• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

earthquake
ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ

ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ଭୂମିକମ୍ପର କହର ଜାରି । ଆସାମ ପରେ ଗତକାଲି ରାତିରେ ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ରିପୋର୍ଟ ଅନୁସାରେ ଗତକାଲି ରାତି ପ୍ରାୟ ୧.୨୨…

coronavirus
ଉତ୍ତର ପୂର୍ବ ଭାରତର ଦୁଇ ରାଜ୍ୟରେ ଡେଲଟା ଭାରିଏଣ୍ଟ୍ ଭୟ

ନୂଆଦିଲ୍ଲୀ : ଉତ୍ତର ପୂର୍ବ ଭାରତର ଦୁଇ ରାଜ୍ୟରେ ଆତଙ୍କ ରଚୁଛି କରୋନାର ଡେଲଟା ଭାରିଏଣ୍ଟ୍ । ମଣିପୁର ଓ ମିଜୋରାମରେ ପ୍ରଥମ ଥର ପାଇଁ ଡେଲଟା ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହାଇଦ୍ରାବାଦରେ ପରୀକ୍ଷା ହୋଇଥିବା ମଣିପୁରର ୨୦…

up
‘ପାଞ୍ଚ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେ, ବଳବତ୍ତର ରହିବ କରୋନା କର୍ଫ୍ୟୁ’

ଲକ୍ଷ୍ନୌ: କରୋନା କର୍ଫ୍ୟୁକୁ ନେଇ ଯୋଗୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୌଣସି ବି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ରୁ ଅଧିକ ହେଲେ କରୋନା କର୍ଫ୍ୟୁ ବଳବତ୍ତର ରହିବ । ୟୁପିର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଅମିତ…

india lockdown
‘କରୋନାକୁ ନେଇ ବେପରୁଆ ହୁଅନି’ : ଅନଲକ୍ ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ : ଭାଇରସର ଭୟାବହତା କମ୍ ହୋଇଥିଲେ ସୁଦ୍ଧା ସଚେତନ ହେବା ନିହାତି ଜରୁରୀ । ନିୟମ ମାନିବା ସହ ବେପରୁଆ ନହେବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତ କେନ୍ଦ୍ର ସରକାର । ଦେଶରେ…

tmc
ଟିଏମସି ଫେରିଲେ ୩୦୦ ବିଜେପି କାର୍ଯ୍ୟକର୍ତ୍ତା : ଗଙ୍ଗାଜଳ ସିଞ୍ଚନ କରି ଶୁଦ୍ଧିକରଣ କରାଇଲା ତୃଣମୂଳ କଂଗ୍ରେସ

କୋଲକାତା : ପଶ୍ଚିମବଙ୍ଗ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ରାଜନୀତିରେ ସବୁ କିଛି ସମ୍ଭବ । ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସରେ (ଟିଏମସି) ର ବିଜୟ ପରେ ବିଜେପି ଶିବିରରେ ହଇଚଇ ସୃଷ୍ଟି ହୋଇଛି । ଟିଏମସିରୁ…

corona
ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହରୀ ସମ୍ଭାବନା : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଯାଇନଥିବା ବେଳେ ଦେଶରେ ତୃତୀୟ ଲହରୀ ଆତଙ୍କ । ଆଗାମୀ ୬-୮ ସପ୍ତାହ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହରୀ । ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇଛନ୍ତି  ଏମ୍ସ ନିର୍ଦ୍ଦେଶକ ରଣଦୀପ…

gandhi
୫୧ ବର୍ଷ ବୟସରଙ୍କ ପାଦ ଥାପିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କର ଜନ୍ମଦିନ । ୫୧ ବର୍ଷ ବୟସରଙ୍କ ପାଦ ଥାପିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବରେ ପାଳନ କରୁଛି କଂଗ୍ରେସ । କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି…

corona
ମେଘାଳୟରେ କୁନି ଛୁଆଙ୍କ ଉପରେ କରୋନା କହର : ୫ ହଜାରରୁ ଅଧିକ କରୋନା ପଜିଟିଭ୍‌, ୧୭ ମୃତ

ସିଲଂ : କୁନି ଛୁଆଙ୍କ ଉପରେ କରୋନା କହର । ମେଘାଳୟରେ ୦ ରୁ ୧୪ ବର୍ଷ ବୟସର ୫ ହଜାରରୁ ଅଧିକ ପିଲା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର…

vaccine
Pfizer ଓ Moderna ଟିକା ନେବା ପରେ କମ୍ ହୁଏ ନାହିଁ ପ୍ରଜନନ କ୍ଷମତା : ଅଧ୍ୟୟନ

ନୂଆଦିଲ୍ଲୀ : ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ କି ଟିକା ? କରୋନା ଟିକା ଫାଇଜର ଓ ମଡର୍ଣ୍ଣା ନେବାପରେ ପୁରୁଷଙ୍କ ପ୍ରଜନନ କ୍ଷମତାକୁ କ୍ଷତି ପହଞ୍ଚାଏ ନାହିଁ । ଏକ ଅଧ୍ୟୟନରେ କୁହାଯାଇଛି ଉଭୟ ଭ୍ୟାକ୍ସିନ ପୁରୁଷଙ୍କ ପ୍ରଜନନ…

KIM JONG UN
ଏକଛତ୍ରବାଦୀ ଶାସକଙ୍କ ସାମ୍ରାଜ୍ୟରେ ଦୁର୍ଭିକ୍ଷ : କଦଳୀ କିଲୋ ପ୍ରତି ମୂଲ୍ୟ ୩୩୦୦

ପ୍ୟୋଙ୍ଗୟାଙ୍ଗ : ଏକଛତ୍ରବାଦୀ ଶାସକଙ୍କ ଶାସନରେ ଦୁର୍ଭିକ୍ଷ, ସାରା ଦେଶରେ ଅନାହାର ପରିସ୍ଥିତି । ଭୋକରେ ଛଟପଟ୍ ହେଉଛନ୍ତି ଉତ୍ତର କୋରିଆ ବାସୀ । ଖାଦ୍ୟ ଶସ୍ୟର ଅଭାବ ହେତୁ ଉତ୍ତର କୋରିଆରେ ମୁଦ୍ରାସ୍ଫିତି ଶିଖରରେ ପହଞ୍ଚିଛି । ଫଳରେ ସାଧାରଣ…

milkha singh
ଜୀବନ ଯୁଦ୍ଧରେ ହାରିଗଲେ କିମ୍ବଦନ୍ତୀ ଧାବକ ମିଲଖା ସିଂହ

ଚଣ୍ଡୀଗଡ଼ : ଆରପାରିରେ କିମ୍ବଦନ୍ତୀ ଧାବକ ମିଲଖା ସିଂହ । ପ୍ରାୟ ମାସେ ଧରି କରୋନା ସହ ଯୁଦ୍ଧ କରିବା ପରେ ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ନିଧନ ହୋଇଛି । ଚଳିତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ପତ୍ନୀ…

Drone-Delivery
ଡ୍ରୋନ୍ ମାଧ୍ୟମରେ ଫୁଡ୍ ଡେଲିଭରି କରିବ ସ୍ୱିଗି : ମିଳିଲା ମଞ୍ଜୁରୀ, ପରୀକ୍ଷା ଆରମ୍ଭ

ଡ୍ରୋନ୍ ସାହାଯ୍ୟରେ ଫୁଡ଼ି ଡେଲିଭରି କରିବ ସ୍ୱିଗି । ଅର୍ଡର ଦେବା ମାତ୍ରେ ଘରେ ଡ୍ରୋନ୍ ମାଧ୍ୟମରେ ପହଞ୍ଚିଯିବ ଖାଇବା । ଏଥିଯୋଗୁଁ ଉଭୟ ଫୁଡ ଓ ମେଡ଼ିକାଲ ପାଇଁ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ସ୍ୱିଗିର ଡ୍ରୋନ୍ ଡେଲିଭରି ସହଯୋଗୀ…

isro
ଦିନ ମଜୁରିଆର ପୁଅ ଇସ୍ରୋ ବୈଜ୍ଞାନିକ : ଝାଟିମାଟି ଘରୁ ସୋମନାଥଙ୍କ ସଂଘର୍ଷର କାହାଣୀ

ମୁମ୍ବାଇ : ଝାଟିମାଟି ଚାଳ ଛପର ଘରୁ ଇସ୍ରୋ ବୈଜ୍ଞାନିକ । ବାପାମା’ଙ୍କ ସ୍ୱପ୍ନ ସାକାର କରିଛି ସୁନା ପୁଅ । କଠିନ ପରିଶ୍ରମ ଆଗରେ ବାଧା ସୃଷ୍ଟି କରିପାରିନି ଦାରିଦ୍ର‌୍ୟ । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇ ଗରିବ…

sabaramati
ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍ : ଯାଂଚରେ ଜଣାପଡ଼ିଲା ସମସ୍ତ ନମୂନା ସଂକ୍ରମିତ

ଗୁଜୁରାଟ : ଗୁଜୁରାଟର ସାବରମତୀ ନଦୀରେ ମିଳିଲା କରୋନା ଭାଇରସ୍ । ପ୍ରାକୃତିକ ଜଳ ଉତ୍ସରେ ଜୀବିତ ରହୁଛି ଭୂତାଣୁ । ମହାମାରୀର ଦ୍ୱିତୀୟ ଲହରୀ ଧୀରେ ଧୀରେ କମ ହେଉଥିବା ବେଳେ ସଙ୍କଟ ସମ୍ପୂର୍ଣ୍ଣ ରୂପେ ଟଳିନାହିଁ । କରୋନାକୁ…

swiss
କରୋନା କାଳରେ ସ୍ୱିସ୍ ବ୍ୟାଙ୍କରେ ୩ଗୁଣ ବଢ଼ିଲା ଭାରତୀୟଙ୍କ ସମ୍ପତ୍ତି

କରୋନା ସଙ୍କଟ କାଳରେ ସ୍ୱିସ୍ ବ୍ୟାଙ୍କରେ ବଢ଼ିଲା ଭାରତୀୟଙ୍କ ସମ୍ପତ୍ତି । ମହାମାରୀର ପ୍ରାରମ୍ଭିକ ବର୍ଷରେ ସ୍ୱିଜରଲାଣ୍ଡର ବିଭିନ୍ନ ବ୍ୟାଙ୍କରେ ଭାରତୀୟ ଲୋକଙ୍କ ଦ୍ୱାରା ଜମା ହୋଇଥିବା ରାଶିରେ ବୃଦ୍ଧି ପାଇଛି । ୨୦୨୦ରେ ଭାରତୀୟଙ୍କ ଜମା ରାଶି ବୃଦ୍ଧି ପାଇ…

petrol
ତେଲ ଦରରେ ନିଆଁ : ୨୭ ଦିନରେ ୬.୬୧ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ

ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଗୁରବାର ପେଟ୍ରୋଲ-ଡିଜେଲ ମୂଲ୍ୟ ସ୍ଥିର ରହିବା ପରେ ଆଜି ପୁଣି ଥରେ ବୃଦ୍ଧି ପାଇଛି । ସରକାରୀ ତେଲ…

allhabad
ଲିଭ୍ ଇନରେ ରହୁଥିବା ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ମନାକଲେ ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ : ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ପୁରୁଷ ସହ ରହୁଥିବା ମହିଳାଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଝଟକା । ଲିଭ୍ ଇନ୍ ରିଲେସନରେ ରହୁଥିବା ମହିଳାଙ୍କୁ ନେଇ ଆହ୍ଲାବାଦ କୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଲିଭ୍ ଇନ୍‌ରେ ରହିଲେ ମହିଳାଙ୍କୁ ସୁରକ୍ଷା…

twitter
ଟ୍ୱିଟର ଇଣ୍ଡିଆ ଏମଡିଙ୍କୁ ନୋଟିସ୍ ପଠାଇଲା ଗାଜିଆବାଦ ପୋଲିସ୍

ଗାଜିଆବାଦ : ସରକାର ଓ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟର ବିରୋଧରେ ଲଗାତାର ବୟାନ୍ ଦେଉଛନ୍ତି, ଅନ୍ୟପଟେ ଜଣେ ବୃଦ୍ଧଙ୍କ ଭାଇରାଲ୍ ଭିଡିଓ ସମ୍ମନ୍ଧରେ ଟ୍ୱିଟର…

china
ଏଲଏସିରେ ଶକ୍ତି ବଢ଼ାଉଛି ଚୀନ : ପରମାଣୁ ବମ୍ବର ଠାରୁ ଆରମ୍ଭ କରି କ୍ଷେପଣାସ୍ତ୍ର ମୁତୟନ କରୁଛି ଡ୍ରାଗନ୍

ପେଇଚିଙ୍ଗ୍ : ପୁଣି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଚୀନ୍ । ପୂର୍ବ ଲଦାଖରେ ବିଗତ କିଛି ମାସ ଧରି ଭାରତ ଓ ଚୀନ ସେନା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଡ୍ରାଗନ୍ ପୁଣି ଥରେ ଭାରତୀୟ ସୀମାରେ ସକ୍ରିୟ…

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।