• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ, ଶନିବାର, ଚନ୍ଦ୍ର – ସିଂହ ଅହୋରାତ୍ର ତିଥି – ୪ର୍ଥୀ ଦିବା ୦୯.୨୬ ଗତେ ୫ମୀ ଘାତ ଚନ୍ଦ୍ର – କର୍କଟ, ମକର ରାତ୍ରି ୧୧.୪୧ ଗତେ ବୃଷ ଘାତ ବାର –ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୯.୨୬ ଗତେ ବୃଷ, କନ୍ୟା ଓ ମୀନ

ଶୁଭ ସମୟ    

ଦିବା ୧୦.୧୫ ରୁ ୦୧.୧୧
ଦିବା ୦୮.୩୫ ରୁ ୧୦.୪୭

ରାତ୍ରି ୧୨.୧୫ ରୁ ୦୧.୪୩
ରାତ୍ରି ୦୨.୨୭ ରୁ ୦୩.୫୪

ଅଶୁଭ ସମୟ

ଋାହୁକାଳ – ଦିବା ୦୮.୩୭ ରୁ ୧୦.୧୫
କାଳବେଳା – ପ୍ରାତଃ ୦୫.୨୨ ରୁ ୦୭.୦୦ ଓ ଦିବା ୦୪.୪୬ ରୁ ୦୬.୨୩
ବାରବେଳା – ଦିବା ୦୧.୩୦ ରୁ ୦୩.୦୮
କାଳରାତ୍ରି –  ସନ୍ଧ୍ୟା ୦୬.୨୩ ରୁ ୦୭.୪୬ ଓ ରାତ୍ରି ୦୪.୦୦ ରୁ ୦୫.୨୨