• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

anand-mahindra
ଯୁବ କ୍ରିକେଟରଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଶାନଦାର ଭେଟି, ୬ ଭାରତୀୟ ଖେଳାଳିଙ୍କୁ ଏସୟୁଭି କାର ଉପହାର ଦେବାକୁ ଘୋଷଣା

ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଶାନଦାର ଉପହାର ୬ ଭାରତୀୟ କ୍ରିକେଟରଙ୍କୁ ଏସୟୁଭି କାର ଭେଟି ଦେବେ ଆନନ୍ଦ ମହିନ୍ଦ୍ରା ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ହିରୋଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର। ୬ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଥର ଏସୟୁଭି (Mahindra Thar SUV) କାର ଉପହାର ଦେବାକୁ...

୮
ମମତାଙ୍କ ଆଗରେ ‘ଜୟ ଶ୍ରୀରାମ’ କହିବା, ଷଣ୍ଢକୁ ନାଲି କପଡା ଦେଖାଇବା ସହ ସମାନ

କୋଲକାତା :ରାମ ନାମ ଶୁଣିଲେ କିଏ ସତରେ ଅପମାନିତ ଅନୁଭବ କରିପାରେ? ଭାରତରେ ଏଭଳି କୌଣସି ଭାବନା ନାହିଁ ଯେଉଁଠି ପ୍ରଭୁ ରାମଙ୍କର ଝଲକ ଅନୁଭୂତ ହୁଏ ନାହିଁ। ଭାରତର ସଂସ୍କୃତି, ପରମ୍ପରା, ଆସ୍ଥା, ବିଶ୍ୱାସ ଓ ଆଦର୍ଶରେ ରାମ ଅଛନ୍ତି । ହେଲେ ଜୟ ଶ୍ରୀରାମ ଶବ୍ଦରେ...

india-2-jpg
ଭାରତ-ଚୀନ୍ ସୀମା ବିବାଦର ସମାଧାନ ପାଇଁ ପୁଣି ପ୍ରୟାସ, ଆଜି ବସିଛି କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ନେଇ ଆଜି ବସିଛି କମାଣ୍ଡରସ୍ତରୀୟ ବୈଠକ। ଭାରତ-ଚୀନ୍ ସୀମା ବିବାଦର ସମାଧାନ ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ସାମରିକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । LACରେ ଚୀନ ସୀମାରେ ଥିବା ମଲ୍ଡୋରେ ଏହି ବୈଠକ...

୮
ଜମ୍ମୁରେ ପୁଣି ଆତଙ୍କର ସୁଡ଼ଙ୍ଗ ଠାବ, ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର

ନୂଆଦିଲ୍ଲୀ: ପାକିସ୍ତାନ ରଚୁଛି ସାଙ୍ଘାତିକ ଷଡ଼ଯନ୍ତ୍ର । ସୀମାରେ ପୁଣି ଆତଙ୍କର ସୁଡ଼ଙ୍ଗ ଠାବ ।  ମାଟି ଉପରେ ଆତଙ୍କୀ ଷଡ଼ଯନ୍ତ୍ର ଫେଲ ମାରିଥିବା ବେଳେ ମାଟି ତଳେ ନୂଆ ଚକ୍ରବ୍ୟୁହ ରଚୁଛି ଶତ୍ରୁ ଦେଶ । ୧୦ ଦିନର ବ୍ୟବଧାନ ପରେ ସୀମାରୁ ପୁଣି ଏକ ବିରାଟ...

Srusti-CM
ସତ ହେବ ସିନେମା କାହାଣୀ, ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି

  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ, ସୃଷ୍ଟି ଗୋସ୍ୱାମୀଙ୍କୁ କରିବେ ଦିନିକିଆ ମୁଖ୍ୟମନ୍ତ୍ରୀ ଡେରାଡୁନରେ ଅନୁଷ୍ଠିତ ହେବାକୁ ଥିବା ଶିଶୁ ବିଧାନସଭାରେ ସିଏମ୍ ହେବ ସୃଷ୍ଟି ସମସ୍ତ ବିଭାଗ ସୃଷ୍ଟିଙ୍କ ସମ୍ମୁଖରେ ନିଜ ନିଜ ବିଭାଗର ପ୍ରେଜେଣ୍ଟେସନ୍ ଦେବେ ସବୁ ଦିଗକୁ ଦୃଷ୍ଟିରେ ରଖି ପରାମର୍ଶ ଦେବେ...

vaccination
ରାଜ୍ୟରେ ଟିକାକରଣ ଅଭିଯାନ ସଫଳ, ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ

ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ଅଭିଯାନ ସଫଳ ହୋଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ କରୋନା ଟିକା ଦିଆଗଲାଣି । ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି । ରାଜ୍ୟରେ ଟିକାକରଣ ସଫଳ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ଓ...

Elph-KO
ହୃଦୟବିଦାରକ ଦୃଶ୍ୟ, ହାତୀ ଉପରକୁ ଜଳନ୍ତା ଟାୟାର ଫିଙ୍ଗିଲା ମଣିଷ

ନିରୀହ ଜୀବଙ୍କ ଉପରେ ନିଷ୍ଠୁର ମଣିଷର ବର୍ବରତା । ଗର୍ବ ଅହଙ୍କାରରେ ଅନ୍ଧ ହୋଇ ମାନବିକତା ଭୁଲିଯାଉଛି ମଣିଷ ।  ଦିନକୁ ଦିନ ପଶୁ ପ୍ରତି ମଣିଷର କ୍ରୁର ବ୍ୟବହାର ବଢ଼ିବାରେ ଲାଗିଛି । ବର୍ବର ଆଉ ନୃଶଂସତାର ସୀମା ପାର କରୁଛି ମଣିଷ। ପୁଣି ଥରେ ମଣିଷ...

DOG-KO
ରୋଗରେ ପଡ଼ିଥିବା ମାଲିକଙ୍କୁ ଦେଖିବାକୁ ହସ୍ପିଟାଲ ବାହାରେ ଜଗି ବସୁଥିଲା ପୋଷା କୁକୁର

କୁକୁର ଓ ମଣିଷର ଅନାବିଳ ବନ୍ଧୁତା। ମଣିଷର ସବୁଠାରୁ ବିଶ୍ୱସ୍ତ ବୋଲାଉଥିବା କକୁରର ନିସ୍ୱାର୍ଥପର ଭଲପାଇବା  ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ତୁର୍କୀରେ ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ମାଲିକଙ୍କୁ ଟିକିଏ ଦେଖିବା ପାଇଁ ହସ୍ପିଟାଲ ବାହାରେ ୭ ଦିନ ଧରି...

999
୧୪ କିଲୋଗ୍ରାମର ଗଞ୍ଜେଇ ଜବତ,୨ ଗିରଫ . . . ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ . . .

୧୪ କିଲୋଗ୍ରାମର ଗଞ୍ଜେଇ ଜବତ,୨ ଗିରଫ ନୂଆପଡା : ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଗିରଫ । ନୂଆପଡା ଅବକାରୀ ବିଭାଗ ଦ୍ୱାରା ଆଜି ୧୪ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇ ଥିବାବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁସାରେ ଆଜି ଅବକାରୀ ବିଭାଗ...

Aditya-KO
ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି । ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଅଦାଲତ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ରିପୋର୍ଟ ଦେଇନପାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ହାଇକୋର୍ଟ । ପୋଷ୍ଟମର୍ଟମ ରିପୋର୍ଟର ଅବିକଳ...

netaji-subhash-chandra
‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’

ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।  କାଳଜୟୀ ସମ୍ବୋଧନ ଆଜି ବି ଯୁବବର୍ଗଙ୍କ ପ୍ରାଣରେ ଭରିଦିଏ ପ୍ରେରଣାର ସ୍ରୋତ । ଦେଶର ସ୍ୱାଧୀନତା ପାଇଁ ସୁଭାଷ ଚନ୍ଦ୍ର ବୋଷଙ୍କର ଯଥେଷ୍ଟ ଅବଦାନ ରହିଥିଲା । ସେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ...

brmpr-nakli-msala
ଖାଦ୍ୟ ନାଁରେ ଅଖାଦ୍ୟ, ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ

ବ୍ରହ୍ମପୁର : କଟକ, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ନକଲି କାରବାର ।  ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ କରାଯାଇଛି । ସହରର ବଡ଼ବଜାର ପାଣ୍ଡବନଗରରେ ନକଲି ମସଲା ଓ ଲଙ୍କା ଗୁଣ୍ଡ ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି ।...

collage (9)
ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ 'ଦାମୋଦର' ମେଳା ଆରମ୍ଭ

କରଞ୍ଜିଆ ( ଦୀପକ ମହାନ୍ତ) : କଟକଣା ଭିତରେ ଆରମ୍ଭ ହୋଇଛି ଆଦିବାସୀ ସମ୍ପ୍ରଦାୟର ନିଆରା ପରମ୍ପରା ‘ଦାମୋଦର’ ମେଳା । ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଢ଼ ଉପଖଣ୍ଡ ନିକଟରେ ଏହି ମେଳା ଅନୁଷ୍ଠିତ ହୋଇଛି । ଏଥିପାଇଁ ଚଳଚଞ୍ଚଳ ଆଦିବାସୀ ସାନ୍ତାଳ ପରିବାର । ସାନ୍ତାଳୀ ଜାତିର ପରମ୍ପରା...

otv-khbar-susant-
ଜହ୍ନ ରାଇଜରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ ସିଂ ରାଜପୁତ

ବଲିଉଡ଼୍ ପାଇଁ ଜାନୁଆରୀ ୨୧ ତଥା ଆଜିର ଦିନ ବେଶ୍ ମହତ୍ତ୍ୱପୂର୍ଣ୍ଣ । ଆଜିର ଦିନରେ ସୁଶାନ୍ତ ସିଂ ରାଜପୁତଙ୍କର ଜନ୍ମ ହୋଇଥିଲା । ସୁଶାନ୍ତ ଆମ ଗହଣରେ ଏବେ ନଥିଲେ ସୁଦ୍ଧା ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିବେ । ଘଟଣାକୁ ଅନେକ ଦିନ ବିତି ଯାଇଛି...

first-photo
ସ୍ୱତନ୍ତ୍ର ଥିଲା ପିଠିରେ ଆଙ୍କିଥିବା ସୁଶାନ୍ତଙ୍କ ଟାଟୁ . . . . କାହା ପାଇଁ କରିଥିଲେ ଅଭିନେତା ?

ସୁଶାନ୍ତ ସିଂ ରାଜପୁତ ଚାଲିଗଲେ, କିନ୍ତୁ ଛାଡ଼ିଗଲେ ବହଳେ ସ୍ମୃତି । ଅଫେରା ରାଇଜକୁ ଚାଲି ଯାଇଥିଲେ ବି ଫ୍ୟାନ ଆଜି ବି ତାଙ୍କୁ ଝୁରୁଛନ୍ତି । ଦର୍ଶକଙ୍କୁ ନିଜ ଅଭିନୟର ଯାଦୁର ବାନ୍ଧି ରଖୁଥିବା ଅଭିନେତାଙ୍କ ଅବର୍ତ୍ତମାନରେ ଆଜି ବି ତାଙ୍କର ଗୁଣଗାନ କରୁଛନ୍ତି । ତେବେ...

farmer
ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ତାତିଲେ ଅନ୍ନଦାତା ! ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଭାଙ୍ଗିଲାଣି ଚାଷୀର ଧୈର୍ଯ୍ୟର ବନ୍ଧ । ମାସ ମାସ ଧରି ସମସ୍ୟା ସମାଧାନ ହେଉନଥିବାରୁ କିଛି ସ୍ଥାନରେ ଚାଷୀ ଆଜି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଖରିଫ୍ ଧାନ କିଣାରେ ଅବ୍ୟବସ୍ଥା ନେଇ ପୁଳାପୁଳା ଅଭିଯୋଗ ଆସିବା ପରେ ରାଜ୍ୟ...

minister
ମନ୍ତ୍ରୀଙ୍କ ବୋହୂଙ୍କୁ ଅନୁକମ୍ପା ? ଛୁଟିରେ ଥାଇ ବି ନେଇଛନ୍ତି ମାସ ମାସର ଦରମା

ଖଣିମନ୍ତ୍ରୀଙ୍କ କ୍ଷମତାର ଅପବ୍ୟବହାର! ଅଧ୍ୟାପିକା ବୋହୂଙ୍କୁ ଦେଖାଇଛନ୍ତି ଅହେତୁକ ଅନୁକମ୍ପା! କଲେଜ ନଯାଇ ବି ମାସ ମାସ ଧରି ମନ୍ତ୍ରୀଙ୍କ ବୋହୂ ଉଠାଇଛନ୍ତି ଦରମା ଆରଟିଆଇ ତଥ୍ୟରୁ ମିଳିଛି ସାଂଘାତିକ ପ୍ରମାଣ ଯାହାକୁ ନେଇ ଏବେ ବିବାଦରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗର ( ବିଦ୍ୟାଧର ବରାଳ) :...

୮୮
ମଦ ନିଶାରେ ଚୁର ହୋଇ ସ୍ୱାମୀ ଦେହରେ ନିଆଁ ଲଗାଇଦେଲା ସ୍ତ୍ରୀ

ଜଳନ୍ଧର : ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ ପ୍ରେମ କରି ବିବାହ କରିବା । ମହିଳା ନୁହେଁ  ଘରୋଇ ହିଂସାର ଶିକାର ହେଲେ ନବ ବିବାହିତ ବର । ପଞ୍ଜାବ ଜଳନ୍ଧରର ଫିଲୋର ଥାନା ଅଞ୍ଚଳରେ ଏହିଭଳି ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି।  ସରକାରୀ ଚାକିରି କରୁଥିବା...

ହ
ଦୀର୍ଘ ତିନି ମାସ ପରେ ଅଚାନକ ସର୍ବସମ୍ମୁଖକୁ ଆସିଲେ ଜ୍ୟାକ ମା, ଅକ୍ଟୋବରରୁ ନିଖୋଜ ଥିଲେ ‘ଆଲିବାବା’ର ପ୍ରତିଷ୍ଠାତା

ଚୀନ୍ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସର୍ବସମ୍ମୁଖକୁ ଆସିଲେ ‘ଆଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍ ମା।ବୁଧବାର ଦିନ ଜ୍ୟାକ୍‌ ମା ଏକ ଅନ୍‌ଲାଇନ୍‌ କନ୍‌ଫରେନ୍ସରେ ୧୦୦ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଭିଡିଓ ଜରିଆରେ ଏକ ବୈଠକ କରିଥିବା ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ଜଣାପଡ଼ିଛି ।...

OTV-Khbar-Sasu
ସେ ଆମ ପାଇଁ ଦେବୀ ସମାନ ! ଶାଶୂଙ୍କ ସ୍ମୃତିରେ ମନ୍ଦିର ତୋଳିଲେ ୧୧ ବୋହୂ

ବିଳାସପୁର : ଶାଶୂ ଆମ ପାଇଁ ସାକ୍ଷାତ ଦେବୀ । ଶାଶୂଙ୍କୁ ଦେବୀ ମାନି ମନ୍ଦିର ନିର୍ମାଣ କଲେ ୧୧ ଜଣ ବୋହୂ । ମା’ ପରି ସ୍ନେହ ଦେଇ ପାଳିଥିବା ଶାଶୂଙ୍କ ମୃତ୍ୟୁ ପରେ ତାଙ୍କ ବୋହୂମାନେ ଏକ ମନ୍ଦିର ନିର୍ମାଣ କରି ନିତି ଦିନ ପୂଜା...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।