ତଦନ୍ତ ପାଇଁ ପ୍ରଥମେ ଗ୍ରୀନ୍ ସିଗନାଲ୍ ଆଉ ଏବେ ରେଡ୍ ସିଗନାଲ୍ ମିଳିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ବି ମାତ୍ର ବର୍ଷେ ଚାରି ମାସ ପରେ ଏବେ ସେଇ ତଦନ୍ତକୁ ସ୍ଥଗିତ ରଖିଛନ୍ତି।
ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ପୂର୍ବରୁ ସପ୍ତାହେ ବ୍ୟାପୀ ଚାଲୁଥିବା ଏହି କାର୍ଯ୍ୟକ୍ରମ ଏଥର ମାସେ ଯାଏଁ ଚାଲିବ। ଉଦ୍ଦେଶ୍ୟ ହେଉଛି, ସୁରକ୍ଷିତ ଗାଡି ଚାଳନା ନେଇ ଲୋକଙ୍କୁ ସଚେତନ କରିବା ଏବଂ ଦୁର୍ଘଟଣା କମାଇବା। ପ୍ରତିବର୍ଷ ଏଭଳି ଗଣ୍ଡା ଗଣ୍ଡା କାର୍ଯ୍ୟକ୍ରମ କରାଯାଉଛି
ଗାଡି ଚାଳନା କରୁଥିଲେ ଜାଣିରଖନ୍ତୁ ଏହି ଟ୍ରାଫିକ୍ ନିୟମ
ଅନ୍ୟକୁ ସାହାଯ୍ୟ କରି ଦିନେ ଚର୍ଚ୍ଚାରେ ଥିଲେ, ଏବେ ନିଜେ ହିଁ ଟେଲରିଂ କରିବା ଆରମ୍ଭ କରିଦେଲେ ସୋନୁ ସୁଦ୍
୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ବିରୋଧରେ ତୁନି ପଡିଥିଲା ବିଜେପି। କିନ୍ତୁ ଗତ କିଛି ଦିନ ହେବ ବିଜେପି ଗର୍ଜୁଛି, ବର୍ଷୁଛି। ପୁରୀଠୁ ନୟାଗଡ ନାବାଳିକା ମାମଲା ପର୍ଯ୍ୟନ୍ତ ରାଜରାସ୍ତାରେ ପ୍ରତିବାଦ ବି କରୁଛି। ମାହାଙ୍ଗାର ମହଙ୍ଗା ରାଜନୀତିରେ ଉଠୁଛି ପଡ଼ୁଛି ଓଡିଶା।
ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ରୋକିବାକୁ ନେଇ ଦିଲ୍ଲୀ ପୋଲିସ କରିଥିବା ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଏଣିକି ରାସ୍ତାରେ ଟ୍ରାଫିକ ପୋଲିସ ଚଳାଇବେ ନାହିଁ ମନମାନି ବିନା ଡ୍ୟୁଟି ଡ୍ରେସକୋର୍ଡରେ ରାତିରେ ଅଟକାଇବେ ନାହିଁ ଗାଡ଼ି ଚଳନ୍ତା ଗାଡ଼ିରୁ ଚାବି କାଢିବା ମନା ଦିନକୁ କଟିବ ମାତ୍ର ଥରେ ଜୋରିମାନା ଟ୍ରାଫିକ ନିୟମ। ଏହି ଶଦ୍ଦ ସହ ଆମେ ମାନେ ସମସ୍ତେ ପରିଚିତ। ରାସ୍ତାରେ ଗାଡ଼ି...
ବିହାର ସରକାରଙ୍କ ବଡ ଘୋଷଣା। ଏଣିକି ପୋଲିସ ବିଭାଗରେ ଚାକିରୀ ପାଇବେ କିନ୍ନର। ସିପାହୀ ଓ ଦାରୋଗା ପଦବୀରେ ସିଧାସଳଖ କିନ୍ନରଙ୍କୁ ଚାକିରି ମିଳିବ ବୋଲି ସୂଚନା ରହିଛି। ତେବେ ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ କରିବାକୁ ସରକାର କିଛି ଏମିତି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ବିଜୁ ସେତୁ ଭୁଶୁଡିବା ଘଟଣାରେ ଗିରଫ ହୋଇଛନ୍ତି ସହକାରୀ ଯନ୍ତ୍ରୀ ଅସିତ ପାତ୍ର। ମିଳିଥିବା ସୂଚନା ଅନୁସାରେ,AE ଅସିତ ପାତ୍ରଙ୍କୁ ଟିକିରିରୁ ଗିରଫ କରିଛି ଉମରକୋଟ ପୋଲିସ। ତେବେ ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି SDPO ହେମନ୍ତ କୁମାର ପାଢ଼ୀ
ଏଣିକି ମୋବାଇଲ ଫୋନରେ ଆଉ ଶୁଣିବାକୁ ମିଳିବ ନାହିଁ ଅମିତାଭ ବଚ୍ଚନଙ୍କ କରୋନା ସଚେତନତାର ବାର୍ତ୍ତା। ବଚ୍ଚନଙ୍କ ବଦଳରେ ଏଣିକି ଶୁଣିବାକୁ ମିଳିବ ଜଣେ ମହିଳାଙ୍କ ସ୍ୱର। କେବଳ ଏତିକି ନୁହେଁ , କରୋନା ସଚେତନତା ନୁହେଁ ବରଂ କୋଭିଡ ଟିକା ସମ୍ପର୍କରେ ମୋବାଇଲ ଫୋନରେ ଦିଆଯିବ ବାର୍ତ୍ତା।
୨୪ ଘଣ୍ଟାରେ ୧୮୩ କରୋନା ଆକ୍ରାନ୍ତ ଚିହ୍ନଟ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କ୍ୱାରେଣ୍ଟିନରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବେଆଇନ ଗୋ ଚାଲାଣ ଅଭିଯୋଗରେ ୬ଟି ପିକ୍ଅପ୍ ଜବତ କରାଯାଇଛି। ତେବେ ଏହି ଗାଡ଼ିରୁ ଶହେରୁ ଅଧିକ ଗୋରୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ବାଲେଶ୍ୱର ସିମୁଳିଆ ଥାନା ଅଂଚଳରେ ଗୋଚାଲାଣ ଅଭିଯୋଗରେ ୬ଟି ପିକ୍ଅପ୍ ଭ୍ୟାନକୁ ଜବତ କରିଛି ସିମୁଳିଆ ପୋଲିସ।
ଆମେରିକାରେ ଦେଖିବାକୁ ମିଳିବ ଭାରତର ଦବଦବା। ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କାଶ୍ମୀରରେ ଜନ୍ମିତ ଆୟଶା ଶାହଙ୍କ ପରେ ଆଉ ଜଣେ କାଶ୍ମୀର ମହିଳା ସମୀରା ଫାଜ୍ଲି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମ୍ରେ ସାମିଲ ହୋଇଛନ୍ତି
କ୍ୟାପିଟାଲ୍ ହସ୍ପିଟାଲରେ ଜଣେ ସଫେଇ କର୍ମଚାରୀଙ୍କୁ ଟିକା ଦେବା ସହିତ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ରାଜ୍ୟର ୧୬୧ଟି କେନ୍ଦ୍ରରେ ଆଜି ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଇଛି ଟିକା। ପ୍ରାଥମିକ ଭାବେ କେଉଁଠୁ ବି ପାର୍ଶ୍ୱ ପ୍ରତିକ୍ରିୟାର ଖବର ଆସିନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ...
ଡାକ୍ତରଙ୍କଠୁ ହସ୍ପିଟାଲ୍ କର୍ମଚାରୀଙ୍କ ଯାଏଁ ଖୋଲିବ ଅସଲ ମୁଖା। ନକଲି ଡୋନର୍ ସାଜି କେଉଁମାନେ ସାମିଲ ଥିଲେ କିଡ୍ନୀ କ୍ରାଇମରେ? ଏସବୁ ରହସ୍ୟର ପର୍ଦ୍ଦାଫାସ୍ କରିବାକୁ ଅଭିଯୁକ୍ତ ହିମାଂଶୁ ନନ୍ଦକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ।
କରୋନା ବିରୋଧରେ ଭାରତର ମେଗା ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶା ସମେତ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ଏହି ସର୍ବବୃହତ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି।
ପୃଥିବୀରେ ଏମିତି ଅନେକ ଦେଶ ଅଛି। ଯେଉଁମାନେ ସୋମାନଙ୍କ ନିୟମକାନୁନ ଓ ଚଳଣି ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ଆମେ ଯଦି ସେହି ଦେଶକୁ ଗସ୍ତ କରନ୍ତି ତେବେ ସେଠାକାର ନିୟମ ସମ୍ପର୍କରେ ଅବଗତ ହେବା ନିହାତି ଦରକାର। ମୋଟ ଉପରେ କହିବାକୁ ଗଲେ, ସ୍ଥାନୀୟ ଅଞ୍ଚଲର...
୨୪ ଘଣ୍ଟାରେ ରାଜ୍ୟରେ ୧୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ, କ୍ୱାରେଣ୍ଟିନରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୭୫ ଜଣ ଆକ୍ରାନ୍ତ...