• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Amar Satpathy
ଟିକେଟ୍‌ କଟିବା ପରେ ବଢ଼ୁଛି ଅସନ୍ତୋଷ, ଅମରଙ୍କ ବାସଭବନରେ ମେଳି କଲେ ସମର୍ଥକ

୬ ଥରର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କ ଟିକେଟ୍‌ କାଟିଛି ବିଜେଡି। ଅମରଙ୍କ ବଦଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ପ୍ରାର୍ଥୀ କରିଛି ଦଳ ।

Samir Dash
ଟିକେଟ୍ କଟିବା ପରେ ଶକ୍ତି ଦେଖାଇଲେ ସମୀର, ନିମାପଡ଼ାରେ କଲେ ବିରାଟ ସମାବେଶ

ପୁରୀ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜ ସମର୍ଥକଙ୍କ ସହ ବିରାଟ ସମାବେଶ କରିଛନ୍ତି ସମୀର ଦାଶ । ଏହି ସମାବେଶ ଜରିଆରେ ସେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଛନ୍ତି ।

ms dhoni fan
ମାହିଙ୍କଠୁ ମିଳିଲା କୁନି ଝିଅକୁ ଜୋସ୍‌; କହିଲେ, ମୁଁ ବି ଦିନେ ଇଣ୍ତିଆ ପାଇଁ ଖେଳିବି..

ନିଜର ପ୍ରିୟ ଖେଳାଳି ଧୋନିଙ୍କଠାରୁ ଏହି ଉପହାର ପାଇବା ପରେ ମେହେର କହିଛନ୍ତି, ‘ମୁଁ ମଧ୍ୟ ଦିନେ ଭାରତ ପାଇଁ କ୍ରିକେଟ ଖେଳିବି।

Srimandir
ରଥଯାତ୍ରା ପୂର୍ବରୁ ୪ ଦ୍ୱାର ଖୋଲିବାକୁ ଦାବି, ନହେଲେ...

ଏପରିକି ୪ ଦ୍ୱାର ନ ଖୋଲିଲେ ଆମରଣ ଅନଶନ ଚେତାବନୀ ମଧ୍ୟ ଦେଇଛନ୍ତି ଦାମୋଦର ମହାସୁଆର ।

108 Ambulance Service
ସେବା ପାଇଁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସମ୍ମାନିତ କଲା ଜେଡ୍‌ଏଚ୍‌ଏଲ୍‌

ଜେଡ୍‌ଏଚ୍‌ଏଲ୍ ପକ୍ଷରୁ ଏହାର କର୍ମଚାରୀମାନଙ୍କ ୧୫ ଜଣ ପ୍ରତିଭାଶାଳୀ ପିଲାଙ୍କୁ ସମ୍ମାନିତ କରାଯାଇଛି ଯେଉଁମାନେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି ।

AC Helmet
ତାତିରୁ ମିଳିବ ତ୍ରାହି, ରାଜଧାନୀରେ ଟ୍ରାଫିକ୍‌ ପୋଲିସ୍‌ ପିନ୍ଧିବେ AC ହେଲମେଟ୍‌

ଟ୍ରାଫିକ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ AC ହେଲମେଟ୍ ପ୍ରଦାନ କରିଛନ୍ତି ପୋଲିସ କମିଶନର। ଏହି ଏସି ହେଲମେଟ୍‌ ବ୍ୟାଟେରୀ ଦ୍ୱାରା ଚାର୍ଜ ହେବ ।

AI
କିଏ ଛାଡ଼ିବ ଚାକିରି, ଆଗୁଆ ପୂର୍ବାନୁମାନ କରିବ AI

କର୍ମଚାରୀମାନେ କମ୍ପାନୀ ଛାଡ଼ିବା ଦିଗରେ ଏହି AI ଟୁଲ୍‌ ମ୍ୟାନେଜରମାନଙ୍କୁ ସାହାଯ୍ୟ କରିବ ।

Potato Price Hike
ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା !

ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ ।

Brahmos
ଫିଲିପାଇନ୍ସକୁ ବ୍ରହ୍ମୋସ୍‌ ମିସାଇଲ ଦେଲା ଭାରତ, ଅଡ଼ୁଆ ବଢ଼ିଲା ଚୀନ୍‌ର...

ଭାରତୀୟ ବାୟୁସେନା C-17 ଗ୍ଲୋବ୍‌ ମାଷ୍ଟର ବିମାନ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଫିଲିପାଇନ୍ସ ମେରାଇନ୍ କର୍ପସକୁ ହସ୍ତାନ୍ତର କରିଛି।

Operation Prahar
କାଙ୍କେର୍ ଟ୍ରେଲର୍ ପରେ ଥରହର ଲାଲଗଡ଼, ପୂରା ଫିଲ୍ମ ଦେଖାଇବ 'ଅପରେସନ୍ ପ୍ରହାର' !

ଏବେ ଧଡ଼ାଧଡ଼ ଗଡ଼ିବ ମାଓବାଦୀଙ୍କ ମୁଣ୍ଡ । ଆତ୍ମସମର୍ପଣ ନ କଲେ ଟଳିବାକୁ ପଡ଼ିବ ସୁରକ୍ଷାକର୍ମୀଙ୍କ ଗୁଳିରେ। କାଙ୍କେର୍ ସୁଟ୍-ଆଉଟ୍ ପରେ ଜୋରଦାର ହୋଇଛି ଅପରେସନ୍ ପ୍ରହାର ।

Vasuki Indicus
କଚ୍ଛରୁ ମିଳିଲା ବାସୁକି ନାଗର ଜୀବାଶ୍ମ, ଆନାକୋଣ୍ଡା ଓ ଡାଇନୋସରଠୁ ବି ବଡ଼

ବୈଜ୍ଞାନିକମାନେ କଚ୍ଚର ପାନନ୍ଦ୍ରାଓ ଲିଗ୍ନାଇଟ୍‌ ଖଣିରୁ ‘ବାସୁକି ନାଗ’ର ମେରୁଦଣ୍ଡର ୨୭ଟି ଅଂଶ ଉଦ୍ଧାର କରିଛନ୍ତି । ତେବେ ଏହି ସାପର ବୈଜ୍ଞାନିକ ନାମ ହେଉଛି ବାସୁକି ଇଣ୍ଡିକସ୍ ।

BJP Protest
ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦାବି, ଓଡ଼ଗାଁ ଥାନା ଘେରିଲା ନୟାଗଡ଼ ବିଜେପି

ନ୍ୟାୟ ଦାବିରେ ରାସ୍ତାରୋକ ସହ ଥାନା ଭିତରକୁ ଧସେଇ ପଶିଲେ ଶତାଧିକ ବିଜେପି କର୍ମୀ ।

Sun Stroke
ଜଳୁଛି ଓଡ଼ିଶା: ଅଂଶୁଘାତରେ ଜଣେ ମୃତ, ୭୧ ଆକ୍ରାନ୍ତ

ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।

Discount To First-Time Voters
ଆପଣ ଫାଷ୍ଟ୍‌ ଟାଇମ୍‌ ଭୋଟର କି ? ଯାଆନ୍ତୁ ଏହି ବିମାନରେ, ପାଇବେ ରିହାତି....

ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ #VoteAsYouAre ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି।

BJP Target Pandian
ନିର୍ବାଚନୀ ଇସ୍ତାହାର ନେଇ ପାଣ୍ଡିଆନ୍‌ଙ୍କ ଅପିଲ୍‌କୁ ବିଜେପିର କଟାକ୍ଷ

୫ ଶହ କୋଟି ଖର୍ଚ୍ଚ କରି ସାରା ଓଡ଼ିଶା ବୁଲିବା ପରେ ଏବେ ପୁଣି ମତାମତର କ’ଣ ଦରକାର ପଡ଼ିଲା ବୋଲି ବିଜେପି ପ୍ରଶ୍ନ କରିଛି ।

Laxman Kewat
କିଏ ଏହି ଲକ୍ଷ୍ମଣ କେୱଟ...ଯାହାଙ୍କ ନାଁ ଶୁଣିଲେ ଥରହର ଲାଲ୍‌ ବାହିନୀ

୬ ଥର ଗ୍ୟାଲେଣ୍ଟ୍ରି ପଦକ ଜିତିଥିବା ଇନ୍ସପେକ୍ଟର ଲକ୍ଷ୍ମଣ କେୱଟ, କାଙ୍କେରରେ ମାଓବାଦୀଙ୍କ ବିରୁଦ୍ଧରେ ହୋଇଥିବା ବଡ଼ ଅପରେସନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

BJD Ticket Politics
ବିଜେଡିରେ ପରିବାରବାଦକୁ ପ୍ରୋତ୍ସାହନ

ସ୍ୱାମୀ ପରେ ସ୍ତ୍ରୀ ହେବେ ନେତ୍ରୀ । ସ୍ୱାମୀଙ୍କୁ କାଟି ସ୍ତ୍ରୀକୁ ଟିକେଟ୍ । ବିଜେଡି ଘୋଷଣା କରିଥିବା ୨୮ ମହିଳା ପ୍ରାର୍ଥୀଙ୍କ ଭିତରେ ୧୦ ଜଣ ହେଭିୱେଟ ନେତାଙ୍କ ପତ୍ନୀ ।

Power Cut
ପ୍ରଚଣ୍ଡ ତାତିରେ ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ପାୱାର କଟ୍

ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା ।

BJD Politics
ଟିକେଟକୁ ନେଇ ବିଜେଡିରେ ଅସନ୍ତୋଷ ଅସମ୍ଭାଳ

ବିଦ୍ରୋହ ଏତେ ଯେ, ବିବାଦ ଥାଇ ବି ବିଧାୟକଙ୍କ ଟିକଟ୍ କାଟିପାରୁନି ବିଜେଡି । ଆଉ ଯେଉଁ କାଁ ଭାଁ କଟୁଛି ସେମାନଙ୍କୁ ବି ମ୍ୟାନେଜ୍ କରିବାରେ ଅସମର୍ଥ । ଯେମିତି ଗତକାଲି ଟିକେଟ କଟିବା ପରେ ତାତିଛନ୍ତି ସମୀର ଦାଶଙ୍କ ସମର୍ଥକ ।

Politics
ବଦଳିଲାନି ହିଞ୍ଜିଳି ଭାଗ୍ୟ, ବଦଳିବ ତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ?

ନବୀନଙ୍କ ୨୪ ବର୍ଷର ଶାସନ ପରେ ବି ଭୋକର ଭୂଗୋଳ ଭିତରେ ଦି’ମୁଠା ଦାନା ପାଇଁ ଦାଦନ ଯାଉଛି ଗରିବ ଖଟିଖିଆ ମଣିଷ । ସେ ଗଞ୍ଜାମ ହେଉ ଅବା ବଲାଙ୍ଗିର । ଆଜି ବି ଦାଦନ ଦହନରେ ଜଡ଼ସଡ଼ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।