• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

sabysachi panda 1
ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ ସଜା

ବ୍ରହ୍ମପୁର: ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ। ଆଇପିସି ଧାରା ୨୧ରେ ଦେଶଦ୍ରୋହ ଅପରାଧରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌-୧ ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି। ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ସବ୍ୟସାଚୀ ପଣ୍ଡା ୨୦୧୪  ଜୁଲାଇରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତେବେ ତାଙ୍କ...

accident
ବସ୍‌ ଓଲଟି ୧୦ ଆହତ

ବଣାଇ(ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଦର୍ଜି ନିକଟ ୧୪୩ ନମ୍ୱର ଜାତୀୟ ରାଜପଥରେ  ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ପାଲଲହଡ଼ାରୁ ରାଉରକେଲା ଯାଉଥିଲା। ବସ୍‌ର ଏକ୍ସେଲ ପତି...

representational image
ରେଳ ଧାରଣାରୁ ଯୁବକ, ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଅନୁଗୁଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା କୁମଣ୍ଡ ନିକଟ ରେଳ ଧାରଣାରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ବଅଁରପାଳର ଚଉରିଡ଼ିହ ଗାଁର ବିଭୂତି ସାହୁ ବୋଲି ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ। ବିଭୂତି...

relief rice
ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ଅଭିଯୋଗ

କଟକ: ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବିଲିପଦା ଗାଁରୁ ଏହି ଅଭିଯୋଗ ଆସିଛି। ଏକ ଗାଡ଼ିରେ ୫ କ୍ୱିଣ୍ଟାଲରୁ ଅଧିକ ଚାଉଳ ବିଲିପଡ଼ାରୁ ନିଆଯାଉଥିବା ବେଳେ ସାହାଡ଼ାପଦା ଗୌଡ଼ ସାହି ନିକଟରେ ଲୋକମାନେ...

exam
ଆଜି OJEEରେ ୨୦ଟି ସହରରେ ପରୀକ୍ଷା ଦେଉଛନ୍ତି ୩୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ରେ ଆଜି ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ୨୦ଟି ସହରର ୫୩ଟି କେନ୍ଦ୍ରରେ ଅଫ୍‌ଲାଇନ୍‌ ଏଣ୍ଟ୍ରାନ୍ସ ହେଉଛି। ସକାଳ ୯ ଟାରୁ ୧୨ଯାଏ ଗୋଟିଏ ସିଟିଂରେ ବି. ଫାର୍ମ ଏବଂ ୯ଟାରୁ ୧୦ ଯାଏ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ୍ ଏଣ୍ଟ୍ରି...

malkangiri
ବିସ୍ଫୋରଣ କରି ପଞ୍ଚାୟତ ଅଫିସ ଉଡ଼ାଇ ଦେଲେ ମାଓବାଦୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀମାନେ ଉଡ଼ାଇ ଦେଇଛନ୍ତି । ଗତକାଲି ରାତିରେ ୩୦ରୁ ୪୦ ଜଣ ମାଓବାଦୀ ଆସି ବିସ୍ଫୋରଣ କରି ପଞ୍ଚାୟତ ଅଫିସକୁ ଉଡ଼ାଇ ଦେଇଥିଲେ। ଏଥିସହ ମାଓବାଦୀମାନେ ଅଫିସ୍‌ରେ ନିଆଁ ମଧ୍ୟ ଲଗାଇ...

elephant
ହାତୀ ଆକ୍ରମଣରେ ଦୁଇ ମୃତ

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ଅଞ୍ଚଳରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୋସୋ ଥାନା ଅନ୍ତର୍ଗତ କାନପୁର ଗାଁର ସଞ୍ଜୁଲତା ରାଉତ ଓ ନୂଆଗୁରୁଡ଼ି ଗାଁର ଜଗା ମଲ୍ଲିକ। ସଞ୍ଜୁଲତା ରାଉତ ଆମ୍ବ ବଗିଚାକୁ ଯାଇଥିବାବେଳେ ହାତୀ ଆକ୍ରମଣର...

vehicle burn
ପାର୍କିଂରେ ଜଳିଗଲା ୭ଟି ଗାଡ଼ି

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜଗନ୍ନାଥନଗରରେ ନିଆଁ ଲାଗି ୭ଟି ଗାଡ଼ି ଜଳି ଯାଇଛି। ହେରିଟେଜ୍ ବିଲ୍‌ଡିଂ ତଳେ ପାର୍କିଂ ହୋଇଥିବା ୨ଟି କାର୍ ଓ ୫ଟି ବାଇକ୍ ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ...

pm modi
ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରାଣସୀ ଆସନ

ନୂଆଦିଲ୍ଲୀ: ଆସନ୍ତାକାଲି ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ଲାଗି ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି...

representationl image
ଖାକିରେ ଲାଗିଲା କଳଙ୍କ! ୪ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ଖାକିରେ ଲାଗିଲା କଳଙ୍କ! ଜାମସେଦପୁରର ଜଣେ ୧୫ ବର୍ଷର ନାବାଳିକାକୁ ୪ଜଣ ପୁଲିସ୍‌ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାଙ୍କୁ ଝାରସୁଗୁଡ଼ା ଏବଂ ରାୟପୁରର ବିଭିନ୍ନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଜାମସେଦପୁର ଟୋଲକୋ ଥାନାରେ ଅଭିଯୋଗ ହୋଇଛି। ସଂପୃକ୍ତ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।