ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର
Published By: Sarbeswar
Last updated: 27 August 2021, 10:09 PM IST
କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତ ଶିଶୁକନ୍ୟା କଟକ ଜିଲ୍ଲାର ବୋଲି ଜଣାପଡ଼ିଛି।