• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

asana
ଆଜି ବାକି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍‌ ୧୧ ଓ ୧୮ରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ଲାଗି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ତେବେ ଏହି ଦୁଇ ପର୍ଯ୍ୟାୟ ପାଇଁ ତଥା ୬୩ଟି ବିଧାନ ସଭା ଓ ୯ଟି ଲୋକସଭା ଲାଗି ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା...

police
୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ପୁଲିସ୍‌ ମୁତୟନ

ଜୟପୁର(ଟି ଗୌରୀଶଙ୍କର):  ଜୟପୁର ସହରର ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣା ପରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି।  ଉଭୟ ସାହିରେ ଫୋର୍ସ ମୁତୟନ କରାଯିବା ସହ ପୁଲିସ୍‌ ଓ ବିଏସଏଫ୍‌ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି। ଘଟଣାସ୍ଥଳରେ କୋରାପୁଟ ଏସ୍ପି କନୱର ବିଶାଲ ସିଂଙ୍କ...

police
ବୋହୂ ବାପଘରୁ ଫେରିବାରେ ବିଳମ୍ବ ନେଇ ଗଣ୍ଡଗୋଳ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟକରି ଦେଇଛନ୍ତି। ଏହାସହ ଥାନା ଭିତରେ ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର, କମ୍ପ୍ୟୁଟର ଫିଙ୍ଗା ଫୋପଡ଼ା କରିଛନ୍ତି। ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି...

air
ସଙ୍କଟରେ ଜେଟ୍ ଏୟାର୍‌ୱେଜ୍

ନୂଆଦିଲ୍ଲୀ:  ଆର୍ଥିକ ସଂକଟ ଯୋଗୁଁ ଜେଟ୍ ଏୟାର୍‌ୱେଜ୍‌ର ସମସ୍ୟା ବଢ଼ିବାରେ ଲାଗିଛି। ୧୩ଟି ଇଣ୍ଟରନ୍ୟାସନାଲ୍‌ ରୁଟ୍‌ରେ ବିମାନ ଚଳାଚଳକୁ ରଦ୍ଦ କରିଛି ଏହି କମ୍ପାନି। ଏପ୍ରିଲ ଶେଷ ଯାଏ ଏହି ରୁଟ୍‌ରେ ସମସ୍ତ ବିମାନ ବନ୍ଦ ରହିବା ସହିତ ବୁକିଂ ମଧ୍ୟ କରାଯିବ ନାହିଁ। ସେହି ରୁଟ୍ ଗୁଡ଼ିକ...

shatrughan
ବିହାରରେ ସବୁ ଆସନରେ ଏନ୍‌ଡିଏ ଦେଲା ପ୍ରାର୍ଥୀ, ଶତୃଘ୍ନଙ୍କ ନାଁ ନାହିଁ

ନୂଆଦିଲ୍ଲୀ: ବିହାର ଲୋକସଭା ନିର୍ବାଚନ ପାଇଁ ଏନ୍‌ଡିଏ ପୂରା ୪୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ବିଜେପି ଓ ଜେଡିୟୁ ୧୭ଟି ଲେଖାଏ ଆସନରେ ନିର୍ବାଚନ ଲଢ଼ିବେ ଏବଂ ଏଲ୍‌ଜିପି ୬ଟି ଆସନରେ ପ୍ରାର୍ଥୀ ଦେବ। ବିହାର ବିଜେପି ମୁଖ୍ୟ ଭୂପିନ୍ଦ୍ର ଯାଦବ ଆଜି ପାଟଣାରେ ଆୟୋଜିତ ସାମ୍ବାଦିକ...

murder
ବିଭୂତି ଭୂଷଣ ଜେନା ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଖୁଲୁଡ଼ା ଗାଁର ବିଭୂତି ଭୂଷଣ ଜେନାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ସମ୍ପର୍କୀୟ ପୁତୁରା ନିରଞ୍ଜନ ଜେନାଙ୍କୁ ପୁଲିସ୍‌ ଗିରଫ କରିଛି। ଗତ ୧୭ ତାରିଖରେ ନିରଞ୍ଜନ ଛୁରୀ ଭୁସି ଅତି ବୀଭତ୍ସ ଭାବେ ବିଭୂତିଙ୍କୁ ହତ୍ୟା କରିଥିଲା। ତେବେ ଟଙ୍କା କାରବାରକୁ...

family
ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଗଟେସରବରପଡ଼ାରେ ଗୋଟିଏ ପରିବାର ଉପରକୁ ସଂଘବନ୍ଧ ଆକ୍ରମଣ ହୋଇଛି। କିଛି ଯୁବକ ଦୈତାରୀ କୁମ୍ଭାରଙ୍କ ଘର ଭିତରକୁ ଧଶେଇ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ପରିବାର ଲୋକଙ୍କୁ ମାଡ଼ପିଟ୍‌ କରିବା ସହ ସବୁ ଜିନିଷ ଭଙ୍ଗାରୁଜା କରିଛନ୍ତି। ଏଥିରେ ଦୈତାରୀଙ୍କ ସହ ପରିବାର...

atm
ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଜେକେପୁର ସିଂହାଣିଆ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଗତକାଲି ରାତିରେ ଜେକେପୁର ସିଂହାଣିଆ ଛକରେ ଥିବା ଏସ୍‌ବିଆଇ ଏଟିଏମ୍ ଭଙ୍ଗାରୁଜା କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ତେବେ କେତେ ଟଙ୍କା ଲୁଟ୍ ହୋଇଛି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।...

gun-attack
ଗୁଳିମାଡ଼ରେ ବୃଦ୍ଧ ଗୁରୁତର

ଖୋର୍ଦ୍ଧା: ଗୁଳିମାଡ଼ରେ ବୃଦ୍ଧ ଗୁରୁତର। ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ତେନ୍ତୁଳିମୂଳ ଗାଁରେ। ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଯୁଧିଷ୍ଠିର ମହାପାତ୍ର। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତେଣୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା ଏସ୍‌ଡିପିଓ ଏବଂ ଜଙ୍କିଆ ଥାନା...

soldier
ପାକିସ୍ତାନର ଗ୍ରେନେଡ୍ ମାଡ଼

କାଶ୍ମୀର: ଜମ୍ମୁ ଓ କାଶ୍ମୀରର ସୋପୋର ସହରରେ ଗ୍ରେନେଡ୍ ଆକ୍ରମଣରେ ୨ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ସାଢ଼େ ୧୦ଟା ବେଳେ ଓ୍ୱାରପୋରାର ପୁଲିସ୍‌ ପାର୍ଟି ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଥିଲେ। ଏଥିରେ ଡାଙ୍ଗିବାଚା ଥାନାର ଷ୍ଟେସନ ହାଉସ୍‌ ଅଫିସର...

soumya
ବିଜେଡି ଇସ୍ତାହାରରେ ବିକାଶ, ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରସଙ୍ଗ ସ୍ଥାନ ପାଇବ: ସୌମ୍ୟରଞ୍ଜନ

ଭୁବନେଶ୍ୱର: ୨୦୧୪ ପରି ଏଥର ମଧ୍ୟ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦେବ ବିଜେଡି। ଦଳର ନିର୍ବାଚନୀ ଇସ୍ତାହାରେ ଏହି ସବୁ ପ୍ରସଙ୍ଗ ସ୍ଥାନ ପାଇପାରେ। ଦଳର ଇସ୍ତାହାର ବାସ୍ତବଧର୍ମୀ ହେବ ବୋଲି କହିଛନ୍ତି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ। ସେ କହିଛନ୍ତି, “ଆଜି ପ୍ରାରମ୍ଭିକ ମିଟିଂ...

sameer
ଗୁଇନ୍ଦା ଚିଠି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ୱର: ଗୁଇନ୍ଦା ଚିଠି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏହି ପ୍ରସଙ୍ଗରେ ଆମର ଅଭିଯୋଗର ୪୮ ଘଣ୍ଟା ପରେ ବି ପଦକ୍ଷେପ ନେଇନାହାନ୍ତି CEO। ବିଜେପି ନା କେନ୍ଦ୍ର ସରକାର ଚାପରେ ପଦକ୍ଷେପ ନିଆଯାଉନାହିଁ ସେ ବିଷୟରେ ଆଜି...

apple
ଦୋଳ ପୂର୍ଣ୍ଣିମାରେ ଘରେ ପ୍ରସ୍ତୁତ କରନ୍ତୁ ସେଓ ଜିଲାପି

ଆଜିହେଉଛି ଦୋଳ ପୂର୍ଣ୍ଣିମା। ତେବେ ଆଜି ଦୋଳରେ ଆମେ ଆପଣଙ୍କୁ ଏକ ନିଆରା ମିଠା ‘ସେଓ ଜିଲାପି’ ବିଷୟରେ କହିବୁ ଆସନ୍ତୁ ଜାଣିବା। ଆବଶ୍ୟକ ସାମଗ୍ରୀ: ସେଓ, ମଇଦା, ଚିନି, ତେଲ, ଲେମ୍ବୁରସ, ଗୁଜୁରାତି ଗୁଣ୍ଡ, କାଜୁ ଓ ପେସ୍ତା। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ଅଳ୍ପ...

blood
ରକ୍ତଚାପ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି, ଡାଏଟ୍‌ରେ ଏହି ସବୁ ସାମିଲ୍‌ କରନ୍ତୁ

ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀରେ କାମ ଓ ମାନସିକ ଚାପ ଯୋଗୁ ଅଧିକାଂଶ ଲୋକେ ବ୍ଲଡ୍‌ ପ୍ରେସର୍‌ ବା ରକ୍ତଚାପର ଶିକାର ହେଉଛନ୍ତି। ରକ୍ତଚାପ ଏକ  ଗମ୍ଭୀର ସମସ୍ୟା। ଯାହା ଅଧିକ ହେଲେ ଆମ ଜୀବନ ମଧ୍ୟ ନେଇପାରେ। ବ୍ଲଡ୍‌ ପ୍ରେସର ଯୋଗୁ ହୃଦଘାତ ଭଳି ସମସ୍ୟା ମଧ୍ୟ ଦେଖାଦେଇ...

women
ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଗୁରୁଧି ଗାଁରୁ ଜଣେ ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।  ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ପୁଅର ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କୁ ୫ ଜଣ ବଳପୂର୍ବକ ବିଷ ପିଆଇ ଦେଇଛନ୍ତି। ଗତକାଲି ସ୍ୱାମୀ ସହ...

bottle
କୋରେକ୍ସ ବୋତଲ ଜବତ

ବଲାଙ୍ଗିର( ମନୋରଞ୍ଜନ ଯୋଶୀ): ବଲାଙ୍ଗିରରେ ବିପୁଳ ପରିମାଣର କୋରେକ୍ସ ବୋତଲ ଜବତ ହୋଇଛି। ୨ଟି ଗାଡ଼ିରୁ ବିପୁଳ ପରିମାଣର କୋରେକ୍ସ କଫ୍ ସିରପ ବୋତଲ ଜବତ କରିଛି ବଲାଙ୍ଗିର ଟାଉନ୍‌ ପୁଲିସ୍‌। ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। କିନ୍ତୁ କୋରେକ୍ସ...

brother
ବଡ଼ ଭାଇ ନେଲା ସାନ ଭାଇର ଜୀବନ

ପାରାଦୀପ(ରମାନାଥ ନାୟକ): ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ। ଏହି ଜଘନ୍ୟକାଣ୍ଡ ଘଟିଛି ପାରାଦୀପ ନୂଆବଜାରରେ। ମୃତକ ଜଣକ ହେଲେ ସୁଦୀପ୍ତ ସ୍ୱାଇଁ।  ତାଙ୍କ ବୟସ ପ୍ରାୟ ୩୨ ବର୍ଷ ହେବ।  କୌଣସି କାରଣରୁ ଆଜି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ବଡ଼...

stone
ଆଜି କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସାଙ୍ଗରୁ ପ୍ରବଳ ପବନ ବହିବାର ଆଶଙ୍କା ରହିଛି। ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ଝଡ଼ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା,...