• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

mahanadi
ମହାନଦୀ ଜଳ ବିବାଦ ମାମଲା: ଓଡ଼ିଶାର ଆବେଦନ ଉପରେ ଆଜି ଟ୍ରିବ୍ୟୁନାଲ୍‌ରେ ଶୁଣାଣି

ନୂଆଦିଲ୍ଲୀ: ଆଜି ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଓଡ଼ିଶା ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଆବେଦନର ଟ୍ରିବ୍ୟୁନାଲରେ ଏହି ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ପରାମର୍ଶ ଦେଇଥିଲେ ଟ୍ରିବ୍ୟୁନାଲ୍‌। ଏହି ଶୁଣାଣିରେ ଉଭୟ...

CRISPY CHICKEN HONEY CHILLI in Odia
ଘରେ ପ୍ରସ୍ତୁତ କରନ୍ତୁ ‘କ୍ରିସ୍ପି ଚିକେନ୍‌ ହନି ଚିଲି’ | Crispy Chicken Honey Chilli

How to Prepare Crispy Chicken Honey Chilli ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍ ବ୍ରେଷ୍ଟ୍‌ ପିସ୍ ଚିକେନ୍, କର୍ନଫ୍ଲୋର, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଅଦା ଓ ରସୁଣ କଟା, ଭୃସୁଙ୍ଗ ପତ୍ର, ଭଜା ରାଶି, ରିଫାଇନ୍ ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ:...

mao
ନିର୍ବାଚନ ବର୍ଜନ ଦାବିରେ ମାଓ ପୋଷ୍ଟର

କଳାହାଣ୍ଡି: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଜନ ଦାବିରେ  କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି। ମାଓବାଦୀ ସଂଗଠନ KKBN ତରଫରୁ ଏହି ପୋଷ୍ଟର ଲଗାଯାଇଛି। ଏହା ପୂର୍ବରୁ ମଦନପୁର ରାମପୁର ଥାନାର ଦୁର୍ଗମ ବରବନ୍ଧା, ବେଲଗା, ଚିଦ୍ରା ଅଞ୍ଚଳରେ ମାଓବାଦୀମାନେ...

gggg
ରାମଚନ୍ଦ୍ରଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ ଘେରାଉ

ଆନନ୍ଦପୁର( ମୁନା ସିଂ):  ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ପି ଅଫିସ ଘେରିଲା କଂଗ୍ରେସ। ଆଜି ବହୁ କଂଗ୍ରେସ କର୍ମୀ ଏକ ରାଲିରେ ବାହାରି ଏସ୍‌ପି ଅଫିସ ଘେରାଉ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ...

modi
୩ ମିନିଟରେ ସମ୍ପୂର୍ଣ୍ଣ ହେଲା ମିଶନ ଶକ୍ତି: ଇସ୍ରୋ ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ବଡ ସଫଳତା। ଅପରେସନ ମିଶନ ଶକ୍ତିକୁ ସଫଳ କରିବାରେ ନିଜର ଦକ୍ଷତାର ପ୍ରୟୋଗ କରି ଭାରତ ଲୋ ଆର୍ଥ ଅରବିଟ୍‌ରେ ଏକ ସାଟେଲାଇଟକୁ ଆକ୍ରମଣ କରିଛି। ଆଜି ଡିଆର୍‌ଡିଓ ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ୍ ମିସାଇଲ୍ (ଏ-ସ୍ୟାଟ୍ ମିସାଇଲ୍)ର ସଫଳତା...

mao
ଭୋଟ ବର୍ଜନ କରିବାକୁ ସାଧାରଣ ଲୋକଙ୍କୁ ନକ୍ସଲଙ୍କ ଧମକ

ଫୁଲବାଣୀ(ତ୍ରିନାଥ ସାହୁ):  ଭୋଟ ବର୍ଜନ କରିବାକୁ ସାଧାରଣ ଲୋକଙ୍କୁ ମାଓବାଦୀଙ୍କ ଚେତାବନୀ। କନ୍ଧମାଳ ଜିଲ୍ଲା ଗୁଛାପଡ଼ା ଥାନା ଅଞ୍ଚଳରେ ପୋଷ୍ଟର ମାରି ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ମାଓବାଦୀ। ସିପିଆଇ ମାଓବାଦୀ କେକେବିଏନ୍ ଡିଭିଜନ୍ ନାଁରେ ଏହି ପୋଷ୍ଟର ମରାଯାଇଛି। ଗୁଛାପଡ଼ା ଛକ ସମେତ ଗୁଛାପଡ଼ାଠାରୁ ବାଇନ୍ଦାପଡ଼ା...

oberoy
ଅଡୁଆରେ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌: ପ୍ରଯୋଜକଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ମୁମ୍ବାଇ : ଅଡୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ଏହି ଫିଲ୍ମରେ କାମ କରିଥିବା ୪ଜଣ ପ୍ରଯୋଜକଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଫିଲ୍ମର ରିଲିଜ୍ ନେଇ ସିପିଏମ୍ ଏବଂ କଂଗ୍ରେସ ପ୍ରତିବାଦ କରିବାପରେ ନୋଟିସ୍ ଜାରି ହୋଇଛି। ଦଳର କହିବା ଅନୁଯାୟୀ, ନିର୍ବାଚନର ସପ୍ତାହକ ପୂର୍ବରୁ...

jeep
ସାମୁଦ୍ରିକ ଥାନା ଭଙ୍ଗାରୁଜା ଘଟଣାରେ ୫୨ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ୍‌ ଏବେ ସୁଦ୍ଧା ୫୨ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ର ଗିରଫଦାରି ଭୟରେ ବିନୋବାଭାବେ ନଗର ଗାଁ ପୁରୁଷ ଶୂନ୍ୟ ପାଲଟିଛି। ଗାଁର ବୋହୂ ବାପଘରୁ ଶ୍ୱଶୁର ଘରକୁ ଫେରିବାରେ ବିଳମ୍ବକୁ ନେଇ ଦୁଇ ପରିବାର ମଧ୍ୟରେ...

car
କାର୍‌ରୁ ଜବତ ହେଲା ଦୁଇ ଲକ୍ଷ ଟଙ୍କା

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ପଦ୍ମପୁରରୁ ଜବତ ହୋଇଛି ଦୁଇ ଲକ୍ଷ ଟଙ୍କା। ଏମ୍‌ଭିଆଇ ଚେକିଂ ବେଳେ ପଦ୍ମପୁର ମେଲଛା ମୁଣ୍ଡା ନିକଟ ଗୁଦେରପାଲିରୁ ଏତେ ପରିମାଣର ଟଙ୍କା ଜବତ ହୋଇଛି। ଏକ କାର୍‌ରେ ଚାଲାଣ ହେବା ବେଳେ ପୁଲିସ୍ ଏହାକୁ ଜବତ କରିଛି। ଜବତ କାରର ନମ୍ବର...

sambit ---1
ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍। ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ। ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ନୋଟିସ୍ ଜାରି ହୋଇଛି। ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ...

subash
ବିଜେପିରୁ ଇସ୍ତଫା ଦେଲେ ସୁବାସ ଚୌହ୍ୱାନ

ଭୁବନେଶ୍ୱର: ବିଜେପି ଛାଡ଼ିଲେ ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ।  ଟିକେଟ୍‌ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ସୁବାସ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଗତ ନିର୍ବାଚନରେ ସୁବାସ ବରଗଡ଼ରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଥର ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ...