• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

vote-eng
ପିପିଲି ଉପନିର୍ବାଚନ: ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ହେବେ ମୁତୟନ

ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ନିଷ୍ପତ୍ତି ହୋଇଛି। ପିପିଲିରେ ଏଡିଜି ଯଶଓ୍ୱନ୍ତ ଜେଠୱାଙ୍କ ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ହୋଇଛି।

school'
ଭୟଙ୍କର ହେଉଛି କରୋନା: ନବମ ଓ ଏକାଦଶ କ୍ଲାସ୍‌ ବନ୍ଦ ପାଇଁ ନିଷ୍ପତ୍ତି ନେଲେ ସରକାର

ଭୟଙ୍କର ହେଉଛି କରୋନା। ମହାମାରୀ ବ୍ୟାପୁଥିବାରୁ ସ୍କୁଲକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ନିଷ୍ପତ୍ତି ଅନୁସାରେ,  ନବମ, ଏକାଦଶ କ୍ଲାସ୍ ବନ୍ଦ ରହିବ। କରୋନା ସ୍ଥିତି ଦେଖି ବନ୍ଦ ଘୋଷଣା କରିଛନ୍ତି  ରାଜ୍ୟ ସରକାର।

corona
ବେକାବୁ କରୋନା: ରାଜଧାନୀରେ ୧୦୩ ପଜିଟିଭ୍‌ ଚିହ୍ନଟ

ଚିନ୍ତା ବଢାଉଛି ସଂକ୍ରମଣ। ଆଜି ଗୋଟିଏ ଦିନରେ କେବଳ ରାଜଧାନୀ ଭୁବନେଶ୍ୱରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

lockdown
ରାୟପୁରକୁ ଲକଡାଉନ ଘୋଷଣା କଲେ ସରକାର

କରୋନା ସଂକ୍ରମଣ ବଢୁଥିବାରୁ ଛତିଶଗଡ଼ର ରାୟପୁର ଜିଲ୍ଲାକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର। ସୂଚନା ଅନୁସାରେ, ରାୟପୁର ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ ରହିବ। ଆସନ୍ତା ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଅଣାୟତ୍ତ ଦେଖି ଲକଡାଉନ କରିଛନ୍ତି ସରକାର।

saha
ମମତା ସରକାର ପରେ ବଙ୍ଗରେ ଦୂରେଇ ଯାଇଛି ବିକାଶ: ଶାହ

ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଚାଲିଛି ବିଧାନସଭା ନିର୍ବାଚନ। କିନ୍ତୁ ଏବେ ସମସ୍ତଙ୍କର ପଶ୍ଚିମବଙ୍ଗ ଉପରେ ନଜର ରହିଛି।

DELHI NIGHT CURFEW
ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ: ଜାଣନ୍ତୁ ଆଉ କଣ କଣ କଟକଣା ଲଗାଇଲେ ସରକାର

ସେପଟେ ମାସ୍କକୁ ନେଇ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ।

car mask
କାରରେ ଏକା ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ, ନହେଲେ...

ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଣିକି କାରରେ ଏକାକୀ ଡ୍ରାଇଭ୍ କରି ଗଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ହାଇକୋର୍ଟ

Babusan-Mohanty
ବାପା ହେଲେ ଲଭର ବୟ ବାବୁସାନ

ବାପା ହେଲେ ବାବୁସାନ୍‌। ଓଲିଉଡ ଇଣ୍ଡଷ୍ଟ୍ରିର ଲଭର ବୟ ବାବୁସାନ ବାପା ହେବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବାବୁ ସାନ୍ ମଙ୍ଗଳବାର ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି

anil
ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନୀଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ:  ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ। ମୁଖ୍ୟମନ୍ତ୍ରୀ  ଉଦ୍ଧବ ଠାକେରଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ଅଭିଯୋଗ ବେଶ୍ ସାଙ୍ଘାତିକ ରହିଥିଲା । ଗୃହମନ୍ତ୍ରୀଙ୍କ ବିରୋଧରେ ଯେଉଁ ଅଭିଯୋଗ...

rafel
ରାଫେଲ ପାଇଁ ମଧ୍ୟସ୍ଥିଙ୍କୁ କାହିଁକି ଏତେ ଟଙ୍କା ଦେଇଥିଲା ‘ଦାସଲ୍ଟ’?

ରାଫେଲକୁ ନେଇ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ। କହିବାକୁ ଗଲେ  ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୬-୧୭ରେ ହୋଇଥିବା ରାଫେଲ୍ ଚୁକ୍ତିକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି

rahul-gandhi
ବଢୁଛି ତେଲ ଦର, ଅଟୋରେ ରୋଡ଼୍‌ ସୋ' କଲେ ରାହୁଲ ଗାନ୍ଧୀ

କେରଳରେ ଜୋରଧରିଛି ପ୍ରଚାର। ଏପ୍ରିଲ ୬ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି।

ganjam
ବିବାହ ଭୋଜିରେ ଅତିଥିଙ୍କୁ ପ୍ୟାକେଟ୍‌ ଖାଦ୍ୟ ଦେବାକୁ ଜାରି ହେଲା ନିର୍ଦ୍ଦେଶ

କରୋନାକୁ ନଜରରେ ରଖି କରୋନା କଟକଣାକୁ ଆହୁରି କଡ଼ାକଡ଼ି କଲା ଗଞ୍ଜାମ ପ୍ରଶାସନ। କହିବାକୁ ଗଲେ ଗଞ୍ଜାମ କୋଭିଡ୍ କଟକଣାରେ କିଛି ନୂଆ ନିୟମ ଲଗାଇଛି ପ୍ରଶାସନ

cm-naveen
ପିପିଲି ପାଇଁ ପ୍ରଚାର ମୈଦାନକୁ ଯିବେ ନବୀନ

ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

COVASILD
କରୋନା ବଢୁଛି: ଏପଟେ ରାଜ୍ୟରେ ଦେଖାଗଲାଣି ଟିକାର ଅଭାବ

ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଦେଖାଦେଇପାରେ ଟିକାର ଅଭାବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ରାଜ୍ୟରେ କୋଭିସିଲ୍ଡ ଟିକା ୬ ଲକ୍ଷ ଅଛି ଯାହାକି ଆଉ ମାତ୍ର ୨ ଦିନ ଯିବ।

Jagannath_Temple
ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଜାଣନ୍ତୁ କାହିଁକି?

ତେବେ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇସାରିଛି। ସବୁ ରବିବାର  ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି