କୋଲକାତା : ଟିଏମସି ନେତା ମୁକୁଲ ରୟଙ୍କ ସୁରକ୍ଷା ପ୍ରତ୍ୟାହାର । ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ମୁକୁଲ ରୟଙ୍କ ‘Z’ ବର୍ଗ ସୁରକ୍ଷା ପ୍ରତ୍ୟାହାର କରିଛି ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ…
ନୂଆଦିଲ୍ଲୀ : ଗାଜିଆବାଦର ମୁସଲମାନ ବୃଦ୍ଧଙ୍କୁ ମାଡ଼ପିଟ୍ କରୁଥିବାର ଭାଇରାଲ୍ ଭିଡିଓକୁ ନେଇ ବିବାଦ ଜାରି ରହିଛି । ଏବେ ରାଜଧାନୀ ଦିଲ୍ଲୀରେ ଏହି ମାମଲାକୁ ନେଇ ବଲିଉଡ଼୍ ଅଭିନେତ୍ରୀ ସ୍ୱରା ଭାସ୍କର, ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ସମେତ…
ପୁରୀ : ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲ୍ଲାର ରଘୁରାଜପୁରର ଶିଳ୍ପୀଙ୍କୁ ଆର୍ଥିକ ସହାୟତା । ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ପାଇଥିବା ଏହି ଗାଁର ଶିଳ୍ପୀଙ୍କ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ…
ନୂଆଦିଲ୍ଲୀ : ଦ୍ୱିତୀୟ ଲହରୀ ଗର୍ଭବତୀଙ୍କ ପାଇଁ ଅଧିକ ବିପଜ୍ଜନକ । କରୋନାର ଦ୍ୱିତୀୟ ଲହରୀ ଗର୍ଭବତୀ ମହିଳା ଓ ନିକଟରେ ମା’ ହୋଇଥିବା ମହିଳାଙ୍କ ଉପରେ ଅଧିକ ପ୍ରଭାବ ପକାଇଛି । ଗମ୍ଭୀର ଲକ୍ଷଣ ଥିବା ମାମଲା ଓ ମୃତ୍ୟୁ…
ନୂଆଦିଲ୍ଲୀ : ଭାରତରେ ଷ୍ଟାର୍ଟ-ଅପ ବ୍ୟବସାୟ ପାଇଁ ଉତ୍ତମ ପରିବେଶ ଅଛି । ତେଣୁ ଏଠାକୁ ଆସି ନିବେଶ କରିବାକୁ ବିଶ୍ୱକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଇଭାଟେକ୍ ସମ୍ମିଳନୀର ପଞ୍ଚମ ସଂସ୍କରଣରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦବୋଧନ…
କୋଲକାତା : ପଶ୍ଚିମବଙ୍ଗ ବିଜେପିରେ ବଡ଼ ସଙ୍କଟ ସମ୍ଭାବନା । ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ପୂର୍ବାପେକ୍ଷା ବହୁତ ଭଲ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଦଳରେ ଗ୍ରହଣ ଲାଗିଯାଇଛି । ବଙ୍ଗ ବିଜେପିର ଟାଣୁଆ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକକୁ…
ନୂଆଦିଲ୍ଲୀ : କରୋନାର ସମସ୍ତ ଭାରିଏଣ୍ଟକୁ ଚକମା ଦେବ ୨ ଔଷଧ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ଦ୍ୱାରା ପ୍ରସ୍ତୁତ ଔଷଧ 2-DG କରୋନାଭାଇରସ୍ ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ । ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି।…
ଜ୍ୱାଲାମୁଖୀ : ପାରିବାରିକ କଳହର କରୁଣ ପରିଣତି । ମଦ ପିଇବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଦ୍ୱାରା ମହିଳା ଜଣକ ରାଗରେ ବାପ ଘରକୁ ଚାଲିଯାଇଥିଲେ । ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…
ଇନ୍ଦୋର : ଦେଶରେ ପ୍ରଥମ ଗ୍ରୀନ୍ ଫଙ୍ଗସ୍ ରୋଗୀ ଚିହ୍ନଟ । ବର୍ତ୍ତମାନ ଭାରତ ବ୍ଲାକ୍ ଫଙ୍ଗସ୍ ଏବଂ କରୋନାର ଦ୍ୱିତୀୟ ଲହରୀରୁ ସମ୍ପୂର୍ଣ୍ଣର୍ ଭାବେ ତ୍ର୍ରାହି ପାଇନଥିବା ଗ୍ରୀନ୍ ଫଙ୍ଗସ୍ ଚିନ୍ତା ବଢ଼ାଇଛି । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଦେଶର…
କୋଲକାତା : ବିବାଦୀୟ ଭାଷଣ ଦେଇ ଫଶିଲେ ମେଗାଷ୍ଟାର ମିଥୁ୍ନ୍ ଚକ୍ରବର୍ତ୍ତୀ । ଭାରତୀୟ ଜନତା ପାର୍ଟିର ନେତା ତଥା ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାଦୀୟ ଭାଷଣ ଦେବା ମାମଲାରେ କୋଲକାତା ପୋଲିସ ଭର୍ଚୁଆଲ ପଚରାଉଚରା କରିଛି ମିଥୁନଙ୍କୁ କୋଲକାତାର…
ନୂଆଦିଲ୍ଲୀ : ନୂଆ ଆଇଟି ନିୟମର ପାଳନ ନକରିବା ଟ୍ୱିଟର ପାଇଁ ମହଙ୍ଗା ପଡ଼ିଲା । ଟ୍ୱିଟରକୁ ଭାରତ ପକ୍ଷରୁ ମିଳୁଥିବା ଲିଗାଲ ପ୍ରୋଟେକ୍ସନ ଅର୍ଥାତ୍ ଆଇନଗତ ସୁରକ୍ଷା କବଚ ଶେଷ ହୋଇଛି । କେନ୍ଦ୍ର ସରକାର ମେ ୨୫ରେ ନୂଆ…
ୱାସିଂଟନ୍ : ଭାରତ ସହ ଶତ୍ରୁତା, କିନ୍ତୁ ଭାରତର ନାଁ ନେଇ ଟଙ୍କା ଯୋଗାଡ଼ କରୁଛି ଶତ୍ରୁ ଦେଶ । କରୋନା ଭାଇରସ୍ ସଂକ୍ରମଣ ସମୟରେ ଭାରତକୁ ସାହାଯ୍ୟ କରିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛି ପାକିସ୍ତାନୀ…
ଭୁବନେଶ୍ୱର: ଆଜି ଶେଷ ରଜ l ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ । ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ…
ଜେରୁଜେଲମ୍ : ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ପୁଣି ଆକ୍ରମଣ । ପାଲେଷ୍ଟାଇନ ସୀମାରେ ଥିବା ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ବେଲୁନ ଦକ୍ଷିଣ ଇସ୍ରାଏଲ ଅଞ୍ଚଳକୁ ଛାଡ଼ିବା ପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି । ମେ ୨୧ ରୁ ହୋଇଥିବା…
ଗାଜିଆବାଦ : ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ ଟ୍ୱିଟର ବିରୋଧରେ ମାମଲା ରୁଜୁ । ଗାଜିଆବାଦର ଲୋନି ବୋର୍ଡର ଅଞ୍ଚଳରେ ଜଣେ ବୃଦ୍ଧଙ୍କ ସହ ମାଡପିଟ୍ ଓ ଅଭଦ୍ର ଆଚରଣର ଭିଡିଓ ଭାଇରାଲ ହେଉଛି । ଏହି ମାମଲାରେ ଟ୍ୱିଟର ବିରୁଦ୍ଧରେ…
ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଣ୍ଟ୍ ଡେଲଟା ବିରୋଧରେ ଅଧିକ ପ୍ରଭାବଶାଳୀ ସଞ୍ଜିବନୀର ଦୁଇ ଡୋଜ୍ । କରୋନାର ଦୁଇ ଡୋଜ୍ ଭ୍ୟାକ୍ସିନ ନେଇଥିଲେ ସଂକ୍ରମିତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା କମିଯାଏ । ବ୍ରିଟେନରେ ହୋଇଥିବା ଅଧ୍ୟୟନରେ ଏପରି…
ହରିଦ୍ୱାର : ଉତ୍ତରାଖଣ୍ଡର ହରିଦ୍ୱାରରେ ଆୟୋଜିତ କୁମ୍ଭମେଳାରେ କରୋନା ଯାଂଚ ନାଁରେ ଜାଲିଆତି । କୁମ୍ଭମେଳାରେ ପାଖପାଖି ଏକ ୧ ଲକ୍ଷ ଲୋକଙ୍କ କରୋନା ଯାଂଚରେ ଜାଲିଆତି କରାଯାଇଛି ଅର୍ଥାତ ଏକ ଲକ୍ଷ ଲୋକଙ୍କର ନକଲି କରୋନା ଟେଷ୍ଟ ହୋଇଛି ।…
ଆସ୍କା(ମନୋଜ ମୁନି) : କରୋନା ମହାମାରୀ ସମୟରେ ଯୁବକମାନେ ମିଶି ଗାଁରେ ଅକ୍ସିଜେନ ବ୍ୟାଙ୍କ ଖୋଲିଛନ୍ତି । ଅକ୍ସିଜେନ ଅଭାବରୁ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଏହାର ନିରାକରଣ ପାଇଁ ବରିଡା ଗାଁର ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି । ବିଭିନ୍ନ…
କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ) : ଚୋରା ମଦ ବେପାରୀ ସକ୍ରିୟ । ସଙ୍କଟ ସମୟରେ ଗାଁ ଗାଁରେ ବେଶ ଜମୁଛି ମଦ ବେପାର । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ଚୋରା ମଦ ବ୍ୟମସାୟୀଙ୍କୁ ଲକଡାଉନ୍ ସୁହାଇଛି । ବେଆଇନ ଭାବରେ…
ନୂଆଦିଲ୍ଲୀ : କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ନୋଭାଭାକ୍ସ । ଆମେରିକାର କମ୍ପାନୀ ନୋଭାଭ୍ୟାକ୍ସ ଦ୍ୱାରା ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିଛି । ଏହି ଟିକା ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ଲକ୍ଷଣରେ ୯୦.୪% ପ୍ରଭାବଶାଳୀ…