ବ୍ରିଟେନରେ ଆରମ୍ଭ ହେଲା ସମୂହ ଟିକାକରଣ । ଲୋକମାନଙ୍କୁ ଦିଆଯାଉଛି ଫାଇଜର ପ୍ରସ୍ତୁତ ଟିକା । ପ୍ରଥମେ ଟିକା ନେଲେ ଜଣେ ୯୦ ବର୍ଷର ବୃଦ୍ଧା । କୋଭେଣ୍ଟ୍ରି ମେଡିକାଲରେ ଟିକା ନେଲେ ୯୦ ବର୍ଷୀୟା ମାର୍ଗାରେଟ କିନାନ । ଗତ ସପ୍ତାହରେ ଫାଇଜର ଟିକାକୁ ଲାଇସେନ୍ସ ଦେଇଥିଲା...
କୁନି ଝିଅ ପରୀ ମୃତ୍ୟୁ ଖବରରୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଛି । ତେବେ ଏହାରି ମଧ୍ୟରେ ଜଣାପଡିଛି ଯେ, ପରୀର ବାପା ନିଜର ଅଟୋ ବିକ୍ରି କରିବେ । ପରୀର ବାପା ଅଶୋକ ସାହୁ ପରିବାର ଚଳାଇବା ପାଇଁ ଅଟୋ ଚଳାଉଥିଲେ
ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ଜାନୁଆରୀ ୮ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା ୨୦୨୧। ତେବେ ଏହି ମେଲାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ । ଜଙ୍ଗଲ ଓ ପରିବେଶ...
ସାରା ଦେଶରେ ଥମିବାରେ ନା ନେଉନାହିଁ ଚାଷୀଙ୍କୁ ନେଇ ରାଜନୀତି। ଗୋଟିଏ ପଟେ କୃଷକ ଦେଇଥିବା ଆନ୍ଦୋଳନକୁ ଅନେକ ରାଜ୍ୟ ସମର୍ଥନ ଦେଉଥିବା ବେଳେ ଅନେକ ମଧ୍ୟ ସମର୍ଥନ ଦେଉନାହାନ୍ତି
ବିମାନ ବନ୍ଦରରୁ ଜବତ ହେଲା ୧.୩ କୋଟିରୁ ଅଧିକ ମୂଲ୍ୟର ସୁନା । କଷ୍ଟମ ବିଭାଗ ଏହି ସୁନାକୁ ବିମାନବନ୍ଦରରୁ ହିଁ ଜବତ କରିଛି । ତେବେ ମିଳିଥିବା ସୂଚନା ଅନୁସାରେ, କଷ୍ଟମ୍ସ ଆକ୍ଟ ଅନୁଯାୟୀ ଏକ ଏୟାରଲାଇନ୍ସର ଜଣେ କ୍ରୁ ସଦସ୍ୟଙ୍କୁ ଗିରଫ କରିଛି କଷ୍ଟମ ବିଭାଗ...
ଗୁଜୁରାଟ :କୃଷକମାନଙ୍କ ଆନ୍ଦେ।ଳନକୁ ସମର୍ଥନ ଦେଉନାହିଁ ଗୁଜୁରାଟ । ତେବେ ଏନେଇ ସ୍ପଷ୍ଟ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି । ସେ କହିଛନ୍ତି ଯେ, ଆସନ୍ତାକାଲି ଦେଶରେ କୃଷକମାନେ ଯେଉଁ ଆନ୍ଦେ।ଳନର ଡାକରା ଦେଇଛନ୍ତି ତାହାକୁ ଗୁଜୁରାଟ ସମର୍ଥନ ଦେଉନାହିଁ । ଯଦି କୌଣସି ବ୍ୟକ୍ତି ଓ...
ନୟାଗଡ଼ର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ବିଜେପି ତାର ଆନ୍ଦେ।ଳନକୁ ତୀବ୍ର କରିଛି । ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନଶନ ଜାରି ରହିଥିବା ବେଳେ ଭୁବନେଶ୍ୱର ରାଜଭବନ ଆଗରେ ବି ଗର୍ଜିଛି ବିଜେପି । ପରୀକୁ ନ୍ୟାୟ ଦାବିରେ ଆଜି ରାଜଭବନ ସମ୍ମୁଖରେ ଗଣଧାରଣା...
ନୟାଗଡ଼ ପରୀ ହତ୍ୟା ମାମଲାରେ ବଳି ଥିଓରୀ ଦୋହରାଇଲେ ଶିଶୁ ଅଧିକାର ସୁରକ୍ଷା ଆୟେଗର ଅଧ୍ୟକ୍ଷ। ସଂଧ୍ୟାବତୀ ପ୍ରଧାନ। ପରୀକୁ ବଳି ଦିଆଯାଇଥିବ ବୋଲି ପୁଣି କହିଛନ୍ତି ସଂଧ୍ୟାବତୀ । ପୁରୁଣା କଥାକୁ ଦୋହରାଇବା ସହ ପରୀକୁ ବଳି ଦିଆଯାଇଥିବା ମଧ୍ୟ ସେ ଆଶଙ୍କା କରିଛନ୍ତି
ପରୀ ପରିବାର ପାଇବ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ଏନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟେ।ଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଛନ୍ତି । ତେବେ ପରୀ ହତ୍ୟା ପଛରେ ବଳି ପ୍ରଥା ଥାଇପାରେ ବୋଲି ସେ...
ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି । ତେବେ ଏପରି ସମୟରେ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର । ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପେ।ଲିସ ମହାନିର୍ଦ୍ଦେଶକ ତଥା ବିଜେପି ନେତା ପ୍ରକାଶ
କପିଳାସ ବନାଂଚଳରେ ଢେଙ୍କାନାଳ ବନବିଭାଗର ଚଢାଉ। ବିଭିନ୍ନ ଜଙ୍ଗଲ ବନ୍ୟ ଜନ୍ତୁଙ୍କର ଦେହା ବଶେଷ ଜବତ କରାଯାଇଛି । ଏଥିସହ ବନବିଭାଗ ୩ ଜଣଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଶିକ୍ଷକ
ଇଟାଲୀ : ମାତ୍ର ୯୦ ଟଙ୍କାରେ ମିଳୁଛି ଘର । ହଁ ଆଜ୍ଞା ଆପଣଙ୍କ ବିଶ୍ୱାସ ହେଉନଥିଲେ ବି ସତ । ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁସାରେ ମାତ୍ର ୯୦ ଟଙ୍କାରେ ଘର ଯେ।ଗାଇ ଦିଆଯିବ ବେ।ଲି ଜଣାପଡିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ,...
ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦେ।ଳନରେ ସମର୍ଥନ ବଢ଼ିବାରେ ଲାଗିଛି । ଡିସେମ୍ବର ୫ରେ କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲେ।ଚନା ବିଫଳ ପରେ ଆନ୍ଦେ।ଳନକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା ଚଳାଇଛନ୍ତି ଚାଷୀ ସଂଗଠନ
ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଏଲୁରୁ ସହରରେ ଏବେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯୨ ଜଣ ଅସୁସ୍ଥ ହୋଇପଡିଛନ୍ତି । କ୍ରମାଗତ ଭାବେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି
ଆସନ୍ତାକାଲି ପ୍ରଥମାଷ୍ଟମୀ । ପଢୁଆଁ ହେବେ କାଳିଆ ଠାକୁର । ତେବେ ପ୍ରଥମାଷ୍ଟମୀ ପାଇଁ ନିଆଳି ମାଧବରୁ ଶ୍ରୀମନ୍ଦିରକୁ ଗଲା ଅଷ୍ଚମୀ ଭାର । ମହାପ୍ରଭୁଙ୍କ ମାମୁଁଘର ନିଆଳି ମାଧବାନନ୍ଦ ଜିୟୁଙ୍କ ମନ୍ଦିରରୁ ପରମ୍ପରା ଅନୁଯାୟୀ ଭାର ନିଆଯାଇଛି ।
ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ପୁଣି ଲେ।କାୟୁକ୍ତରେ ହାଜର ହେଲେ IAS ହେମନ୍ତ ଶର୍ମା । ତେବେ କେବଳ ହେମନ୍ତ ନୁହେଁ ବରଂ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ମଧ୍ୟ ହାଜର ହୋଇଛନ୍ତି
ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି । ୫ ବର୍ଷ ଝିଅ ପରୀ ହତ୍ୟା ଘଟଣାରେ ବିଜେପି ତାର ଆନ୍ଦେ।ଳନକୁ ତୀବ୍ର କରିଛି
ଭୁବନେଶ୍ୱର : ପରୀ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ପ୍ରଭାରୀ ଚେଲ୍ଲାକୁମାରା । ସେ କହିଛନ୍ତି ଯେ, ସରକାରଙ୍କ ଉପରେ କଂଗ୍ରେସ ହିଁ ଚାପ ସୃଷ୍ଟି କରିଥିଲା । SIT ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ଐତିହାସିକ ସଫଳତା । ହେଲେ ଅଭିଯୁକ୍ତଙ୍କୁ କାହିଁକି ଘଣ୍ଟ...
ଚନ୍ଦନ କହିଲେ ସାଧାରଣ ଲେ।କଙ୍କ ମନରେ ଅନେକ କଥା ଆସେ । କାରଣ ଚନ୍ଦନକୁ ନେଇ ବିଶେଷ କରି ହିନ୍ଦୁ ଧର୍ମରେ ଅନେକ କଥା ରହିଛି । ଠିକ ସେହିପରି ଭାବରେ ରକ୍ତ ଚନ୍ଦନକୁ ନେଇ ବି ଅନେକ କଥା ରହିଛି
ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୭୧ ଜଣଙ୍କ ମୁଣ୍ଡ ନେଇଛି କରେ।ନା । Covid-19 Report For...