• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

NIALI-LADY-up
ଭିଏଲଡବ୍ଲୁଙ୍କୁ ଘୋଷାରି ଘୋଷାରି ପିଟିଲେ ମହିଳା: ହେଲେ କାହିଁକି?

କଟକ : ରାସ୍ତା ଉପରେ ଭିଏଲଡବ୍ଲୁଙ୍କୁ ଘୋଷାରି ଘୋଷାରି ପିଟିଲେ ମହିଳା। କିଛି ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବଜାରରେ। ମିଳିଥିବା ସୂଚନା ଅନୁସାରେ,  ନିଆଳି ପଞ୍ଚାୟତର ୧୦ ନମ୍ବର ଓ୍ୱାର୍ଡର ପୂର୍ବତନ ଓ୍ୱାର୍ଡ ସଭ୍ୟା ହାଜୋ ବିବି ପୂର୍ବତନ ଭିଏଲଡବ୍ଲୁ ତ୍ରିଲୋଚନ ସାହୁଙ୍କୁ...

DG-office
ମାହାଙ୍ଗା ଡବଲ ମର୍ଡର ଘଟଣା: ଡିଜି ଅଫିସ ଘେରିଲା ବିଜେପି

ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି। ରାଜ୍ୟର ବିଭିନ୍ନ ଥାନା ଓ ଏସପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି...

harshabardhan
ଡ୍ରାଏରନର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମହାଭ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜେ ଚେନ୍ନାଇ ଗସ୍ତ କରି ଟିକାକରଣ ଡ୍ରାଏ ରନର ସ୍ଥିତି ସମୀକ୍ଷା କରିଛନ୍ତି।ମିଳିଥିବା ସୂଚନା ଅନୁସାରେ,  ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ।

air-pollution
କରୋନାଠୁ ବି ଅଧିକ ଜୀବନ ନେଉଛି ବାୟୁ ପ୍ରଦୂଷଣ

କରୋନା ମହାମାରୀ ନାଁ ଶୁଣିଲେ ଆମେ ସମସ୍ତେ ସାଧାରଣ ଭାବରେ ଚିନ୍ତା କରନ୍ତି। କାରଣ ଏହି ମହାମାରୀ ଏତେ ଭୟଙ୍କର ଯେ, ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି। ତେଣୁ ଏହି ଭୂତାଣୁକୁ ଆମେ ସମସ୍ତେ ଡରିବା ସ୍ୱାଭାବିକ କଥା।

bank
ଶବ ଉଠାଇଲା ଟଙ୍କା ?

ବିଶ୍ୱାସ ହେଉ ନଥିଲେ ବି ସତ। ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ବ୍ୟାଙ୍କରେ ପହଞ୍ଚିଗଲା ମୃତଦେହ। ଏମିତି ଘଟଣା ସମ୍ପର୍କରେ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଥିବେ। ଆଜ୍ଞା ହଁ, ବିଶ୍ୱାସ ହେଉ ନଥିଲେ ବି ସତ। ଏମିତି ଘଟଣା ଘଟିଛି ବିହାର ପାଟଣାରେ।

Smoke
୨୧ ବର୍ଷ ପୂର୍ବରୁ ଧୂମପାନ ମନା, ନିୟମ ଭାଙ୍ଗିବ ତ ୭ ବର୍ଷ ଜେଲ ଯିବ

୨୧ ବର୍ଷ ହୋଇନଥିଲେ ଧୂମପାନ ମନା। ନିୟମ ଉଲଙ୍ଘନ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡିବ ତଣ୍ଡ। କାରଣ ଧୂମପାନ ବିରୋଧରେ କଡା ଆଇନ ଆଣିବାକୁ ଯାଉଛି କେନ୍ଦ୍ର।

prakash-mishra
"ରାଜ୍ୟ ପୋଲିସରେ ସ୍ୱଚ୍ଛତା ନାହିଁ"

ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ନେତା ପ୍ରକାଶ ମିଶ୍ର। କହିଲେ, ଲୋକଙ୍କ ଆଗରେ ଏବେ କାହାଣୀ ପ୍ରସ୍ତୁତ କରାଯାଉଛି।

Pratap
ଏତଲାରେ ନାଁ ଥିଲେ ବି କାହିଁକି ଗିରଫ ହୋଇନାହାନ୍ତି ପ୍ରତାପ ଜେନା?

ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ କଟକ ନୃର୍ତ୍ତାଙ୍ଗରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ। କହିଲେ,  ଦୁର୍ନୀତିରେ ବୁଡ଼ି ରହିଛି ଏଠାକାର ରାଜ୍ୟ ସରକାର ।

Toll gate
ଆମେ ଟୋଲଗେଟରେ କାହିଁକି ଦେବା ଟ୍ୟାକ୍ସ?

ଟୋଲଗେଟ୍। ଏହି ନାଁ ସହ ଆପଣମାନେ ସମସ୍ତେ ପରିଚିତ। କାରଣ ରାସ୍ତାରେ ଗଲାବେଳେ ଏଠାରେ ଆମେ ସମସ୍ତେ ଟିକସ ଦେଇଥାଆନ୍ତି। କହିବାକୁ ଗଲେ, ରାସ୍ତାରେ ଯା'ଆସ ଲାଗି ସରକାର ଆମମାନଙ୍କଠାରୁ ଏଠାରେ ଟ୍ୟାକ୍ସ ଆଦାୟ କରନ୍ତି।

Flower
ଫୁଲ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଚାଷୀ

ଫୁଲ ଚାଷ ସାଜିଛି ରୋଜଗାରର ପ୍ରମୁଖ ମାଧ୍ୟମ। ଫୁଲ ଚାଷ କରି ପରିବାର ପ୍ରତିିପୋଷଣ କରୁଛନ୍ତିି ବାଲେଶ୍ୱର ଏବଂ ଆସିକାରେ ୨ ଫୁଲ ଚାଷୀ। ତେବେ ନିଜେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ପରେ ଅନ୍ୟମାନଙ୍କୁ ମଧ୍ୟ ଫୁଲ ଚାଷ କରିବାକୁ ପରାମର୍ଶ ଦେଉଛନ୍ତି

representational image
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ। ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ଥାନା ପୋଲିସ। ଏଥିସହ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ଗ୍ରାମାଞ୍ଚଳ ପୋଲିସ ଜଣଙ୍କୁ ଗିରଫ କରିଥିଲ॥ ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ...

NALCO
‘କୋଭିଡ୍ ସ୍ଥିତିରେ ବି ନାଲ୍‌କୋ ଆଲୁମିନିୟମ ଭଲ କାମ କରିଛି‘

ସେପଟେ, ପୁରୀ ସିଦ୍ଧ ମହାବୀର ଫ୍ଲାଏ ଓଭର ର୍ନିମାଣ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର। ବହୁ ଦିନରୁ ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧ ମହାବୀର ଫ୍ଲାଏ ଓଭର ବ୍ରିଜ ର୍ନିମାଣ ପାଇଁ ଦାବି ହୋଇଆସୁଛି।

sisir
ଯୁବତୀଙ୍କୁ ସୁରକ୍ଷା ଦେବ ବେଲ୍ଟ....ଜାଣନ୍ତୁ କେମିତି?

ଯୁବତୀଙ୍କ ପାଇଁ ସୁରକ୍ଷା କବଚ। ଜୟପୁରର ଶିଶିର ମଲ୍ଲିକ ଏମିତି ଏକ ବେଲ୍ଟ ତିଆରି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି। କେତେବେଳେ ହ୍ୟାଣ୍ଡ ସାନିଟାଇଜର ତ କେତେବେଳେ ସୀମାରେ ସୈନିକଙ୍କ ସୁରକ୍ଷା ପାଇଁ ରୋବୋ ହେଲମେଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଥିବା ଯୁବକ ଏବେ ପୁଣି ଏକ...

d.Purandeswari
ମୃତ ବିଜେପି ନେତାଙ୍କ ଘରକୁ ଯିବେ ଡି.ପୁରନ୍ଦେଶ୍ୱରୀ

ମାହାଙ୍ଗାରେ ବରିଷ୍ଠ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ନେଇ ରାଜନୀତି ସରଗରମ ଥିବା ବେଳେ ଓଡିଶାରେ ପହଁଚିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ଆଜି ବିଜେପି ଟିମ୍ ସହ ପୁରନ୍ଦେଶ୍ୱରୀ , ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯିବା କାର୍ଯ୍ୟକ୍ରମ ରହିଛି।

corona
କରୋନା ଟିକା: ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କରୋନା ଟିକାକରଣର ପୂର୍ବରୁ ଆସନ୍ତାକାଲି ଦେଶର ପ୍ରାୟ ୭ଶହ ଜିଲ୍ଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଡ୍ରାଏ ରନ୍ ହେବ। କେଉଁ କେଉଁ ସ୍ତର ଦେଇ ତୃଣମୂଳ ସ୍ତରରେ ଟିକା ପହଞ୍ଚାଯିବ ସେ ନେଇ ବିସ୍ତୃତ ଯୋଜନା କରାଯାଇଛି।

school 1
ଆସନ୍ତାକାଲି ଖୋଲିବ ସ୍କୁଲ

ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିବାକୁ ଯାଉଛି। କୋଭିଡ ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ। ଛାତ୍ରାଛାତ୍ରୀ, ଅଭିଭାବକ ସମସ୍ତେ ଏସଓପି ମାନିବା ବାଧ୍ୟତାମୂଳକ କରାଯାଇଛି।

isro
ଖାଦ୍ୟରେ ବିଷ ଦେଇଥିଲା କିଏ?

ଭୁବନେଶ୍ୱର: ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ ଅଭିଯୋଗରେ ଆସିଲା ନୂଆ ତଥ୍ୟ।  ଘଟଣା ପଛରେ ବାହ୍ୟ ଶତ୍ରୁଙ୍କ ହାତ ଥାଇପାରେ ବୋଲି କହିଲେ ତପନ ମିଶ୍ର। ଓଟିଭିକୁ ଫୋନରେ ସାକ୍ଷାତକାର ଦେବା ସମୟରେ ଏମିତି କହିଲେ ତପନ। କେବଳ ଏତିକି ନୁହେଁ ବରଂ...

khabar-odisha-
ମନ୍ଦିର ଯିବା ରାସ୍ତାରେ ଗଣଦୁଷ୍କର୍ମର ଶିକାର ହେଲେ ଅଙ୍ଗନବାଡି ସହାୟିକା

ସୀମା ଟପିଲା ବର୍ବରତା। ୫୦ ବର୍ଷିୟ ଅଙ୍ଗନବାଡି ସହାୟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କେବଳ ଗଣଦୁଷ୍କର୍ମ ନୁହେଁ ବରଂ ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି। ତେବେ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତର ପ୍ରଥମ ଦଫାରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି।

otv-photo
ଓଡ଼ିଶା ଲଲିତକଳା ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଓଡ଼ିଶା ଲଲିତକଳା ଏକାଡେମୀର ୨୦୨୦-୨୧ ମସିହା ଲାଗି ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କଳାକୃତି କ୍ଷେତ୍ରରେ ଏଥର ୮ ଜଣଙ୍କୁ ଏହି ପୁରସ୍କାର ମିଳିବ। ଚଳିତବର୍ଷ ୩୯ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ୫୧୫ ଜଣ ଶିଳ୍ପୀମାନଙ୍କଠାରୁ ୮୨୯ ଗୋଟି କଳାକୃତିର ଫଟୋଗ୍ରାଫ୍ ଗ୍ରହଣ କରାଯାଇଥିଲା।...

husband
କି ଯୁଗ ହେଲାରେ ବାବା !! ଶେଷକୁ ସ୍ୱାମୀକୁ ବିକ୍ରି କରିଦେଲା ସ୍ତ୍ରୀ

ସ୍ୱାମୀକୁ ବିକ୍ରି କରିଦେଲା ସ୍ତ୍ରୀ। ମାତ୍ର ଦେଢ କୋଟି ଟଙ୍କାରେ ନିଜ ୭ ଜନ୍ମର ସାଥୀକୁ ବିକ୍ରି କରିଦେଲା ସ୍ତ୍ରୀ।ମିଳିଥିବା ସୂଚନା ଅନୁସାରେ, ଏପରି ଘଟଣାଟି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି। ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି