ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଥିବା ଆନ୍ଦଳନର ଭିତରେ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ସମ୍ବୋଧନ କରିଛନ୍ତି। ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଗୃହରେ ମତ ରଖି ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରିବା ସହ, ଆନ୍ଦୋଳନରତ ଚାଷୀଭାଇଙ୍କୁ ଆନ୍ଦୋଳନରୁ ଓହରିବାକୁ ସ୍ୱତନ୍ତ୍ର ଅପିଲ କରିଛନ୍ତି। ଏମସପି, ଥିଲା,...
ଭୁବନେଶ୍ୱର : ୧୦ ମାସ ପରେ ଆରମ୍ଭ ହେଲା ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା। ପିଲାମାନେ ଦୀର୍ଘମାସ ପରେ ସ୍କୁଲ୍ ଯାଇ ବେଶ୍ ଉତ୍ସାହିତ ଅଛନ୍ତି। ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସମସ୍ତ ସ୍କୁଲରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଥମ ଦିନରେ ପିଲାଙ୍କ ଓରିଏଣ୍ଟେସନ କ୍ଲାସ...
ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା ନଦୀରେ ବନ୍ୟା ସ୍ଥିତିି ଦେଖାଦେଇଛି। ବରଫ ଅତଡ଼ା ଖସିବା ଯୋଗୁଁ ଜୋଶିମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇହୋଇ ଯାଇଥିବା ସୂଚନା ମିଳିଛି। ରେନି ଏବଂ ଆଖପାଖ ଅଞ୍ଚଳରେ ଶହେରୁ...
ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ ବାୟୋଫ୍ଲକ୍ ମାଛ ଚାଷ ରୋଜଗାରର ରାସ୍ତା ଦେଖାଇଛି ନିଆଳି(ବିନୟ ମିଶ୍ର): ରୋଜଗାରର ନୂଆ ବାଟ ଦେଖାଇଛି ବାୟୋଫ୍ଲକ୍ ମାଛ ଚାଷ। କଟକର କପିଳ ଚରଣ ନାୟକ ଚାକିରିରୁ ଅବସର ପରେ ଗାଁରେ ଆରମ୍ଭ କରିଛନ୍ତି ମାଛଚାଷ। ଘର ଅଗଣାର କୁଣ୍ଡରେ...
ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହର ଏକ ଭିଡିଓ ଫଟୋଗ୍ରାଫର କ୍ରମାଗତ ଭାବରେ ନବବଧୂର ଫଟୋ କ୍ଲିକ୍ କରୁଥିଲା ବେଳେ ରାଗିଗଲେ ବର ରାଗରେ ଚାପୁଡ଼ା ମାରି ଫଟୋଗ୍ରାଫି ନିଶା ଉତ୍ତାରିଦେଲେ, ଷ୍ଟେଜ ଉପରେ ହସି ହସି ଗଡ଼ିଗଲେ କନ୍ୟା ନୂଆଦିଲ୍ଲୀ: ବିବାହ ଉତ୍ସବରେ ଫଟୋଗ୍ରାଫରଙ୍କୁ ବ୍ରହ୍ମଚାପୁଡ଼ା। ବରକୁ...
ଅଣ୍ଡା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମହାଭାରତ ଅଣ୍ଡା ଭାଗ ଲାଗି ଥାନାକୁ ପହଞ୍ଚିଗଲେ ଦମ୍ପତି ମୁଁ ଖାଇଥାଆନ୍ତି, ଝିଅକୁ କାହିଁକି ଦେଇଦେଲୁ କହି ଉତକ୍ଷିପ୍ତ ହେଲେ ସଂପୃକ୍ତ ବ୍ୟକ୍ତି ମୁମ୍ବାଇ : ସାମାନ୍ୟ ଅଣ୍ଡା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି। ଝଗଡ଼ା ତ...
ପାତ୍ରପୁର(ଅଶୋକ ବ୍ରହ୍ମା): ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ ଗଂଜାମର ସୀମାନ୍ତବର୍ତ୍ତୀ ଗାଁ। ସମସ୍ୟା ଓ ଦାରିଦ୍ର୍ୟର ଫାଇଦା ନେଉଛି ଆନ୍ଧ୍ର। କେବଳ କୋଟିଅ ନୁହେଁ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ଗଂଜାମ ଜିଲା ପାତ୍ରପୁର ବ୍ଲକର ଅନେକ ଗାଁ ଉପରେ ଆନ୍ଧ୍ର କବଜା କରିବାକୁ ବସିଲାଣି। ଆସନ୍ତା ୧୩ ତାରିଖରେ ହେବାକୁ...
ଶ୍ରୀନଗର: ଗ୍ରୀନ ଗୋଲ୍ଡ ଭାବେ ପରିଚିତ ବାଉଁଶ ପୂର୍ବରୁ ବାଉଁଶରେ ଅନେକ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିବା ସହ ବିଭିନ୍ନ କାମରେ ବ୍ୟବହାର ହେଉଥିଲା। ହେଲେ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା କମି ଯାଇଛି। ଅନେକ ସ୍ଥାନରେ ବାଉଁଶ କଳା ଲୋପ ପାଇସାରିଲାଣି।...
ପାଞ୍ଚ ବର୍ଷ ପୂର୍ବେ ଗଣତନ୍ତ୍ର ଦିବସ ପରେଡ଼ରେ କୋବ୍ରା କମାଣ୍ଡୋ ପ୍ରଥମ ଥର ପାଇଁ ନଜର ଆସିଥିଲେ। ଆମେରିକୀୟ କମାଣ୍ଡୋଙ୍କ ପରି ଏହି ସ୍ୱତନ୍ତ୍ର ୟୁନିଟର ଗଠନ କରାଯାଇଛି। ନୂଆଦିଲ୍ଲୀ : ଘଞ୍ଚ ଜଙ୍ଗଲରେ ନକ୍ସଲ ବିରୋଧରେ ଲଢ଼ିବେ ନାରୀଶକ୍ତି। ପ୍ରଥମଥର ପାଇଁ ସିଆରପିଏଫ୍ କୋବ୍ରା ୟୁନିଟରେ ସାମିଲ...
ନୂଆଦିଲ୍ଲୀ: ’ମୋ ପାଇଁ ମାଗନ୍ତୁ ନାହିଁ ଭାରତ ରତ୍ନ’। ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। ହୃଦୟବାନ୍ ମଣିଷର ଆବେଗଭରା ଅନୁରୋଧ। ସୋସିଆଲ ମିଡ଼ିଆରେ ଜୋରସୋରରେ ଚାଲିଥିବା କ୍ୟାମ୍ପେନକୁ ରୋକିବାକୁ ଅନୁରୋଧ କଲେ ଦେଶର ବିଶିଷ୍ଟ ଉଦ୍ୟୋଗପତି ରତନ୍ ଟାଟା । ଲୋକଙ୍କ ଭାବାବେଗକୁ ପ୍ରଶଂସା...
ବିକାନେର : ପତ୍ର ଉପରେ ସୁନ୍ଦର ସୁନ୍ଦର ଚିତ୍ରକଳା। ଗଛରୁ ପତ୍ର ଝଡ଼ିଗଲା ପରେ ତା’ର କୌଣସି ଅସ୍ତିତ୍ୱ ରହେନାହିଁ। ଭୂମିରେ ପଡ଼ିବା ପରେ କିଛି ଦିନ ପରେ ମାଟିରେ ମିଶିଯାଏ। ହେଲେ ନିଜ କାରିଗରୀର ଯାଦୁରେ ପତ୍ରକୁ ନୂଆ ଦେଉଛନ୍ତି ରାଜସ୍ଥାନ ବିକାନେରର ଛାତ୍ରୀ। ଦେବାଦେବୀଠାରୁ ଆରମ୍ଭ...
ଭୁବନେଶ୍ୱର : ରାଜ୍ୟସଭାରେ ସ୍ୱାମୀନାଥନ କମିଟି ରିପୋର୍ଟ ପ୍ରସଙ୍ଗରେ ବିଜେଡିକୁ ବିଜେପିର ଟାର୍ଗେଟ୍। ପାର୍ଲିଆମେଣ୍ଟରେ ବିଜେଡ଼ି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଥିବା ବିଜେପି ଅଭିଯୋଗ କରିଛି। ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ପାର୍ଲିଆମେଣ୍ଟରେ ଏକ କଳୁଷିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଆଜି ଏକ ସାମ୍ବାଦିକ...
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ନଦୀ କୂଳରେ ବାଲିପଠା ଉପରେ ଖୋଲିଛି ଆର୍ମି ବାରାକ୍। ସେନା ପ୍ରଶିକ୍ଷଣ ପାଇଁ ହୋଇଛି ବିପୁଳ ବ୍ୟବସ୍ଥା। ପାରିଶ୍ରମିକ ଦେବାକୁ ପଡ଼ୁନି। ଜଣେ ନିସ୍ୱାର୍ଥପର ମଣିଷର ତ୍ୟାଗରେ ଚାଲିଛି ପ୍ରଶିକ୍ଷଣ। ଚାକିରି ଛାଡ଼ି ନିଜ ଅଂଚଳର ପିଲାଙ୍କୁ ମାଗଣାରରେ ଟ୍ରେନିଂ ଦେଉଛନ୍ତି ସିଲୁ ନାୟକ।...
ଡିଜେଲ ପକାଇଲେ, ଝିଅକୁ ଖୋଜି ଦେବୁ! ରକ୍ଷକ ଯେବେ ଭକ୍ଷକ ସାଜେ ଅଭିଯୋଗ କରିବ କାହାକୁ? କାନପୁର: ମଳିମୁଣ୍ଡିଆ ଝିଅବୋହୂଙ୍କ ଇଜ୍ଜତ୍ କ’ଣ ଇଜ୍ଜତ୍ ନୁହେଁ? ଅପହୃତ ନାବାଳିକା ଝିଅକୁ ଖୋଜିବାକୁ କହିଲେ ଲାଞ୍ଚ ମାଗୁଛନ୍ତି ପୋଲିସ ବାବୁ। ତାଳି ପଡ଼ିଥିବା ଛିଣ୍ଡା ଲୁଗାର ଚିରା ପଣତରେ ଝିଅ...
ପୁଡ଼ୁଚେରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା। ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍। ୫ କୋଟି ଟଙ୍କା ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ବୋଲି ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଆଉ ସେହି ପୋଷ୍ଟ ତୀବ୍ର ବେଗରେ...
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା। ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ। ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବାରୁ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋଷଲାଙ୍ଗ ଗାଁରୁ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କୋଷଲାଙ୍ଗ ଗାଁର ୬୫ ବର୍ଷୀୟ ବୃଦ୍ଧ କଣ୍ଠ କହଁର...
ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ମା’ ଚାଲ କୁଣିଆ ଯିବା। ଘରେ ବସି ବସି ବିରକ୍ତ ଲାଗିବଣି। ଗାଁ ବୁଲି ଆସିଲେ ଆସିଲେ ତତେ ବି ଭଲ ଲାଗିବ। ମାଡ଼ପିଟ୍ କରୁଥିବା ପୁଅ ମୁହଁରୁ ସରାଗଭରା କଥା ଶୁଣି ଖୁସି ଖୁସି ବାହାରି ପଡ଼ିଲା ମା’। ବୟସର ଅପରାହ୍ନରେ ପୁଅ ମନରେ...
’ଦରମା ନଦେଲେ ଏଇଠି ମରିବି’! ୩ କିମ୍ବା ୪ ଦିନ ଭିତରେ ମୋତେ ଦରମା ନମିଳିଲେ, ବିଡ଼ିଓ ସାର୍ ନିଜେ ଦେଖିବେ ମୋ ଶବ ଏଇଠି ପଡ଼ିଥିବ। ପାଖରେ ମୋର ସ୍ତ୍ରୀ କାନ୍ଦୁଥିବ। ବକେୟା ଦରମା ନପାଇ ଅଭିମାନ ଭରା କଣ୍ଠରେ ଏମିତି କହି କ୍ଷୋଭ ପ୍ରକାଶ କରିଛନ୍ତି...
ଆସିକା (ମନୋଜ ମୁନୀ): କେମିତି ଚାଲିଛି ପାଠପଢା? ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା। ୪୯ ଜଣ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ପଢ଼ାଉଛନ୍ତି। ତେଣୁ ଚିନ୍ତାରେ ଅଭିଭାବକ। ଏପରି ପରିସ୍ଥିତି ଉପୁଜିଛି ଆସିକା ଏନ ଏ ସି ହାଇସ୍କୁଲରେ। ଏଠି କ୍ରୀଡା ଶିକ୍ଷକ ହିଁ...
ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼। ବଜେଟ୍ ପରେ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍। ପୁଣି ଥରେ ବୃଦ୍ଧି ପାଇଲା ଘରୋଇ ଗ୍ୟାସ (ଏଲପିଜି ସିଲିଣ୍ଡର) ଦର। ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ ଏଲ୍ପିଜି ବିତରଣ କମ୍ପାନୀ ଏହି ଦାମ୍ ବୃଦ୍ଧି...