• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

brown sugar seized
ଭୁବନେଶ୍ୱରର ୨ଟି ସ୍ଥାନରୁ ସାଢ଼େ ୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ବ୍ରାଉନ୍‌ ସୁଗାର ଜବତ ହୋଇଛି। ଆଜି ଭୁବନେଶ୍ୱରର ୨ଟି ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ ସାଢ଼େ ୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିଛି। ସାଲିଆ ସାହିରୁ ୧୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ ହୋଇଥିବା ବେଳେ ମଞ୍ଚେଶ୍ୱରରୁ ୫୨...

surya narayan..
ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ଯୋଗ୍ୟ, କହିଲେ ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବ୍ୟକ୍ତି। ବିଜେଡି ଉପ-ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଦେଶ ତଥା ଓଡ଼ିଶାବାସୀ ନବୀନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ସୂର୍ଯ୍ୟ ଦାବି କରିଛନ୍ତି। କିନ୍ତୁ କଂଗ୍ରେସ...

killed
ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡ଼ା ଗାଁରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ମନୋଜ ମହାନନ୍ଦ। ତାଙ୍କ ମୃତଦେହକୁ କେନ୍ଦୁପତ୍ର ଫଡ଼ି ନିକଟ ଏକ ବୁଦାରୁ ଉଦ୍ଧାର କରାଯାଇଛି। ଗତ ମଙ୍ଗଳବାରଠୁ ମନୋଜ ନିଖୋଜ ଥିଲେ।  ଆଜି ତାଙ୍କର ଗଳିତ ମୃତଦେହ...

J&K
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ହାଇ ଆଲର୍ଟ ଜାରି

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ରାଜଧାନୀ ଶ୍ରୀନଗର ଏବଂ ଅବନ୍ତିପୋରାରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଏହି ସ୍ଥାନରେ ଥିବା ସେନାର ଏୟାର ବେସ୍ ଉପରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ମାନେ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ପାଇଛି। ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ପାଇବା ପରେ...

jaleswar
ବିବାହ ଭୋଜି ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ରାଣୀବସାଣ ଗାଁରେ ବାହାଘର ଭୋଜି ଖାଇ ଝାଡ଼ାବାନ୍ତି ଘଟଣାରେ ଅସୁସ୍ଥଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି ହୋଇଛି। ଖବର ଲେଖାଯିବା ସୁଦ୍ଧା ଏବେବି ଡାକ୍ତରୀ ଟିମ୍ ଗାଁରେ ଚିକିତ୍ସା କରୁଛନ୍ତି। ରାଣୀବସାଣ ଗାଁର ଜଣେ ବ୍ୟକ୍ତିଙ୍କ ବାହାଘର ପରେ ଗତକାଲି ରାତିରେ ଚତୁର୍ଥୀ...

rain
ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷ କରି ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି,...

sonepur
ଗରମ ପାଣି ପଡ଼ି ଶିଶୁ ଗୁରୁତର ଘଟଣା: ଅଙ୍ଗନବାଡ଼ି କର୍ମୀ, ସହାୟିକା ବହିଷ୍କୃତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ଶିଶୁ ଗୁରୁତର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ଅଙ୍ଗନବାଡି କେନ୍ଦ୍ରର ସୁପରଭାଇଜରଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଲମ୍ବନ କରିଛି। ଅନ୍ୟପକ୍ଷେ,...

dhenkanal
ହସ୍ପିଟାଲ୍‌ର ୬ ମହଲାରୁ ପଡ଼ି ରୋଗୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୬ ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଟୁନା ବେହେରା। ତାଙ୍କ ଘର ଗଁଦିଆ ଥାନା ଅନ୍ତର୍ଗତ ମହୁଲଖୋଳ ଗାଁରେ। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଟୁନା କାଲି ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।