ଭୁବନେଶ୍ୱର: ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ରିଲିଫ ସାମଗ୍ରୀ ପଠାଇବା ପାଇଁ ଚାହୁଁଥିଲେ ମଧ୍ୟ ଓଡିଶାକୁ ପଠାଇ ପାରୁନାହାନ୍ତି। ଓଡିଶାର ‘ଫୋନି’ ପ୍ରଭାବିତଙ୍କ ପାଇଁ ମୁମ୍ବାଇରେ ରହୁଥିବା ଓଡ଼ିଆ ଲୋକମାନେ ପ୍ରାୟ ୨୦ଟନ୍ ସାମଗ୍ରୀ ଏକତ୍ରିତ କରିଛନ୍ତି। ଚୁଡା, ବିସ୍କୁଟ୍, ପିଇବା ପାଣି, କମଳ, ମହମବତୀ, ଦିଆସିଲି, ଟର୍ଚ୍ଚ...
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ପାଣି ଓ ବିଦ୍ୟୁତ୍ ସଂଯୋଗକୁ ନେଇ ଅସନ୍ତୋଷ ଦେଖାଯାଇଥିବା ବେଳେ କିଛି ସ୍ଥାନରେ ଲୋକେ ରାସ୍ତା ଉପରକୁ ମଧ୍ୟ ଓହ୍ଲାଇଛନ୍ତି। ବାତ୍ୟାର ୧୨ ଦିନ ପରେ...
ଭୁବନେଶ୍ୱର: ନିବିଡ଼ ହେଉଛି କି ବିଜେପି-ବିଜେଡି ସଂପର୍କ? ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ନବୀନ ପଟ୍ଟନାୟକଙ୍କ ଶାସନକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପ୍ରଶଂସା ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଅମିତ ଶାହ ପ୍ରଶଂସା କରିଛନ୍ତି। ଗତକାଲି କୋଲକାତାରେ ତାଙ୍କ ଶୋଭାଯାତ୍ରା ବେଳେ...
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ରେ ଧାନ ମଣ୍ଡିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ଜିଲ୍ଲାରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇ ପାରିନାହିଁ। ଫଳରେ ଚାଷୀମାନେ ଧାନ ବିକ୍ରି କରି ନପାରି ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଧାର...
ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ସାଇଁକୁଳରେ ନବ ନିର୍ମିତ ସବ୍ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ କରିବା ଦାବିରେ ହୋଇଥିବା ରାସ୍ତାରୋକ ହଟିଛି। ଘଟଣାସ୍ଥଳରେ ପ୍ରାଶାସନିକ ଅଧିକାରୀ ଓ ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ଗାଁ ଲୋକେ ଆନ୍ଦୋଳନରୁ ଓହରିଥିଲେ। ସାଇଁକୁଳରେ ନିର୍ମିତ ନୂଆ କୋଠାରେ ସବ୍ ରେଜେଷ୍ଟ୍ରି...
କଟକ: କଟକ ବନଖଣ୍ଡ ଅନ୍ତର୍ଗତ ଡାଲିଯୋଡ଼ା ରେଞ୍ଜର ଜାମଣା ଗାଁ ନିକଟରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆର ବୟସ ଆନୁମାନିକ ୧ ମାସ ହେବ ବୋଲି ବନବିଭାଗ କର୍ତ୍ତୃପକ୍ଷ କହିଛନ୍ତି। ଚନ୍ଦକା ଅଭୟାରଣ୍ୟରୁ ଗତ କିଛି ଦିନ ତଳେ ୧୭ଟି ହାତୀ ଡାଲିଯୋଡା...
ପୁରୀ: ବାତ୍ୟା ‘ଫୋନି’ ମାଡ଼ ହେବାର ୧୨ ଦିନ ପରେ ପୁରୀ ସହରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ବାଲିଘାଟ ଗ୍ରୀଡ୍କୁ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ଆଜି ସକାଳେ ଶ୍ରୀରାମନଗର ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଏହାପରେ କଚେରୀ, ଅଠରନଳା, ଚାରିନଳା ଓ ବଳିଆପଣ୍ଡା...
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ରାଜ୍ୟର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷତି ହୋଇଛି। କ୍ଷୟକ୍ଷତି ନେଇ ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏହି ପ୍ରାଥମିକ ଆକଳନ କରିଛନ୍ତି। ଏ ନେଇ ଏକ ରିପୋର୍ଟ କେନ୍ଦ୍ରୀୟ ଟିମ୍କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ସଚିବାଳୟରେ...
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ସଂରକ୍ଷିତ ଜଙ୍ଗଲରୁ ୫ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବନ ବିଭାଗ ୧୦ କେଜିରୁ ଅଧିକ ହରିଣ ମାଂସ ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି। କୁଲଡିହା ଅଭୟାରଣ୍ୟର ସିନ୍ଦୁରଗୌରି ଅଞ୍ଚଳରେ ୨ ଶିକାରୀଙ୍କ ନିକଟରୁ ହରିଣ ମାଂସ...
ଭବାନୀପାଟଣା: କଳାହାଣ୍ଡିରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଠିକାଦାରଙ୍କ ଗାଡ଼ି ପୋଡ଼ି ଦେଇଛନ୍ତି। କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ମଦନପୁର ରାମପୁର ଥାନା ଅଞ୍ଚଳର ନୂଆମୁଣ୍ଡାରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି। ଉର୍ଲାଦାନୀରୁ ଲହାଡ଼ିକୁ ସଂଯୋଗ କରୁଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ...
ବଲାଙ୍ଗିର: ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼। ମୃତ ମହିଳା ପୁଷ୍ପାଞ୍ଜଳି ବାରିକଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଦିନ ପୁଷ୍ପାଞ୍ଜଳିଙ୍କ ମୃତଦେହ ବଲାଙ୍ଗିର ରେଲୱେ ଷ୍ଟେସନ ପଛପଟୁ ଉଦ୍ଧାର ହୋଇଥିଲା। ତାଙ୍କ ସ୍ୱାମୀ ମାଟିଆ...
କୋଲକାତା: କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ୍ ଶୋ’ ବେଳେ ଉତ୍ତେଜନା। ଗତକାଲି କୋଲକାତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଟିଏମ୍ସି ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଶାହଙ୍କ ଗସ୍ତକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଦୁଇ ଗୋଷ୍ଠୀ...
ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ଫୋନି’ ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍ ଆଜି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଏହା ପରେ ମୁଖ୍ୟ ଶାସନ ସଚିବଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି ଦିଲ୍ଲୀ ଫେରିଯିବେ। ଓଡ଼ିଶା ଗସ୍ତରେ ଆସିଥିବା ଏହି ଟିମ୍ ଗତକାଲି ପୁରୀ ଏବଂ...