ଏସସିବିରେ ଆଜିଠୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇକମୋ ଚିକିତ୍ସା ସେବା I ୯ଟି ମେସିନର ଉଦଘାଟନ I କଟକ SCB ପୂର୍ବ ଭାରତର ଇକ୍ମୋ ହବ୍। ରାଜ୍ୟ ସରକାର ମାଗଣାରେ ଇକ୍ମୋ ସେବା ଯୋଗାଇବେ ଓ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ନିଜେ ସୁରକ୍ଷିତ ରହନ୍ତୁ ଓ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ: ମୁଖ୍ୟମନ୍ତ୍ରୀ
Published: Sarbeswar
Last updated: 27 August 2021, 10:06 PM IST
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ। ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି।