ନୂଆଦିଲ୍ଲୀ: ପାକିସ୍ତାନ ପଟୁ ଭାରତୀୟ ବାୟୁ ସୀମା ଭିତରକୁ ପଶି ଆସିଥିବା ଏକ ବିମାନକୁ ଜୟପୁରରେ ବାଧ୍ୟତାମୂଳକ ଜରୁରୀକାଳୀନ ଅବତରଣ କରାଯାଇଛି। ସୂଚନା ଅନୁସାରେ, ଗତକାଲି ପାକିସ୍ତାନ ବାୟୁସୀମାରୁ ଜର୍ଜିଆର ଏକ କାର୍ଗୋ ବିମାନ ଆଣ୍ଟୋନଭ-୧୨ ଏୟାର ଟ୍ରାଫିକ ନିୟମକୁ ଅଣଦେଖା କରି ଭାରତୀୟ ବାୟୁ ସୀମାରେ ପ୍ରବେଶ...
ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଘୁଞ୍ଚିଲା। ଏଥିସହ ଉଭୟ ଓଡ଼ିଶା ଓ ଛତିଶଗଡ଼ ୪ ସପ୍ତାହ ସମୟ ନେଇଛନ୍ତି। ବାତ୍ୟା ପାଇଁ ତୃତୀୟ ମିଳିତ ବୈଠକ ହୋଇପାରିନଥିବାରୁ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କ ନିକଟରେ ସମୟ ମାଗିଥିଲେ। ତେବେ ୨ ରାଜ୍ୟର ଆବେଦନକୁ ମହାନଦୀ ଟ୍ରିବ୍ୟୁନାଲ...
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ନଦୀରେ ବୁଡ଼ି ଜଣେ ୧୨ ବର୍ଷର ଜଣେ ବାଳକର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କଳାବୁଦାରେ ଏହି ଅଭାବନୀୟ ଘଟଣା ଘଟିଛି। ଏଠାରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ। ତାଙ୍କ ଘର ହରିପୁର ଗାଁରେ।...
ଭୁବନେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକ-ବାଲେଶ୍ୱର ମଧ୍ୟବର୍ତ୍ତୀ ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ଟ୍ରେନରେ ନିଆଁ ଲାଗିଛି। ଟ୍ରେନର ଶେଷକୁ ଥିବା ଜେନେରେଟର ବଗିରୁ ଏହି ନିଆଁ ଲାଗିଥିବା କୁହାଯାଉଛି। ନିଆଁ ଲାଗିବା ପରେ ଟ୍ରେନରୁ ଜେନେରେଟର...
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗାପଦର ପାହାଡ଼ରେ ଆଜି ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ବୋଗାପଦର ପାହାଡ଼ରେ ମାଓ ଶିବିର ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଗତକାଲିଠାରୁ...
କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ବୁଧବାର ହୋଇଥିଲା ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡ। ଏଥିରେ ୫ ମାଓବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ମୃତଶରୀରକୁ ବ୍ୟବଚ୍ଛେଦ ପରେ ଶନିବାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି କୋରାପୁଟ ପୋଲିସ। ଏହି ତିନିଜଣଙ୍କ ମଧ୍ୟରୁ ପାଲେଶୁ ୱେଙ୍କଟ କାମେଶ୍ୱରୀର...
ଭୁବନେଶ୍ୱର: ଫୋନି ଯିବା ପରେ ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ହୋଇଛି ଖରାର ପ୍ରକୋପ। ତାପାମାତ୍ରା ୪୦ରୁ ଉପରେ । ଅଂଶୁଘାତର ଭୟ, ଜଳ ସଙ୍କଟ ଏବେ ହୋଇଛି ବଡ଼ ସମସ୍ୟା। ଦିନର ତାତିଠୁ ବଳି ଯାଉଛି ରାତିର ଅଘୋଷିତ ବିଦ୍ୟୁତ କାଟ। ...
ଅନୁଗୁଳ(ବିରଜା ଦାସ): ଅନୁଗୁଳ-ଗୋପାଳପ୍ରସାଦ ରାସ୍ତାର ନତଡା ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ରେ ହଠାତ୍ ନିଆଁ ଲାଗିଯାଇଛି। ଗାଡ଼ି ଚାଳକ ଓ ସହଯୋଗୀ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଓଡି ୧୯- ୧୮୫୫ ନମ୍ବର ବିଶିଷ୍ଟଏକ ପିକ୍ଅପ୍ ଭ୍ୟାନ୍ ବ୍ୟବସାୟୀ ସାମଗ୍ରୀ ନେଇ ଅନୁଗୁଳରୁ ଗୋପାଳପ୍ରସାଦ ଅଭିମୁଖେ ଯାଉଥିବା ବେଳେ ନତଡା...
ଭୁବନେଶ୍ୱର: ରାସନ କାର୍ଡ ନଥିଲେ ବି ବାତ୍ୟା ବିପନ୍ନଙ୍କୁ ରିଲିଫ ମିଳିବ। ଭୁବନେଶ୍ୱର ମହାନଗର ନିଗମ( ବିଏମ୍ସି) ଅଞ୍ଚଳର ପ୍ରଭାବିତ ବସ୍ତି ବାସିନ୍ଦାଙ୍କୁ ସହାୟତା ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବିଏମ୍ସିର ସମସ୍ତ ବସ୍ତି ବାସିନ୍ଦାଙ୍କୁ ୫୦କେଜି ଚାଉଳ ସହ ଦୁଇ ହଜାର...
ଯାଜପୁର(ଗୁଲାମ୍ ଗସ୍): ଫୋନି କ୍ଷୟକ୍ଷତିର ଆକଳନ କରିବାକୁ ଆସିଥିବା ରାଜସ୍ୱ ନିରୀକ୍ଷକ(ଆର୍ଆଇ) ଓ ତାଙ୍କ ସହଯୋଗୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲାର ବିଂଝାରପୁର ତହସିଲର ପ୍ରୀତିପୁର ଗାଁକୁ ଫୋନି କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ କିଛି ମହିଳା ଗାଳି ଗୁଲଜ କରିଥିବା...
ଜଗତସିଂହପୁର: ବିଦ୍ୟୁତ୍ ସଂଯୋଗ ଦାବିରେ ରାସ୍ତାରୋକ। ବାତ୍ୟା ‘ଫୋନି’ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଏ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ନ ଥିବାରୁ ପ୍ରତିବାଦ କରି ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦାବିରେ ଆଜି କଟକ-ପାରୀଦୀପ ରାସ୍ତାର...
ଭୁବନେଶ୍ୱର: ଆସନ୍ତାକାଲି ଯାଏ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ୨୪ ଘଣ୍ଟା ପରେ ଆଭ୍ୟନ୍ତରୀଣ ଓ ଭପକୂଳ ଓଡିଶାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସାମାନ୍ୟ...
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିଛି। ବିଶାଖାପଟଣାରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଚେନ୍ନାଇ ୬ ଓ୍ୱିକେଟରେ ବିଜୟୀ ହୋଇଛି। ପୂର୍ବରୁ ଫାଇନାଲ୍ରେ ପ୍ରବେଶ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଚେନ୍ନାଇ ଭେଟିବ। ଗତକାଲି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ...