• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

basta
ରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ଆନ୍ଦୋଳନ

ଭଦ୍ରକ(ତପନ ସ୍ୱାଇଁ): ରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କରୁଛନ୍ତି ଚାଷୀ। ଏହି ଆନ୍ଦୋଳନ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଦେଖିବାକୁ ମିଳିଛି। ସେଠାରେ ଚାଷୀମାନେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଖରିଫ ଋତୁରେ ୨୨ଟି ସମିତି ଜରିଆରେ ଧାନକିଣା ପାଇଁ ଯୋଜନା ହୋଇଥିଲା। କିନ୍ତୁ ପର୍ଯ୍ୟାୟ କ୍ରମେ ମିଳିଥିବା...

alia
ପୂରା ହେଲା ଆଲିଆଙ୍କର ବହୁଦିନର ସ୍ୱପ୍ନ

ମୁମ୍ବାଇ: ଚୁଲ୍‌ବୁଲି ଆଲିଆ ଭଟ୍ଟଙ୍କୁ ବଲିଉଡ୍‌ର ଜଣେ ଦକ୍ଷ ଅଭିନେତ୍ରୀ କହିଲେ ଅତ୍ୟୁକ୍ତି ହେବନି। ଏତେ କମ୍‌ ବୟସରେ ବଲିଉଡ୍‌ରେ ସେ ନିଜର ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅନେକ ଫ୍ୟାନ୍‌ ଫଲୋଇଙ୍ଗ୍‌। ଆଉ ଭାବିଲେ ଦେଖି ଆଲିଆଙ୍କର ଯଦି କିଛି ସ୍ୱପ୍ନ ପୂରା...

tea
ଚା’ ସହ ଏହି ସବୁ ଜିନିଷ ଖାଉଛନ୍ତି କି ? ଶରୀର ପ୍ରତି ବିପଦ ହୋଇପାରେ

ଭୁବନେଶ୍ୱର: ପ୍ରାୟ ଅଧିକାଂଶ ଲୋକ ଦିନର ଆରମ୍ଭ କପେ ଚା’ କିମ୍ବା କଫିରୁ କରିଥାନ୍ତି। କିଛି ଲୋକ ଚା’ ସହିତ ସ୍ନାକ୍ସ କିମ୍ବା କିଛି ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି, ଯାହାକୁ ଆମେ ଯଦି ଚା’ ସହ...

Khua Chicken in odia
ଘରେ ପ୍ରସ୍ତୁତ କରନ୍ତୁ‌ "ଖୁଆ ଚିକେନ୍‌" | Khua Chicken Recipe

How to Prepare Khua Chicken in Odia ଚିକେନ୍‌ରେ ପ୍ରସ୍ତୁତ ହୋଇଥିବା ଅନେକ ଖାଦ୍ୟ ଆପଣ ଖାଇଥିବେ। କିନ୍ତୁ କେବେ କ’ଣ ‘ଖୁଆ ଚିକେନ୍‌’ ଖାଇଛନ୍ତି। ଆଜି ଆମେ ଆପଣଙ୍କୁ ଘରେ କିପରି ‘ଖୁଆ ଚିକେନ୍‌’ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଟିପ୍‌ସ୍‌ ଦେବୁ। ଆବଶ୍ୟକ ସାମଗ୍ରୀ:...

bsp
ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେନି ମାୟାବତୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେନି ବହୁଜନ ସମାଜପାର୍ଟିର ମୁଖ୍ୟ ମାୟାବତୀ। ଏନେଇ ଆଜି ସେ ଘୋଷଣା କରିଛନ୍ତି। ନିର୍ବାଚନରେ ପ୍ରାର୍ଥୀ ହେଉ ନଥିଲେ ମଧ୍ୟ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଉତ୍ତରପ୍ରଦେଶରେ ବହୁଜନ ସମାଜପାର୍ଟି, ସମାଜବାଦୀ ପାର୍ଟି ଓ...

modi-7
ଆଜି ୨୫ ଲକ୍ଷ ଚୌକିଦାରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଆଜି ୨୫ ଲକ୍ଷ ଚୌକିଦାରଙ୍କ ସହ କଥା ହେବେ। ମୋଦି ଅପରାହ୍ଣ ୪ଟା ୩୦ରେ ଅଡିଓ ବ୍ରିଜ ମାଧ୍ୟମରେ କଥା ହେବେ। ହୋଲି ଅବସରରେ ପ୍ରଧାନମନ୍ତ୍ରୀ ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ...

priyanka
ବାରଣାସୀରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ରଣହୁଙ୍କାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଗଡ଼ ବାରଣାସୀରେ ରଣହୁଙ୍କାର ଦେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ଆରମ୍ଭ କରିଥିବା ଗଙ୍ଗା ଯାତ୍ରା ଆଜି ତୃତୀୟ ତଥା ଅନ୍ତିମ ଦିନରେ ପହଞ୍ଚିଛି। ଆଜି ବାରଣାସୀର ଆସି ଘାଟରେ ଗଙ୍ଗା ଯାତ୍ରା ଶେଷ...

boy
ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ

ଆସ୍କା(ମନୋଜ ମୁନି): ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନନ୍ଦିଆଗଡ଼ା ଗାଁରେ। ଆଜି ସକାଳୁ ଅଜଣା ଯୁବକକୁ ଚୋର ସନ୍ଦେହରେ ଧରି ହାତଗୋଡ଼ ବାନ୍ଧି ମାଡ଼ ମାରିବା ସହ ଗାଁରେ ବୁଲାଇଥିଲେ ଲୋକେ। ପରେ ତାଙ୍କୁ ଲଣ୍ଡା...

masood
ମାସୁଦକୁ ନିଷିଦ୍ଧ ଘୋଷଣା କରିବ ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ୍‌-ଏ-ମହମ୍ମଦ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ନିଷିଦ୍ଧ ଘୋଷଣା କରିବ ୟୁରୋପୀୟ ସଂଘ। ଏନେଇ ଜର୍ମାନୀ ୟୁରୋପିୟନ ୟୁନିୟନରେ ପ୍ରସ୍ତାବ ଆଗତ କରିବ। ଜର୍ମାନୀର ଏହି ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହୁଏ, ତେବେ ୟୁରୋପର ୨୮ଟି ଦେଶରେ ମାସୁଦ ଆଝାର ଉପରେ...

sand
ଏନଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ

ବାଲେଶ୍ୱର(ରଶ୍ମି ରଂଜନ ଦାସ) : ଏନ୍‌ଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ସେକ ସରାଇ ଗାଁରେ ବେଆଇନ୍ ଭାବେ ବାଲି ଖାଦାନ ଚାଲିଥିବା ଜଣାପଡ଼ିଛି। ତେବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗତ ୧୮ ତାରିଖରେ ଷ୍ଟେଟ୍ ଏନ୍‌ଭାର୍ଣ୍ଣମେଣ୍ଟ ଇମ୍ପା...

pramod
କାର୍ଯ୍ୟଭାର ଗ୍ରହଣ କଲେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କାର୍ଯ୍ୟଭାର ଗ୍ରହଣ କଲେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ଶପଥ ଗ୍ରହଣ କରିଥିଲେ। ରାତି ୨ଟାରେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିପାଇଁ ଗୋଆ ରାଜଭବନରେ ବିଶେଷ ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ...

ramnathh
ପ୍ରଦୀପ ପଣ୍ଡାଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର

ନୂଆଦିଲ୍ଲୀ: ଓଡିଶାର ସିଆରପିଏଫ୍ କନେଷ୍ଟବଳ ପ୍ରଦୀପ କୁମାର ପଣ୍ଡାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ତାଙ୍କୁ  ମରଣୋତ୍ତର କୀର୍ତ୍ତି ଚକ୍ର ପୁରସ୍କାର ଦିଆଯାଇଛି। ସହିଦ ପ୍ରଦୀପ କୁମାରଙ୍କ ପତ୍ନୀ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।  ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଏନ୍‌କାଉଣ୍ଟରରେ...

elephant
ନୀଳଗିରିରେ ପଶିଲେ ଝାଡ଼ଖଣ୍ଡୀ ହାତୀପଲ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ। ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ପ୍ରାୟ ୨୫ରୁ ଅଧିକ ହାତୀ ଆସି ମୟୂରଭଞ୍ଜ ରାସ୍ତାର ନୀଳଗିରି ଅଞ୍ଚଳରେ ପ୍ରବେଶ କରିଛନ୍ତି। ଏବେ ଏହି ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ଦେଇଛନ୍ତି। ହାତୀପଲ ଦ୍ୱାରା ଯେପରି...

social-media
ଆଜି ସୋଶାଲ୍‌ ମିଡିଆ ପ୍ରତିନିଧିଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସୋଶାଲ୍‌ ମିଡିଆ ପ୍ରତିନିଧିଙ୍କ ସହ ଆଜି ନିର୍ବାଚନ କମିଶନଙ୍କ ବୈଠକ ବସିବ। ଏହି ବୈଠକରେ ବିଭିନ୍ନ ସୋଶାଲ ମିଡିଆ ସଂସ୍ଥାର ବରିଷ୍ଠ ଅଧିକାରୀ ଯୋଗଦେବେ। ନିର୍ବାଚନ ସମୟରେ ସୋଶାଲ ମିଡିଆରେ ଛଡ଼ା ଯାଉଥିବା ବିଷୟବସ୍ତୁ ଉପରେ ନିର୍ବାଚନ କମିଶନର ଆଲୋଚନା କରିବେ। ବିଶେଷ କରି...

sbi
ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମଧୁପୁରା ପଞ୍ଚାୟତ କାଣ୍ଡ ଗାଁରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି। ଗତକାଲି ରାତିରେ ଏହି ଲୁଟ୍ ହୋଇଥିବା ଅନୁମାନ କରାଯାଉଛି। ସକାଳୁ ସ୍ଥାନୀୟ ଲୋକେ ଏଟିଏମ୍ ଭଙ୍ଗା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି...

dead-body
ବୃଦ୍ଧଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କଟକ: କଟକ ଜିଲ୍ଲା ମାହାଙ୍ଗା ପଲ୍ଲି ସାହିରେ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ହାଟପଡ଼ାର ଧ୍ରୁବଚରଣ ସାହୁ। ଆଜି ସକାଳେ ଧ୍ରୁବ ପଲ୍ଲୀସାହି-ଏରକଣା ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର...

puri
ବାଲୁକା କଳାରେ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଗୋଆର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପୁରୀ ବେଳାଭୁମିରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ। ୧୦ ଫୁଟ ଲମ୍ବର ଏହି ବାଲୁକା କଳା ନିର୍ମାଣ ପାଇଁ ୧୦ ଟନ୍ ବାଲି ବ୍ୟବହାର କରାଯାଇଛି। ଏଥିପାଇଁ ତାଙ୍କୁ ୧୦ ଘଣ୍ଟା...

bjp
ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି

ନୂଆଦିଲ୍ଲୀ: ଲଗାତର ବିଚାର ବିମର୍ଶ ପରେ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ଦୁଇଦିନ ପୂର୍ବେ ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଗତକାଲି ଦଳ ତାଲିକା ଘୋଷଣା କରିଥାନ୍ତା। ତେବେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ, ଦଳର...

priyanka
ପ୍ରିୟଙ୍କାଙ୍କ ‘ଗଙ୍ଗା ଯାତ୍ରା’ର ଆଜି ଦ୍ୱିତୀୟ ଦିନ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟାଙ୍କା ଗାନ୍ଧି ଆରମ୍ଭ କରିଥିବା ‘ଗଙ୍ଗା ଯାତ୍ରା’ର ଆଜି ଦ୍ୱିତୀୟ ଦିନ। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଗତକାଲି ପ୍ରିୟଙ୍କା ଗଙ୍ଗାରେ ନୌକା ଯାତ୍ରାରେ ବାହାରିଛନ୍ତି।  ପ୍ରୟାଗରାଜରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ ଯାତ୍ରାରେ ସେ ବାରାଣସୀର ଆସି...