ଭୁବନେଶ୍ୱର: ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ସିଆଇଡି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ ବଡ଼ଜେନା, ପପିନ ଦଳସିଂହରାୟ, ଚନ୍ଦ୍ରକାନ୍ତ ପ୍ରଧାନ ଓ ଇସ୍ପାତ ମହାରଣା ଏମାନେ ଖୋର୍ଦ୍ଧା ନିରାକାରପୁର ପୋଲିସ ଷ୍ଟେସନ ଅଞ୍ଚଳର। ଅଧିକ ପଚରାଉଚରା...
କୋଣାର୍କ(ସଞ୍ଜୟ ପତି): ବାତ୍ୟା ‘ଫୋନି’ ଯୋଗୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ୧୧ ଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜି ପୁଣିଥରେ ଖୋଲିଛି। ହାତ କଟା ଟିକେଟ୍ ଦେଇ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯାଉଛି। ମନ୍ଦିର ଖୋଲିବା ନେଇ ଏଏସ୍ଆଇ ଡିଜି ସୂଚନା ଦେଇଥିଲେ। ଗତ ୩ ତାରିଖରେ...
ଭୁବନେଶ୍ୱର: ବାତ୍ୟା ‘ଫୋନି’ ମାଡ଼ରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି। ଯେତିକି ଜଙ୍ଗଲ ଉଜୁଡ଼ିଛି, ତାର ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ଆହୁରି ୨୦ ବର୍ଷ ଲାଗିଯିବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ତଥାପି ଯୁଦ୍ଧକାଳୀନ ଭିତ୍ତିରେ...
ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ। ଆଜି ଗୋଟିଏ ଟିମ୍ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ। ସେହିପରି ଅନ୍ୟ ଏକ...
ପୁରୀ: ବାତ୍ୟା ‘ଫୋନି’ର ଦଶ ଦିନ ପରେ ଆଜି ପୁରୀରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। କୌଣସି ଟ୍ରେନ୍ର ସମୟ ପରିବର୍ତ୍ତନ କିମ୍ବା ଗତିପଥ ବଦଳାଯାଇ ନଥିବା ପୂର୍ବତଟ ରେଳବାଇର...
ରାୟପୁର: ଲାଲ୍ ବାହୀନିକୁ ରୋକିବ ‘ଦନ୍ତେଶ୍ୱରୀ ଲଡ଼ାକେ’। ଏଥିପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହେଉଛି। ୩୦ରୁ ଅଧିକ ମହିଳା ଏହି ଟିମ୍ରେ ଅଛନ୍ତି। ଛତିଶଗଡ଼ର ବସ୍ତର ଏବଂ ଦାନ୍ତେଓ୍ୱାଡ଼ାର ଘଞ୍ଚ ଜଙ୍ଗଲେ ମାଓ ଅପରେସନରେ ଏହି ଟିମ୍ ସାମିଲ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଟିମ୍ରେ...
ଭୁବନେଶ୍ୱର: ଆସନ୍ତା ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ବେଳେ ଓଡ଼ିଶାରେ ଅଧିକ ସମୟ ଲାଗିପାରେ ଭୋଟ୍ ଗଣତି। ଆଜି ଭୁବନେଶ୍ୱରେରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଏକ ସମୟରେ ଲୋକସଭା, ବିଧାନସଭା...
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତଙ୍କୁ କିରୋସିନି ମାଗଣାରେ ଯୋଗାଇ ଦେବା ଲାଗି ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କୁ ୩କୋଟି ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ। ଏହି ଅର୍ଥରେ ରାଜ୍ୟ ସରକାର ଆବଶ୍ୟକ କରୁଥିବା ୧୦୦୦ କିଲୋଲିଟର କିରୋସିନି ସଂଗ୍ରହ କରିପାରିବେ। ...
ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ ହାଟସାହି ଗାଁରେ ବେଲ ପଣା ପିଇ ୪ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଗତକାଲି ସମସ୍ତେ...