• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

kkkkk
ଜଙ୍ଗଲରୁ ୪ ଅପରାଧୀ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଘିଆପଡ଼ା ନିକଟସ୍ଥ ଜଙ୍ଗଲରୁ ୪ ଅପରାଧୀ ଗିରଫ। ସେମାନଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ ଜବତ କରିଛି ପୁଲିସ୍‌। ପାଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ଜଙ୍ଗଲର କିଛି ଅପରାଧୀ ହିଂସାକାଣ୍ଡ ଘଟାଇବା ନିମନ୍ତେ ଯୋଜନା କରୁଥିବାର କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ଚଢ଼ଉ...

elephant
କାନ୍ଥ ଭାଙ୍ଗିଲେ, ଧାନ ଖାଇଲେ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଗାଁ ମୁହାଁ ହୋଇଛନ୍ତି କୁଳଡ଼ିହା ଅଭୟାରଣ୍ୟର ହାତୀ। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଜଙ୍ଗଲରୁ ଆସି ଔପଦା ବ୍ଲକ ଢୋଲପୁର ଗାଁରେ ପ୍ରବେସ କରିଥିଲେ। ଗାଁରେ ପ୍ରଭାକର ପାତ୍ରଙ୍କ ଘରେ ପଶି ହାତୀପଲ ତାଙ୍କ ଘର କାନ୍ଥ ଭାଙ୍ଗି ଦେବା ସହିତ ଧାନ...

hhhhh
ଭାଲୁର ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଖଇରପୁଟ ପାଣ୍ଡରାଗୁଡା ଗାଁ ନିକଟରୁ ଭାଲୁର ମୃତଦେହ ଉଦ୍ଧାର ହୋଇଛି। ଦୁର୍ବୃତ ଭାଲୁଟି ମାରି ତାର ନଖ କାଟି ନେଇଯାଇଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ କିଏ ଓ କାହିଁକି...

devi
‘ପ୍ରେମ କୁମାର’କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ନବମ ଫିଲ୍ମ ଫେୟାର ଆୱାର୍ଡ ଆୟୋଜିତ ହୋଇଯାଇଛି। ଏଥର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ କମେଡି କିଙ୍ଗ୍‌ ଜନି ଲିଭର। ଚଳିତ ବର୍ଷ ୨୫ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି। ତରଙ୍ଗ...

money
୧୨୦ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ

ଜଳେଶ୍ୱର(ଅଜିତ୍‌ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜବତ ହେଲା ବ୍ରାଉନ୍‌ସୁଗର। ଆଜି ଭୋରରୁ ଜଳେଶ୍ୱର ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୧୨୦ ଗ୍ରାମର ବ୍ରାଉନ୍‌ସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ଅବକାରୀ ବିଭାଗ ୩ ଜଣ...

1
ଶୌଚାଳୟ ନିର୍ମାଣ ପାଇଁ ମିଳୁନି ହିତାଧିକାରୀଙ୍କୁ ଟଙ୍କା

ଆଳି(ବନମାଳି ସାହୁ): କେନ୍ଦ୍ର ସରକାରଙ୍କ ସ୍ୱଛ ଭାରତ ମିଶନରେ ଗାଁ ଗହଳିର ଗରିବ ଲୋକମାନଙ୍କୁ ସୁବିଧାରେ ପାଇଖାନା ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ହିତାଧିକାରୀମାନଙ୍କୁ ୧୨ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜିକୁ ୨ବର୍ଷ ହେବ ପାଇଖାନା...

12
ପାଟଣାଗଡ଼ରୁ ଜବତ ହେଲା ୮ଲକ୍ଷ ଟଙ୍କା

ସୋନପୁର(ରବିନ୍ଦ୍ର ହୋତା): ଝାରସୁଗୁଡ଼ା, ରାୟଗଡ଼ା, ରାଉରକେଲା, ଗଂଜାମ ପରେ ଏବେ ସୋନପୁର ଓ ପାଟଣାଗଡ଼ରୁ ଜବତ ହୋଇଛି ବେନାମୀ ଟଙ୍କା। ପାଟଣାଗଡ଼ ବର୍ଥଲା ଛକରେ ଯାନବାହନ ଯାଞ୍ଚ ବେଳେ ୮ ଲକ୍ଷ ଟଙ୍କା ଜବତ ହୋଇଛି। ଏକ ମାରୁତି ବ୍ରିଜ୍ କାର୍‌ରେ ଓଡ଼ଇପାଲି ଗାଁର ଚୁଡ଼ାମଣି କଟା ନାମକ...