• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

ipl
ଆଇପିଏଲ୍‌ ୨୦୧୯: ଆଜି କ୍ୱାଲିଫାୟାର୍‌-୨ରେ ଚେନ୍ନାଇ-ଦିଲ୍ଲୀ ଲଢ଼େଇ

ନୂଆଦିଲ୍ଲୀ: ଆଇପିଏଲ୍‌ ମହାସମରରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍‌ ମ୍ୟାଚ୍‌। ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। କାହିଁକି ନା ଏହି ମ୍ୟାଚରେ ଯେଉଁ ଟିମ୍ ବିଜୟୀ ହେବ, ସେହି ଟିମ୍ ମୁମ୍ବାଇ ବିପକ୍ଷରେ ଫାଇନାଲ ଖେଳିବ। ଏଲିମିନେଟର...

rairangapur
ମରିଗଲା ମାନବିକତା: ଅଧା ରାସ୍ତାରୁ ମାଆ ଓ ଛୁଆକୁ ଛାଡ଼ି ପଳାଇଲା ଆମ୍ୱୁଲାନ୍ସ!

ରାଇରଙ୍ଗପୁର (ରାଜେଶ ଶର୍ମା): ମରିଗଲା ମାନବିକତା। ମାଆ ଓ ଛୁଆକୁ ଅଧା ରାସ୍ତାରେ ଛାଡ଼ି ପଳାଇଗଲା ୧୦୨ ଆମ୍ୱୁଲାନ୍ସ! ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ଜାମଦା ଥାନା ମାନବୀର ଗାଁର ଏକ ୬ ମାସର ଅସୁସ୍ଥ ଶିଶୁକୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି...

representational image
କୁନ୍ଦୁଲି ପୀଡ଼ିତାଙ୍କ ଭଳି ପ୍ରାଣ ହାରିଲେ ଆଉ ଜଣେ ଗଣଦୁଷ୍କର୍ମ ପୀଡ଼ିତା

ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କ ଭଳି ଆଉ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲାରୁ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ସଂପୃକ୍ତ ପୀଡ଼ିତା ଜଣେ କଲେଜ ଛାତ୍ରୀ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରେ ଛାତ୍ରୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ। କିଛି...

representationl image
ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ

ନୀଳଗିରି: ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗତକାଲି ଦିନରେ ବୋହୂକୁ ଶ୍ୱଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଉଦ୍ୟମ ବିଫଳ ହେବା ପରେ ଶ୍ୱଶୁର ବୋହୂକୁ...

dharmendra pradhan
ପୁରୀରେ ବିଦ୍ୟୁତ୍ ଚିନ୍ତା: ଏନ୍‌ଡିଆର୍‌ଏଫ୍‌ ଡିଜିଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ପୁରୀରେ ଉଜୁଡ଼ି ଯାଇଥିବା ବିଦ୍ୟୁତ୍‌ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏନେଇ ଏନ୍‌ଡିଆର୍‌ଏଫ୍‌ ଡିଜିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ପୁରୀରେ ବିଦ୍ୟୁତ୍‌ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଗ୍ୟାସ୍ କଟର...

encounter
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): କିଛି ଦିନର ନିରବତା ପରେ ପୁଣି ଗଞ୍ଜାମରେ ପୁଲିସ୍‌ର ଏନ୍‌କାଉଣ୍ଟର। ପୁଲିସ୍‌ ସହ ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ଆହତ ହୋଇଛି। ଏଥିରେ ଖଲ୍ଲିକୋଟ ଥାନା ଇନ୍ସପେକ୍ଟର ଓ ୪ଜଣ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଆଜି ଭୋର...

cyclone fani
ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କେନ୍ଦ୍ରାପଡ଼ା/ଜଗତସିଂହପୁର: କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି। କେନ୍ଦ୍ରାପ଼଼ଡ଼ା ଜିଲ୍ଲାରେ ବାତ୍ୟା ପୂର୍ବରୁ ମୁକାବିଲା ପ୍ରସ୍ତୁତି ସନ୍ତୋଷଜନକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।ଏଠାରେ ଫୋନିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ...

swayams mishra
ଚେସ୍‌ ତାରକା ସ୍ୱୟଂଶ୍‌ ମିଶ୍ରଙ୍କୁ ମିଳିଲା ଗ୍ରାଣ୍ଡ୍‌ ମାଷ୍ଟର ପରିଚୟ

ଭୁବନେଶ୍ୱର: ଚେସ୍‌ ତାରକା ଗ୍ରାଣ୍ଡ୍‌ ମାଷ୍ଟର ଭାବେ ନୂଆ ପରିଚୟ ପାଇଲେ ସ୍ୱୟଂଶ୍‌ ମିଶ୍ର। ଦେବାଶିଷ୍ ଦାସଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଓଡ଼ିଆ ଗ୍ରାଣ୍ଡ୍‌ ମାଷ୍ଟର। ପୋଲାଣ୍ଡରେ ଶେଷ ହୋଇଥିବା ଅନ୍ତର୍ଜାତୀୟ ଗ୍ରାଣ୍ଡ୍‌ ମାଷ୍ଟର ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଏହି ସଫଳତା ହାସଲ କରି ସେ ଓଡ଼ିଶାକୁ ଗୌରବାନ୍ୱିତ...

train
ସ୍ୱାଭାବିକ ହେଉଛି ରେଳ ଚଳାଚଳ

ଭୁବନେଶ୍ୱର: ବାତ୍ୟା ପରେ ରାଜ୍ୟରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନରୁ ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଟ୍ରେନ୍‌ ଆଜିଠୁ ସ୍ୱାଭାବିକ ଯାତାୟତ କରିଛି। ଖଡ଼ଗପୁର-ଯାଜପୁର-କେନ୍ଦୁଝର ପାସେଞ୍ଜର, ଖଡଗପୁର-ଭଦ୍ରକ ପାସେଞ୍ଜର,ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର...

ganjam
ପିଲା ଚୋର ଭାବି ପୁଲିସ୍‌ ଉପରେ ଆକ୍ରମଣ କଲେ ଗାଁ ଲୋକେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ତେଲେଙ୍ଗାନା ପୁଲିସ୍‌କୁ ଗଞ୍ଜାମ ସାନଖେମୁଣ୍ଡିରେ ଆକ୍ରମଣ। ପାଟପୁର ଥାନା ଡେଙ୍ଗାଡ଼ି ଗାଁରେ ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିବା ତେଲେଙ୍ଗାନା ପୁଲିସ୍‌ ଟିମ୍‌କୁ ଗାଁ ଲୋକେ ପିଲା ଚୋର ଭାବି ଆକ୍ରମଣ କରିଥିବା ଜଣାପଡ଼ିଛି। ସାଦା ପୋଷାକରେ ଆସି ତେଲେଙ୍ଗାନା ପୁଲିସ୍‌  ଅଭିଯୁକ୍ତକୁ ପଚରାଉଚରା କରିବା ବେଳେ...

dead body found
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ୱଲପୁର: ସମ୍ୱଲପୁର ମଣ୍ଡଳ କାରାଗାର ନିକଟ ଡ୍ରେନ୍‌ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ  ଟିକେଲାଲ୍‌ ଭୋଇ। ତାଙ୍କ ଘର ମୋତିଝରଣ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତ ତିନି ଦିନ ହେବ ସେ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ  ଧନୁପାଲି ଥାନାରେ...

odia girl
ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ। ଚେକ୍ ରିପବ୍ଲିକ୍ ଗ୍ରାଁପି ଲିବେରେସନ୍ ସୁଟିଂ ପ୍ରତିଯୋଗିତାରେ ସେ ଏହି ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ମିକ୍ସଡ୍ ଇଭେଣ୍ଟରେ ଗଗନ ନାରଙ୍ଗଙ୍କ ସହ ଖେଳୁଥିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା। ୧୦ ମିଟର ଏୟାର ରାଇଫଲରେ ସେ ଜିତିଛନ୍ତି ଏହି...

puri
ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା ୧୪ ହାତିଆ ବାନା

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା ୧୪ ହାତିଆ ବାନା। ବାତ୍ୟା ‘ଫୋନି’କୁ ଦେଖି  ଗତ ୧ ତାରିଖରେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳାଯାଇ ୫ ହାତିଆ ବାନା ଲଗାଯାଇଥିଲା। ହେଲେ ଆଜି ତାକୁ ଖୋଲା ଯାଇ ଚୁନରା ସେବାୟତ ପୁଣି ୧୪ ହାତିଆ ବାନା...

fire
କପଡ଼ା ଗୋଦାମରେ ନିଆଁ ଲାଗି ୫ ଜୀବନ୍ତ ଦଗ୍ଧ

ପୁନେ: ମହାରାଷ୍ଟ୍ର ପୁନେରେ ଏକ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ସମସ୍ତେ ଶ୍ରମିକ ବୋଲି ଜଣାପଡ଼ିଛି। ତେବେ ଗୋଦାମ ଭିତରେ ଥିବା କିଛି ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଘଟଣାସ୍ଥଳରେ ୪ଟି ଦମକଳବାହିନୀ...

heat--1
୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।  ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଥିଲା। ବଲାଙ୍ଗିରର ତାପମାତ୍ରା ୪୪.୬ ଡିଗ୍ରୀ, ଝାରସୁଗୁଡା ୪୩.୬ ଡିଗ୍ରୀ, ସମ୍ବଲପୁର ୪୩.୫ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ...

accident
ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ବାରିପଦା(ମାଣିକଲାଲ୍‌ ପାଣି): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାର ନିକଟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ମୃତାହତଙ୍କ ଘର ବୈଶିଙ୍ଗା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ବାଲେଶ୍ୱର ପଟୁ...

crop
‘ଫୋନି’ ଭାଙ୍ଗି ଦେଲା ଚାଷୀର ମେରୁଦଣ୍ଡ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଭାଙ୍ଗି ଦେଲା ଚାଷୀର ମେରୁଦଣ୍ଡ। ‘ଫୋନି’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଚାଷୀଙ୍କ ସୁନାର ଫସଲକୁ ‘ଫୋନି’ ଉଜାଡ଼ି ଦେଇଛି। ଆଣ୍ଠୁଏ  ଆଣ୍ଠୁଏ ପାଣିରେ ଡାଳୁଅ ଧାନ ବୁଡ଼ି ରହିଛି।  ଅମଳ...

electricity
ଧୀରେ ଧୀରେ ସ୍ୱାଭାବିକ ହେଉଛି ଟ୍ୱିନ୍‌ସିଟିରେ ବିଦ୍ୟୁତ୍‌ ସେବା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ୬ଦିନ ପରେ ରାଜଧାନୀରେ ବିଜୁଳି ମରାମତି କାମ ଜୋରଦାର ହୋଇଛି। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଶ୍ରମିକ ବିଦ୍ୟୁତ୍‌ ଖୁଣ୍ଟ ଓ ତାରକୁ ସଜାଡ଼ିବାରେ ଲାଗିଛନ୍ତି। ପ୍ରଥମେ ୩୩ କେଭି ଓ ପରେ ୧୧ କେଭି ତାରକୁ ସଜଡ଼ା ଯାଇଛି। ଏହାସହ ଗତକାଲି...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।