• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

lekhashree
ଧାନ କିଣା ସମସ୍ୟାକୁ ନେଇ ଆନ୍ଦୋଳନ, କାଲି ପଶ୍ଚିମାଞ୍ଚଳ ଆରଡ଼ିସି ଅଫିସ୍ ଘେରାଉ କରିବ ବିଜେପି

ଭୁବନେଶ୍ୱର : ରାଜ୍ୟରେ ଧାନ କିଣାରେ ସମସ୍ୟାକୁ ନେଇ ବିଜେପି କରିବ ଆନ୍ଦୋଳନ । ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ରାସ୍ତା ଅବରୋଧ ଓ ଦାବି ସତ୍ତ୍ୱେ ମଣ୍ଡିଗୁଡ଼ିକରେ ଧାନ କିଣା ଯାଉନଥିବାରୁ ବିଜେପି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି  । ଆସନ୍ତାକାଲି ସମ୍ବଲପୁରରେ ପଶ୍ଚିମାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ...

7am-puri
ହଟିବ କଟକଣା, କାଲି ଠାରୁ ବିନା କୋଭିଡ଼୍ ରିପୋର୍ଟରେ କାଳିଆ ଦର୍ଶନ

ପୁରୀ (ମଧୁସୁଦନ ମିଶ୍ର) : ଆଉ ମାତ୍ର ଦିନକର ବ୍ୟବଧାନ, ବିନା କୋଭିଡ଼୍ ରିପୋର୍ଟରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ଭକ୍ତ । ବଡଠାକୁରଙ୍କ ଦର୍ଶନ ନପାଇ ଆସନ୍ତାକାଲି ଠାରୁ କାଳିଆ ଦୁଆରୁ ଭକ୍ତ ଆଉ ମନଦୁଃଖରେ ଫେରି ଯିବନି ।  ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର...

odia-puanku-guru-daitya
ଦେଶରେ ବଢ଼ୁଛି ଓଡ଼ିଆଙ୍କ ପତିଆରା, ଏଲଆଇସି MD ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର : ଦେଶରେ ବଢ଼ିବାରେ ଲାଗିଛି ଓଡ଼ିଆଙ୍କ ପତିଆରା । ବଡ଼ ବଡ଼ ପଦବୀରେ ଓଡ଼ିଆ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପ୍ରଥମ ଓଡ଼ିଆ ରୂପରେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ ଭାବେ ଚୟନ ହେବାର ଘୋଷଣାର ଦିନକ ପରେ ଆଉ...

collage (7)
ରାଗରେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଲା ଡ୍ରାଇଭର . . . ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ

ରାଗରେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଲା ଡ୍ରାଇଭର ପାରାଦ୍ୱୀପ(ରମାକାନ୍ତ ନାୟକ) : ରାଗରେ ପୋଲିସ ଗାଡି ଉପରେ କୋଇଲା ବୋଝେଇ ଟ୍ରକ ଚଢାଇ ଦେଲା ଡ୍ରାଇଭର । ଫଳରେ ପିସିଆର ଗାଡ଼ି ଓ ଗୋଟିଏ ବାଇକ କ୍ଷତିଗ୍ରସ୍ତ ହୋଇଛି । ଟ୍ରକ ଡ୍ରାଇଭରକୁ ପାରାଦ୍ୱୀପ ପୋଲିସ...

patato
ପ୍ରକୃତିର ଚମତ୍କାର ! ଗୋଟିଏ ଗଛରେ ଦୁଇ ପ୍ରକାର ଫଳ, ଆଳୁ ଗଛରେ ଫଳିଛି ଟମାଟୋ

ପାରାଦ୍ୱୀପ (ରମାକାନ୍ତ ନାୟକ) : ପ୍ରକୃତିର ଚମତ୍କାର । ଆଳୁ ଗଛରେ ଫଳିଛି ଟମାଟୋ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଗଦିଆ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଶଙ୍କର ସ୍ୱାଇଁଙ୍କ ବାଡ଼ିରେ ଲଗାଯାଇଥିବା...

7
ବାପା ନା ରାକ୍ଷସ, ପାଠ ପଢ଼ାରେ ମନଦେଲାନି ବୋଲି ପୁଅ ଦେହରେ ନିଆଁ ଲଗାଇଦେଲା . .

ହାଇଦ୍ରାବାଦ : ପୁଅକୁ ଦେହରେ ନିଆଁ ଲଗାଇ ଦେଲା ରାକ୍ଷସ ବାପା ।  ପାଠ ପଢ଼ିଲାନି ବୋଲି ୧୦ ବର୍ଷର ପୁଅ ଦେହରେ ନିଜ ବାପା ନିଆଁ ଲଗାଇ ଦେଇଛି । ଫଳରେ କୁନି ପୁଅର ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଛି । ଚିକିତ୍ସା ପାଇଁ ତାଙ୍କୁ ଏକ...

michhei-kanya
ବରକୁ ଲୁଟିଲା ମିଛେଇ କନିଆ, ବିବାହ ପାଇଁ ୬ ଲକ୍ଷର ସପିଂ. . . .

ଲକ୍ଷ୍ନୌ : ବରକୁ ଲୁଟିଲା କନ୍ୟା । ବିବାହ ପୂର୍ବରୁ ବର ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରିଲା କନ୍ୟା । ୬ ଲକ୍ଷ ଟଙ୍କାର ସପିଂ କରି ଯୁବତୀ ଜଣକ ଫେରାର ହୋଇଥିବା ଅଭିଯୋଗ ହୋଇଛି । ୟୁପିର ଲକ୍ଷ୍ନୌ ସହରରେ ଘଟିଛି...

corona-tika
ଏବେ ମନାକଲେ ପରେ ମାଗଣାରେ ମିଳିବନି କରୋନା ଟିକା

ଭୁବନେଶ୍ୱର : ପରେ ମାଗଣାରେ ମିଳିବନି କରୋନା ଟିକା । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବା ପାଇଁ ଚୟନ କରାଯାଇଛି । ହେଲେ ଏବେ କିଛି  ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବାକୁ ମନା କରୁଛନ୍ତି ।  ବର୍ତ୍ତମାନ  ଯଦି ସ୍ୱାସ୍ଥ୍ୟକର୍ମୀମାନେ ଟିକା ନନେବେ, ପରେ ସେମାନଙ୍କୁ...

sulia-ptha
ଶୁଲିଆ ପୀଠରେ ପୁଣି ପଡ଼ିଲା ବଳି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ । କରୋନା କଟକଣା ଭିତରେ ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ବଳି ପଡ଼ିଛି । ବଡ଼ଖଳା ଓ ସାନଖଳାରେ ମାନସିକଧାରୀ ବଳି ପକାଇଛନ୍ତି । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ପଡ଼ିଛି...

collage (6)
ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା, ଧାନ ମଣ୍ଡିରେ ଅବ୍ୟବସ୍ଥା . . .ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ

ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ମୟୂରଭଞ୍ଜ : ପୁଣି ଥରେ ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର କଳମଗାଡ଼ିଆ ପଞ୍ଚାୟତ ନାକଚିଡା ଗାଁରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ରାସ୍ତା ଭଲ ନଥିବାରୁ ଗାଁକୁ ୧୦୮ ଆମ୍ବୁଲାନ୍ସ ଆସିପାରିନଥିଲା...

1pm-usuna-cauala
ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର

ଭୁବନେଶ୍ୱର : ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ବିଜେପି ଉପରେ ବର୍ଷିଛି ବିଜେଡ଼ି । ପ୍ରେସମିଟ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ । ଓଡ଼ିଶାରୁ...

accident
ଟ୍ରାକ୍ଟରକୁ ପିଟିଲା ଟ୍ରଲର : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ପାଳଲହଡ଼ା : (ରବି ନାରାୟଣ ପ୍ରଧାନ) : ଟ୍ରାକ୍ଟରକୁ ପିଟିଲା ଟ୍ରଲର । ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଝିମିରିପାଲି ନିକଟରେ ଆଜି ସକାଳେ ଗୋଟିଏ ଟ୍ରାକ୍ଟରକୁ ଦୃତ ଗତିରେ ଯାଉଥିବା ଏକ ଟ୍ରଲର ପଛପଟୁ ଧକ୍କା ଦେଇଛି । ଫଳରେ  ଟ୍ରାକ୍ଟରରେ ବସି ଯାଉଥିବା ଜଣେ...

coronavirus
କମୁଛି ସଂକ୍ରମଣ, ଆଜି ରାଜ୍ୟରେ ୧୩୪ ଜଣ ନୂଆ କରୋନା ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଲଗାତାର ଚତୁର୍ଥ ଦିନ ପାଇଁ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ତଳେ ରହିଛି ।  ଆଜି ରାଜ୍ୟରେ ୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ...

amanianku-jagiba-cctv
ଅମାନିଆ ଗାଡି ଚାଳକଙ୍କୁ ଜଗିବ କ୍ଲୋଜସର୍କିଟ୍ କ୍ୟାମେରା

ଭୁବନେଶ୍ୱର( ଅତୁଲ୍ୟ ବାଉତ) : ଜାତୀୟ ରାଜପଥରେ ଅମାନିଆ ଗାଡି ଚାଳକଙ୍କୁ ଜଗିବ କ୍ଲୋଜସର୍କିଟ୍ କ୍ୟାମେରା । ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ । ଏନ୍ଏଚର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଏହି...

winter
୨୪ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ନାହିଁ, କେଉଁ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ?

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନ ହେବନାହି ।  ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ଓ ଖରାଟିଆ ପାଗ ରହିବ। ତେବେ ଏହାପରେ ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୪ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୨ଡିଗ୍ରୀ ଯାଏଁ...

birala-record
କାଶ୍ମୀରରୁ କନ୍ୟାକୁମାରୀ, ଗୋଟିଏ ଗୋଡ଼ରେ ୨୮୦୦ କିମି ସାଇକେଲ ଚଳାଇ ନୂଆ କୀର୍ତ୍ତିମାନ କଲେ ତାନ୍ୟା ଡାଗା

ରାଜଗଡ : ତାନ୍ୟା ଏକ କାହାଣୀ, ତାନ୍ୟା ଏକ ପ୍ରେରଣା, ତାନ୍ୟା ଏକ ଆଶାର କିରଣ । ସେହି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯେଉଁମାନେ କଠିନ ପରିସ୍ଥିତିରେ ହାର ମାନିଯାଆନ୍ତି । ସମୟର ପ୍ରତିକୂଳ ସ୍ରୋତ ଛଡ଼ାଇ ପାରିଲାନ୍ତି ଆତ୍ମବିଶ୍ୱାସ ।  ଗୋଡ଼ ହରାଇଲା ପରେ ବି...

Live-loot
ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ, ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ଲୁଟେରା

କେନ୍ଦ୍ରାପଡା(ମନୋଜ କୁମାର ସ୍ୱାଇଁ)  : ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ । କେନ୍ଦ୍ରାପଡ଼ା ବଣିଆମାଳରେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଗଲା ଲୁଟେରା ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଖୋଳତାଡ କରୁଛି । ଅଭିଯୋଗ ଅନୁସାରେ, ବଳଭଦ୍ର...

134109353_3820168034670336_8861673869264240414_n
ବୟସର ଅପରାହ୍ନରେ ନିଃସଙ୍ଗ ଆଉ ଅସହାୟ, ଘରୁ ତଡ଼ିଦେଲେ ପୁଅବୋହୂ

ସୋର (ଶଶିକାନ୍ତ ବେହେରା) : ବୟସର ଅପରାହ୍ନରେ ନିଃସଙ୍ଗ ଆଉ ଅସହାୟ । ଜୀବନର ସଞ୍ଜ ନଇଁ ଆସିଛି ।  ବଳ ବୟସ ଚାଲିଗଲାଣି । ଅଣ୍ଟା ସଳଖି ଛିଡ଼ା ହେବା କଷ୍ଟକର । ଯେଉଁ ବୟସରେ ବୋହୂ ପରସା ଖାଇ ଘରେ ନାତିନାତୁଣୀଙ୍କ ସହ ଖେଳିବା କଥା,...

news_210116_COLOUR_CAULI_FLOWER_PKG_SK
ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା, ଚାଷୀ ଉତ୍ତମ ସାହୁଙ୍କ ଭିନ୍ନ ପ୍ରୟାସ

ବଣାଇ (ରଞ୍ଜିତ ଚୌଧୁରୀ)  : ବାଡ଼ିରେ ମେଲିଛି ରଙ୍ଗବେରଙ୍ଗୀ କୋବିର ପସରା । ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କିନ୍ତୁ ଧଳା ସବୁଜ ସହ ହଳଦିଆ ଓ ବାଇଗଣୀ ରଙ୍ଗର କୋବି ଚାଷ କରି ଚର୍ଚ୍ଚାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଉତ୍ତମ...

collage (3)
ରାସ୍ତା ନଥିବାରୁ ଅସୁସ୍ଥ ବୃଦ୍ଧାଙ୍କୁ ତିନି କିଲୋମିଟର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ . . .ନଜର ପକାନ୍ତୁ ରାଜ୍ୟର କିଛି ପ୍ରମୁଖ ଖବର ଉପରେ . . .

ରେଳଧରଣାରେ କାମ କରୁଥିବା ବେଳେ ଛିଣ୍ଡିଲା ବିଦ୍ୟୁତ ତାର, ଶ୍ରମିକ ଗୁରୁତର ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତାରୋକ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।