ନୂଆଦିଲ୍ଲୀ : ଦେଶରେ ଆଉ ଏକ ବଡ଼ ଧରଣର ଆକ୍ରମଣ ଆଶଙ୍କା କରାଯାଉଛି । ରାଷ୍ଟ୍ରୀୟ ଏଜେନ୍ସି ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍ । ୨୬/୧୧ ପରି ଷଡଯନ୍ତ୍ର ରଚାଯାଉଛି ବୋଲି କଲ କରିଥିବା ବ୍ୟକ୍ତି କହିଛି । ତେବେ ବର୍ତ୍ତମାନ…
ପିଲାଦିନର ସ୍ୱପ୍ନ ସତ ହେବ । ମହାକାଶ ଯାତ୍ରା କରିବେ ଆମାଜନ ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ । ଭାଇ ସହ ଦୁଃସାହସିକ ମହାକାଶ ଯାତ୍ରା କରିବେ ବୋଲି ଗତକାଲି ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ନିଜ କମ୍ପାନୀ’…
ନୂଆଦିଲ୍ଲୀ : ବିଦେଶ ଯାଉଥିବା ଯାତ୍ରୀଙ୍କ ପାଇଁ ଏସଓପିରେ ପରିବର୍ତ୍ତନ । ୨୮ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ନେଇପାରିବେ ବିଦେଶ ଯାଉଥିବା ଯାତ୍ରୀ । କେନ୍ଦ୍ର ସରକାର ବିଦେଶ ଯାଉଥିବା ଛାତ୍ରଛାତ୍ରୀ ଓ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରି…
ନୂଆଦିଲ୍ଲୀ : ଥରହର ଶତ୍ରୁ ଦେଶ । ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଦୀର୍ଘ ଦଶ ବର୍ଷର ଅପେକ୍ଷା ପରେ ଶେଷର ଭାରତୀୟ ନୌସେନାକୁ ଖୁବ ଶୀଘ୍ର ଅନେକ ସ୍ୱତନ୍ତ୍ରତା ଥିବା ହେଲିକପ୍ଟର ରୋମୀୟ ମିଳିବ । ରୋମୀୟ…
ନୂଆଦିଲ୍ଲୀ : ତୁରନ୍ତ କଟକଣା କୋହଳ କରିବା ନିଷ୍ପତ୍ତି ଉପରେ ବିଚାର କରିବା ଜରୁରୀ । ସଂକ୍ରମଣ କମୁଥିବାରୁ ଶୀଘ୍ର ପ୍ରତିବନ୍ଧକ ହଟାଇବା ବିପଦକୁ ଖୋଲାଖୋଲି ଆମନ୍ତ୍ରଣ କରିବା ସହ ସମାନ । ଭାରତରେ କରୋନା ପ୍ରତିବନ୍ଧ କୋହଳ କରୁଥିବା ବେଳେ…
ନୂଆଦିଲ୍ଲୀ : ରେଲୱେ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ୍ । ସଂକ୍ରମଣ ସମୟରେ ସ୍ୱଚ୍ଛତାକୁ ଗୁରତ୍ୱ ଦେଇ ଦିଲ୍ଲୀ ସରକାର ଏପରି ଯୋଜନା ପ୍ରସ୍ତୁତ କରିଛନ୍ତି । ନୂତନ ଯୋଜନା ଅନୁସାରେ ଡଷ୍ଟବିନ୍ ୭୬ ପ୍ରତିଶତ ଭରିଯିବା ପରେ ଷ୍ଟେସନ୍ ମାଷ୍ଟରଙ୍କୁ…
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକାକରଣକୁ ତୀବ୍ର କରାଯାଉଛି । ଦିଲ୍ଲୀ ସରକାରଙ୍କ ଦ୍ୱାରା ଏକ ଅଭିଯାନ ଆରମ୍ଭ ହୋଇଛି, ଯେଉଁଥିରେ ଘର ଘର ଯାଇ…
ଭୋପାଳ : ଜୁନିୟର ଡାକ୍ତରଙ୍କ ଧର୍ମଘଟ ଶେଷ । କରୋନା କାଳରେ ଦୀର୍ଘ ଦିନ ଧରି ଚାଲୁଥିବା ଜୁନିୟର ଡାକ୍ତରଙ୍କ ଧର୍ମଘଟ ସୋମାବାର ଅର୍ଥାତ ଆଜି ଶେଷ ହୋଇଛି । ସମସ୍ୟାର ସମାଧାନର ଆଶାରେ ସୋମବାର ଚିକିତ୍ସା ଶିକ୍ଷାମନ୍ତ୍ରୀ ବିଶ୍ୱାସ ସାରଙ୍ଗଙ୍କୁ…
ଛତରପୁର : ପିଶାଚ ବାପା ପୁତ୍ର ମୋହରେ କର୍ତ୍ତବ୍ୟ ଭୁଲି କଂସେଇ ସାଜିଲା । କନ୍ୟା ସନ୍ତାନ ଜନ୍ମ ହେବାରୁ ସ୍ତ୍ରୀ ସହିିତ ଦୁଇ କୁନି ଝିଅକୁ କୂଅକୁ ଠେଲିଦେଲା । ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ୪୨ ବର୍ଷୀୟ ଜଣେ ଯୁବକ…
ଇସଲାମାବାଦ : ପଡୋଶୀ ଦେଶ ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ସିନ୍ଧର ଡହାରକି ଅଞ୍ଚଳରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ଏବେ ସୁଦ୍ଧା ୩୦…
ନୂଆଦିଲ୍ଲୀ : ଆୟକର ବିଭାଗର ନୂଆ ପୋର୍ଟାଲ ଆଜି ଠାରୁ ଆରମ୍ଭ ହେଉଛି । ଏବେ ଇନକମ୍ ଟାକ୍ସ ରିଟର୍ଣ୍ଣ, ଆଇଟିଆର ଦାଖଲ ସମେତ ସମସ୍ତ କାମ ବିଭାଗର ନୂଆ ପୋର୍ଟାଲ www.incometax.gov.inରେ ସଂଚାଳିତ ହେବ । ଏଥିରେ ଅନେକ ନୂଆ…
ବକ୍ସର : ଘୋଡ଼ି ନୁହେଁ ବିବାହ କରିବାକୁ କାନ୍ଧରେ ଆସିଲେ ବର । ବିନା ବ୍ୟାଣ୍ଡ୍ ବାଜା ବାରାତରେ ୩ କିମି ବୁହା ହୋଇ କନ୍ୟା ଘରେ ପହଞ୍ଚିଲେ । ସାମାନ୍ୟ ବର୍ଷାରେ କନ୍ୟା ଘର ଗାଁ ପାଣିରେ ଉବୁଟୁବୁ ହେଉଛି…
କୋଭାକ୍ସିନ ନା କୋଭିସିଲ୍ଡ, କିଏ ଅଧିକ ଆଣ୍ଟିବଡି ତିଆରି କରୁଛି ? କରୋନା ଭ୍ୟାକ୍ସିନ କୋଭାକ୍ସିନ ତୁଳନାରେ କୋଭିସିଲ୍ଡ ଅଧିକ ଆଣ୍ଟିବଡି ସୃଷ୍ଟି କରୁଥିବା ଏକ ଅଧ୍ୟୟନରେ ଖୁଲାସା ହୋଇଛି । ଭାରତରେ ହୋଇଥିବା ଏହି ଅଧ୍ୟୟନରେ ଡାକ୍ତର, ନର୍ସ ଓ…
ନୂଆଦିଲ୍ଲୀ: ଘରେ-ଘରେ ରାସନ ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇବା ପରେ କେନ୍ଦ୍ରକୁ ପ୍ରଶ୍ନ କଲେ କେଜ୍ରିୱାଲ ସରକାର । ଯୋଜନା ଲାଗୁ କରିବା ପାଇଁ ପୂରା ପ୍ରସ୍ତୁତି ସରିଥିଲା, ହେଲେ ଦୁଇ ଦିନ ପୂର୍ବରୁ କାହିଁକି ରୋକ ଲଗାଗଲା…
ମୁମ୍ବାଇ : ନାବାଳିକା ସହ ଗଣଦୁଷ୍କର୍ମ । ମୁମ୍ବାଇରେ ପୁଣି ଜଣେ ନାବାଳିକ ଗଣଦୁଷ୍କର୍ମର ଶିକାର ହୋଇଛି । ୧୬ ବର୍ଷୀୟ ନାବଳିକା ସହ ଗୋଟିଏ ରାତିରେ ଭିନ୍ନ ଭିନ୍ନ ଜାଗାରେ ଗଣଦୁଷ୍କର୍ମ କରାଯାଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ ୭…
ନୂଆଦିଲ୍ଲୀ : ଡେଲଟା ପରେ ଭାରତରେ ଆଉ ଏକ ଭୟଙ୍କର ଭାରିଏଣ୍ଟ୍ ଚିହ୍ନଟ । କରୋନା ଭାଇରସ୍ କ୍ରମାଗତ ଭାବରେ ରୂପ ବଦଳାଇ ଅଧିକ ବିପଜ୍ଜନକ ହୋଇଯାଉଛି । ପ୍ରତିଦିନ ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛି । ଭାରତରେ ବର୍ତ୍ତମାନ…
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଚାଲିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ଟିକା ନେଉଛନ୍ତି । ଟିକାକରଣ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟର କରୁଛନ୍ତି ଲୋକେ । ତେବେ…
କୋଲକାତା : ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ । ପଶ୍ଚିମବଙ୍ଗର କାନ୍ଥିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ କେସ ଦାଏର କରାଯାଇଛି । ଦୁଇ ଭାଇ ମ୍ୟୁନିସିପାଲିଟିରୁ ରିଲିଫ୍ ସାମଗ୍ରୀ ଚୋରି…
କୋଲକାତା : କୋଲକାତାର ହୋଷ୍ଟିଙ୍ଗ କ୍ରସିଂ ଅଞ୍ଚଳରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ୫୧ ଟି ଦେଶୀ ବୋମା ଉଦ୍ଧାର କରାଯାଇଛି । ସମସ୍ତ ବୋମାକୁ ଏକ ଅଖା ଭିତରେ ବନ୍ଦ କରି କାର୍ଯ୍ୟାଳୟ ନିକଟରେ ରଖାଯାଇଥିଲା । ସେପଟେ ବୋମାକୁ…
ସୁରତ : ଆଇନର ହାତ ଲମ୍ବା । ଏ ଉକ୍ତିଟି ଆଜି ଅକ୍ଷରେ ଅକ୍ଷରେ ସତ ହୋଇଛି । ପୋଲିସର ଆଖିରେ ଧୂଳି ଦେବାକୁ ୫୫ କିଲୋରୁ ୧୧୫ କିଲୋ ଓଜନ ବଢ଼ାଇଥିଲା ଅପରାଧୀ । ତଥାପି ପୋଲିସ ଠାରୁ ରକ୍ଷା…