ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ରାଜଧାନୀ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରର ୮୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ଜଣାପଡ଼ିଛି। ଗତକାଲି ରାତିରେ କଟକ ଓ...
କଟକ: ବାତ୍ୟା ‘ଫୋନି’ ତାଣ୍ଡବରୁ ବାଦ୍ ପଡ଼ିନି କ୍ରୀଡା ଭିତ୍ତିଭୂମି। ‘ଫୋନି’ ପ୍ରଭାବରେ କଟକର ବାରବାଟୀ ଷ୍ଟାଡିୟମ୍ ଛାରଖାର ହୋଇଯାଇଥିବା ବେଳେ ଜବାହରଲାଲ୍ ନେହେରୁ ଇନ୍ଡୋର୍ ଷ୍ଟାଡିୟମ୍ ମଧ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ବାରବାଟୀ ଷ୍ଟାଡିୟମ୍ର ଭିଆଇପି ଗ୍ୟାଲେରି ସହ ସଧାରଣ ଗ୍ୟାଲେରି ଉପରେ ଥିବା ଟିଣ ଏବଂ ପ୍ଳାଷ୍ଟିକ୍...
ନୟାଗଡ଼: ରାସ୍ତା ପାଇଁ ଘର ଭାଙ୍ଗିବାକୁ ମନା କରିବାରୁ ସଂଘବଦ୍ଧ ଆକ୍ରମଣ। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ବିନୋଦପଡା ଗାଁରୁ ଏଭିଳ ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ବିନୋଦପଡା ଗାଁର ରାଜକିଶୋର ମହାପାତ୍ର ଏବଂ ତାଙ୍କ ପରିବାର କିଛି ଦିନ ତଳେ ଘର ନିର୍ମାଣ...
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୬ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ପରିସ୍ଥିତିରେ ସୁଧାର ଆସିନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ନୟାନ୍ତ ରାଜଧାନୀବାସୀ। ବିନା ଏସିରେ ଶୋଇପାରୁ ନ ଥିବା ଲୋକେ ଏବେ ବିନା ଲାଇଟ୍ରେ ଚଳୁଛନ୍ତି। ସବୁ ଅଲୋଡା ଜିନିଷ ଏବେ ଭାରି ଦରକାରୀ...
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ନିରନ୍ତର ମୋବାଇଲ ଫୋନ୍ ସେବା ଯୋଗାଇବାକୁ ଟେଲିକମ୍ କମ୍ପାନୀ ଏକାଠି ହୋଇଛନ୍ତି। ବିଏସ୍ଏନ୍ଏଲ, ଏୟାରଟେଲ୍, ଭୋଡାଫୋନ୍, ଆଇଡିଆ ଏବଂ ଜିଓ ନେଟ୍ଓ୍ୱର୍କ ଏକାଠି ହୋଇ ଗ୍ରାହକଙ୍କୁ ଏହି ସେବା ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ମୋବାଇଲ ଫୋନ୍ ଗ୍ରାହକ ସେମାନଙ୍କ...
ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କର ମଙ୍ଗଳବାର ରାତି ୧୧ଟାରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ମିଶ୍ର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ଗବେଷକ ଏବଂ ଅର୍ଥନୀତିଜ୍ଞ ଭାବେ ବେଶ୍...
ନୂଆଦିଲ୍ଲୀ: ଆଇପିଏଲ୍ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ। ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ଏହି ସଫଳତା ପାଇଛି। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାସାମ୍ନି ହେବେ। ଏଲିମିନେଟର୍ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ଦର୍ଶକ କଡ଼ା...
ଭୁବନେଶ୍ୱର: ଚାଲି ଯାଇଛି ଝଡ଼, ହେଲେ ଛାଡ଼ି ଯାଇଛି ତାର କୋପ। ଝଡ଼ ମାଡ଼ରେ ଘାଇଲା ମଣିଷ ଖୋଜୁଛି ବଞ୍ଚିବାର ରାହା। ବାତ୍ୟା ‘ଫୋନି’ର ତାଣ୍ଡବରେ ଛିନଛତ୍ର ହୋଇଥିବା ଅନେକ ଗାଁରେ ଏବେ ଏଭଳି ଦଶା। କେଉଁଠି ସବୁ କିଛି ହରାଇଥିବା ବିପନ୍ନ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖୋଜୁଛି,...
ଭୁବନେଶ୍ୱର: ସରକାରୀ ଭାବେ ରାଜ୍ୟରେ ବାତ୍ୟା ‘ଫୋନି’ ଜନିତ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ପୁରୀରେ ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ୫ ଜଣ, କେନ୍ଦ୍ରାପଡ଼ାରେ ୩ଜଣ, ମୟୂରଭଞ୍ଜରେ ୪ଜଣ, ଯାଜପୁରରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟାରେ ମୋଟ୍ ୧୪ଟି ଜିଲ୍ଲାର...
ସୁକ୍ମା: ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ମାଓ ଆତଙ୍କ। ରାସ୍ତା ନିର୍ମାଣ କାମରେ ବ୍ୟବହୃତ ଗୋଟିଏ ଗାଡ଼ି ଓ ୩ଟି ମେସିନ୍କୁ ମାଓବାଦୀମାନେ ଜାଳି ଦେଇଛନ୍ତି। ଗୋଲାପାଲ୍ଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଗୋଲାପାଲ୍ଲି ଗାଁରୁ କୋଣ୍ଟା ସହରକୁ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ମାଓବାଦୀମାନେ ଏଭଳି ଆତଙ୍କ...
ମସ୍କୋ: ରୁଷ୍ରେ ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯିବା ଫଳରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ୩୭ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକଙ୍କ ମଧ୍ୟରେ ବିମାନର ଜଣେ କ୍ର୍ୟୁ ମେମ୍ବର ଥିବା ଜଣାପଡ଼ିଛି। ରୁଷିଆ ନିର୍ମିତ ସୁଖୋଇ ସୁପରଜେଟ୍ ବିମାନଟି ଶେରେମେତ୍ୟେଭୋରୁ ମୁରମନସ୍କ ଅଭିମୁଖେ ଯାତ୍ରା କରୁଥିବା...
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବାହାରିଥିଲେ। ‘ଫୋନି’ ଘଟାଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ମୋଦି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ...
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଜି ପଞ୍ଚମ ପର୍ଯ୍ୟାୟରେ ୫୧ଟି ଆସନରେ ଭୋଟ୍ ଗ୍ରହଣ ହେଉଛି। ଉତ୍ତରପ୍ରଦେଶର ୧୪ ଆସନ, ରାଜସ୍ଥାନର ୧୨, ପଶ୍ଚିମବଙ୍ଗର ୭, ମଧ୍ୟପ୍ରଦେଶର ୭, ବିହାରର ୫, ଝାଡ଼ଖଣ୍ଡର ୪ଟି ଆସନ ପାଇଁ ସକାଳ ୭ଟାରୁ କଡା ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି। ମାଓ...
ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାର ରିଲିଫ ଏବଂ ଥଇଥାନ କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା...
ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଧାକାନ୍ତ ନାୟକ ଓ ମାଧୁରୀ ନାୟକ। ସେମାନଙ୍କ ଘର ଆର ଉଦୟଗିରି ଥାନା ଅନ୍ତର୍ଗତ ଆକ୍ଲିମା ଗାଁରେ ବୋଲି ଜଣାପଡ଼ିଛି। ଉଭୟ ସ୍ୱାମୀ-ସ୍ତ୍ରୀ...