• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

nirav
ପିଏନବି ଘୋଟାଲାର ଖଳନାୟକ ନିରବ ମୋଦି ଆସିବ ଭାରତ ! ପ୍ରତ୍ୟାର୍ପଣକୁ ନେଇ ରାୟ ଶୁଣାଇଲେ ବ୍ରିଟେନ କୋର୍ଟ

ଲଣ୍ଡନ: ପିଏନବି ମହାଘୋଟାଲାର ମୁଖ୍ୟ ଖଳନାୟକଙ୍କୁ ଭାରତ ଅଣାଯିବ। ପଳାତକ ହୀରା ବ୍ୟବସାୟୀ ତଥା ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ମାମଲାଣ ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି  । ଭାରତକୁ ପ୍ରତ୍ୟାର୍ପଣ ପାଇଁ ବ୍ରିଟେନ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନିରବଙ୍କୁ...

social media guideline
ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ କଡ଼ା ନିୟମ : ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରୁ ହଟିବ ଆପତ୍ତିଜନକ କଣ୍ଟେଣ୍ଟ୍

ନୂଆଦିଲ୍ଲୀ: OTT ପ୍ଲାଟଫର୍ମ , ନ୍ୟୁଜ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଫେସବୁକ, ଟ୍ୱିଟର, ନେଟଫ୍ଲିକ୍ସ, ଇନଷ୍ଟାଗ୍ରାମ ଆଦି ସମସ୍ତ ସୋସିଆଲ ମିଡିଆ ପାଇଁ କଡ଼ା ନିୟମ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ରବି ଶଙ୍କର ପ୍ରସାଦ ଏକ...

mamata
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଇ-ବାଇକ ରାଲି: ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ମମତା

କୋଲକାତା: ପେଟ୍ରୋଲ ଡିଜେଲ ଦର ବୃଦ୍ଧି ବିରୋଧରେ ଦିଦିଙ୍କ ଇ-ବାଇକ ରାଲି। ତେଲ ଦର ଆକାଶଛୁଆଁ ଥିବାବେଳେ ସଡ଼କକୁ ଓହ୍ଲାଇ ଇ-ବାଇକର ରାଲି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ। କୋଲକାତାର ମେୟର ଫିରହାଦ ହକିମଙ୍କ ଇ-ବାଇକ ପଛରେ ବସି ମମତା ବାନାର୍ଜୀ ଗଳାରେ ଏକ ମହଙ୍ଗା ମାଡ଼ର...

Padmanabha Behera
ସର୍ବାଧିକ ୫ଟି ଜିଲ୍ଲାରେ ଖର୍ଚ୍ଚ ହୋଇଛି ଖଣିଜ ପାଣ୍ଠି : ଗୃହରେ ଉଠିଲା DMF ଅର୍ଥ ଖର୍ଚ୍ଚ ସଂପର୍କିତ ପ୍ରଶ୍ନ

ଭୁବନେଶ୍ୱର: ବିଧାନସଭାରେ ଆଜି ଉଠିଛି ଜିଲ୍ଲା ଖଣିଜ ପାଣ୍ଠି ବା DMF ଅର୍ଥ ଖର୍ଚ୍ଚ ସଂପର୍କୀତ ପ୍ରଶ୍ନ। ବିଭିନ୍ନ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେର। ବିଧାୟକଙ୍କ ଉତ୍ତରରେ ସର୍ବାଧିକ ୫ଟି ଜିଲ୍ଲାରେ DMF ଅର୍ଥ ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି...

congress-fight
ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ : ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗରେ ଗଣ୍ଡଗୋଳ

ଭୁବନେଶ୍ୱର: ପଦାରେ ପଡିଲା ରାଜ୍ୟ କଂଗ୍ରେସର ଅନ୍ତରୀଣ କନ୍ଦଳ। ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବାଡିଆପିଟା ହୋଇଛନ୍ତି ଦୁଇ ଗୋଷ୍ଠୀ।  ଆଜି କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସାଧାରଣ ପରିଷଦ ବୈଠକ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ...

maharastara
ମହାରାଷ୍ଟ୍ରରେ କରୋନାର ବିସ୍ଫୋରକ ସ୍ଥିତି : ଏକ ହଷ୍ଟେଲର ୧୯୦ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହେବାପରେ ରାଜ୍ୟରେ ହଇଚଇ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ୱାସିମ ଜିଲ୍ଲାରେ ଗତକାଲି ୩୧୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୯୦ ଜଣ ଛାତ୍ରଛାତ୍ରୀ। ୱାସିମ ଜିଲ୍ଲାର ରିସୋଡ ତହସିଲର ଏକ ସ୍କୁଲ...

modi cabinet
ମାଗଣା ନୁହେଁ, ଟଙ୍କା ଦେଲେ ମୋଦିଙ୍କ ମନ୍ତ୍ରୀଙ୍କୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀଙ୍କୁ ମିଳିବନି ମାଗଣା କରୋନା ଟିକା। ଟଙ୍କା ଦେଇ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ୍ ମନ୍ତ୍ରୀ। ମହାମାରୀ ସଙ୍କଟ ମଧ୍ୟରେ ଦେଶରେ ଜୋରସୋର ଚାଲିଛି ଟିକାକାରଣ କାମ। ଏବେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଉଛି। ମାର୍ଚ୍ଚ ପହିଲାରୁ ବୟସ୍କକଙ୍କୁ ମାଗଣା ଟିକା ଦିଆଯିବ। ଆଉ...

mamata
ମର୍ଯ୍ୟାଦା ଭୁଲି ଗଲେ କି ଦିଦି? ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ଦାନବ, ରାବଣ ଏବଂ ଗୁଣ୍ଡା ସହ ତୁଳନା

କୋଲକାତା: ପଶ୍ଚିମବଙ୍ଗ ରାଜନୀତି ସରଗରମ। ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇସାରିଛି। ନିର୍ବାଚନୀ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା, ରାଜ୍ୟରେ ରାଜନୈତିକ ଗତିବିଧି ତୀବ୍ର ହୋଇଛି। ଏବେ ଠାରୁ ଶାସକ ଓ ବିରୋଧୀ ଦଳ ନିର୍ବାଚନୀ ସଭା, ରାଲି କରି ରାଜନୀତି ଜୋର୍‌ଦାର କଲେଣି...

grass cutter machine
ପେଡାଲ ମାରିଲେ ଚାଲୁଛି ଚାରି ଚକିଆ ଘାସକଟା ମେସିନ: କମାଲ୍ କଲେ ରାଉରକେଲା ଏସକେଡିଏଭି ପଲିଟେକନିକ୍‌ ଛାତ୍ରଛାତ୍ରୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିନା ଇନ୍ଧନରେ ଘାସ କାଟିବ ମେସିନ୍। ନା ଥିବ ପେଟ୍ରୋଲ କିଣାର ଟେନସନ୍, ନା ପ୍ରଦୂଷଣର ଝନଝଟ। ସିଟରେ ବସି ପେଡାଲ ମାରିଲେ ଚାଲିବ ମେସିନ। ରାଉରକେଲା ଏସ କେଡିଏଭି ପଲିଟେକ୍ନିକ କଲେଜର ଫାଇନାଲ ଇଅର ମେକାନିକାଲ ବିଭାଗର ୧୦ ଜଣ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି...

small potato
ବଢ଼ୁଛି ଠୁରୀ ଆଳୁର ଚାହିଦା: ବିନା ଶୀତଳ ଭଣ୍ଡାରରେ ବର୍ଷ ତମାମ ରହୁଛି ସତେଜ

କନ୍ଧମାଳ: ରୋଷେଇ ଘରର ରାଜା ଆଳୁ। ଆମର ନିତିଦିନିଆ ଖାଦ୍ୟର ଆଳୁର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଣୁ ବର୍ଷତମାମ ଆଳୁର ଆବଶ୍ୟକତା ବି ପଡିଥାଏ। ରାଜ୍ୟରେ ଅଧିକ ଆଳୁ ଉତ୍ପାଦନ ହୋଇପାରୁ ନଥିବାରୁ  ବାହାର ରାଜ୍ୟରୁ ଆଳୁ ଆମଦାନୀ କରି ଶୀତଳ ଭଣ୍ଡାରରେ ସଂରକ୍ଷିତ କରନ୍ତି ବ୍ୟବସାୟୀ। କିନ୍ତୁ...

kalia scheme
କାଳିଆ ଯୋଜନାରେ ଲକ୍ଷେ ଟପିଲା ଅଯୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: କାଳିଆ ଯୋଜନାରେ ଲକ୍ଷେ ଟପିଲା ଅଯୋଗ୍ୟଙ୍କ ସଂଖ୍ୟା । ଆଜି ବିଧାସନଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କାଳିଆ ଯୋଜନା ବାବଦରେ ପୂରା ତଥ୍ୟ ଦେବାପାଇଁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଥିଲେ। କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ନିମନ୍ତେ କାଳିଆ ଯୋଜନା ହିତାଧିକାରୀ ଚୟନରେ...

delhi-corona
କରୋନା ନେଗେଟିଭ୍ ରିପୋର୍ଟ ନ ଥିଲେ ୫ ରାଜ୍ୟବାସୀଙ୍କୁ ରାଜଧାନୀ ପ୍ରବେଶ ମନା

ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନନେଲେ ଦିଲ୍ଲୀ ମନା। ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ମଧ୍ୟରେ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀକୁ ୫ ରାଜ୍ୟର ଜନତାଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଥିବା ସୂତ୍ର ଅନୁସାରେ ଜଣାପଡ଼ିଛି। କିଛି ରାଜ୍ୟରେ ଲଗାତାର କରୋନା...

babusan
ଓଲିଉଡ ଅଭିନେତାଙ୍କ ମହାନତା : ଇଚ୍ଛା ପୂରଣ କରିବାକୁ ଯାଇ କୁନି ପ୍ରଶଂସକଙ୍କୁ ମେଡିକାଲରେ ଭେଟିଲେ ବାବୁସାନ୍

ଢ଼େଙ୍କାନାଳ: ମହାନତା ଦେଖାଇଲେ ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି। ସିନେ ପରଦାରେ ହଜାର ହଜାର ଲୋକଙ୍କ ମନ ଜିଣିଥିବା ଅଭିନେତା ରିୟଲ୍ ଲାଇଫରେ ବି ଆଜି ସମସ୍ତଙ୍କ ମନ ଜିଣି ନେଇଛନ୍ତି। ନିଜର କୁନି ପ୍ରଶଂସକର ଇଛା ପୂରଣ କରିବା ପାଇଁ ଅଚାନକ ପହଞ୍ଚି ଯାଇଥିଲେ ବଡ଼ ମେଡିକାଲରେ।...

joranda mela
ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା: ବିନା ଭକ୍ତ ଓ ସାଧୁସନ୍ଥରେ ପାଳିତ ହେବ ମାଘ ମେଳା

ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା । ବିନା ଭକ୍ତ ଓ ସାଧୁସନ୍ଥରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ମାଘ ମେଳା। ଆସନ୍ତା ଗୁରୁବାର ଠାରୁ ତିନିଦିନ ଧରି ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘମେଳା। ଆଉ ଏହାରି ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା...

dipti
ମିକ୍ସର ବିକୁଥିଲେ, କଠିନ ପରିଶ୍ରମ କରି ଏବେ ବିଏସଏଫରେ ଚାକିରି ପାଇଲେ ଅଭାବୀ ବାପାର ଝିଅ ଦିପ୍ତୀ

ପୁରୀ(ନୀଳକଣ୍ଠ ପ୍ରଧାନ,ଅଶୋକ ବ୍ରହ୍ମା):ଆତ୍ମବିଶ୍ୱାସ ଆଗରେ ହାର ମାନେ ସମସ୍ତ ବାଧାବିଘ୍ନ। ଆର୍ଥିକ ଅନଟନ କିଛି ଫରକ୍ ପକାଏନି। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆଉ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ପୁରୀ ଝିଅ ଦିପ୍ତୀ। ବାପାଙ୍କ ସହ ମିଶି ମିକ୍ସର ତିଆରି କରି ଘର...

kyc-fake
KYC ଅପଡେଟ୍ ନାଁରେ ହେଉଥିବା ଫ୍ରଡ୍ ରୋକିବାକୁ ପ୍ରୟାସ: ପରାମର୍ଶ ଜାରି କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର:  KYC ଅପଡେଟ୍ ନେଇ ସଚେତନତା। ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ KYC ଅପଡେଟ୍ ନାଁରେ ହେଉଥିବା ଠକେଇ ରୋକିବାକୁ ଓଡ଼ିଶା ପୋଲିସର ପ୍ରୟାସ କରିଛି। ଟ୍ୱିଟ କରି ଏନେଇ ପରାମର୍ଶ ଜାରି କରିଛି ଓଡ଼ିଶା ପୋଲିସ।  KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା...

cuttack
ପୁଣି ଥରେ କଟକରୁ ବାହାରିଲା ନକଲି ସାମଗ୍ରୀ: ଜଗତପୁରରେ ଠାବ ହେଲା ନକଲି ସିମେଣ୍ଟ ଫ୍ୟାକ୍ଟ୍ରି

କଟକ: ସିଲଭର ସିଟିରେ ଭେଜାଲ ସାମଗ୍ରୀ ହାଉଜାଉ। କିହବାକୁ ଗଲେ ଏ‍ବେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର ହବ୍‌ ପାଲଟିଛି କଟକ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କଟକରୁ ବାହାରିଛି ନକଲି ସାମଗ୍ରୀ। କଟକ ଜଗତପୁରରେ ଠାବ ହେଲା ନକଲି ସିମେଣ୍ଟ ଫ୍ୟାଟ୍ରି। ତର୍କିତ ଚଢ଼ାଉ...

petrol-price
’ଦର ବୃଦ୍ଧି ସାମୟିକ, ଶୀଘ୍ର ସ୍ଥିତି ସୁଧୁରିବ’: ବେଲଗାମ ତେଲ ଦର ପ୍ରସଙ୍ଗରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ

ଭୁବନେଶ୍ୱର:   ’ତୈଳ ଦର ବୃଦ୍ଧି ସାମୟିକ, ଶୀଘ୍ର ସ୍ଥିତି ସୁଧୁରିବ’। ଦେଶରେ ହୁ ହୁ ହୋଇ ତେଲ ଦର ବଢ଼ୁଥିବା ବେଳେ ଏପରି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ। ତୈଳ ଦର ସାମୟିକ ସମୟ ପାଇଁ ବୃଦ୍ଧି ପାଇଛି ବୋଲି କହିଛନ୍ତି  ଧର୍ମେନ୍ଦ୍ର ପ୍ରଧାନ। ବିଶ୍ୱ ବଜାରରେ...

school
ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ : ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।  ମହାରାଷ୍ଟ୍ର, ଗୁଜରାଟ ଭଳି କିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ...

nasa
ନାସାର ମଙ୍ଗଳ ମିଶନରେ ଭାରତୀୟ ବୈଜ୍ଞାନିକଙ୍କ ଭୂମିକା : ସ୍ୱାତୀ ମୋହନଙ୍କ ପରେ ଚର୍ଚ୍ଚାରେ ବବ୍ ବଳରାମ

ନାସାର ମଙ୍ଗଳ ମିଶନରେ ଆଉ ଜଣେ ଭାରତୀୟ  ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା ହେଲିକପ୍ଟରକୁ ତିଆରି କରିଛନ୍ତି ନାସାରେ କାର୍ଯ୍ୟରତ ବବ୍ ବଳରାମ ନୂଆଦିଲ୍ଲୀ: ନାସାର ମଙ୍ଗଳ ମିଶନ୍ ପଛରେ ଭାରତୀୟ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା ସ୍ୱାତୀ ମୋହନଙ୍କ ପରେ ଏବେ ଆଉ ଜଣେ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।