• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

OTV-KHABAR-dibyanga
ଜୀବନରେ ଚ୍ୟାଲେଞ୍ଜ ନଥିଲେ, ଜୀବନରେ ମଜା କିଛି ନାହିଁ

ସକ୍ଷମ ଭିନ୍ନକ୍ଷମ ଅନନ୍ତ ବୈଶ୍ୟ ଚାଷୀଙ୍କ ପାଇଁ ତିଆରି କଲେ ସ୍ୱତନ୍ତ୍ର ଆପ୍  ନାକ ଦ୍ୱାରା ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଅଙ୍ଗୁଳିରେ ଲାପଟପ୍ ଚଳାଉଛନ୍ତି AKTUର ଟପ୍ -6  ଆପରେ ସ୍ଥାନ ପାଇଛି ଏହି ଆପ୍ କାନପୁର: ଜୀବନରେ ଚ୍ୟାଲେଞ୍ଜ ନଥିଲେ, ଜୀବନରେ କିଛି ମଜା ନାହିଁ।...

Imran Khan
ଆତଙ୍କୀଙ୍କ ପାଇଁ ଚିନ୍ତାରେ ଇମ୍ରାନ୍ ଖାନ୍ : ଟିକା ଲୁଟି ନେବା ଭୟରେ ଶୋଇ ପାରୁନାହାନ୍ତି

ନୂଆଦିଲ୍ଲୀ: କରୋନା ଟିକା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିଦ ହେଉନି। ଦେଶରେ ଟିକାକରଣର ଚାଲିଥିବା ବେଳେ ଶାନ୍ତିରେ ଶୋଇପାରୁ ନାହାନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆତଙ୍କର ଭୂସ୍ୱର୍ଗ କହୁଥିବା ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଭୟରେ ଜଡ଼ସଡ଼ ହେଉଛନ୍ତି। ଋଣରେ ମୁଣ୍ଡରୁ ତଳିପା ଯାଏ ବୁଡ଼ିଥିବା ପାକିସ୍ତାନ ପାଖରେ କରୋନା...

PRadeep-panigrahi
ପ୍ରଦୀପଙ୍କ ବିରୋଧରେ ତଦନ୍ତ କରିପାରିବନି ଭିଜିଲାନ୍ସ : ଅଦାଲତରେ ରଦ୍ଦ ହେଲା ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

କଟକ: ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ତଦନ୍ତ କରିପାରିବ ନାହିଁ ଭିଜିଲାନ୍ସ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ ହୋଇଯାଇଛି। ଦୀର୍ଘ ସମୟ ଶୁଣାଣି କରି ଏକଥା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଲୋକାୟୁକ୍ତରେ ଥିବା ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କଲେ ହାଇକୋର୍ଟ।...

duplicate_drinks
ବନ୍ଧା ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିର ମାଲିକ, କୋଲ୍ଡ ଡ୍ରିକ୍ସ ନାଁରେ ଭେଜାଲ ସାମଗ୍ରୀ ବିକୁଥିଲେ

ଭୁବନେଶ୍ୱର: ବନ୍ଧା ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ମାଲିକ। ଭୁବନେଶ୍ୱର ମଞ୍ଚେଶ୍ୱରରୁ ନକଲି ମୃଦୁ ପାନୀୟ ଜବତ ଘଟଣାରେ ଫ୍ୟାକ୍ଟ୍ରି ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ଆଜି ପୋଲିସ ଗିରଫ କରିଛି। କାରଖାନାରେ ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡର ଭେଜାଲ ମୃଦୁ ପାନୀୟ ତିଆରି...

collage (15)
ଆଳିରେ ମାତିଛନ୍ତି ଏଟିଏମ୍ ଲୁଟେରା. . ସଂକ୍ଷେପରେ ରାଜ୍ୟର ମୁଖ୍ୟ ଖବର ଉପରେ ନଜର ପକାନ୍ତୁ

ଆଳିରେ ମାତିଛନ୍ତି ଏଟିଏମ୍ ଲୁଟେରା ଆଳି: କେନ୍ଦ୍ରାପଡ଼ା ଆଳିରେ ମାତିଛନ୍ତି ଲୁଟେରା। ଦୁଇ ଦୁଇଟି ଏଟିଏମକୁ ତାଡ଼ି ନେଇଛନ୍ତି ଦୁର୍ବୃତ୍ତ। ସ୍ଥାନୀୟ ପତ୍ରପୁର ଓ ନିଆଳହାଟରେ ଥିବା ଦୁଇଟି ଏସବିଆଇ ଏଟିଏମକୁ ତାଡ଼ି ନେଇଛନ୍ତି। ଗ୍ୟାସ୍ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟ୍ ନେଇଥିବା ସନ୍ଦେହ କରାଯାଉଛି। ଏପରିକି...

madi-asuchi
୧୬ ଜିଲ୍ଲାକୁ ଶୀତ ସତର୍କତା : ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବଢ଼ିବ

ରାଜ୍ୟର ୧୬ଟି ଜିଲ୍ଲାକୁ ଶୀତଲହରୀ ନେଇ ସତର୍କ ସୂଚନା ଜାରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗିର ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତଅରୀଣ...

୭
୨୦୨୦ର ଶବ୍ଦ ଭାବେ ଅକ୍ସଫୋର୍ଡ଼ ଡିକ୍ସିନାରୀରେ ସାମିଲ ହେଲା ’ଆତ୍ମନିର୍ଭର ଭାରତ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ର ସ୍ୱପ୍ନ ଏବଂ ଚିନ୍ତାଧାରା ଉପରେ ମୋହର ଲଗାଇଲା ଅକ୍ସଫୋର୍ଡ ଭାଷା ବିଶ୍ୱବିଦ୍ୟାଳୟ। ‘ଆତ୍ମନିର୍ଭରଶୀଳ’ ଶବ୍ଦକୁ ୨୦୨୦ର ହିନ୍ଦୀ ଶବ୍ଦ ରୂପେ ଚୟନ କରିଛି ଅକ୍ସଫୋର୍ଡ ଲାଙ୍ଗୁଏଜ୍। ଭାଷା ବିଶେଷଜ୍ଞ କ୍ରିତିକା ଅଗ୍ରୱାଲ, ପୁନମ୍ ନିଗମ ସାହାୟ ଏବଂ ଇମୋଗାନ ପ୍ଲକ୍ସେସର...

OTV-KHABAR-aniki-sahajare-
ଗାଡ଼ିର କାଗଜପତ୍ର ପ୍ରସ୍ତୁତିକୁ ସହଜ କଲେ ରାଜ୍ୟ ସରକାର: ଯେକୌଣସି RTOରେ ହୋଇପାରିବ ରେନୱାଲ, ରେଜିଷ୍ଟ୍ରେସନ

ଭୁବନେଶ୍ୱର: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି।ଗାଡ଼ିର କାଗଜପତ୍ର ପ୍ରସ୍ତୁତି ଏବେ ଆହୁରି ସହଜ ହେବ। ରେନୱାଲ, ରେଜିଷ୍ଟ୍ରେସନ ଏବେ ରାଜ୍ୟର ଯେକୌଣସି RTOରେ ହୋଇପାରିବ। ଏହାସହ ମାଲିକାନା ଓ ଠିକଣା ପରିବର୍ତ୍ତନ ବି ଆପଣ ନିକଟସ୍ଥ ଯେକୌଣସି RTOରେ କରାଇପାରିବେ। ଏଥଇପାଇଁ ଆଉ ବାରମ୍ବାର ଆରଟିଓ ଅଫିସ୍ ଦୌଡ଼ିବାକୁ ପଡ଼ିବ...

coldrinks
ମଞ୍ଚେଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଠାବ : ବିଭିନ୍ନ ନାମୀ କମ୍ପାନୀର ନାଁ ବଦଳାଇ ବିକ୍ରି କରୁଥିବା ଅଭିଯୋଗ

ଭୁବନେଶ୍ୱର: ରାଜ୍ୟସାରା ନକଲି କାରବାରର ଚେର। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଯୁଆଡ଼େ ଦେଖିବ, ସିଆଡ଼େ ନକଲି ସାମଗ୍ରୀ। ଗଲା କିଛି ଦିନ ଧରି ରାଜ୍ୟରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍‌ସନ୍‌ରେ ପଡ଼ିଯାଇଛନ୍ତି ଖାଉଟି।  ରାଜ୍ୟବାସୀ...

RTO-OFFICE
ଆରଟିଓ ଅଫିସ୍‌ରେ ଆଉ ଲାଗିବନି ଲମ୍ବା ଧାଡ଼ି: ସ୍ମାର୍ଟ ଧାଡିରେ ଛିଡ଼ା ହେବେ ଲୋକ

ଭୁବନେଶ୍ୱର: ଆରଟିଓରେ ଆଉ ଲାଗିବନି ଲମ୍ବା ଧାଡ଼ି। ଆଗାମୀ ସମୟେର ଡ୍ରାଇଭିଂ ଲାଇସନ୍ସ କିମ୍ବା ଅନ୍ୟ କାମ ପାଇଁ ଲୋକଙ୍କୁ ଅଧିକ ସମୟ ଛିଡ଼ା ହେବାକୁ ପଡ଼ିବନି। ଏଥିପାଇଁ ଲୋକଙ୍କୁ ସ୍ମାର୍ଟ ଧାଡ଼ିରେ ଛିଡ଼ା କରାଇବାକୁ ରାଜ୍ୟ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଖୁବ ଶୀଘ୍ର ଓ...

Gold
ଶସ୍ତା ହେଲା ସୁନା-ରୂପା ଦର, ହ୍ରାସ ପାଇଲା କଷ୍ଟମ୍ ଡ୍ୟୁଟି

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଘୋଷଣା କରିଥିବା ବଜେଟ୍ ସାଧାରଣ ପରିବାରଙ୍କ ପାଇଁ ସୁହାଇଲା ଭଳି ହୋଇଛି ବୋଲି କୁହାଯାଇପାରେ। ବିବାହ ଋତୁ ଚାଲିଥିବା ବେଳେ ଚଳିତ ଆର୍ଥିକ ବଜେଟରେ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି।...

EtH82FUW8AAaLEn
ବଜେଟ ୨୦୨୧ରେ କୃଷକଙ୍କ ପାଇଁ ବଡ଼ ଘୋଷଣା : ଏମଏସପି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ,ପାରଦୀପରେ ଖୁବଶୀଘ୍ର ସ୍ଥାପନ ହେବ ଫିସେରୀ ହାର୍ବର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ  ବଡ଼ ଘୋଷଣା। ଚାଷୀଙ୍କ ହିତରେ ପେଡ଼ି ଖୋଲିଦେଲେ।  ପ୍ରଥମ ଥର ପାଇଁ ଟ୍ୟାବରେ ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ। ଭାରତ ଏକ କୃଷିଭିତ୍ତିକ ଦେଶ ହୋଇଥିବା ବେଳେ କୃଷକଙ୍କ ହିତରେ  ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ଚାଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କୁ...

accident
ବାଇକକୁ ଧକ୍କା ଦେଲା କାର : ଜଣେ ମୃତ,କାର ଡ୍ରାଇଭର ଗୁରୁତର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବାଇକକୁ ଧକ୍କା ଦେଲା କାର। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ରୁଗୁଡିପାଲି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆ ଜଣେ ଗୁରୁତର ହୋଇଛନ୍ତି। ଜଣେ  ଫ୍ଲିପକାର୍ଟର ଡେଲିଭରୀ ବଏ ବାଇକରେ ଆସୁଥିବା ବେଳେ, କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ...

953449-kapilsharma-ginni-chatrath
କମେଡ଼ି କିଙ୍ଗ କପିଲ ଶର୍ମାଙ୍କ ଘରେ ନୂଆ ଅତିଥି, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଗିନ୍ନି ଚଥରଥ

ପୁଣି ଥରେ ବାପା ହେଲେ କମେଡି କିଙ୍ଗ। ଆଜିର ଦିନରେ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି କପିଲ ଶର୍ମା । ପତ୍ନୀ ଗିନ୍ନି ଚଥରଥ ଏକ ପୁଅ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି ନିଜେ କପିଲ ଶର୍ମା।...

pathara
ଅସହାୟଙ୍କୁ ଆହାର ଦେଉଛି ପଥର! କାମ ମିଳୁନି, ପଥର ଭାଙ୍ଗି ଗୁଜୁରାଣ ମେଣ୍ଟାଉଛନ୍ତି ଚାଳିଶରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ):ପଥର ଆମ ପାଇଁ ଭଗବାନ୍, ପଥର ଆମ ପାଇଁ ଦରଦୀ ବନ୍ଧୁ। ପାପୀ ପେଟକୁ ଦୁଇ ଓଳି ଦୁଇମୁଠା ଦାନା ଯୋଗାଏ। ଶିକ୍ଷା ଏମାନଙ୍କ ପାଇଁ ସାତ ସପନ।  ପଥର ଭାଙ୍ଗିଲେ ଘରେ ଚୂଲି ଜଳେ, ନହେଲେ ଖାଡ଼ା ଉପାସ। ଦିନ ଆରମ୍ଭ ହୁଏ ପଥରରୁ, ଆଉ...

february-guidelines
ରାଜ୍ୟ ଜାରି କଲା ଫେବ୍ରୁଆରୀ ଗାଇଡଲାଇନ୍ : ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲା ଫେବ୍ରୁଆରୀ ମାସ ପାଇଁ କରୋନା ଗାଇଡଲାଇନ୍। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ସାମାନ୍ୟ କିଛି ପରିବର୍ତ୍ତନ ଆଣି ସରକାର ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ଲାଗୁ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,...

Maobadi
ବିଭତ୍ସ ହତ୍ୟାକାଣ୍ଡ ଘଟାଇଲେ ମାଓବାଦୀ : ୨ ଜଣଙ୍କୁ ଘରୁ ଡାକି ନେଇ ନିର୍ମମ ହତ୍ୟା

ବାଲିଗୁଡ଼ା(ଅଜିତ ଦାସ): କନ୍ଧମାଳରେ ବର୍ବରକାଣ୍ଡ ଘଟାଇଲେ ମାଓବାଦୀ। ବେଲଘର ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ଗାଁରେ ପଶି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି। ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ପାଖରେ ଗୋଟିଏ ମୃତଦେହ ପଡିଥିବା ବେଳେ ଆଉ ଗୋଟିଏ ମୃତଦେହ ଗୁଛାଗୁଡ଼ା ଗାଁ ପାଖରେ...

133745372_745961802700429_4070872970924272099_n
ଫେବୃଆରୀରୁ ବଡ଼ ପରିବର୍ତ୍ତନ; ପକେଟ ଉପରେ ପଡିବ ପ୍ରଭାବ

ଫେବୃଆରୀ ପହିଲାରୁ ଦେଶର ଅର୍ଥନୀତି ସଜାଡି ହୋଇପାରେ। ନଚେତ ବିଗିଡି ଯିବାର ମଧ୍ୟ ଅନେକ ସମ୍ଭାବନା ରହିଛି । କାରଣ ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏ ଦିନ ଅନେକ ବଡ ଘୋଷଣା ହେବାର...

nakali-ghee
କଟକରେ ନକଲି ଘିଅ କାରଖାନା ଠାବ! ମାଲିକକୁ ଅଟକ ରଖି ମର୍କତନଗର ପୋଲିସର ପଚରାଉଚରା

କଟକ (ଦେବାଶିଷ ମହାନ୍ତି) : ରାଜ୍ୟର ଚାରିଆଡ଼େ ଭେଜାଲ ସାମଗ୍ରୀ ହାଉଜାଉ। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। ରାଜ୍ୟବାସୀ ଖାଦ୍ୟ ନାଁରେ ଜହର ଖାଇବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଜିନିଷରେ...

Scientists Solve Mystery Behind Antarctica's Blood Falls
ଆଣ୍ଟାର୍ଟିକାର ରହସ୍ୟମୟୀ ରକ୍ତ ଝରଣା, ପାଣି ବଦଳରେ ଅନବରତ ବହୁଥାଏ ରକ୍ତ . . . .

ବିଚିତ୍ର ବିଶ୍ୱର ବିଚିତ୍ର ତଥା ଭୟଙ୍କର ଝରଣା। ଏବେ ବି ରହସ୍ୟଘେରରେ ଆଣ୍ଟର୍କାଟିକାର ଟେଲର ଗ୍ଲେସିୟରର ବୋହୁଥିବା ରକ୍ତ ଝରଣା। କଳ କଳ ନାଦରେ ପାହାଡ଼ ଉପରୁ ତଳକୁ ବୋହି ଆସୁଥିବା ଝରଣା ପାଣି ଖୁବ ମନୋରମ ଲାଗୁଥିବା ବାଳେ ଏହି ଝରଣା କଥା ଶୁଣିଲେ ଛାତିରେ ଛନକା...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।