• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅନୁଗୁଳୁ : ଚୁକ୍ତି ମୁତାବକ ନିଯୁକ୍ତି ନମିଳିବାରୁ ୨ଜଣ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ। ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, MCL କ୍ଷତିଗ୍ରସ୍ତ ପ୍ରଜା ସୋଲଡ଼ା ଗ୍ରାମର ଅଜୟ ବେହେରା ଓ ସୁରେଶ ଚନ୍ଦ୍ର ବେହେରାଙ୍କ ଜମି ଖଣି ପାଇଁ ଅଧିଗ୍ରହଣ ହୋଇଥିଲା । ତେବେ ଚୁକ୍ତି ମୁତାବକ ସେମାନଙ୍କୁ ନିଯୁକ୍ତି ମିଳିନଥିଲା ।

ଏ ନେଇ ସେମାନେ ବିଭିନ୍ନ ସମୟରେ MCL କର୍ତ୍ତୃପକ୍ଷ ସହ ପ୍ରଶାସନକୁ ଅବଗତ କରିଥିଲେ । ତେବେ କୌଣସି ପଦକ୍ଷେପ ନିଆନଯିବାରୁ ଅଜୟ ବେହେରା ଓ ସୁରେଶ ବେହେରା ଜିଲ୍ଲାପାଳଙ୍କ ଅଫିସ ପରିସରରେ ଆତ୍ମହୁତି ଉଦ୍ୟମ କରିଥିଲେ । ତେବେ ଠିକ୍ ସମୟରେ ପୋଲିସ ଦୁଇ ଜଣଙ୍କୁ କାବୁ କରି ନେଇଥିଲା । ଏ ନେଇ କିନ୍ତୁ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନ।

Anugul-swiside-attemt-case
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories