ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ରାହା ଦେଖାଇବ ପରୀକ୍ଷା ଦର୍ପଣ। ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ରାଜ୍ୟର ସମସ୍ତ ପରୀକ୍ଷାର୍ଥୀଙ୍କୁ ୭ ଶହ ପୃଷ୍ଠା ସମ୍ବଳିତ ଅଭ୍ୟାସ ପୁସ୍ତିକା। ପରୀକ୍ଷା ଦର୍ପଣକୁ ମାଗଣାରେ ଯୋଗାଇବେ ରାଜ୍ୟ ସରକାର।
ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାରତର ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ମନ୍ଦିର ନିର୍ମାଣ ଲାଗି ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର...
ଭୁବନେଶ୍ୱର : ରାଜଧାନୀରେ କିନ୍ନର କାଟିବେ ପାର୍କିଂ ଚାଲାଣ । ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ଏରିଆରେ ଚାଲାଣ କାଟିବାକୁ ଅନୁମତି ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ରାଜମହଲ ଛକରେ ଏହାର ଉଦଘାଟନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ପରୀକ୍ଷାମୂଳକ...
ଫସି ରହିଥିବା ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ମିଳିଛି ସୂଚନା। ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା କହିଲେ ପୁଣେ ମେୟର ମୁରଲୀଧର ମୋହଲ। ଏହାସହ ମେୟର କହିଛନ୍ତି ଯେ, ଯବାନମାନେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ ଦେବ ଉଦ୍ଧାର କରିଛନ୍ତି।
ରାଜ୍ୟରେ ଜାରି ରହିଛି କୋଭିଡ୍ ଟିକାକରଣ ଅଭିଯାନ। ପ୍ରଥମ ପର୍ଯ୍ୟାୟ ଟିକାକରଣର ପଞ୍ଚମ ଦିନରେ ସର୍ବାଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ୪୩୬ଟି ସେସନରେ ୩୭ ହଜାର ୭୬ ଜଣଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୬୮ ହଜାର ୭୪୩ ଜଣଙ୍କୁ...
ରାଜ୍ୟରେ ୨୪ ଘଣ୍ଟାରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଗାଡ଼ି ଚାଳକଙ୍କ ପାଇଁ ଜରୁରୀ ସୂଚନା। ଯଦି ଆପଣ କାର କିମ୍ବା ବାଇକ ପ୍ରତ୍ୟେକ ଦିନ ଚାଳନା କରୁଛନ୍ତି ତେବେ ଏହି ଖବର ଆପଣଙ୍କର ଜାଣିବା ନିହାତି ଦରକାର। ରାଜ୍ୟ ସରକାର ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି।
କଞ୍ଚା ଲଙ୍କାରୁ ବାହାରୁ ଥିବା କେମିକାଲରେ ଚାର୍ଜ ହେବ ସୌର ଲାଇଟ୍। ସୋଲାର ଟେକ୍ନୋଲୋଜି କିଛି ନୂଆ ଯୋଜନା କରିବାକୁ ଯାଉଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ମିଳିଥିବା ସୂଚନା ଅନୁସାରେ, କଞ୍ଚାଲଙ୍କାରୁ ବାହାରୁ ଯେଉଁ କେମିକାଲ ବାହାରେ ତାହା ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଗରମ ରହିଥାଏ
ଗୋଟିଏ ପରିବାର ହଜାରେରୁ ଅଧିକ ସଦସ୍ୟ ଏକାଠି ରହୁଛନ୍ତି। ଆଉ ଜଣେ ମହିଳା ମୁଖିଆ ବି ରହିଛନ୍ତି। ହୁଏତ ଏ କଥା ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏମିତି ପରିବାର ଆମ ଦେଶରେ ହିଁ ରହିଛି
ନୂଆଦିଲ୍ଲୀ: ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇନାହିଁ କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ଏଣିକି ଘରେ ବସି ଆପଣ ବି ନିଜ ଲାଇସେନ୍ସକୁ ରିନ୍ୟୁ କରିପାରିବେ। ଯିବାକୁ ପଡ଼ିବ ନାହିଁ RTO ଅଫିସ୍। ମିଳିଥିବା ସୂଚନା ଅନୁସାରେ, ଆପଣ ପରିବହନ ମନ୍ତ୍ରଣାଳୟ ଅଫିସିଆଲ୍ ୱେବସାଇଟକୁ...
ଆଉ ମାତ୍ର କିଛି ସମୟର ଅପେକ୍ଷା ରହିଛି। ଭାରତୀୟ ସମୟ ଅନୁସାରେ ଆଜି ରାତି ପ୍ରାୟ ୧୦ଟା ବେଳେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ୭୭ ବର୍ଷୀୟ ଜୋ ବାଇଡେନ।
ଖାଦ୍ୟ ନାଁରେ ବିଷ ବେପାର। ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଅଖାଦ୍ୟ। ଆଉ ସେସବୁକୁ ମନଲୋଭାଣିଆ ପ୍ୟାକିଂ କରି କମ୍ ଦାମରେ ମାର୍କେଟକୁ ଛାଡ଼ୁଥିଲା ପି.କେ. ଫୁଡ୍ସ ପ୍ରଡକ୍ଟ
ଆରମ୍ଭରୁ କେଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୭ଟି ସ୍ଲାବରେ ୭.୫ରୁ ୨୬ ପ୍ରତିଶତ ଟ୍ୟୁସନ ଫି ଛାଡ ଫର୍ମୁଲାକୁ ସହଜରେ ହଜମ କରିପାରିନାହାନ୍ତି ଘରୋଇ ସ୍କୁଲ୍। ବିନା ଆଲୋଚନାରେ ଏଭଳି ଫି ଛାଡ ନିଷ୍ପତ୍ତିକୁ କାଉଣ୍ଟର କରିବାକୁ ସଜବାଜ ବି ଆରମ୍ଭ କଲେଣି କିଛି ଘରୋଇ ସ୍କୁଲ୍।
ବର୍ତ୍ତମାନ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ମହିଳା। ସେମାନେ ସକ୍ଷମ ଓ ସଶକ୍ତ ମଧ୍ୟ। ଆଉ ସେହିଭଳି ଜଣେ ମହିଳା ଦିଲ୍ଲୀର ଶାନ୍ତି ଦେବୀ। ସେ ଆଉ ତାଙ୍କ କାରନାମା ବେଶ ନିଆରା।
ଭାରତକୁ ରାଫେଲ୍ ଆସିବା ପରେ ଭୟଭୀତ ଚୀନ୍। ମୁହାଁମୁହିଁ ହେବାକୁ ଦେଉଛି ପଛଘୁଞ୍ଚା। ଏବେ ସାମ୍ନାରୁ ନୁହେଁ, ପଛ ପଟୁ ଆକ୍ରମଣ କରିବାକୁ ଯୋଜନା କରିଛି। ଏହା ସହ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି। ଏଥି ପାଇଁ ପାକିସ୍ତାନ ସହ ହାତ ମିଳାଇଛି ଚାଇନା।...