• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

puri
ବିଦ୍ୟୁତ୍‌ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ: ପୁରୀ ଜିଲ୍ଲା ସଦର ଥାନା ପାଖ ଟ୍ରାନ୍ସଫର୍ମରରେ କାମ କରିବା ବେଳେ ଜଣେ ବିଦ୍ୟୁତ୍‌ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପବିତ୍ର ଜେନା। ତାଙ୍କୁ ବାଧ୍ୟ କରାଯାଇ କାମରେ ନିୟୋଜିତ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଅଭାବନୀୟ ଘଟଣା...

food poisioning
ବାହାଘର ଭୋଜି ଖାଇ ବର, କନ୍ୟାଙ୍କ ସମେତ ୩୦ରୁ ଅଧିକ ଅସୁସ୍ଥ

ଜଳେଶ୍ୱର(ଅଜିତ ଦାସ): ବାହାଘର ଭୋଜି ଖାଇ ବର, କନ୍ୟାଙ୍କ ସମେତ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ରାଣୀବସାଣ ଗାଁରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥଙ୍କୁ ଜଳେଶ୍ୱର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗତ ରାତିରେ ରାଣୀବସାଣ ଗାଁରେ ବିବାହ ଭୋଜି...

youth attacked
ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ପୁରୁଣା ବ୍ରହ୍ମପୁର ସ୍ଥିତ ଗୌଡ଼ ସାହିରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ତାଙ୍କ ନାଁ  ଟୁଟୁ ହାତୀ।  ସେ  ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ନଅଟା ସମୟରେ ଶ୍ରୀଦୁର୍ଗା କ୍ଲଥ୍‌ ଷ୍ଟୋର ସମ୍ମୁଖରେ ଥିବା ମଦ ଦୋକାନ ନିକଟରେ ଏହି...

iti student
ଧାରଣାରେ ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଛାତ୍ରୀ

ରାଉରକେଲା: ବିଦ୍ୟୁତ୍‌ ମରାମତି ପାଇଁ ଭୁବନେଶ୍ୱର ଆସିଥିବା ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ମୃତ ଛାତ୍ର ହେଲେ ଭାସ୍କର ସାହୁ। ବିଦ୍ୟୁତ୍‌ ମରାମତି ପାଇଁ ଭାସ୍କର ଭୁବନେଶ୍ୱର ଆସିଥିଲେ। ତେବେ ବୁଧବାର ଦିନ ରାତିରେ ରାଉରକେଲା ଫେରିବା...

sbi
‘ଫୋନି’ ପ୍ରଭାବିତ ଉଦ୍ୟୋଗୀଙ୍କୁ ଋଣ ଦେବା ଲାଗି ଏସ୍‌ବିଆଇର ଘୋଷଣା

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଉଦ୍ୟୋଗୀମାନଙ୍କୁ ମୁଦ୍ରା ଓ ବିଭିନ୍ନ ଯୋଜନାରେ ଖୁବ୍‌ଶୀଘ୍ର ଋଣ ମିଳିବ ବୋଲି ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ଏହାସହ ପଡ଼ି ରହିଥିବା ୬ଶହ ଆବେଦନକୁ ୭ଦିନ ମଧ୍ୟରେ ଋଣ ଦେବା ଲାଗି ନିଷ୍ପତ୍ତି ହୋଇଛି। ତେବେ ନୂଆ ଋଣ...

election
ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିବ ପ୍ରଚାର।  ଆଜି ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ମାରାଥନ ରାଲି ଓ ରୋଡ୍‌ ଶୋ’ କରି ଭୋଟ୍‌ ଭିକ୍ଷା କରିବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଗତକାଲିଠାରୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି। ଆସନ୍ତା...

vote
୧୯ରେ ମୟୂରଭଞ୍ଜର ୫ଟି ବୁଥ୍‌ରେ ସାନି ମତଦାନ

ବାରିପଦା: ଆସନ୍ତା ୧୯ ତାରିଖରେ ମୟୂରଭଞ୍ଜର ୫ଟି ବୁଥ୍‌ରେ ସାନି ମତଦାନ ହେବ।  ମୟୂରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ଭୁଗୁଡାକଟା, ପୂର୍ଣ୍ଣଚନ୍ଦ୍ରପୁର, ଖାବୁଆ, ଅଠାପଡ଼ା ବୁଥ୍‌ରେ ସାନି ମତଦାନ ହେବ। ସେହିପରି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଖାରୁଶୋଳରେ ମଧ୍ୟ ସାନି ମତଦାନ କରାଯିବ।...

man with snake
ସାପ କାମୁଡ଼ିବା ପରେ ମଲା ସାପକୁ ଧରି ମେଡିକାଲ୍‌ ଆସିଲେ ଗୁରୁତର ଯୁବକ

ମାଲକାନଗିରି: ସାପ କାମୁଡ଼ି ଦେବା ପରେ ପିଟିପିଟି ମାରିଦେଲେ ସାପକୁ । ତଥାପି ମନରୁ ଭୟ ଛାଡ଼ିଲାନି। ମଲା ସାପକୁ ଧରି ମେଡିକାଲକୁ ଆସିଲେ ଜଣେ ଯୁବକ। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି-୬୩ ଡାକ୍ତରଖାନାରେ ଏଭଳି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଲା ସାପକୁ ଦେଖିବା ପରେ ଡାକ୍ତରଖାନାରେ ମଧ୍ୟ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।