ବୟସ ବଢ଼ୁଛି, ଯନ୍ତ୍ରଣା ବଢ଼ୁଛି ଦଶ ବର୍ଷ ହେଲାଣି ପଡ଼ୁନି ଶିଶୁର ଆଖିପତା ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ କୁନି କୁନି ପିଲାଙ୍କର ଆଖି ଖୁବ ସୁନ୍ଦର ହୋଇଥିଲେ ହେଁ, ଏହି କୁନି ନିଷ୍ପାପ ପିଲାଟିର ଫଟୋ ଦେଖିବାକୁ ଅସହଜ ମନେ ହେଉଥିବାରୁ ଆଖିରେ ପଟି ଦିଆଯାଇଛି।...
ଆଠଗଡ଼(ନୀଳକଣ୍ଠ ଡୋରା): କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର। ଆଉ ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଶିକ୍ଷିତ ଯୁବକ। କଠିନ ପରିଶ୍ରମ କରି ଏକର ଏକର ଜମିରେ ଫଳାଉଛନ୍ତି ସୁନାର ଫସଲ। ବିଜ୍ଞାନରେ ସ୍ନାତକ ଶିକ୍ଷାଲାଭ କରିଥିବା ଏହି ଯୁବକ ଜଣକ...
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ରଙ୍ଗବେରଙ୍ଗର ଫୁଲ ସାଙ୍ଗକୁ ଶ୍ମଶାନରେ ତଟକା ପନିପରିବାର ସମ୍ଭାର। ଔଷଧୀୟ ଗୁଳ୍ମରେ ଭରପୁର ଶ୍ମଶାନରେ ପ୍ରତିଦିନ ଲୋକଙ୍କ ଭିଡ଼ ଜମୁଛି। ସାଧାରଣତଃ ଶ୍ମଶାନ କଥା ଶୁଣିଲେ ସମସ୍ତଙ୍କ ମନରେ ଏକ ପ୍ରକାର ଶଙ୍କା ସୃଷ୍ଟି ହୁଏ । ନାନା ପ୍ରକାର ଚିନ୍ତା ମନକୁ ଆସେ,ଭୟରେ...
ନକଲି କୋଲଡ୍ ଡ୍ରିଙ୍କସ କାରବାର ପାଣିରେ କିଛି ଏସେନ୍ସ ଓ ରଂଗ ମିଶାଯାଇ କୋଲଡ୍ ଡ୍ରିଙ୍କସ୍ ପ୍ରସ୍ତୁତ ହେଉଥିଲା ବିନା ଲାଇସେନ୍ସରେ କାରବାର ଚାଲିଥିବା ଅଭିଯୋଗ ଲକ୍ଷାଧିକ ଟଙ୍କାର ମେସିନ ଜବତ ବ୍ରହ୍ମପୁର : କଟକ ପରେ ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ କାୟା ମେଲାଇଛି ନକଲି...
ବଢିବାରେ ଲାଗିଛି ରବର ଚାଷ ପ୍ରତି ଲୋକଙ୍କ ଆଗ୍ରହ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଉଛି ରବର ଚାଷ କେଶ୍ୱରୀ ଗାଁରେ ରବର ପ୍ରକଳ୍ପରେ ଲାଭ କରୁଛି OFDC ସଂସ୍ଥା କରଞ୍ଜିଆ (ଦୀପକ କୁମାର ମହାନ୍ତ) : ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ପରିବେଶ ରବର ଚାଷ ପାଇଁ ବେଶ...
ସୁରଟ: ପ୍ରଭୁ ଶ୍ରୀରାମଙ୍କ କାମରେ ଲାଗିବ କନ୍ୟାଦାନ ଟଙ୍କା। ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ବିବାହରୁ ମିଳିଥିବା ଟଙ୍କା ଦାନ କରିଦେଲେ ନବବିବାହିତା। ବିବାହ ପରେ ଅତିଥି ଓ ପରିବାର ବର୍ଗଙ୍କ ତରଫରୁ ମିଳିଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କାକୁ ରାମମନ୍ଦିର ପାଇଁ ଦାନ...
ନୂଆଦିଲ୍ଲୀ : ଲାଲକିଲ୍ଲା ଅଭିମୁଖେ ମାଡ଼ି ଯାଉଥିବା ବେଳେ ଦିଲ୍ଲୀରେ ମୁହାଁମୁହିଁ ହେଲେ ଚାଷୀ ଓ ଦିଲ୍ଲୀ ପୋଲିସ। ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଛି । କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଏହାସହ ପରିସ୍ଥିତି ଅଣାୟତ ହେବାରୁ...
ଢ଼େଙ୍କାନାଳ(ରାଜଶ୍ରୀ ଶତପଥି) : ମଣିଷ ପରି କଥା କହିପାରୁନାହାଁନ୍ତି। କିନ୍ତୁ ମଣିଷମାନେ ଡାକିଦେଲେ ଖାଦ୍ୟ ପାଇଁ ଚାଲିଆସୁଛନ୍ତି ରାସ୍ତା ଉପରକୁ। ଆଉ ତା’ପରେ ଦୁର୍ଘଟଣାରେ ଜୀବନ ହରାଉଛନ୍ତି। କରୋନା ମହାମାରୀର ପ୍ରଭାବ ମଣିଷ ପରି ମାଙ୍ଗଡ଼ ପରି ପ୍ରାଣୀଙ୍କ ଉପରେ ମଧ୍ୟ ପଡ଼ିଛି। ସାଧାରଣ ଦିନ ତୁଳନାରେ ମହାମାରୀ...
ଭବାନୀପାଟଣା (ରାଜକୁମାର ସିଂଦେଓ) : ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ହିମାଳୟର ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ -୫℃ ରୁ -୧୦℃ ହାଡଭାଙ୍ଗା ଶୀତରେ ପତାକା ଉତ୍ତୋଳନ କରିଛନ୍ତି। ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା...
ନିଆଳି (ବିନୟ ମିଶ୍ର) : ଓଡ଼ିଶା ମାଟିରେ ଥାଇଲାଣ୍ଡ ବରକୋଳି ଚାଷ । ବାଡ଼ିରେ ଫଳିଛି ପେନ୍ଥା ପେନ୍ଥା ବରକୋଳି । ଓଡ଼ିଶାର କୃଷକଙ୍କୁ ଥାଇଲାଣ୍ଡ ବରକୋଳି ଦେଉଛି ରୋଜଗାର। ବେକାରୀ ସମସ୍ୟା ଦନକୁ ଦିନ ହୁହୁ ହୋଇ ବୃଦ୍ଧି ପାଉଥିବା ବାଳେ କଟକ ଜିଲ୍ଳା ନିଆଳି ବ୍ଲକ...
ଜାନୁଆରୀ ୨୬ ତାରିଖକୁ ସାରା ଭାରତ ବର୍ଷ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରିଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇଥିଲା। ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେବାସହ ଏହିଦିନ ଲିଖିତ ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା।...
ଖୋର୍ଦ୍ଧା ( ବଳରାମ ଲେଙ୍କା) : ଦୁର୍ଦ୍ଦଶା ବଢାଉଛି ଜଟଣୀ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାମ। ପାଞ୍ଚ ବର୍ଷ ପରେ ବି ଫ୍ଲାଏ ଓଭର ନିର୍ମାଣ କାମ ଶେଷ ହୋଇନିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ତେବେ ସବୁଠାର ବଡକଥା ହେଲା ଜିଲ୍ଲାପାଳଙ୍କ କଥାରେ ଭରଷା...
ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ନିଆରା ଢ଼ଙ୍ଗରେ ପାଠପଢ଼ା । ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ପାଠପଢାରେ ବାଧା ସାଜିଛି କରୋନା ମହାମାରୀ । ତେବେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଭିନ୍ନ ରାସ୍ତା ବାହାର କରିଛନ୍ତି ଶିକ୍ଷକ । ଘରେ ମୋବାଇଲ ଥାଉ ବା ନଥାଉ, ଗାଁରେ...
ନୂଆଦିଲ୍ଲୀ : ବାପାମା’ଙ୍କ ଝଗଡ଼ାରେ ନଷ୍ଟ କରନି ପିଲାଙ୍କ ଶୈଶବ। ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହପ୍ରେମର ବନ୍ଧନକୁ ନଷ୍ଟ ନକରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ବାପାମା’ଙ୍କ ମଧ୍ୟରେ କଳିଝଗଡ଼ାରେ ବଳିପଡ଼ୁଛି କୁନି କୁନି ପିଲାଙ୍କ ଶୈଶ। ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି କୋମଳମତି। ଟିକିଏ ପାଟିତୁଣ୍ଡ ପାଇଁ...
ନୂଆଦିଲ୍ଲୀ : ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ସେନା । ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଭାରତ ଚୀନ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ତିନି ଦିନ ପୂର୍ବରୁ ସିକ୍କିମର ନାକୁଲାରେ ଚୀନ ସନା ସୀମାର ସ୍ଥିତିକୁ ପରିବର୍ତ୍ତନ କରିବାକୁ ପ୍ରୟାସ...
ପୁରୀ(ମଧୁସୁଦନ ମିଶ୍ର,ପ୍ରଦୀପ ମହାନ୍ତି) : ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ୍। ମହାପ୍ରଭୁଙ୍କ ଦର୍ଶନରେ ଧାଡ଼ି ବ୍ୟବସ୍ଥା କୋହଳ ହୋଇଛି। ଜଗନ୍ନାଥ ବଲ୍ଲଭରୁ ମରିଚିକୋଟ ଯାଏ ବ୍ୟାରିକେଡ ହଟାଯାଇଛି । ଏହାଦ୍ୱାରା ଶ୍ରୀମନ୍ଦିରକୁ ଯିବା ପାଇଁ ଆଉ ଶ୍ରଦ୍ଧାଳୁଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଅପେକ୍ଷା କରିବାକୁ...
ସୀମା ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ୯ମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ ୧୫ ଘଣ୍ଟାର ମାରାଥନ ବୈଠକରେ ଦୁଇ ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ସୀମାରେ ଶାନ୍ତି ଫେରାଇ ଆଣିବାକୁ ପୁଣି ଦାବି ରଖିଲା ଭାରତ ଏପ୍ରିଲ ୨୦୨୦ ବେଳର ସ୍ଥିତି ଫେରାଇବା ସହ ସୈନ୍ୟ ପ୍ରତ୍ୟାହାର...
ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁରର ଲକ୍ଷ୍ମୀବିହାର ଅଞ୍ଚଳରେ ନକଲି ପାଣି ଫ୍ୟାକ୍ଟ୍ରି ଉପରେ ପୋଲିସର ଚଢ଼ଉ। ସହରରେ ମାଳ ମାଳ ନକଲି ପାଣି ଓ ମୃଦୁ ପାନୀୟ କାରଖାନା ଥିବାବେଳେ ବ୍ୟବହାର ହେଉଥିବା ବିଭିନ୍ନ କମ୍ପାନୀର ଲୋଗ ଲଗାଇ ବଜାରକୁ ଛଡ଼ାଯାଉଛି । ଲକ୍ଷ୍ମୀବିହାର ଦ୍ୱିତୀୟ ଲେନରେ ବେଆଇନ ଭାବେ...
ପୁରୀ(ମଧୁସୁଦନ ମିଶ୍ର,ପ୍ରଦୀପ ମହାନ୍ତି) : ଶ୍ରୀମନ୍ଦିରରେ କାଲିଠୁ ଛୋଟ ହେବ ବ୍ୟାରିକେଡ୍। ସାଧାରଣ ଦର୍ଶନ ପାଇଁ ହୋଇଥିବା ଲମ୍ବା ବ୍ୟାରିକେଡକୁ ସଙ୍କୁଚିତ କରାଯାଇଛି। ଜଗା ଦର୍ଶନ ପାଇଁ ଭକ୍ତଙ୍କୁ ଚାଲି ଚାଲି ଆଉ ଅଧିକ କଷ୍ଟ କରିବାକୁ ପଡ଼ିବନି। ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ତଥା ସେମାନଙ୍କ ମତାମତ ଗ୍ରହଣ...
ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଫୁଲଡ୍ରେସ୍ ରିହର୍ସଲ। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ରିହର୍ସଲ କରାଯାଉଛି। ଏଥିରେ ଭାଗ ନେଇଛନ୍ତି ପୋଲିସ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଭଳି କଣ୍ଟିଜେଣ୍ଟ୍ । ୪ଟି ଗ୍ରୁପ ବ୍ୟାଣ୍ଡ ସହ ଅଗ୍ନିଶମ, ଓଡିଆରଏଫ୍, ଓଆଇଏସ୍, ଏସଏସବି,...