ଆମେରିକାରେ ବଢ଼ିବାରେ ଲାଗିଛି ଜମିର ଚାହିଦା। ସେଠାରେ ଚାଷ ଜମି କିଣୁଛନ୍ତି କୋଟିପତି। ଏହି ତାଲିକାରେ ଆଗରେ ଅଛନ୍ତି ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍। ଆମେରିକାରେ ଏକର ଏକର ଚାଷ ଜମି କିଣି ସେ ଏବେ ଚର୍ଚ୍ଚାରେ। ଚାଷୀ ଓ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବିଲ୍ ଗେଟସ୍...
ଜାନୁଆରୀ ୨୦ତାରିଖ ୪ ବର୍ଷ ପରେ ପୁଣି ନୂଆ ସରକାର ଗଢିବାକୁ ଯାଉଛି ଆମେରିକା। ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଯୋଶେଫ ଆର ବାଇଡେନ୍ ଜୁନିଅର। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ କ୍ଷମତାଶାଳୀ ରାଷ୍ଟ୍ରର ସର୍ବେସର୍ବା ଯାହାର ଇସାରାରେ ଚାଲିବ ସାରା ବିଶ୍ୱ
ତତ୍ପପାଣି ଘାଟିକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ସମସ୍ତଙ୍କ ମନେଥିବ ଗତବର୍ଷ ଠିକ୍ ଏହି ଜାନୁୟାରୀ ମାସ ୨୯ ତାରିଖର ଭୟଙ୍କର ସଡ଼କ ଦୁର୍ଘଟଣାର କଥା।
ଚାଉଳ ପ୍ରସଙ୍ଗରେ ସରଗରମ ରାଜ୍ୟ ରାଜନୀତି। ହେଲେ ଏଥର ଆଉ ଟଙ୍କିକିଆ ଚାଉଳ ନୁହେଁ ବିଜେଡି ହାଣ୍ଡିରେ ଉଷୁନା, ଆଉ ବିଜେପି ହାଣ୍ଡିରେ ଫୁଟୁଛି ଅରୁଆ। ଚାଉଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ
ଚାଇନା ଆଇସକ୍ରିମରେ କରୋନା ଭୂତାଣି। ଚିନ୍ତାରେ ଆଇସକ୍ରିମ ଖାଇଥିବା ଲୋକେ। ତେବେ କରୋନା ଭାଇରସ ପାଇଁ ଦିନେ ଯେଉଁ ଦେଶ ଚର୍ଚ୍ଚାରେ ଥିଲା,ଆଇସକ୍ରିମରେ କରୋନା ଭୂତାଣୁ ଥିବା ଜଣାପଡ଼ିବା ପରେ ପୁଣି ଥରେ ଚର୍ଚ୍ଚରେ ଚାଇନା। ଖବର ଜଣାପଡ଼ିବା ପରେ ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।
ବାପା-ଝିଅ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ପବିତ୍ର ସମ୍ପର୍କକକୁ ଭୁଲିଗଲା, ନିଜ ଝିଅକୁ ଦୁଷ୍କର୍ମ କଲା। ତେବେ ଲୋମହର୍ଷଣକାରୀ ଘଟଣା ଚଣ୍ଡୀଗଡ଼ରେ ଘଟିଥିବା ନେଇ ସୂଚନା ରହିଛି। ଥରେ ନୁହେଁ କି ୨ ଥର ନୁହେଁ ବରଂ ୭ ବର୍ଷ ହେଲା ନିଜ ଝିଅକୁ ଦୁଷ୍କର୍ମ କରୁଥିଲା...
ଗ୍ରାହକଙ୍କୁ ଆଉ ଠକି ପାରିବେ ନାହିଁ ପେଟ୍ରୋଲ ପମ୍ପ ମାଲିକ। ତେଲ ଭରିବା ବେଳେ ନିର୍ଧାରିତ ଲିଟରଠୁ କମ ଦେଲେ ସ୍ଥିତି ହୋଇପାରେ ସଙ୍ଗୀନ।
୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ। ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ ସୁବାଷ ବୋଷ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ଥିଲା
ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ଅଭିନୀତ ୱେବ୍ ସିରିଜି ‘ତାଣ୍ଡବ’କୁ ନେଇ ଥମିବାରେ ନା ନେଉ ନାହିଁ ବିବାଦ। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଏହି ସିରିଜ୍ ନେଇ ଜୋରଦାର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
କେବଳ ରିଲ୍ ନୁହେଁ ବରଂ ରିଏଲରେ ବି ୨ ବନ୍ଧୁ ଅଟନ୍ତି ତମାସା ମିଶ୍ର ଓ ରାଜଶ୍ରୀ ଶତପଥୀ। ଅନେକ ସମୟରେ ଏକାଠି ଖାଇବା ସହ ଏକାଠି ବୁଲି ଥାଆନ୍ତି ଏଦି ୨ ଯାତ୍ରା କଳାକାର। ତେବେ ଦୁଇ ବନ୍ଧୁ ଯେ, ଦିନେ ଏକାଠି ଅଭିନୟ କରିବାର ସୁଯୋଗ...
କମୁଛି ହ୍ୱାଟ୍ସଆପ ଚାହିଦା। ବଢୁଛି ସିଗ୍ନାଲ ଓ ଟେଲିଗ୍ରାମ୍ ଆପର ବ୍ୟବହାର। ନୂଆ ନିୟମ ପରେ ସାରା ବିଶ୍ୱରେ ହ୍ୱାଟ୍ସଆପର ଲୋକପ୍ରିୟତା କମିବା ଆରମ୍ଭ ହୋଇଛି। ଏହାରି ଭିତରେ ଏକ ବଡ଼ ଖବର ସମ୍ନାକୁ ଆସିଛି। କେନ୍ଦ୍ର ସରକାର ହ୍ୱାଟ୍ସଆପ ଜାରି କରିଥିବା ନୂଆ ପଲିସି ଉପରେ ଅନୁଧ୍ୟାନ...
ଗୁଗଲର ବଡ଼ ଆକ୍ସନ। ପ୍ଲେ ଷ୍ଟୋରରୁ ହଟିଲା ମୋବାଇଲ ଆପ୍। ଲୋନ ଏପ୍କୁ ନେଇ ଉପୁଜିଥିବା ସମସ୍ୟାରେ ଗୁଗଲ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆର୍ଥିକ କାରବାର କରୁଥିବା ବିଭିନ୍ନ ମୋବାଇଲ ଆପ୍ଲିକେସନସ୍କୁ ପ୍ଲେ ଷ୍ଟୋରରୁ ବାହାର କରି ଦେଇଛି ଗୁଗଲ। ଯେଉଁ ସବୁ ଆପ୍ଲିକେସନସଗୁଡିକ ନିୟମ କାନୁନକୁ ପାଳନ...
ଷ୍ଟେଟ ବ୍ୟାଙ୍କରେ ଯଦି ଆକାଉଣ୍ଟ ଅଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ବ୍ୟାଙ୍କ ନ ଯାଇ ଘରେ ବସି ଆପଣ ଏହାର ଲାଭ ଉଠାଇ ପାରିବେ। ଏମିତିକି ବ୍ୟାଙ୍କ ନ ଯାଇ ଟଙ୍କା ନେଣଦେଣ କରି ପାରିବେ। ଏବେ ଜାଣନ୍ତୁ, କେମିତି ମିଳିବ ଏ ସୁବିଧା…
ବିରୋଧ। ସବୁଠି ବିରୋଧ। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ସାରା ଦେଶରେ ବିରୋଧ। ଜୋରଦାର ବିରୋଧ ପରେ ସଫେଇ ଦେବା ଆରମ୍ଭ କରି ଦେଇଛି ହ୍ୱାଟ୍ସଆପ। ଆସନ୍ତା ଫେବୃଆରୀ ୮ ତାରିଖରୁ ନୂଆ ପ୍ରାଇଭେସି ପଲିସୀ ନେଇ ଆସୁଛି ହ୍ୱାଟ୍ସଆପ। ଯାହାକୁ ସୋସିଆଲ ମିଡିଆ ୟୁଜର୍ସ ବିରୋଧ କରୁଛନ୍ତି।
+ଓଡ଼ିଆ ଅଫିସର ସେନା ଉପମୁଖ୍ୟ +କାହା ଚାପରୁ ତଦନ୍ତ ବନ୍ଦ୍? +ବିବାଦରେ 'ତାଣ୍ଡବ' +ଚାଷୀଙ୍କୁ 'ମଣ୍ଡି' ମାଡ଼ + ଲୋଭ ଦେଖାଇ ଲୁଟ୍ + ଆକ୍ରମଣ ରାଜନୀତି