପ୍ରଦୀପଙ୍କର ଆଜି ସରୁଛି ୨ ଦିନିଆ ରିମାଣ୍ଡ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆଜି ସରୁଛି ୨ ଦିନିଆ ରିମାଣ୍ଡ। ଏହି ଦୁଇଦିନ ଭିତରେ କ୍ରାଇମବ୍ରାଞ୍ଚ ଏସଆଇଟି ତାଙ୍କ ଠାରୁ ଟାଟା ନିଯୁକ୍ତି ଠକେଇ ସଂପର୍କରେ ଜେରା କରି ପ୍ରମାଣ ସଂଗ୍ରହ କରିଥାଇପାରେ। ଦୁଇ ଦିନ ଧରି ତାଙ୍କୁ କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଇଥିଲା

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି