• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Chingudi Fried Rice In Odia
ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍‌ | Chingudi Fried Rice

Chingudi Fried Rice ଆପଣ ଭିନ୍ନ ଭିନ୍ନ ପ୍ରକାରର ଫ୍ରାଏଡ୍‌ ରାଇସ୍ ଖାଇଥିବେ। ଯାହା ପାଟିକୁ ଖୁବ୍‌ ସୁଆଦିଆ ଲାଗେ। ଆଜି ଆମେ ଆପଣଙ୍କୁ ଚିଙ୍ଗୁଡ଼ି ଫ୍ରାଏଡ୍‌ ରାଇସ୍‌ ରେସିପି ବିଷୟରେ କହିବୁ। ଚାଲନ୍ତୁ ଜାଣିବା ଘରେ ଏହାକୁ କେମିତି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି,...

ganjei
୫ କୁଇଣ୍ଟାଲ୍ ଗଞ୍ଜେଇ ଜବତ

ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳରୁ ଏହି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ପରିମାଣ ପ୍ରାୟ ୫ କୁଇଣ୍ଟାଲ ହେବ। ରାୟଗଡ଼ା ଜିଲ୍ଲା ବିଷମକଟକ ଜେଲ୍ ନିକଟରୁ ଦୁର୍ଘଟଣା ଗସ୍ତ ଏକ ଗାଡ଼ିରୁ...

patkura
କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ହାତରେ ନକଲି ଶିକ୍ଷୟିତ୍ରୀ

କୋନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କ୍ରାଇମ୍‌ବ୍ରାଞ୍ଜ ହାତରେ ଧରା ପଡ଼ିଛନ୍ତି ଜଣେ ନକଲି ଶିକ୍ଷୟିତ୍ରୀ। କେନ୍ଦ୍ରାପଡ଼ା ବିଲହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲ୍ ପ୍ରମାଣପତ୍ର ଦେଇ ଟଙ୍କା ହଡ଼ପ ଘଟଣାରେ ଇଓଡବ୍ଲ୍ୟୁ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଅନ୍ନପୂର୍ଣ୍ଣା ଦାଶ। ତାଙ୍କ ଘର ପାଟକୁରା ଥାନା ଗରଦପୁର ଅଞ୍ଚଳରେ।...

sreesant
ଶ୍ରୀସାନ୍ତଙ୍କ ଆଜୀବନ ବାସନ୍ଦ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କ୍ରିକେଟର ଏସ୍. ଶ୍ରୀସାନ୍ତଙ୍କୁ ଆଶ୍ୱସ୍ତି। ୨୦୧୩ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିଥିବା ଶ୍ରୀସାନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ନିର୍ଦ୍ଦେଶକୁ ସୁପ୍ରିମ୍‌ କୋର୍ଟ ହଟାଇ ଦେଇଛନ୍ତି। ତେବେ ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ ସୁପ୍ରିମକୋର୍ଟ କୋର୍ଟ ବିସିସିଆଇର ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।...

air
ସୀମାରେ ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ସୀମାରେ ପୁଣି ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା। ପଞ୍ଜାବ ଏବଂ ଜମ୍ମୁ ସୀମାରେ ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ଯୁଦ୍ଧାଭ୍ୟାସ କରାଯାଇଛି। ଗତକାଲି ରାତିରେ କରାଯାଇଥିବା ଏହି ଯୁଦ୍ଧାଭ୍ୟାସରେ ବହୁ ସଂଖ୍ୟାରେ ଫାଇଟର ଏୟାରକ୍ରାଫ୍ଟ ଭାଗ ନେଇଥିଲେ। ପଞ୍ଜାବର ଅମ୍ରିତସରରେ ଜେଟ୍‌ ସମେତ ଅନ୍ୟାନ୍ୟ ଯୁଦ୍ଧ ବିମାନ ସୁପରସୋନିକ...

floor
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ପୋଛିବା ବେଳେ ଏ ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର: କଥାରେ ଅଛି ସ୍ୱଚ୍ଛତା ହିଁ ଭଗବାନ। ସେଥିପାଇଁ ଶାସ୍ତ୍ରରେ ମଧ୍ୟ ସଫା ସୁତୁରା ରହିବା ଲାଗି ଅନେକ ପରାମର୍ଶ ଦିଆଯାଇଛି। ନିଜକୁ ସଫା ସୁତରା ରଖିବା ସହ ନିଜ ପରିବେଶ ଆଉ ଘରକୁ ମଧ୍ୟ ସ୍ୱଚ୍ଛ ରଖୁଥିବା ବ୍ୟକ୍ତି ସବୁବେଳେ ସୁଖ ଓ ସମୃଦ୍ଧି ଭୋଗ କରେ...

fish
ବନ୍ଦ ପଡ଼ିଛି ଇଚ୍ଛାପୁର ଗାଁରେ ମତ୍ସ୍ୟ ଯାଆଁଳ କେନ୍ଦ୍ର

ନୂଆପଡ଼ା (ମାୟାଧର ସରଫ) : ମାଛ ଚାଷୀଙ୍କୁ ଉତ୍କୃଷ୍ଟ ଯାଆଁଳ ଯୋଗାଇ ଦେବା ଲକ୍ଷ୍ୟରେ ନୂଆପଡ଼ାରେ ହୋଇଥିଲା ସୁନ୍ଦର ମତ୍ସ୍ୟ ଯାଆଁଳ କେନ୍ଦ୍ର। ହେଲେ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ତାହା ବନ୍ଦ ହୋଇପଡ଼ିଛି। ରକ୍ଷଣାବେକ୍ଷଣା ଅଭାବରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି। ଏମିତି...

daka
ପୋଷ୍ଟ ଅଫିସରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍

ଫୁଲବାଣୀ: ପୋଷ୍ଟ ଅଫିସ୍‌ରେ ଜମାକାରୀଙ୍କ ଅର୍ଥ ଆତ୍ମସାତ୍ ହୋଇଛି। କନ୍ଧମାଳ ଜିଲ୍ଲା ରଣପାଟୁଳି ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଜମାକାରୀମାନେ ପୋଷ୍ଟ ଅଫିସରେ ବିଭିନ୍ନ ଯୋଜନାରେ ଟଙ୍କା ଡିପୋଜିଟ୍ କରୁଥିଲେ। କିନ୍ତୁ ପୋଷ୍ଟ ମାଷ୍ଟର ରାମଚରଣ ସେଠୀ ସେହି...

jati
UNHRC ବୈଠକରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦ ବା UNHRCରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା। ଜେନେଭାରେ UNHRCର ୪୦ତମ ବୈଠକରେ ଜାତିସଂଘରେ ଭାରତର ପ୍ରଥମ ସଚିବ ମିନି କୁମାମ୍ କହିଛନ୍ତି, ‘‘ପାକିସ୍ତାନ ଜମ୍ମୁ କାଶ୍ମୀରର କିଛି ଅଂଶକୁ ବେଆଇନ ଭାବେ ଅକ୍ତିଆର କରି ରଖିଛି। ଏମିତି କରି ପାକିସ୍ତାନ ଜାତିସଂଘ ନିୟମର...