• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

education
ବଜେଟ୍‌ରେ ଶିକ୍ଷାକୁ ଗୁରୁତ୍ୱ: ୨୪, ୩୭୦ କୋଟିର ବ୍ୟୟବରାଦ୍‌

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ୨୪, ୩୭୦ କୋଟିର ବଜେଟ୍‌ ରଖିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି...

supreme-court
ନୟାଗଡ଼ ନାବାଳିକା ମୃତ୍ୟୁ ମାମଲା : ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ସପ୍ତାହ ମହଲତ ଦେଲେ ସୁପ୍ରିମକୋର୍ଟ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା ରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲେ ସୁପ୍ରିମକୋର୍ଟ। ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ...

Dhananjay-Mahadik
ବିନା ମାସ୍କରେ ବୁଲିଲେ ନେତା: ବିଜେପିର ପୂର୍ବତନ ସାଂସଦଙ୍କ ପୁଅ ବାହାଘରରେ ଖୋଲାଖୋଲି କୋଭିଡ଼୍ ନିୟମ ଉଲ୍ଲଂଘନ

ମୁମ୍ବାଇ: ନେତାଙ୍କ ପାଇଁ ନାହିଁ କି କୋଭିଡ଼୍ ନିୟମ ? ନିୟମ କ’ଣ ଖାଲି ସାଧାରଣ ଲୋକଙ୍କ ପାଇଁ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନେତା କିନ୍ତୁ କରୋନା କଟକଣାକୁ ମାନୁ ନଥିବା ଦେଖିବାକୁ ମିଳିଛି। ରବିବାର ଦିନ ଅନୁଷ୍ଠିତ ହୋଇଥିବା ବିଜେପିର ପୂର୍ବତନ...

BMC
କରୋନା ସଂକ୍ରମଣ ରୋକିବାକୁ BMC ପକ୍ଷରୁ ଆଡଭାଇଜରୀ : ଗଠନ ହେଲା ୫ଟି ସ୍ୱତନ୍ତ୍ର ସ୍କ୍ୱାଡ୍

ଭୁବନେଶ୍ୱର: ସାବାଡ଼ ହେବେ ଅମାନିଆ। କରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି। କମିଶନରେଟ ପୋଲିସ ସହ ଆଲୋଚନା କରି କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ଆଉ...

murder
ପ୍ରେମରେ ଧୋକା: ବୁଲାଇ ନେବା ବାହାନାରେ ଜଙ୍ଗଲ ଭିତରେ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ରାଞ୍ଚି: ବିଶ୍ୱାସରେ ବିଷ ଦେଲା ପ୍ରେମିକ। ପ୍ରେମରେ ଲଗାଇଲା କଳାଦାଗ। ବୁଲାଇନେବା ବାହାନାରେ ପ୍ରେମିକାକୁ ଜଙ୍ଗଲ ଭିତରେ ହତ୍ୟା। ସବୁ ଦିନ ସାଥୀ ହୋଇ ରହିବାର ସ୍ୱପ୍ନ ଦେଖାଇ ପାର୍ବତୀକୁ ଜୀବନରୁ ମାରିଦେଲା ଶମ୍ଭୁ।  ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଥାନା ଡାକୁଆ ଜଙ୍ଗଲରେ ୧୭ ଫେବୃଆରୀରେ ଜଣେ...

0074-boy-tried-to-kill-gf-after-said-no-to-marriage
ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ : ବାହା ହେବାକୁ ମନା କଲେ ବୋଲି ଯୁବତୀଙ୍କୁ ଟ୍ରେନ୍ ସାମ୍ନାକୁ ଠେଲିଦେଲେ

ମୁମ୍ବାଇ: ବିବାହ କରିବାକୁ ମନା କରିବାରୁ ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ଏକତରଫା ପ୍ରେମ କରି ହିତାହିତ ହରାଇଲା ପ୍ରେମିକ। ସମସ୍ତଙ୍କ ସାମ୍ନାରେ ପ୍ରେମିକାକୁ ଟ୍ରେନ୍ ଆଗକୁ ଠେଲିଦେଲା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।...

abhishek-banerjee
ମମତା ବାନାର୍ଜୀଙ୍କ ପୁତୁରାଙ୍କ ଘରେ ପହଞ୍ଚିଲା ସିବିଆଇ : ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ପଚରାଉଚରା କରିବାକୁ ଦେଲା ନୋଟିସ୍

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିବିଆଇ ଅଡ଼ୁଆ। ସିବିଆଇ ସ୍କାନରରେ ମମତାଙ୍କ ପୁତୁରା। ମମତାଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ସିବିଆଇ ଜେରା କରିଛି। କୋଇଲା ଚୋରା ଚାଲାଣ ମାମଲାରେ ସିବିଆଇ ତାଙ୍କର କୋଲକାତା...

cow
ଅମାନୁଷିକ କାଣ୍ଡ: ଅମୃତଭଣ୍ଡା ଖାଇଦେବାରୁ ଗାଈର ପେଟ ଚିରି ବାହାର କଲେ ଦୋକାନୀ

ମଣିଷର ଅମାନୁଷିକ କାଣ୍ଡ ଗାଈ ଖାଇଦେଲା ଅମୃତଭଣ୍ଡା ପେଟ ଚିରି ଅମୃତଭଣ୍ଡା ବାହାର କଲେ ଦୋକାନୀ ରାୟଗଡ: ସାମାନ୍ୟ ଏକ ଅମୃତଭଣ୍ଡାର ମୂଲ୍ୟ କ’ଣ ଜୀବନ ଠାରୁ ବହୁତ ବଡ଼ ? ବିବେକ ବୁଦ୍ଧିର ବିଚାର କରିପାରୁନଥିବା ପଶୁପକ୍ଷୀଙ୍କ ଉପରେ ଫଳ ପାଇଁ ଅକଥନୀୟ ଅତ୍ୟାଚାର କରିବା ସତରେ...

solar heated tent
ଶୀତ ଦାଉରୁ ରକ୍ଷା ପାଇବେ ଯବାନ: ଥ୍ରୀ ଇଡ଼ିଅଟ୍ସ ଚିନ୍ତାଧାରରେ ଯବାନଙ୍କ ପାଇଁ ଟେଣ୍ଟ ନିର୍ମାଣ କଲେ ଅସଲି ରାଞ୍ଚୋ

ନୂଆଦିଲ୍ଲୀ: ଶୀତ ଦାଉରୁ ରକ୍ଷା ପାଇବେ ଯବାନ। ଲଦାଖରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଭାରତୀୟ ଯବାନଙ୍କ ପାଇଁ ପ୍ରସ୍ତୁତ ହୋଇଛି ସୋଲାର ହିଟେଡ୍ ଟେଣ୍ଟ। ଥ୍ରୀ ଇଡିଅଟ୍ସ ସିନେମାର ଚିନ୍ତାଧାରାରେ ଏହି ଟେଣ୍ଟ ନିର୍ମାଣ ହୋଇଛି।ପ୍ରସିଦ୍ଧ ବୈଜ୍ଞାନିକ ସୋନମ ଓ୍ୱାଙ୍ଗଚୁକ୍ ତଥା ଅସଲି ରାଞ୍ଚୋ ଏହି...

anganwadi
ଅଙ୍ଗନବାଡ଼ି ହେବ ତ ଏମିତି: ପ୍ଲେ-ସ୍କୁଲଠାରୁ ଅଧିକ ସୁନ୍ଦର ଓ ବ୍ୟବସ୍ଥିତ

ଆଳି: ଦିନକୁ ଦିନ ବେସରକାରୀ ଶିକ୍ଷାନୁଷ୍ଠାନର ଚାହିଦା ବଢୁଛି। ଆକର୍ଷଣୀୟ ଶିକ୍ଷା ଉପକରଣ ଏବଂ ଅତ୍ୟାଧୁନିକ ଶୈଳୀର ପାଠପଢା ପାଇଁ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାମାନେ ମନବଳାଉଥିବା ବେଳେ ଆଳିର ଏକ ଅଙ୍ଗନବାଡି ଶିକ୍ଷା କେନ୍ଦ୍ରକୁ ନେଇ ଚର୍ଚ୍ଚା କୁନି କୁନି ପିଲାମାନଙ୍କୁ ପାଠପଢା ସହ ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଟ...

PURI
ପୁରୀ ସହରବାସୀଙ୍କୁ ୟୁଜର୍ସ ଫି ତଣ୍ଡ : ମାସକୁ ୬୦ଟଙ୍କାରୁ ଆରମ୍ଭ କରି ୫ ହଜାର ପର୍ଯ୍ୟନ୍ତ ଶୁଳ୍କ

ପୁରୀ(ପ୍ରଦୀପ ମହାନ୍ତି): ପୁରୀକୁ ସ୍ୱଚ୍ଛ ସହର ଭାବେ ଗଢିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି।ଏଣିକି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଦେବାକୁ ପଡିବ ୟୁଜର୍ସ ଫି। ଏଭଳି ନିୟମ ଚଳିତ ମାସରୁ ଲାଗୁ କରିଛି ପୁରୀ ପୌରସଂସ୍ଥା। ମାସକୁ ୬୦ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ଶୁଳ୍କ...

Randeep Guleria
ଦେଶରେ କରୋନାର ୨୪୦ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ : ଆଗାମୀ ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ କଲେ ଦିଲ୍ଲୀ ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ କରୋନାର ୨୪୦ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁଁ ବିଭିନ୍ନ ଅଂଚଳରେ ସଂକ୍ରମଣ ବୃଦ୍ଧି ପାଇଛି। ନୂଆ ଷ୍ଟ୍ରେନ୍ ଦ୍ୱାରା କରୋନା ପୁଣି ଥରେ ଆକ୍ରମଣ କରିବାର ଆଶଙ୍କା ଅଧିକ ରହିଛି। ଭ୍ୟାକ୍ସିନ ଜରିଆରେ ପ୍ରତିରୋଧକ କ୍ଷମତା ହାସଲ କରିଥିବା ଲୋକଙ୍କୁ ତଥା...

5pm-minister
ବିଧାନସଭାର ଅପରାହ୍ନ ଅଧିବେଶନରେ ପୁଣି ହୋହାଲ୍ଲା: ମନ୍ତ୍ରୀଙ୍କ ଉତ୍ତର କପିକୁ ଚିରିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ମଣ୍ଡି ସମସ୍ୟା ନେଇ ବିଧାନସଭାର ଅପରାହ୍ନ ଅଧିବେଶନରେ ପୁଣି ଗୃହରେ ହଙ୍ଗାମା ହୋଇଛି।  ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କପି ଚିରିଲେ ବିରୋଧୀ ଦଳ ନେତା। ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଚାଷୀ ସମସ୍ୟାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲେ...

130318578_458398575308698_5712473629185841409_n
ହଜିଯାଉଛି ପ୍ରାଚୀନ କୀର୍ତ୍ତିରାଜି: ସୁରକ୍ଷା ଅଭାବରୁ ନଷ୍ଟ ହେଉଛି ଐତିହ୍ୟ

କୋରାପୁଟ(ଟି. ଗୌରୀଶଙ୍କର): ହଜିଯାଉଛି ପ୍ରାଚୀନ କୀର୍ତ୍ତିରାଜି। ସୁରକ୍ଷା ଅଭାବରୁ ନଷ୍ଟ ହେଉଛି ଐତିହ୍ୟ। ଏମିତି ବର୍ଷ ବର୍ଷ ଧରି ମୁକୁଳା ହୋଇ ପଡି ରହିଛି ଶହ ଶହ ବର୍ଷର ପ୍ରାଚୀନ  ମନ୍ଦିର। ପ୍ରଶାସନର ଅବହେଳା ହେତୁ ନଷ୍ଟ ହେବାକୁ ବସିଛି ପ୍ରାକୃତିକ ପରିବେଶ ମଧ୍ୟରେ ଥିବା କୋରାପୁଟ ଜିଲ୍ଲାର...

marriage
ବିବାହ ଉତ୍ସବରେ ନବଦମ୍ପତିଙ୍କୁ ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର

ବିବାହ ଉତ୍ସବରେ ନବଦମ୍ପତିଙ୍କୁ ମହଙ୍ଗାରୁ ମହଙ୍ଗା ଉପହାର ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର ଦେଲେ ବନ୍ଧୁ  ହସି ହସି ବେଦମ୍ ନବବଧୂ,ଭାଇରାଲ ହେଲା ଭିଡ଼ିଓ ବିବାହ ଉତ୍ସବରେ ଟଙ୍କାପଇସା କିମ୍ବା ସୁନାଗହଣା ବଦଳରେ ନବ ଦମ୍ପତିଙ୍କୁ ମିଳିଲା ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର।...

gold
ବିଶ୍ୱାସରେ ବିଷ: ଯେଉଁ ଘରେ କାମ କରୁଥିଲେ, ସେହି ଘରେ କଳାକନା ବୁଲାଇଲେ

ଭୁବନେଶ୍ୱର: ଘରୋଇ ସହାୟିକାଙ୍କ ମାୟା ଜାଲରେ ଧୋକ୍କା ଖାଇଲେ ମାଲିକାଣୀ। ମାଲିକଙ୍କ ଅଗୋଚରରେ ଘରେ ବୁଲାଇ ଦେଲେ କଳାକନା। ଯେଉଁଘରେ କାମ କରୁଥିଲେ ସେହି ଘରୁ ସମସ୍ତ ସୁନା ଚୋରି କରି ଏବେ ଧରାପଡିଛନ୍ତି। ଘରୋଇ ସହାୟିକା ଜଣକ ଚୋରି କଲା ପରେ ଯେପରି କାହାର ସନ୍ଦେହ ନହେବ,...

Naavin-KO
’ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ’: ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ

ଭୁବନେଶ୍ୱର: ’ନିର୍ବାଚିତ ସରକାରକୁ କାମ କରିବାକୁ ଦିଆଯାଉ’। ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବକ୍ତବ୍ୟ ରଖିଛନ୍ତି। ନବୀନ କହିଛନ୍ତି, ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରର ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼...

Paintin
ଚିତ୍ରଶିଳ୍ପୀଙ୍କ ସ୍ପର୍ଶରେ ଜୀବନ୍ତ ହୋଇଉଠିଲା ନିର୍ଜୀବ କାନଭାସ: କରୋନା କାଳରେ କମାଳ ଦେଖାଇଲେ ଆଦିବାସୀ ଚିତ୍ରଶିଳ୍ପୀ 

ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଚିତ୍ର ନୁହେଁ ତ ସତେ ଯେମିତି ଆଙ୍କି ହୋଇପଡ଼ିଛି ପ୍ରକୃତିର ଶୋଭାରାଜି। ପରିବେଶକୁ ତୂଳୀରେ ବାନ୍ଧି ରଖିଛି କଳାକାର। କରୋନା ଯୋଗୁଁ ପ୍ରାୟ ବର୍ଷେ ହେଲା ବନ୍ଦ ଥିଲା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ। କଟକଣା କୋହଳ ହେଲା ପରେ ଧୀରେ ଧୀରେ ସବୁକିଛି ସ୍ୱାଭାବିକ ହେଉଛି।...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।