/odishatv-khabar/media/post_attachments/uploadimage/library/16_9/16_9_0/Panchang__1736219354.jpg)
Panchang
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଦିବା ୧୦.୦୩ ଗତେ ତୁଳା । ତିଥି- ୭ମୀ ଦିବା ୧୨.୪୦ ଗତେ ୮ମୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୧୦.୦୩ ପର୍ଯ୍ୟନ୍ତ । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୧୨.୪୦ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ-
ଦିବା- ୦୯.୧୨ ରୁ ୧୦.୫୧
ଦିବା- ୦୧.୦୪ ରୁ ୦୧.୨୦
ଦିବା- ୦୪.୦୫ ରୁ ୦୪.୪୪
ସନ୍ଧ୍ୟା- ୦୫.୨୮ ରୁ ୦୬.୨୦
ରାତ୍ରି- ୦୮.୫୬ ରୁ ୧୧.୩୨
ରାତ୍ରି- ୦୨.୦୭ ରୁ ୦୩.୫୧
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୪୩ ରୁ ୦୪.୦୫
କାଳବେଳା- ଦିବା ୦୧.୨୦ ରୁ ୦୨.୪୩
ବାରବେଳା- ପ୍ରାତଃ ୦୭.୫୦ ରୁ ୦୯.୧୨
କାଳରାତ୍ରି- ସନ୍ଧ୍ୟା ୦୭.୦୫ ରୁ ୦୮.୪୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)