• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ambulance1
ରୋଗୀଙ୍କୁ ଛାଡ଼ି ଫେରିବାବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ରଗୁଡିଆପଡ଼ା ନିକଟରେ ପୋଲ ତଳକୁ ଖସିପଡ଼ିଲା ୧୦୮ ଆମ୍ବୁଲାନ୍ସ। ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡ଼ି ବୁର୍ଲା ଅଭିମୁଖେ ଫେରୁଥିବାବେଳେ ରଗୁଡ଼ିଆପଡ଼ା ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଡ୍ରାଇଭର ସମେତ ୨ ମେଡ଼ିକାଲ...

panda
ବିଜେପିର ବିଜୟ ସଂକଳ୍ପ ସମାବେଶ: ଜଗତସିଂହପୁରରେ ଯୋଗଦେବେ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ଆଜି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ।  ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ବ୍ଲକର ତୁଳସୀପୁର ଗାଁର ବଳଙ୍ଗ ପଡ଼ିଆରେ ଏହି ସମାବେଶ ଅନୁଷ୍ଠିତ ହେବ। ସଭା ପରେ ଶିବରାଜ...

nirbachan
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ପୂର୍ବରୁ ଅନେକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିସାରିଥିବାବେଳେ, ବାକି ରହିଥିବା ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିବେ। ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ...

umarkote
ଜାମୁ ଗଛରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଛଟାଗୁଡ଼ା ଗାଁ ପୋଖରୀ ପାଖରେ ଥିବା ଜାମୁ ଗଛରେ ରଶି ଲଗାଇ ଦୁଇଜଣ ଯୁବକଯୁବତୀ ଆତ୍ମହତ୍ୟା କରିଛନ୍ତି।  ମୃତ ଯୁବକଯୁବତୀ ହେଲେ ଇନ୍ଦ୍ର ଗଣ୍ଡ ଓ ସୁଶୀଳା କଲାର। ଦୁହେଁ ଗତ ରାତିରେ ଗଛରେ ରଶି ଲଗାଇ ଦେଇଥିଲେ। ପ୍ରେମ ଜନିତ...

tiger
କଲରାପତରିଆ ବାଘ ଚମଡ଼ା ଜବତ: ୩ ଗିରଫ

ବାରିପଦା: କରଞ୍ଜିଆ ଓ ଦୁଧିଆଣି ରେଞ୍ଜ୍‌ର ମିଳିତ ଚଢଉ କରି ଗୋଟିଏ କଲରାପତରିଆ ବାଘର ଚମଡ଼ା ଜବତ କରିଛନ୍ତି। ବାଘ ଚମଡ଼ା କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣି କରିଛନ୍ତି ବନ ବିଭାଗ କର୍ମଚାରୀ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ...

school
ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା

ଭୁବନେଶ୍ୱର:  ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା।  ଚଳିତ ବର୍ଷ ରାଜ୍ୟରେ ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖିବାକୁ ମୋଟ ୬୦ ମୂଲ୍ୟାୟନ କେନ୍ଦ୍ର ହୋଇଛି।  ଏଥର ୧୬ହଜାର ୩୦ ଜଣ ଶିକ୍ଷକ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ।  ମୂଲ୍ୟାୟନ...

nirbachan
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ ପାଇଁ ଦାଖଲ ହୋଇଥିବା ନାମାଙ୍କନପତ୍ରର ଯାଞ୍ଚ ହେବ। ୨୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଗତ ୧୮...

satrughna
ବିଜେପି ବିରୋଧରେ ବିଷ ଓଗାଳିଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: ବିଜେପି ବିରୋଧରେ ପୁଣି ବିଷ ଓଗାଳିଛନ୍ତି ଦଳର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା। ବର୍ଷିୟାନ ନେତା ଲାଲକୃଷ୍ଣ ଆଡ୍‌ଭାନିଙ୍କୁ ପ୍ରାର୍ଥୀ ନ କରିବାକୁ ନେଇ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସେ ଭର୍ତ୍ସନା କରିଛନ୍ତି। ଶତ୍ରୁଘ୍ନ ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବର୍ତ୍ତମାନର ରାଜନୈତିକ ସ୍ଥିତି...

Tower
ସର୍ଟ ସର୍କିଟ୍‌ରୁ ପୋଡ଼ିଗଲା ଘର

ରାଉରକେଲା: ମୋବାଇଲ୍ ଟାୱାର ସର୍ଟ ସର୍କିଟ୍‌ରୁ ପୋଡ଼ିଗଲା ଘର। ରାଉରକେଲା ସାରନଗରୀରେ ଥିବା ଏକ ମୋବାଇଲ୍ ଟାୱାରରେ ଲାଗିଥିବା ବ୍ୟାଟେରୀ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍‌ ସାମଗ୍ରୀରେ ଆଜି ସକାଳେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ପରେ ଏହା ନିକଟରେ ଥିବା ଏକ ଘରକୁ ବ୍ୟାପିଯିବାରୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି...

boy
ଗ୍ରାହକଙ୍କୁ ଆଣ୍ଠେଇ ଦେଲେ ପେଟ୍ରୋଲ ପମ୍ପ୍‌ କର୍ମଚାରୀ

ସୋର(ଶଶିକାନ୍ତ ବେହେରା): ମାତ୍ର ୫ ଟଙ୍କାକୁ ନେଇ ଗଣ୍ଡଗୋଳ ଓ ହାତାହାତି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଉତ୍ତରେଶ୍ୱର ବଜାରରେ ଥିବା ପେଟ୍ରୋଲ ପମ୍ପ୍‌ରେ। ୫ ଟଙ୍କା ଖୁଚୁରାକୁ ନେଇ ଗ୍ରାହକ ଓ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ତା’ପରେ...

shop
ଦୋକାନ ଉପରକୁ ବୋମା ମାଡ଼

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଫୁଟିଲା ବୋମା। ବ୍ରହ୍ମଗିରିର ପଲଙ୍କ ଗାଁରେ ଥିବା ଏକ ଦୋକାନ ଉପରେ ବୋମାମାଡ଼ ହୋଇଛି। ଗତକାଲି ରାତିରେ କେହି ଦୁବୃର୍ତ୍ତ କ୍ୟାବିନ୍ ଉପରେ ବୋମା ମାଡ଼ କରି ୧୦ ହଜାର ଟଙ୍କାରୁ ଅଧିକ ସାମଗ୍ରୀ ଚୋରି କରି ନେଇଛି। କିଏ ଓ...

bank
ବ୍ୟାଙ୍କ୍‌ କାନ୍ଥ ଭାଙ୍ଗି ଲୁଟ୍ ଉଦ୍ୟମ

ମୟୂରଭଞ୍ଜ:  ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ୟୁକୋ ବ୍ୟାଙ୍କ୍‌ର ଲୁଟ୍ ଉଦ୍ୟମ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ବ୍ୟାଙ୍କ୍‌ର କାନ୍ଥ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଖୋଳତାଡ଼ କରୁଛି। ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ଲୋବସ୍‌...

stone
ଜଳ ସଂରକ୍ଷଣର ନୂଆ କୌଶଳ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସହିତ ଆଗକୁ ବିଶ୍ୱରେ ଉତ୍କଟ ଜଳ ସମସ୍ୟା ଦେଖାଦେବ। ତେଣୁ ଏହାର ସମାଧାନ ପାଇଁ ଜମ୍ମୁ କଶ୍ମୀରର ଲେହ ଅଞ୍ଚଳରେ ଏକ ଛୋଟିଆ ପ୍ରୟାସ କରାଯାଇଛି। ବରଫ ସ୍ତୁପ ଜରିଆରେ ପାଣି ସଞ୍ଚୟ କରାଯାଇଛି। ଯାହାକୁ ବରଫ ସ୍ତୁପ କୁହାଯାଉଛି। ଆଗକୁ ଆସୁଥିବା ଉତ୍କଟ...

dhoni
ଚେନ୍ନାଇ ଜିତିଲା ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ ସିଜିନ୍‌ରେ ପ୍ରଥମ ମ୍ୟାଚ୍‌ ଜିତିଲା ଚେନ୍ନାଇ ସୁପର କିଙ୍ଗ୍‌ସ। ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୭୦ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଚେନ୍ନାଇର ବୋଲିଂ ଆଗରେ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ୍‌ ତିଷ୍ଠି ପାରି ନଥିଲେ। ପାର୍ଥିବ ପଟେଲଙ୍କ ବ୍ୟତୀତ...

puri
ବାଲୁକା କଳାରେ ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ସଚେତନ କରିବାକୁ ଉଦ୍ୟମ

ପୁରୀ(ମଧୁସୂଦନ ମିଶ୍ର): ଯକ୍ଷ୍ମାରୋଗର ଭୟାବହତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପୁରୀରେ ବାଲୁକା କଳା ପ୍ରଦର୍ଶିତ ହୋଇଛି। ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଯକ୍ଷ୍ମା ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ବିଭିନ୍ନ ବାଲୁକା କଳା ନିର୍ମାଣ କରି ଲୋକମାନଙ୍କୁ ସଚେତନ କରିବା ପାଇଁ ଉଦ୍ୟମ...

Mushroom Paneer Pulao in Odia
ଏମିତି ପ୍ରସ୍ତୁତ କରନ୍ତୁ ‘ମଶରୁମ୍ ପନିର୍‌ ପଲାଉ’ | Mushroom Paneer Pulao

How to Make Mushroom Paneer Pulao ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ବଟମ୍‌ ମଶରୁମ, ଛୋଟ ଛୋଟ ଖଣ୍ଡ ପନିର୍‌, କଟା ପିଆଜ, ଟମାଟୋ ପେଷ୍ଟ୍‌, ଗରମ ମସଲା ପାଉଡର୍‌, ଅଦା- ରସୁଣ ବଟା, ଘିଅ, ଧନିଆ ପତ୍ର, ପୁଦିନା, ଡାଳଚିନି, ଲବଙ୍ଗ ଓ ଗୁଜୁରାତି, କାଜୁ...