କେରଳ : କେରଳରେ ମାଗଣାରେ ମିଳିବ କରୋନା ଭ୍ୟାକସିନ୍ । ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ମାଗଣାରେ ଯୋଗାଯିବ । ଯେପରି ପୋଲିଓ ଭ୍ୟାକସିନ୍ ବଣ୍ଟନ କରାଯାଇଥିଲା ସେହିଭଳି ଅଭିଯାନ କେରଳରେ ବି ଆରମ୍ଭ ହେବ...
ନୂଆଦିଲ୍ଲୀ : ପାର୍ଲାମେଣ୍ଟ ଉପରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣକୁ କେବେବି ଭୁଲିବ ନାହିଁ ଭାରତ । ଆଜିକାର ଦିନରେ ହୋଇଥିବା ପାର୍ଲାମେଣ୍ଟ ଆକ୍ରମଣ ଘଟଣାକୁ ମନେ ପକାଇବା ସହ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୀର ଯବାନଙ୍କ ସାହସ ଓ ବଳିଦାନକୁ...
ଏ ବର୍ଷ ହେବ ନାହିଁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ଡମ୍ପର ଧକ୍କାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ । ବାଲେଶ୍ୱର ଜଳେଶ୍ୱର ନିକଟ ସାତଶୁଳିଆ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମିଲିଥିବା ସୂଚନା ଅନୁସାରେ, ବାଇକରେ ଦୁଇ ଭାଇ ଯାଉଥିବା ବେଳେ ଧକ୍କା ଦେଇଛି ଡମ୍ପର
ନୂଆଦିଲ୍ଲୀ : 1971 ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଅନେକ ଦିନ ଧରି ଚାଲିଥିଲା। କିନ୍ତୁ ୨ୟ ପାରା ବାଟାଲିଅନ୍ ଗ୍ରୁପ୍ ଆସିବା ପରେ ପାକିସ୍ତାନୀ ସେନା ବାଂଲାଦେଶର ରାଜଧାନୀ ଢାକାକୁ ଘେରି ରହିଥିଲା। ଏହି ସମୟ ମଧ୍ୟରେ ପାକ୍ ସେନାର ଲେଫ୍ଟନାଣ୍ଟ ଜେନେରାଲ ଏଏକେ...
ବଲାଙ୍ଗୀର : ଧାନ ଖଳାରେ ନିଆଁ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ପଞ୍ଚାୟତ ସରଗୁଲ ଗାଁରେ ଦୁଇ ଏକର ଚାଷ ଜମିର ଅମଳ ଧାନ ପୋଡ଼ି ନଷ୍ଟ ହୋଇଯାଇଛି । କେହି ଦୁର୍ବୃତ୍ତ ଆସି ଖଳାରେ ଥିବା ଧାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।...
ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ । ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରିଛନ୍ତି ଖଲିସ୍ତାନୀ ସମର୍ଥକ । ଆମେରିକା ୱାସିଂଟନ ଡିସି ସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା
ନୟାଗଡ : ନୟାଗଡ଼ର କୁନି ଝିଅ ସ୍ୱାତୀ ଅପହରଣକୁ ନେଇ ତନାଘନା । ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ବଧତ୍ପାଟଣା ଗାଁରେ ଏବେ ମାଳ ମାଳ ପୋଲିସ ଗାଡି । ଘଟଣା ସ୍ଥଳରେ ନିଜେ ନୟାଗଡ଼ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରୀ ପରେ ସ୍ୱାତୀ...
ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିଛନ୍ତି ଅଭିଭାବକ ସଂଘ । ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ୍ ଫେଡେରେସନ-ଓଫାଫର ସଦସ୍ୟ ସ୍କୁଲ ଫି ନ ଦେଇ ପାରିଲେ TC ନେଇଯିବାକୁ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ଛାତ୍ରଛାତ୍ରୀ...
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନକୁ ମାନନ୍ତୁ । ଯାହା ପଶ୍ଚିମବଙ୍ଗରେ ହେଉଛି ଅତ୍ୟନ୍ତ ଦୁଭାର୍ଗଜନକ । ଆଜି କିଛି ଏଭଳି ଢଙ୍ଗରେ ମମତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜ୍ୟପାଳ ଜଗଦୀପ ଧାନକର୍ । ରାଜ୍ୟରେ ଆଇଅ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି ।
ନୂଆଦିଲ୍ଲୀ : କର୍ଣ୍ଣେଲ ପୃଥୀପାଲ ସିଂ ଗିଲ । ଯିଏ କି ନିଜ ଜୀବନରେ ଦେଶର ୩ ସେନାରେ କାର୍ଯ୍ୟ କରିଛନ୍ତି । ନୌସେନା, ବାୟୁସେନା ଏବଂ ସେନାରେ କାମ କରି ନିଜର ଦକ୍ଷତା ଦେଖାଇଛନ୍ତି । ପ୍ରୀତିପାଲଙ୍କୁ ଏହାରି ମଧ୍ୟରେ ୧୦୦ ବର୍ଷ ପୂରିଛି । ମିଳିଥିବା...
ନୂଆଦିଲ୍ଲୀ : ଡିସେମ୍ବର ୧୬ ତାରିଖ ଆସିବା ମାତ୍ରେ ପ୍ରତ୍ୟେକ ଭାରତୀୟ ୧୯୭୧ ମସିହାକୁ ହିଁ ମନେ ପକାନ୍ତି । କାରଣ ଏହି ତାରିଖରେ ପଡୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନ ଭାରତର୧୧ ଟି ଏୟାର...
ଭୁବନେଶ୍ୱର : ପୁଣି ରାଜଧାନୀରେ ଫୁଟିଲା ଗୁଳି । ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ। ଜଣେ ଜେଲ୍ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଛି, ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ, ଏକ ବାଇକରେ...
ସତରେ ଭାଗ୍ୟ ବଡ ବଳବାନ । ଭଗବାନ କେତେ ବେଳେ କାହାକୁ କଣ ଦେବେ ତାହା କେବି ବି କହିପାରିବେ ନାହିଁ । ସେଥି ପାଇଁ ତ କୁହାଯାଏ ଆଲ୍ଲା ଯେବେ ଦେବେ ଛପର ଫାର୍ଡକି ଦେବେ । ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବୁ...
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ବଡ ନିଷ୍ପତ୍ତି । ଏଣିକି ବର୍ଷକୁ ଥରେ ନୁହେଁ ବରଂ ୪ ଥର ପରୀକ୍ଷା ହେବ JEE । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି। ଛାତ୍ରମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବାକୁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ତେବେ ଶିକ୍ଷା ମନ୍ତ୍ରଣାଳୟର...
ନୂଆଦିଲ୍ଲୀ : ଦୀର୍ଘ ଅପେକ୍ଷାର ହେବ ଅନ୍ତ । କାରଣ ୫୫ ବର୍ଷ ପରେ ପୁଣି ଥରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଚାଲିବ ରେଳ ସେବା । ମିଳିଥିବା ସୂଚନା ଅନୁସାରେ, ୧୭ ଡିସେମ୍ବର ପଶ୍ଚିମ ବଙ୍ଗର ସୀମା ଓ ପଡୋଶୀ ବାଙ୍ଗାଲାଦେଶ ମଧ୍ୟରେ ରେଳ ମାର୍ଗର...
ଖାଉଟିଙ୍କ ଉପରେ ଦରଦାମ୍ ବୃଦ୍ଧିର ଚାପ ଲଗାତାର ବଢୁଥିବା ପେଟ୍ରୋଲ୍-ଡିଜେଲ୍ର ଦର ସାଙ୍ଗକୁ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ରେଟ୍ ଲୋକଙ୍କୁ ନାକେଦମ୍ କଲାଣି ।
ମେଡିକାଲ ବେଡ୍ ହେଉ କି ଗାଁ ଦାଣ୍ଡ ଆଖି ପିଛୁଳାକେ ଗାଏବ୍ ହୋଇଯାଉଛନ୍ତି ପିଲା । ଯାହାର ସଦ୍ୟତମ ଅଭିଯୋଗ ନୟାଗଡ଼ର କୁନିଝିଅ ପରୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଶିଶୁ ନିଖୋଜ ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ତୃତୀୟ ।
ବୁଦା ଭିତରୁ ଉଦ୍ଧାର ହେଲେ ତିନି ଶିଶୁ । ଢେଙ୍କାନାଳ ଟାଉନଥାନା ନିକଟ ଏକ ବୁଦା ଭିତରେ ତିନି ଜଣ ଶିଶୁ ଅସହାୟ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।
ନୟାଗଡ : ସୁରକ୍ଷା ଦରକାର ଥିଲେ ନୟାଗଡ ଏସ୍ପିଙ୍କୁ ଜଣାଅ । ପରୀ ହତ୍ୟା ମାମଲାରେ ସୁରକ୍ଷା ନେଇ ଲକ୍ଷ୍ମୀପ୍ରସାଦ ସରପଂଚ ସୌମ୍ୟରଂଜନ ପ୍ରଧାନ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଆଜି ହାଇକୋର୍ଟ କହିଛନ୍ତି, ସୁରକ୍ଷା ନେଇ ୧୫ ଦିନ ଭିତରେ ନୟାଗଡ଼ ଏସ୍ପିଙ୍କୁ ଜଣାନ୍ତୁ । ଯଦି...