କର୍ଣ୍ଣାଟକ ଧାରୱାଡ଼ରେ ସଡ଼କ ଦୁର୍ଘଟଣା, ମିନି ବସକୁ ଧକ୍କା ଦେଲା ଟ୍ରକ୍ ଡ୍ରାଇଭର ସମେତ ମିନି ବସରେ ବସିଥିବା ୧୭ ମହିଳା ଡାକ୍ତର ମୃତ ୧୦ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି ସିଙ୍ଗଲ୍ ଲେନ୍ ରାଜପଥରେ ପ୍ରତିଦିନ ଦୁର୍ଘଟଣା, ଲୋକେ ଅସନ୍ତୁଷ୍ଟ ଧାରୱାଡ଼ : କର୍ଣ୍ଣାଟକର...
ଜୟପୁର : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଛିଟା। ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ସ୍ୱାମୀ ବିଶ୍ୱାସରେ ବିଷ ଦେଇ ସ୍ତ୍ରୀର ଇଜ୍ଜତକୁ ବଜାରରେ ନିଲାମ କରିଦେଲା। ସବୁଦିନ ପାଇଁ ରକ୍ଷା କରିବାର ଭରସା ଦେଇ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା...
ଭୋପାଳ : ଇଚ୍ଛା ଶକ୍ତି ଆଗରେ ବୟସ ବାଧକ ସାଜେନି । କଠିନ ପରିଶ୍ରମ ଦ୍ୱାରା ଅସମ୍ଭବ ବି ସମ୍ଭବ ହୋଇପାରେ । କିଛି ଭିନ୍ନ କରିବାର ମନୋବୃତ୍ତି ସଫଳତା ସାଉଣ୍ଟିବାରେ ସହାୟକ ହୁଏ । ଆଉ ଏପରି କିଛି କରି ଅଳ୍ପ ବୟସରେ କମାଲ କରିଛନ୍ତି ମଧ୍ୟପ୍ରଦେଶର...
ଭୁବନେଶ୍ୱର : ରାଜ୍ୟରେ୧୧ଟା ୦୫ରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଟିକା ନେଇଛନ୍ତି । ବିରଞ୍ଚି ନାଏକ...
ମୃତ୍ୟୁ ପରେ ଅମର ହୋଇଗଲେ କୁନି ଝିଅ ଧନିଷ୍ଠା । ବୟସ ମାତ୍ର ୨୦ ମାସ । ଦୁନିଆକୁ ଅଲବିଦା କହିବା ପୂର୍ବରୁ ମାତ୍ର ୨୦ ମାସର ଛୋଟିଆ ଝିଅଟି ଅଙ୍ଗଦାନ ପରି ମହତକର୍ମ କରି ୫ ଜଣଙ୍କୁ ନୂଆ ଜୀବନ ଦେଇଛି । ହସକୁରି କୁନି ଝିଅଟି ତା’...
ମୁମ୍ବାଇ : ସ୍ୱାମୀ ସାଜିଲା ସଇତାନ୍। ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ପିଶାଚ ସ୍ୱାମୀ। ଟ୍ରେନରୁ ଖସିପଡ଼ିବା ପରେ ମହିଳା ଜଣକର ମୃତ୍ୟୁ ହୋଇଛି । ଗତ ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି । ଲୋକାଲ ଟ୍ରେନରେ ଯାଉଥିବା ବେଳେ ଚେମ୍ବୁର ଏବଂ ଗୋଭାଣ୍ଡି ରେଳ ଷ୍ଟେସନ...
ଉତ୍ତର କୋରିଆ : ଭଉଣୀକୁ ସହିପାରୁ ନାହାନ୍ତି ଅବିଶ୍ୱାସୀ କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍ । ଘର, ପରିବାର ଲୋକ, ବିଶ୍ୱସ୍ତ ଲୋକ କାହା ଉପରେ ଭରସା ନାହିଁ। ସରକାରଙ୍କ ପ୍ରତି ବିଶ୍ଵସ୍ଥ ରହିବା ଓ କୌଣସି କଥାର ବିରୋଧ ନ କରିବା ତାଙ୍କ ଶାସନର ମୂଳ...
ମୁମ୍ୱାଇ : ୩୫ ବର୍ଷୀୟ ପ୍ରନ୍ସିପାଲଙ୍କୁ ଯୌନ ଶୋଷଣ ଏବଂ ଅସଦାଚରଣ କରୁଥିବା ଅଭିଯୋଗରେ ଦୁଇଜଣ ଯୁବକ ଗିରଫ । ପୀଡ଼ିତାଙ୍କ ଅଭିଯୋଗ ପରେ ମହାରାଷ୍ଟ୍ରର ୱାଡାଲା ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କୁ ଫୋନ୍ କରି ଅଶ୍ଳୀଳ କଥାବାର୍ତ୍ତା କରିବା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ...
କଟକ (ନିରଞ୍ଜନ ରେଡ୍ଡୀ): କେମିତି ଅଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ପ୍ରଜ୍ଞାନ ଓଝା ? ମାତ୍ର ୧୦ ବର୍ଷରୁ କ୍ରିକେଟ ଖେଳିବା ଆରମ୍ଭ କରିଥିବା ବିଗତ ଦିନର ଏହି ଚର୍ଚ୍ଚିତ ସ୍ପିନର୍ ଖେଳରୁ ଅବସର ପରେ ଅନୁଭୂତି ବଖାଣିଛନ୍ତି । ଜଣେ ଖେଳାଳି ହିସାବରେ କ୍ରିକେଟରୁ...
ସୁନ୍ଦରଗଡ଼ : ଦୁର୍ଘଟଣାର ଦିନକ ପରେ ବି ଉଠି ପାରୁନି ମୃତଦେହ। ଦୁଇଟି ମୃତଦେହକୁ ଅଟକ ରଖିଛନ୍ତି ଲୋକେ । ସୁନ୍ଦରଗଡ଼ ତଳସରାରେ ଏଭଳି କିଛି ଘଟଣା ଘଟିଛି । ଗତକାଲି ଦୁଇ ବାଇକ୍ ଆରୋହୀଙ୍କୁ ଏକ ବୁଲେରୋ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ...
ରହସ୍ୟଘେରରେ ବିଶ୍ୱର ରହସ୍ୟମୟୀ ହ୍ରଦ । ହ୍ରଦର ପାଣି ଛୁଇଁଲେ ପଥର ପାଲଟି ଯାଉଛନ୍ତି ମଣିଷ, ପଶୁପକ୍ଷୀ, କୀଟପତଙ୍ଗ । ଉତ୍ତର ତାଞ୍ଜାନିଆରରେ ଥିବା ଏହି ଚର୍ଚ୍ଚିତ ହ୍ରଦର ନିକଟବର୍ତ୍ତୀ ଅଞ୍ଚଳରେ ଜନବସତିର ଚିହ୍ନବର୍ଣ୍ଣ ନାହିଁ ।ଏହି ବିପଜ୍ଜନକ ହ୍ରଦକୁ ନେଟ୍ରନ୍ ହ୍ରଦ କୁହାଯାଏ। ଏହି ହ୍ରଦ ଚାରିପାଖରେ...
ନୟାଗଡ଼ : ସୁପ୍ରିମକୋର୍ଟରେ ପହଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲା । ନ୍ୟାୟ ପାଇବା ଆଶାରେ ନାବାଳିକାଙ୍କ ମାଆ ସୁୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ SIT ତଦନ୍ତ କରୁଛି । ଏସଆଇଟି ତଦନ୍ତ ଉପରୁ ଆସ୍ଥା ଉଠିବା ପରେ ଘଟଣାର ସିବିଆଇ ତଦନ୍ତ...
ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ବ୍ରେନ୍ ମ୍ୟାପିଂ ପାଇଁ ନାବାଳକ ଅଭିଯୁକ୍ତ ଅମଙ୍ଗ ହେଉଛି । ଆଉ ଏଥିପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କରି ଦେଇଛି ଅଭିଯୁକ୍ତ । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା ନାବାଳକ ଅଭିଯୁକ୍ତ । ତେବେ...
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ପ୍ରତିଭା କେବେ ଲୁଚି ରହେନା । କଅଁଳ ବୟସରେ କମାଲ କରୁଛନ୍ତି ବାଲେଶ୍ୱର କୁନି ଝିଅ ଅୟାନା ରାଉତରାୟ । ବୟସ ତାଙ୍କର ମାତ୍ର ୮ ବର୍ଷ, କିନ୍ତୁ ମନେ ରଖିଛନ୍ତି ଏକାଧିକ ଶ୍ଲୋକ ଓ ମନ୍ତ୍ର । ଅନର୍ଗଳ ଭାବେ ଗାଇ...
ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ମାଗଣାରେ ଖାଦ୍ୟ ମିଳିବ ନାହିଁ, ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ପଡ଼ିବ । ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ୧ ଟଙ୍କାରେ ଖାଦ୍ୟ ଦିଆଯିବାରେ କିଛି ନିୟମ ଉଲ୍ଲଂଘନ ହୋଇନାହିଁ । କାହାକୁ ମାଗଣାରେ ଖାଦ୍ୟ ଦିଆଯାଉନାହିଁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି...
ଓଡ଼ିଶାର ନମ୍ବର-୧ ଲୋକପ୍ରିୟ ଚ୍ୟାନେଲ ତରଙ୍ଗ ନେଇଆସୁଛି ନୂଆ ଧାରାବାହିକ ମଙ୍ଗଳା ଚରଣ । ନୁଆ କାହାଣୀ, ଭିନ୍ନ ଶୈଳୀ, ଓଡ଼ିଶାର ସାଂସ୍କୃତିକ ପରମ୍ପରା ତଥା ଓଡ଼ିଆ ଘରର ମୌଳିକତା ଉପରେ ଆଧାରିତ ଏହି ଧାରାବାହିକ ଆସନ୍ତା ୧୮ ତାରିଖ ସୋମବାର ସନ୍ଧ୍ୟା ୬.୩୦ରୁ ପ୍ରସାରଣ ହେବାକୁ ଯାଉଛି...
ଭଞ୍ଜନଗର (ରାଜେଶ କୁମାର ପଣ୍ଡା) : ଅବଳା ଦୁର୍ବଳା ନୁହେଁ ନାରୀର ଜୀବନ । ଯୁଦ୍ଧଭୂମିରେ ହେଉ ଅବା କର୍ମଭୂମିରେ ମହିଳା ସବୁବେଳେ ଆଗରେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମଞ୍ଜୁ । ଅଭାବ ଅନଟନ ସତ୍ତ୍ୱେ ହାର୍ ମାନିନାହାନ୍ତି । ବୃତ୍ତି ଏ ମୋ ପୋଷେ...
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗୀରରେ ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଗାଁରେ ଆସନ୍ତା ୧୯ରେ ପ୍ରସିଦ୍ଧ ସୁଲିଆ ଯାତ୍ରା ସମ୍ପନ୍ନ ହେବ । ଏ ନେଇ ଆଜି ଶୁଲିଆ ଯାତ୍ରା କମିଟୀ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । କାହିଁ କେତେ କାଳରୁ ପ୍ରତି ବର୍ଷ ପୌଷ ମାସର...
ଗୁଜରାଟ : ଅଧିକ ମଦ ପିଉଛନ୍ତି ମହିଳା । କଟକଣା ସତ୍ତ୍ୱେ ବଢ଼ୁଛି ମହିଳା ମଦ୍ୟପଙ୍କ ସଂଖ୍ୟା । ଗୁଜରାଟରେ ମଦକୁ ବ୍ୟାନ୍ କରାଯାଇଥିବା ବେଳେ ବିଗତ ୫ ବର୍ଷରେ ମହିଳା ମଦ୍ୟପଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ।୨୦୧୯-୨୦୨୦ବର୍ଷ ପାଇଁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-Five) ରିପୋର୍ଟ...
ଭୁବନେଶ୍ୱର : ମହମାରୀରୁ ମିଳିବ ମୁକ୍ତି, ରାଜ୍ୟକୁ ଆଜି ଆସୁଛି କରୋନା ସଞ୍ଜିବନୀ। ଆଜ ଅପରାହ୍ନ ୪ଟା ୨୫ରେ ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବ ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ କରୋନା ଟିକା । ତେବେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଇ ପ୍ରଥମେ ଟିକା...