• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

sonu sood
ଆଇଏଏସ୍ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ସୋନୁଙ୍କ ଉପହାର, ମାଗଣାରେ କୋଚିଂ ବ୍ୟବସ୍ଥା କରିବେ ଅଭିନେତା

ନୂଆଦିଲ୍ଲୀ : ଟଙ୍କା ଅଭାବରୁ ମେଧାବୀ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ । ଶିକ୍ଷାର ଆଲୋକ ଜଳାଇବେ ବଲିଉଡ଼୍ ଅଭିନେତା, ଆରମ୍ଭ କରିବେ ସମ୍ଭବମ୍ ଯୋଜନା । କରୋନା ମହାମାରୀରେ ଗରିବଙ୍କ ଦେବଦୂତ ସାଜିଥିବା ସୋନୁ ସୁଦ୍ ଆଇଏଏସ୍ ପରୀକ୍ଷା…

watermelon
ବିକ୍ରି ନହେବାରୁ ମାଗଣାରେ ତରଭୁଜ ବାଣ୍ଟି ଦେଉଥିଲେ ଚାଷୀ,ବଜାର ଦରରେ ସବୁ ମାଲ କିଣିନେଲା ସେନା

କିଷାନଙ୍କ ଦୁଃଖ ବୁଝିଲେ ଯବାନ ତରଭୁଜ ବିକ୍ରି ନହେବାରୁ ମାଗଣାରେ ବାଣ୍ଟି ଦେଉଥିଲେ ଚାଷୀପୁଅ ବଡ଼ ହୃଦୟ ଦେଖାଇ ବଜାର ଦରରେ କିଣିଲା ସେନା ରାମଗଡ଼ : ଚାଷୀ ପୁଅର ଦୁଃଖ ବୁଝିଲା ସେନା । ବିକ୍ରି ନହେବାରୁ ମାଗଣାରେ ତରଭୁଜ…

oxygen cylinder
ସରପଞ୍ଚଙ୍କ ମହାନତା : କରୋନା ରୋଗୀଙ୍କ ପାଇଁ ଦାନ କଲେ ୨୦ ଟି ଅକ୍ସିଜେନ ସିଲିଣ୍ଡର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ମହାମାରୀରେ ମାନବିକତା । ଅକ୍ସିଜେନ ସିଲିଣ୍ଡର ଦାନ କଲେ ସରପଞ୍ଚ । ନୟାଗଡ଼ ଜିଲ୍ଲା ଭାଟସାହି ସରପଞ୍ଚ କିଶୋର ଚନ୍ଦ୍ର ସାହୁ ପୁଣି ଚର୍ଚ୍ଚାରେ । କିଛି ଦିନ ପୂର୍ବେ ମେଡ଼ିକାଲକୁ କିଶୋର ଚନ୍ଦ୍ର ଆମ୍ବୁଲାନ୍ସ ପ୍ରଦାନ…

bear
ଦୀର୍ଘ ୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲା ଘରେ ପଶିଥିବା ଭାଲୁ

ଉମରକୋଟ(କାର୍ତ୍ତିକ ମଲ୍ଲିକ ) : ଦୀର୍ଘ ୩ ଘଣ୍ଟା ପରିଶ୍ରମ ପରେ ଘରେ ପଶିଥିବା ଭାଲୁ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାଣୀଚଛରା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଭାଲୁଟି ପଶି ଯାଇଥିଲା  ଖବର ପାଇବା…

punjab
ପଞ୍ଜାବରେ ଅକାଳୀ ଦଳ ଓ ବିଏସପି ମଧ୍ୟରେ ମେଣ୍ଟ : ଏକାଠି ଲଢ଼ିବେ ୨୦୨୨ ନିର୍ବାଚନ

ଚଣ୍ଡୀଗଡ଼ : ଅକାଳୀ ଓ ବିଏସପି ମେଣ୍ଟ। ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଶିରୋମଣୀ ଅକାଳୀ ଦଳ ଏବଂ ବହୁଜନ ସମାଜ ପାର୍ଟି ଏକାଠି ନିର୍ବାଚନ ଲଢ଼ିବେ । ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ପରେ…

digbijay singh
‘କଂଗ୍ରେସ କ୍ଷମତାକୁ ଫେରିଲେ ୩୭୦ ହଟାଇବା ନିଷ୍ପତ୍ତି ଉପରେ ପୁନର୍ବିଚାର ହେବ’

ନୂଆଦିଲ୍ଲୀ : ‘କଂଗ୍ରେସ ସତ୍ତାକୁ ଆସିଲେ ୩୭୦ ହଟାଇବା ନିଷ୍ପତ୍ତି ଉପରେ ପୁନର୍ବିଚାର କରାଯିବ’ ।  କଂଗ୍ରେସ ମହାସଚିବ ଦିଗବିଜୟ ସିଂଙ୍କ ଏକ ଅଡିଓ ଜାରି କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ । ନିଜ ବୟାନ ପାଇଁ…

bd kalla
‘ବୁଢ଼ାବୁଢ଼ୀ ମରିଗଲେ ଦୁଃଖ ନାହିଁ, ପିଲାଙ୍କୁ ଟିକା ଦେବା ଉଚିତ୍‌’ : ସଙ୍କଟ ଘଡ଼ିରେ ରାଜସ୍ଥାନ ମନ୍ତ୍ରୀଙ୍କ ବେତାଳିଆ ବୟାନ୍

କେନ୍ଦ୍ରର ଭ୍ୟାକ୍ସିନ ନୀତି ଉପରେ ପ୍ରଶ୍ନ ଉଠାଇଲେ ଗେହଲୋଟ ସରକାରଙ୍କ ମନ୍ତ୍ରୀ ରାଜସ୍ଥାନ ମନ୍ତ୍ରୀ କହିଲେ, ପିଲାଙ୍କୁ ପ୍ରଥମେ ଦେବା ଉଚିତ ଟିକା ବିଡି କଲ୍ଲାଙ୍କ ବୟାଙ୍କୁ ନେଇ ବିଜେପି ଟାର୍ଗେଟରେ କଂଗ୍ରେସ  ହନୁମାନଗଡ଼ : ‘ବୋନସରେ ଜୀବନ ଜିଉଁଛନ୍ତି ବୁଢ଼ାବୁଢ଼ୀ…

mumbai rain
ମାୟାନଗରୀରେ ମାତ୍ର ୧୧ ଦିନରେ ମାସକର ବର୍ଷା : ହାଇଆଲର୍ଟ ଜାରି କଲା ଆଇଏମଡି

ମୁମ୍ବାଇ : ମୁମ୍ବାଇରେ ତିନି ଦିନ ହେଲା ମୂଷଳଧାରାରେ ବର୍ଷା ଜାରି ରହିଛି । ମାତ୍ର ୧୧ ଦିନରେ ମାୟାନଗରୀ ମୁମ୍ବାଇରେ ମାସକରେ ଯେତିକି ବର୍ଷା ହେବା କଥା ହୋଇସାରିଛି । ବର୍ତ୍ତମାନନ ସୁଦ୍ଧା ମୁମ୍ବାଇରେ ୫୬୫.୨ ମିମିର ବର୍ଷା ରେକର୍ଡ…

kejriwal
ରାଜଧାନୀରେ ପ୍ରଥମ ଡ୍ରାଇଭ୍ ଥ୍ରୁ ଭ୍ୟାକ୍ସିନେସନ୍ କେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ : ୧୫ ଦିନ ଚାଲିପାରିଲାନି ଡ୍ରାଇଭ୍ ଥ୍ରୁ ଭ୍ୟାକ୍ସିନେସନ୍ । କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଖୋଲାଯାଇଥିବା ପ୍ରଥମ ଡ୍ରାଇଭ-ଥ୍ରୁ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ…

choksi
ମେହୁଲ ଚୋକସିଙ୍କୁ ଝଟକା : ଡୋମିନିକାରେ ପଳାତକ ହୀରା ବ୍ୟବଦାୟୀଙ୍କ ଜାମିନ୍ ଆବେଦନ ଖାରଜ

ସେଣ୍ଟଜୋନ୍ସ : ପଳାତକ ହୀରା ବ୍ୟକବାସୀଙ୍କୁ ଶକ୍ତ ଝଟକା । ପିଏନବି ସ୍କାମର ଅନ୍ୟତମ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ସମସ୍ୟା ବଢ଼ିଯାଇଛି । ମେହୁଲ ଚୋକସିଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଛନ୍ତି ଡୋମିନିକା ହାଇକୋର୍ଟ…

9
ଏବେ ଗାଧୋଇବା ଯୋଗ୍ୟ ନୁହେଁ ପବିତ୍ର ଗଙ୍ଗାନଦୀର ପାଣି

ଜଳ ଉପରେ ଶୈବାଳର ମୋଟା ଆସ୍ତରଣ ବିଗିଡ଼ିଲା ଅକ୍ସିଜେନ୍ ଲେବେଲ୍ ବିପଦରେ ଜଳଜୀବ  ରିପୋର୍ଟରେ ଖୁଲାସା ବାରାଣାସୀ: ଗାଧୋଇବା ଯୋଗ୍ୟ ନୁହେଁ ପବିତ୍ର ଗଙ୍ଗାନଦୀର ପାଣି । ଗଙ୍ଗାର ପାଣି ସମ୍ପୂର୍ଣ୍ଣ ରୂପେ ସବୁଜ ରଙ୍ଗରେ ପରିଣତ ହୋଇସାରିଛି । ପାଣି…

west bengal
ବଙ୍ଗରେ ବିଜେପିକୁ ଶକ୍ତ ଝଟକା : ଟିଏମସି ଫେରିବେ ମୁକୁଲ ରୟ

କୋଲକାତା : ମୁକୁଲ ରୟଙ୍କ ଘର ବାହୁଡ଼ା । ପଶ୍ଚିବମଙ୍ଗରେ ନିର୍ବାଚନ ହାରିବା ପରେ ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିବ । ରାଜ୍ୟ ରାଜନୀତିର ସମୀକରଣ ବଦଳିବ । ବିଜେପିର ବଡ଼ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ…

atm
ମହଙ୍ଗା ହେଲା ଏଟିଏମରୁ ଟଙ୍କା ଉଠାଣ : ଶୁଳ୍କ ବୃଦ୍ଧି କଲା RBI

ନୂଆଦିଲ୍ଲୀ : କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ । ଏଟିଏମରୁ କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଏବେ ଦେବାକୁ ପଡ଼ିବ ଅଧିକ ଚାର୍ଜ । ଗତ ଗୁରୁବାର ଏଟିଏମ୍ ଟ୍ରାନଜାକ୍ସନ ସହ ଜଡ଼ିତ…

ji
ଜିତିନ ପ୍ରସାଦଙ୍କୁ ବଡ଼ ଉପହାର ଦେଇପାରେ ବିଜେପି : ଯୋଗୀ କ୍ୟାବିନେଟରେ ମିଳିପାରେ ମନ୍ତ୍ରୀପଦ

ଲକ୍ଷ୍ନୌ : : ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ । ଦୁଇ ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ପଦ୍ମପୋଖୀରକୁ ଲମ୍ଫ ପ୍ରଦାନ କରିବା ପରେ ଜିତିନଙ୍କୁ ବଡ଼…

hamirpur
ରାକ୍ଷୀ ପାଇଁ ମରଣ ମୁହଁରେ ସିନ୍ଦୁର : ଭିଣୋଇ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଶଳା

ପାରିବାରିକ କଳହର କରୁଣ ପରିଣତି ସ୍ତ୍ରୀକୁ ଘରକୁ ନେବା ଜିଦରୁ ବିବାଦ ଆରମ୍ଭ ହେଲା ମାଡ଼ପିଟ ହେଲେ ଶ୍ୱଶୁର-ଜ୍ୱାଇଁ ଭିଣୋଇ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଶଳା ହମିରପୁର : ରାକ୍ଷୀ ପାଇଁ ମରଣ ମୁହଁରେ ସିନ୍ଦୁର । ସାମାନ୍ୟ…

ccorona mata
ମହାମାରୀ ବିପଦରୁ ରକ୍ଷା କରିବେ କରୋନା ମାତା !

ପ୍ରତାପଗଡ଼ : ସଙ୍କଟ ସମୟରେ ରକ୍ଷା କରିବେ କରୋନା ମାତା । କରୋନା ଭୟରେ ତିଆରି ହେଲା କରୋନାମାତା ମନ୍ଦିର । ମହାମାରୀ ଆତଙ୍କ ମନରୁ ଲିଭୁନି । କିଏ ଆପଣାର ଲୋକଙ୍କୁ ହରାଇଛି ତ ଆଉ କାହାର ହସଖୁସିର ପରିବାର…

tukru
ଡ୍ୟୁଟି ସମୟରେ ‘ଟୁକୁୁରୁ ଟୁକୁରୁ’ ଗୀତରେ ଝୁମିଲେ ଦୁଇ କନେଷ୍ଟବଳ : ଡିସିପି ପଠାଇଲେ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ : ଟୁକୁୁରୁ ଟୁକୁରୁ ଦେଖତେ ହୋ କ୍ୟା ଚେହରା ତେରା ଚେହରା ତେରା .. . . ମୁହଁରେ ମାସ୍କ ନାହିଁ, ସାମାଜିକ ଦୂରତ୍ୱକୁ କିଏ ପଚାରେ । ଭିଡିଓ ତିଆରି କରିବାରେ ବ୍ୟସ୍ତ ଦୁଇ କନେଷ୍ଟବଳ । ହେଲେ…

women
ଟିକା ନେବାରେ ମହିଳା ପଛୁଆ : ୧୦୦୦ ପୁରୁଷରେ ୮୫୪ ମହିଳା ନେଇଛନ୍ତି ଟିକା

ନୁଆଦିଲ୍ଲୀ : କରୋନା ଟିକା ନେବାରେ ମହିଳା ପଛୁଆ । ତୁଳନାତ୍ମକ ଭାବେ ଟିକାକରଣ କାର୍ଯ୍ୟକ୍ରମରେ କମ୍ ମହିଳା ସାମିଲ ହେଉଛନ୍ତି । କରୋନାର ଦ୍ୱିତୀୟ ଲହରୀ ଦେଶରେ ଦୁର୍ବଳ ହେଉଥିଲେ ସୁଦ୍ଧା ସମ୍ଭାବ୍ୟ ତୃତୀୟ ଲହରୀ ପାଇଁ ଏବେ ଠାରୁ…

corona 1
୪ ଜିଲ୍ଲା କରୋନା ମୁକ୍ତ : ୫୪ ଜିଲ୍ଲାରେ ସଂକ୍ରମଣ ୧୦ରୁ କମ୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁସାରେ ସହର, ଗାଁ, ସାହିରେ ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ୍ ଜାରି ରହିଛି । ସେହିପରି ରାଜ୍ୟରେ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି…

raja
ରଜ: କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ

ରଜ ପର୍ବ ! ମା’ ଓ ମାଟିର ପୂଜାର ପର୍ବ । ଏକ କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି…

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।