• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

cp-pressmeet
ମୁଣ୍ଡକାଟ ରହସ୍ୟର ଖୁଲାସା: ବିବାହ ବିବାଦରୁ ହୋଇଛି ହତ୍ୟାକାଣ୍ଡ, ପ୍ରଥମେ ତଣ୍ଟି ଚିପିବା ପରେ ମୁଣ୍ଡ କାଟିଥିଲା ଅଭିଯୁକ୍ତ

ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ହଟିଲା। ପ୍ରେସମିଟରେ ରହସ୍ୟର ଖୁଲାସା କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ବିବାହକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତାରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ...

sunamuhin dam
ଖଣ୍ଡପଡାର ସୁନ୍ଦରୀ ସୁନାମୁହିଁ : ଡ୍ୟାମ ନିକଟସ୍ଥ ପ୍ରାକୃତିକ ଶୋଭାରାଜି ଓ ଅସ୍ତଗାମୀ ସୂର୍ଯ୍ୟଙ୍କ ସୁନେଲି କିରଣ ଦର୍ଶକଙ୍କ ମନ ମୋହୁଛି

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ସୁନାମୁହିଁର ସୌନ୍ଦର୍ଯ୍ୟରେ ବିମୋହିତ ଦର୍ଶକ।ଏହି ସ୍ଥାନ ପ୍ରକୃତିର ଅସାଧାରଣ ଅପରୂପ। ବିଦେଶର ନୁହେଁ ବରଂ ଆମ ରାଜ୍ୟ ଓଡ଼ିଶାର ଏକ ଅଳ୍ପ ପରିଚିତ ପର୍ଯ୍ୟଟନସ୍ଥଳୀ। ସାଧାରଣତଃ ଆମେ କୌଣସି ସୁନ୍ଦର ଛବି ଦେଖିଲେ ମନରେ ପ୍ରଶ୍ନ...

135250793_134731711830688_2142624355856633506_n
ଶିକୁଳିରେ ବନ୍ଧା ପଡ଼ିଛି ଜୀବନ : ଚାଳଘର ଆଗରେ ଛଳଛଳ ଆଖିରେ ବାପା ଗୋଡ଼ରେ ବେଡ଼ି ପକାଉଛି କୁନିଝିଅ

ଭଦ୍ରକ( ପାର୍ଥସାରଥି ନାୟକ) : ବାପା ଗୋଡ଼ରେ ବେଡ଼ି ପକାଉଛି କୁନି ଝିଅ। ଚାଳଘର ଆଗରେ ଲୁହା ଶିକୁଳିର ବନ୍ଧା ପଡ଼ିଛି ଜୀବନ। ଆଜି ନୁହେଁ ଦୀର୍ଘ ୨ରୁ୩ ବର୍ଷ ହେଲା ଏମିତି ବନ୍ଧା ପଡ଼ିଛନ୍ତି ଭଦ୍ରକର ଖଗେନ୍ ନାୟକ। ଆଉ ଛଳଛଳ ଆଖିରେ ବାପାକୁ ଶିକୁଳିରେ ବାନ୍ଧିବାକୁ...

rajyasabhare
ପ୍ୟାଙ୍ଗଙ୍ଗ୍ ହ୍ରଦରୁ ପଛକୁ ହଟିବେ ଉଭୟ ଦେଶର ସେନା’: ସଂସଦରେ ବିବୃତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ଚୀନ ସହ ସୀମା ବିବାଦ ନେଇ ଭାରତକୁ ବଡ ସଫଳତା।  ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପାଙ୍ଗଙ୍ଗ୍ ହ୍ରଦ ନିକଟରୁ ଉଭୟ ଦେଶର ସେନା ପ୍ରତ୍ୟାହାର ହେବ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ କହିଛନ୍ତି।ପାଙ୍ଗଙ୍ଗ୍ ହ୍ରଦ ନିକଟରୁ ସମ୍ପୂର୍ଣ୍ଣ ସେନା...

marriage
ଗଳିରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି : ମୁଖ୍ୟମନ୍ତ୍ରୀ ମହାଶୟ କୁହନ୍ତୁ, ମୋ ବର କିପରି ଆସିବ?

ଗଳିରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି : ବିବାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଯୁବତୀ ପ୍ରଶ୍ନ ? କିପରି ଆସିବେ ବରଯାତ୍ରୀ, ମୁଁ ବାହାହେବି କେମିତି ?

Tanzania
ତାଞ୍ଜାନିଆରେ ଅଜଣା ରୋଗର ଆତଙ୍କ : ରକ୍ତ ବାନ୍ତି କରି ଜୀବନ ହାରୁଛନ୍ତି ରୋଗୀ

ତାଞ୍ଜାନିଆରେ ଅଜଣା ରୋଗ, ରକ୍ତ ବାନ୍ତି କରିବା ପରେ ଟଳି ପଡ଼ୁଛନ୍ତି ରୋଗୀ ଏହି ରୋଗରେ ଏବେ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଚିକିତ୍ସିତ ହେଉଛନ୍ତି ହେଲେ ଅଜଣା ରୋଗର ରହସ୍ୟ ପ୍ରକାଶ କରିଥିବା ଅଧିକାରୀଙ୍କୁ ନିଲମ୍ବିତ କଲେ ତାଞ୍ଜାନିଆ ସରକାର କରୋନା ମହାମାରୀ...

collage (18)
ଧାନ ବିକ୍ରି ସମସ୍ୟା:ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ

ସୁନ୍ଦରଗଡ଼ : ଧାନ ବିକ୍ରି ସମସ୍ୟାକୁ ନେଇ ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ। ମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି। ଆଜି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ଆଗରେ ଏହି ଘଟଣା ଘଟିଛି।  ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଆସିଥିବା ମନ୍ତ୍ରୀ...

couple-skiing
ବରଫ ଉପରେ ଦୁଃସାହସିକ କ୍ରୀଡ଼ା : ଧୋତି ଆଉ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କଲେ ଭାରତୀୟ ଦମ୍ପତି

ବରଫ ଉପରେ ଦୁଃସାହାସିକ କ୍ରୀଡା। ଧୋତି ଓ ଶାଢ଼ି ପିନ୍ଧି ବରଫ ଉପରେ ସ୍କିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷ ସ୍କିଂ କରିଛନ୍ତି ଭାରତୀୟ ଦମ୍ପତି।ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି ଦିବ୍ୟା ଓ ମଧୁଙ୍କର ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି, ଯାହାକୁ ବେଶ୍...

olx
OLXରେ ଓ୍ୱାସିଂମେସିନ୍ ବିକ୍ରି ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା

ଭୁବନେଶ୍ୱର:  ଅନଲାଇନରେ ଓ୍ୱାସିଂମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା। ୧୯ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଲୁଟେରା। ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶମା ମହାପାତ୍ର ଓଏଲ୍ଏକ୍ସରେ ନିଜ ଓ୍ୱାସିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର...

college reopen
ଆରମ୍ଭ ହେଲା +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଠପଢ଼ା : କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି

ଆଜିଠାରୁ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ ଆରମ୍ଭ ହେଲା କଲେଜ, ବିଶ୍ୱବିଦ୍ୟାଳୟରେ କ୍ଲାସ୍ +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ କ୍ଲାସ୍ ଆରମ୍ଭ କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାର ହେବ କଡ଼ାକଡ଼ି ପାଳନ ଭୁବନେଶ୍ୱର: ଦୀର୍ଘ ୧୦...

minor girl
ନାବାଳିକା କୋଳରେ ଶିଶୁପୁତ୍ର : ବିବାହର ପ୍ରତିଶ୍ରୁତି ଦେଇ ଧୋକାବାଜ ପ୍ରେମିକ ଫେରାର

ବାସୁଦେବପୁର(କିର୍ତ୍ତୀ ଦାସ): ପୁଣି ଲଭ୍-ସେକ୍ସ-ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ନାବାଳିକା ସହ ପ୍ରେମ କରି ପ୍ରତାରଣା। ପ୍ରେମିକ ଫେରାର ହୋଇଯାଇଥିବା ବେଳେ, ମା ହୋଇଥିବା ନାବାଳିକାଟି ଏବେ ସ୍ତ୍ରୀର ସ୍ୱୀକୃତି ମାଗୁଛି। ଆଉ କଅଁଳ ଶିଶୁଟି ବାପର ପରିଚୟ ପାଇଁ ଅନାଇ ରହିଛି । ପ୍ରେମିକ...

Bus
ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଶାଖାପାଟଣା:  ଚଳନ୍ତା ବସରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବିଶାଖାପାଟଣା ପାଇକରାଓପେଟା NH୫ ନିକଟରେଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଜଳିଯାଇଛି। ସର୍ଟସର୍କିଟ ହୋଇ ବସରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ବସରେ ଡ୍ରାଇଭର, ହେଲପରଙ୍କ ସମେତ ୩୨ ଜଣ ଯାତ୍ରୀ ଥିଲେ। ତେବେ ସବୁଠାରୁ...

Rajeb-kapoor
୫୮ ବର୍ଷ ବୟସରେ ଅଭିନେତା ରାଜୀବ କପୁରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ ବଲିଉଡର ବରିଷ୍ଠ ଅଭିନେତା ରାଜୀବ କପୁର। ୫୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଜୀବ। ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଅଭିନେତା। ବଲିଉଡ଼୍ ସିନେମାର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ସାନ ପୁଅ  ତଥା ଲୋକପ୍ରିୟ ଅଭିନେତା ଋଷି...

shankar narayan
ଧଳା ଧୋତି ସାଙ୍ଗକୁ ଧଳା ଗଞ୍ଜି, ଆଉ କାନ୍ଧରେ ନାଲି ଗାମୁଛା: ମଫସଲି ମଣିଷ ପରି ସାଧାରଣ ଜୀବନ ବିତାଉଛନ୍ତି ରିଟାୟାର୍ଡ IAS

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଧଳା ଧୋତି ସାଙ୍ଗକୁ ଧଳା ଗଞ୍ଜି, ଆଉ କାନ୍ଧରେ ନାଲି ଗାମୁଛା। ନା ଅଛି ବଡ଼ ଗାଡ଼ି ଓ ନା କୋଠାବାଡ଼ି। ଆଜିର ଯୁଗରେ ବି ତାଙ୍କ ପାଖରେ ମୋବାଇଲ୍ ଖଣ୍ଡେ ବୋଲି ନାହିଁ। ସହରୀ ଜୀବନର ଆଡ୍ଡାଚଉଡ଼ା ନୁହେଁ ତାଙ୍କ ପାଇଁ ବଡ଼...

Police Commissioner Sudhanshu Sarangi
ମାସକରେ ୧୨୦୭ ଫ୍ରଡ୍ କଲ୍ : ସିପି

ମାସକରେ ୧୨୦୭ ଫ୍ରଡ୍ କଲ୍ ସାଇବର ଠକେଇ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ ରାଜ୍ୟରେ ମୋଟ ଠକେଇ ହୋଇଛି ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଭୁବନେଶ୍ୱରରେ ୩୬୮ଟି ଫ୍ରଡ୍ କଲ୍ ଦ୍ୱାରା ଅଧ କୋଟି ଟଙ୍କା ଲୁଟ୍  ଆହୁରି ୭ ଲକ୍ଷ ୧୯ ହଜାର ଟଙ୍କା...

Sonu-Sood
ଅସହ୍ୟ ହେଲା ଦୁଷ୍ଟ ମାଙ୍କଡ଼ର ଦୌରାତ୍ମ୍ୟ: ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଲେ ଗ୍ରାମବାସୀ . . .

ନୂଆଦିଲ୍ଲୀ: ମାଙ୍କଡ଼ ତଡ଼ିବାରେ ଗ୍ରାମବାସୀଙ୍କୁ ସାହାଯ୍ୟ କରିବେ ଗରିବଙ୍କ ମସିହା। ତାଲାବନ୍ଦ ସମୟରେ ଶ୍ରମିକଙ୍କ ଭଗବାନ୍ ସାଜିଥିବା ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏବେ ମାଙ୍କଡ଼ ତଡ଼ିବେ। କଥାଟି ଟିକିଏ ଅଜବ ଲାଗୁଥିଲେ ବି, ସମ୍ପୂର୍ଣ୍ଣ ସତ। ମହାମାରୀରେ ଜୀବନ ସହ ସଂଗ୍ରାମ କରୁଥିବା ମଣିଷଙ୍କ ମୁହଁରେ...

sonepur
ଦାରିଦ୍ର୍ୟର କଷାଘାତ ଭିତରେ ପରିବାରର ୩ ଦିବ୍ୟାଙ୍ଗ

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ଗୋଟିଏ ପଟେ ଦାରଦ୍ର୍ୟତା, ଅନ୍ୟପଟେ ପରିବାରରେ ତିନି ତିନି ଜଣ ଦିବ୍ୟାଙ୍ଗ। ଏହି ଭଳି ସ୍ଥିତିକୁ ନେଇ ଚିନ୍ତାରେ ପୂରା ପରିବାର। ଲୁହ ପୋଛିବାକୁ କେହି ନାହାନ୍ତି। ଜଣେ ଜଣକୁ ସାହାଯ୍ୟ କରିବାକୁ ଅକ୍ଷମ। ଏ ଦୁଃଖଦ କାହାଣୀ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା...

OTV-PORTAL-asahaya-portal
ବିଛଣାରେ ପଡି ପଡ଼ି ନର୍କଯନ୍ତ୍ରଣା ଭୋଗୁଛି ଭେଣ୍ଡିଆ ପୁଅ : ପରିଣତ ବୟସରେ ଘାଣ୍ଟି ହେଉଛନ୍ତି ବିଧବା ମା'

ପୁଅ ନିଜେ ଖାଇପାରୁନି, ଚାଲି ପାରୁନି କି କଥା କହିପାରୁନି। ଭେଣ୍ଡିଆ ପୁଅର ଅବସ୍ଥା ଦେଖି ସହ୍ୟ କରିପାରିଲେନି ବାପା। ପୁଅ କଥା ଚିନ୍ତା କରି କରି ଆରପାରିକୁ ଚାଲିଗଲେ। ଏବେ  ସେମାନେ ସମ୍ପୂର୍ଣ୍ଣ ନିରାଶ୍ରୟ। ଏ ବୟସରେ ପୁଅର ଏପରି ଦଶା ଦେଖିବାର ଥିଲା କହି  ବିକଳ...

121943453_3702558863164461_7536466257296732586_n
୫ ବର୍ଷ ପରେ ସ୍ୱାମୀସ୍ତ୍ରୀଙ୍କର ଦେଖାସାକ୍ଷାତ : ଏତେ ଦିନ ପରେ ପରିବାର ଲୋକଙ୍କୁ ଦେଖି ଭାବବିହ୍ୱଳ ହୋଇଗଲେ ମେଦିନପୁର ଅଞ୍ଚଳର ଜୟା ବିବି

ଦୀର୍ଘ ୫ ବର୍ଷର ଅପେକ୍ଷା, ଆଉ ଏବେ ସ୍ୱାମୀସ୍ତ୍ରୀଙ୍କର ଦେଖାସାକ୍ଷାତ ଏତେ ଦିନ ପରେ ସ୍ୱାମୀଙ୍କୁ ଦେଖି ଅମାନିଆ ଲୁହ ବୋଲ ମାନୁନି ଛଳଛଳ ଆଖିରେ ସ୍ତ୍ରୀକୁ ପାଖରେ ପାଇଁ ଖୁସିରେ ଆତ୍ମହରା ସ୍ୱାମୀ ପୁଣି ଥରେ ପରିବାର ଲୋକଙ୍କୁ ଦେଖି ଭାବବିହ୍ୱଳ ହେଲେ ମେଦିନପୁର ଅଞ୍ଚଳର ମହିଳା...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।