• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

guava1
କୋଷ୍ଠକାଠିନ୍ୟକୁ ଦୂର କରିବାକୁ ଚାହୁଁଛନ୍ତି କି? ପିଜୁଳି ଖାଆନ୍ତୁ

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଜାଣିଛନ୍ତି ଏହା କେବଳ ପାଟିକୁ ସୁଆଦିଆ ନୁହେଁ। ଶରୀର ପାଇଁ ମଧ୍ୟ ଖୁବ୍‌ ଉପକାରୀ। ପିଜୁଳିରେ ଭିଟାମିନ୍-ଏ, ସି, ପୋଟାସିୟମ୍, ଫ।ଇବର, କାର୍ବୋହାଇଡ୍ରେଟ୍, ଭିଟାମିନ-ବି୨, ଭିଟାମିନ-ଇ, ଭିଟାମିନ-କେ ଭରପୂର ମାତ୍ରାରେ ରହିଛି । ଏହାସହ ଏଥିରେ ଫଲିକ ଏସିଡ, କ୍ୟାଲସିୟମ, ଫାଇବର,...

dead-body
ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡ଼ାରେ ଥିବା ଏକ ନିର୍ମାଣଧୀନ ପାଣି ଟାଙ୍କିରୁ ଝୁଳନ୍ତା ଅବସ୍ଥାରେ ମୃତଦେହ ମିଳିଛି। ମୃତକ ଜଣକ ଚେରୁଆପଡ଼ାର ସୁରଜ ରାୟ ବୋଲି ଜଣାପଡ଼ିଛି। ଗତକାଲି ରାତିରୁ ସେ କାହାକୁ କିଛି ନ କହି  ଘରୁ ଚାଲିଯାଇଥିବା କହିଛନ୍ତି ପରିବାର ଲୋକେ। ସେପଟେ...

brother
ବଡ଼ ଭାଇକୁ ହାଣିଲା ସାନ ଭାଇ

ସୋର(ଶଶିକାନ୍ତ ବେହେରା): ବଡ଼ ଭାଇକୁ ହାଣିଲା ସାନ ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଈରା ଥାନା ଅଞ୍ଚଳରେ। ଖଈରା ଥାନ ରଟିଣା ଗାଁର କରୁଣାକର ଏବଂ ବଡ଼ ଭାଇ ବିଦ୍ୟାଧରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ ଲାଗି ରହିଥିଲା।...

water
ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ଲୋକେ

ସମ୍ବଲପୁର(ସମୀର ସଢ଼ଙ୍ଗୀ): ଖରା ଆରମ୍ଭରୁ ଜଳକଷ୍ଟ। ସମ୍ବଲପୁର ସହରାଞ୍ଚଳରେ ଥିବା ନୂଆପଡ଼ା ଗାଁର ଲୋକେ ଏବେ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ନଳକୂଅରୁ ପାଣି ବାହାରୁ ନଥିବାରୁ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଏହି ଗାଁରେ ୫୦ରୁ ଅଧିକ ପରିବାର ରୁହନ୍ତି।...

mnnnn
ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍ ଗୁଳିକାଣ୍ଡରେ ୫ ଭାରତୀୟଙ୍କ ମୃତ୍ୟୁ

ୱେଲିଙ୍ଗଟନ୍‌: ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ୍‌ ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍ ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି ୫ ଜଣ ଭାରତୀୟ। ନ୍ୟୁଜିଲାଣ୍ଡ୍‌ରେ ଅବସ୍ଥାପିତ ଭାରତୀୟ ହାଇକମିଶନର୍ ଏନେଇ ସ୍ପଷ୍ଟ କରିଛନ୍ତି।  ମୃତକ ହେଉଛନ୍ତି ମେହବୁବ୍ ଖୋକେର୍, ରମିଜ୍ ଭୋରା, ଆସିଫ୍ ଭୋରା, ଓଜାଏର୍ କାଦିର୍ ଓ ଅନସୀ ଅଲିବାବା...

car
କାର୍‌ରୁ ଟଙ୍କା ଜବତ

ରାଉରକେଲା:  ରାଉରକେଲାରୁ ଦେବଗଡ଼ ଅଭିମୁଖେ ଯାଉଥିବା ଏକ କାର୍‌ରୁ ୨ ଲକ୍ଷ ଟଙ୍କା ଜବତ ହୋଇଛି।  ବାମରା-କୁଚିଣ୍ଡା ରାସ୍ତାର ଅର୍ଡାବାହାଲରେ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଏତେ ପରିମାଣର ନଗଦ ଅର୍ଥ ମିଳିଛି।  ପୁଲିସ ଘଟଣାର ତନାଘନା କରୁଛି।  ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ପୁଲିସ୍‌ ଘଟଣାକୁ...

vara
ଗାଁକୁ ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ

ଗଞ୍ଜାମ : ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଯେଉଁଥିପାଇଁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଫଳରେ ଗର୍ଭ ଯନ୍ତ୍ରଣା ପାଉଥିବା ପ୍ରସୂତୀମାନଙ୍କୁ ଭାରରେ ବୋହି ନେଉଛନ୍ତି ପରିବାର ଲୋକେ। ଏଭଳି ଘଟଣା ବାରମ୍ବାର ଘଟିଥିଲେ ମଧ୍ୟ ପ୍ରଶାସନର ଚେତା...

Kadai Mutton Recipe
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ କଡାଇ ମଟନ୍‌ | Kadai Mutton Recipe

How to Prepare Kadai Mutton Recipe ଆପଣ ରେଷ୍ଟୁରାଣ୍ଟ୍‌ରେ ଅନେକ ସମୟରେ କଡାଇ ମଟନ୍‌ ଖାଉଥିବେ। ଯାହାର ସ୍ୱାଦ ଭାରି ବଢ଼ିଆ। ଆପଣ ମଧ୍ୟ ଏହାକୁ  ଘରେ ପ୍ରସ୍ତୁତ କରି ଖାଇବାକୁ ଚାହୁଁଥିବେ। କିନ୍ତୁ ଏହା କେମିତି ପ୍ରସ୍ତୁତ ହେବ କିଛି ଲୋକ ଜାଣିଥିଲେ ବି କିଛି ଲୋକ...

rahul
ଟିକେଟ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ

ନୂଆଦିଲ୍ଲୀ : ଟିକେଟ ନେଇ କଂଗ୍ରେସ ଶିବିର ମଧ୍ୟ ଚଳଚଞ୍ଚଳ। ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ନେଇ ଆଜି ଦିଲ୍ଲୀରେ ଚାଲିଛି ବୈଠକ। ଏଆଇସିସି ସ୍କ୍ରିନିଂ କମିଟି ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏଥିରେ ମୋହର ମାରିବ। ସ୍କ୍ରିନିଂ କମିଟି ମୁଖ୍ୟ...

masood
ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍‌ ସହ ଆଲୋଚନା

ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍ ସହ ଆଲୋଚନା ଚାଲିଛି। ଆଝାରଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ଚୀନ ପକ୍ଷରୁ କିଛି ପ୍ରସ୍ତାବ ରଖାଯାଇଛି, ସେ ସମ୍ପର୍କରେ ଭାରତ ପକ୍ଷରୁ ବିଚାର କରାଯାଉଛି। ଖୁବଶୀଘ୍ର ଏ ସମ୍ପର୍କରେ ତଥ୍ୟ ମିଳିବ ବୋଲି...

nabin2
ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜେଡିରେ ଚାଲିଛି ପ୍ରାର୍ଥୀ ଖୋଜା

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡିରେ ଚାଲିଛି ପ୍ରାର୍ଥୀ ଖୋଜା। ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ପାଇଁ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହ ଦଳର ସୁପ୍ରିମୋ ମାରାଥନ ଆଲୋଚନା ଚଳାଇଛନ୍ତି । ଦଳ ଅଦଳ ବଦଳ ପ୍ରକ୍ରିୟା ଓ...

elephant
ଦନ୍ତା କଲା ନାକେଦମ୍‌

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ସହରରେ ଦନ୍ତା ଆତଙ୍କ।  ଆଜି ସୁନ୍ଦରଗଡ଼ ସହରର ରାଣୀ ବଗିଚା ଅଞ୍ଚଳକୁ ଏକ ଦନ୍ତା ହାତୀ ପଶି ଆସିଥିଲା। ଇବ୍ ନଦୀ ଆରପଟୁ ହାତୀଟି ରାଣୀବଗିଚା ଅଞ୍ଚଳକୁ ପଶି ଆସି ପ୍ରାୟ ଅଧଘଣ୍ଟା ରହିବା ପରେ ବନବିଭାଗ କର୍ମଚାରୀ ନିକଟସ୍ଥ ସୁବୁଲିଆ ଜଙ୍ଗଲକୁ ତାକୁ...

sbi
ବିଫଳ ହେଲା ଏଟିଏମ୍‌ ଲୁଟ୍‌ ଉଦ୍ୟମ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଟାଉନ ଥାନା ବଣିଆପାଟ ଛକ ନିକଟସ୍ଥ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଦୁର୍ବୃତ୍ତ ଜଣକ ଏଟିଏମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲା କିନ୍ତୁ ସେଥିରେ ସଫଳ ହୋଇ ପାରି ନଥିଲା। ସୂଚନା ଅନୁସାରେ, ଏଟିଏମ୍...

alia
ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଏକାଠି କାମ କରିବେ ଅଜୟ ଓ ଆଲିଆ

ମୁମ୍ବାଇ: ବଲିଉଡ୍‌ ସିଙ୍ଘମ୍‌ ଅଜୟ ଦେବଗନ୍‌ ଓ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ପ୍ରଥମ କରି ପରଦାରେ ଏକାଠି ଦେଖିବାକୁ ମିଳିବ। ଦୁଇ ଲୋକପ୍ରିୟ ତାରକା ଏବେ ‘ବାହୁବଲୀ’ଫେମ୍‌ ନିର୍ଦ୍ଦେଶକ ଏସ ଏସ୍‌ ରାଜାମୌଲିଙ୍କ ଆଗାମୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏ ସଂପର୍କରେ ବିଧିବଦ୍ଧ ଭାବେ...

farmer
ଚାଷୀର ପିଛା ଛାଡ଼ୁନି ସମସ୍ୟା

ଗଞ୍ଜାମ: ଚାଷୀର ପିଛା ଛାଡ଼ୁନି ସମସ୍ୟା। ଧାନମଣ୍ଡି ଖୋଲିଲା ଓ ବନ୍ଦ ହୋଇଗଲା। କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ବିକ୍ରି କରି ନପାରି ହତାସ୍ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ମଶାବାଡି ଗାଁର ଚାଷୀ। ଏହି ଗାଁର ଚାଷୀମାନଙ୍କର କୋକଲବା ସୋସାଇଟି ଧାନମଣ୍ଡିରେ ଧାନ ବିକ୍ରି ନିମନ୍ତେ ନାମ...

light
ପରୀକ୍ଷା ଚାଲିଛି ହେଲେ ଆଲୁଅ ନାହିଁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଭେପଦର ଗାଁରେ ୧୪ ଦିନ ହେଲା ଲାଇନ୍ ନାହିଁ।  ପରୀକ୍ଷା ଚାଲିଥିବା ବେଳେ ବିଜୁଳି ନଥିବାରୁ ପାଠପଢ଼ାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ। ଗାଁ ନିଟକରେ ଥିବା ଛାତ୍ରୀ ନିବାସରେ ପିଲାଏ ଲଣ୍ଠନ, ଦୀପ ଜାଳି ବହୁ କଷ୍ଟରେ ପଢୁଛନ୍ତି।...

puja
ବନ୍ଦ ହେଲା ପଶୁବଳି

ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ):  ଗଞ୍ଜାମ ଜିଲ୍ଲା ତାରାସିଂଠାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରଣଘଣ୍ଟା ଯାତ୍ରାରେ ବନ୍ଦ ହେଲା ପଶୁବଳି। ପ୍ରତିବର୍ଷ ଏଠାରେ ଶହ ଶହ ପଶୁପକ୍ଷୀଙ୍କୁ ବଳି ଦିଆଯାଏ। ତେବେ ଚଳିତବର୍ଷ ପ୍ରଶାସନର ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରୁ ଏଠାରେ ପଶୁବଳିକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଫାଲଗୁନ୍...

deadbody
ବଜ୍ରପାତରେ ଜଣେ ମୃତ, ୧୫ ଆହତ

ସୁନ୍ଦରଗଡ଼: ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ସାଲେଇପାଲି ଗାଁରେ। ଭୋଜି ଖାଇବା ବେଳେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୧୫ ଜଣ ଆହତଙ୍କୁ ଲହୁଣିପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ୧୦...

lemon
ଲେମ୍ବୁ ପାଣି ପିଇଲେ କ’ଣ ହୋଇଥାଏ ଲାଭ ଓ କ୍ଷତି ଜାଣନ୍ତୁ

ଭୁବନେଶ୍ୱର: ଖରାଦିନ ଆସି ଗଲାଣି। ତେଣୁ ଏବେ ସମସ୍ତେ ଥଣ୍ଡା ପାଣି, କୋଲ୍‌ ଡ୍ରିଙ୍କ୍‌ ସହ ଲେମ୍ବୁ ପାଣି ଅଧିକ ମାତ୍ରାରେ ପିଇବାକୁ ପସନ୍ଦ କରିବେ। ଏପରିକି କିଛି ଲୋକ ମୋଟାରୁ ପତଳା ହେବା ପାଇଁ ମଧ୍ୟ ଲେମ୍ୱୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି। ଯଦି ଆପଣ ବି...