• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

priyanka gandhi
ମଥାରେ ଟୋକେଇ ଲଗାଇ ଚା ବଗିଚାରେ ଚା ପତ୍ର ତୋଳିଲେ ପ୍ରିୟଙ୍କା ଗାନ୍ଧୀ

ଦିଶପୁର: ଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ୍‌ । ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ଦଳକୁ ବଳ ଯୋଗାଇବା ପାଇଁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି।...

AMNA
ଐଶ୍ୱର୍ଯ୍ୟାଙ୍କ ଡୁପ୍ଲିକେଟ୍ : ପାକିସ୍ତାନୀ ବ୍ୟୁଟି ବ୍ଲଗର୍ ଆମନା ଇମ୍ରାନଙ୍କ ଫଟୋକୁ ନେଇ ଚର୍ଚ୍ଚା

ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ପରି ଚେହେରା, ଆଉ ତାଙ୍କ ପରି ଠାଣିବାଣୀ ସବୁ ତାଙ୍କ ପରି । ଫଟୋ ପୋଜ ମଧ୍ୟ ଦେଉଛନ୍ତି ବଲିଉଡ଼ ଅଭିନେତ୍ରୀ ତାଙ୍କ ପରି। ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଦିଶୁଛନ୍ତି ପାକିସ୍ତାନର ଜଣେ ଯୁବତୀ। ଇଣ୍ଟରନେଟରେ ଫଟୋ ଭାଇରାଲ୍ ହେବା ପରେ ପାକିସ୍ତାନୀ ବ୍ଲଗର୍‌...

gas tanker
କ୍ରେନ୍ ସାହାଯ୍ୟରେ ଉଠିଲା ଏନ୍‌ଏଚରେ ଓଲଟି ପଡ଼ିଥିବା ଆମୋନିଆ ଭର୍ତ୍ତି ଟ୍ୟାଙ୍କର

ଗଂଜାମ: ଗଂଜାମ ଜିଲ୍ଲା ପୁଇଁତଳା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଥିବା ଗ୍ୟାସ୍ ଟ୍ୟାଙ୍କର ଉଠାଯାଇଛି। ୪ଟି କ୍ରେନ ଲଗାଯାଇ ସୁରକ୍ଷିତ ଭାବେ ଗ୍ୟାସ ଟ୍ୟାଙ୍କରକୁ ଉଠାଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେଠାରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ଏହି ଟ୍ୟାଙ୍କରକୁ ଉଠାଇବା ଲାଗି ପାରାଦୀପରୁ...

murder
ଅବୈଧ ସମ୍ପର୍କ ସନ୍ଦେହରେ ସ୍ତ୍ରୀକୁ ବିଚ ରାସ୍ତାରେ ହତ୍ୟା: ହସ୍ପିଟାଲ ନେବା ପରିବର୍ତ୍ତେ ଭିଡିଓ ବନାଇଲେ ଦେଖଣାହାରୀ

ଲକ୍ଷ୍ନୌ : ଅବୈଧ ସମ୍ପର୍କ ପାଇଁ ସ୍ତ୍ରୀକୁ ମାରିଲା ସ୍ୱାମୀ। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଜଣେ ବ୍ୟକ୍ତି ସ୍ତ୍ରୀକୁ ଅବୈଧ ସମ୍ପର୍କ ସନ୍ଦେହରେ ହତ୍ୟା କରିଛନ୍ତି। ରାସ୍ତା ମଝିରେ ଛୁରିରେ ଆକ୍ରମଣ କରିଥିଲେ ସଂପୃକ୍ତ ବ୍ୟକ୍ତି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମହିଳା। ରାସ୍ତାରେ...

man-ki-bat
’ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ’: ମନ କି ବାତରେ ଓଡ଼ିଆ ଯୁବକଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଓଡ଼ିଆ ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜଗତସିଂହପୁର ଯୁବକ ସିଲୁ ନାୟକଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରାଯାଇଛି । ଚାକିରି ଛାଡ଼ି ଯୁବକଙ୍କୁ ମାଗଣାରେ ଆର୍ମି ଟ୍ରେନିଂ ଦେଉଥିବା ୨୮ବର୍ଷୀୟ ଯୁବକକୁ ଆଜି ମନେ ପକାଇବା ସହ...

puri
ଅପୂଜା ଅବସ୍ଥାରେ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ : ଏସ୍ଓପି ପ୍ରସ୍ତୁତ କରାଯାଇ ପରମ୍ପରା ବଞ୍ଚାଇ ରଖିବାକୁ ଦାବି

ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ମଧ୍ୟରୁ ରୋହିଣୀ କୁଣ୍ଡ ଅନ୍ୟତମ ରୋହିଣୀ କୁଣ୍ଡରୁ ପାଣି ଛିଞ୍ଚନରୁ ବଞ୍ଚିତ ଭକ୍ତ ଅପୂଜା ଅବସ୍ଥାରେ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ ଏସ୍ଓପି ପ୍ରସ୍ତୁତ କରାଯାଇ ପରମ୍ପରା ବଞ୍ଚାଇ ରଖିବାକୁ ଦାବି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଲେ ଆଲୋଚନା ପରେ ପଦକ୍ଷେପ ପୁରୀ(ପ୍ରଦୀପ...

reshma
ଅଜଣା ରୋଗରେ ପୀଡ଼ିତ ବାପା : ଟିଉସନ୍ କରି ପରିବାର ଚଳାଉଛଉନ୍ତି ରେସମା

ଆଳି(ବନମାଳୀ ସାହୁ): ରୋଗିଣା ବାପାର ଗୁଣମତୀ ଝିଅ। ରୋଗଶଯ୍ୟାରେ ପଡ଼ି ଛଟପଟ୍ ହେଉଛନ୍ତି ଘରର ମୁରବୀ, ପରିବାର ଚଳାଉଛି ପାଠୋଇ ଝିଅ। ରୋଜଗାରିଆ ମଣିଷ ଘର ଦୁଆରେ ପଡ଼ି ରହିବା ପରେ  ଅସହାୟ ହୋଇ  ପଡ଼ିଥିଲା ପୂରା ପରିବାର। ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁନଥିଲା ।...

congress
କଂଗ୍ରେସ ରାଜନୀତିରେ ବିଚିତ୍ର ଚିତ୍ର : ଏକାକି ନିର୍ବାଚନ ପ୍ରଚାର କରୁଛନ୍ତି ରାହୁଲ ଗାନ୍ଧି,ଜମ୍ମୁରେ ୨୩ ପୁରୁଖା ନେତାଙ୍କ ମେଳି

କାଶ୍ମୀରରେ ଏକାଠି ହେଲେ ୨୩ ବରିଷ୍ଠ ନେତା ୨୩ ନେତା ନେତୃତ୍ୱ ପରିବର୍ତ୍ତନ ନେଇ ଚିଠି ଲେଖିଥିଲେ ଗୁଲମନବୀଙ୍କ ନେତୃତ୍ୱରେ ଏକାଠି ହେଲେ ପୁରୁଖା ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ କିପରି ରହିବ ? ନୂଆଦିଲ୍ଲୀ: ଦିନ କେଇଟା ପରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ଦୋଦୁଲ୍ୟମାନ ସ୍ଥିତିରେ...

fastag
ଫାସଟ୍ୟାଗ୍ ଟୋଲ କଲେକ୍ସନରେ ରେକର୍ଡ : ଦିନକୁ ଆଦାୟ ହେଉଛି ୧୦୪ କୋଟିରୁ ଅଧିକ ଶୁଳ୍କ

ଫାସଟ୍ୟାଗ୍ ମାଧ୍ୟମରେ ୟୁଜର୍ ଫି ସଂଗ୍ରହରେ ୨୭% ଅଭିବୃଦ୍ଧି  ଗତ ଦୁଇ ସପ୍ତାହରେ ଯୋଡ଼ି ହୋଇଛନ୍ତି ଦୁଇ ଲକ୍ଷରୁ  ଅଧିକ ନୂତନ ଫାସଟ୍ୟାଗ୍ ବ୍ୟବହାରକାରୀ  ୬୪ ଲକ୍ଷରୁ ଅଧିକ କାରବାର ହୋଇଛି ନୂଆଦିଲ୍ଳୀ: ଫାସଟାଗ ମାଧ୍ୟମରେ ଟୋଲ ସଂଗ୍ରହ ରେକର୍ଡ଼ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ପ୍ରତିଦିନ ଫାସଟାଗ ଜରିଆରେ...

satakosia
ସାତକୋଶିଆ ଇକୋ ରିଟ୍ରିଟ୍‌ରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୩ଟି କଟେଜ୍, ଅଳ୍ପକେ ବର୍ତ୍ତିଲେ ଆଇପିଏସ୍ ଦମ୍ପତି

କଟକ: ନରସିଂହପୁର ଥାନା ବାଲିପୁଟ ନିକଟସ୍ଥ ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳିଗଲା କଟେଜ୍। ଅଗ୍ନିକାଣ୍ଡରେ ୩ଟି କଟେଜ୍ ସମ୍ପୂର୍ଣ୍ଣ ଜଳି ଯାଇ ଛାରଖାର ହୋଇଯାଇଛି । ଭୋର୍ ସମୟରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ ହେଉଛି। ସୌଭାଗ୍ୟବଶତଃ ଏହି ଅଘଟଣରୁ ଅଳ୍ପକେ...

mask-marriage
ବାହାଘରରେ ଅତିଥିଙ୍କୁ ମାସ୍କ ଦେବେ ଆୟୋଜକ : ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନରେ ହେବ ନବମ ଏକାଦଶ ପରୀକ୍ଷା

ଭୁବନେଶ୍ୱର : ବିବାହ ଉତ୍ସବରେ ଆସିଥିବା ଅତିଥିଙ୍କୁ ମାସ୍କ ଦେବେ ଆୟୋଜକ। ରାଜ୍ୟରେ କରୋନା ମହାମାରୀ ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍ ଜାରି କରିଛିନ୍ତି ରାଜ୍ୟ ସରକାର। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫ଶହ ଲୋକଙ୍କୁ ଅନୁମତି ଦିଆଯାଇଛି। ତେବେ...

bolangir
ସଫେଇ କାମରେ ନିୟୋଜିତ ହେବେ କିନ୍ନର : ରୋଜଗାର ଯୋଗାଇଦେଲା ବଲାଙ୍ଗିର ପୌରସଂସ୍ଥା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସ୍ୱଚ୍ଛତାର ସାରଥୀ ସାଜିବେ କିନ୍ନର। ତୃତୀୟଲିଙ୍ଗୀଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବ। କିନ୍ନର ମାନେ ଆଉ ଲୋକଙ୍କ ସାମ୍ନାରେ ହାତ ପତେଇ ଭିକ ମାଗିବେନି କି ତାଙ୍କୁ ଦୀନହୀନ ହୋଇ ଜୀବନ ବିତାଇବାକୁ ପଡ଼ିବ ନାହିଁ। ସମାଜରେ ସାଧାରଣ ମଣିଷ ପରି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ...

ପ୍ରଥମେ ୯୦ ଲକ୍ଷର ଫ୍ଲାଟ କିଣିଲେ, ତିନି ମାସରେ ସୁଡ଼ଙ୍ଗ ତିଆରି କରି ଡାକ୍ତରଙ୍କ ଘରୁ ଲୁଟିନେଲେ ରୁପା ଭର୍ତ୍ତି ବାକ୍ସ

ଜୟପୁର: ଚୋରି କରିବାକୁ ମାଷ୍ଟର ପ୍ଲାନ୍। ଚୋରି କରିବାକୁ ୯୦ ଲକ୍ଷ ଟଙ୍କାର ଫ୍ଲାଟ କିଣିଲେ, ଆଉ ତା’ପରେ ଡାକ୍ତରଙ୍କୁ ଲୁଟିଲେ। ରାଜସ୍ଥାନର ରାଜଧାନୀ ଜୟପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ୨୦ ଫୁଟ୍‌ ଲମ୍ୱର ସୁଡ଼ଙ୍ଗ ଖୋଳି ଚୋର ଗ୍ୟାଙ୍ଗ ହେୟାର ଟ୍ରାନ୍ସପ୍ଲାଣ୍ଟ ଡାକ୍ତରଙ୍କ ଘରେ...

bhadrak
ଧାନ ପାଇଁ ବିଷ ପିଇଦେଲେ ଚାଷୀ: ଟୋକନ୍ ଥାଇ ସୁଦ୍ଧା SHG ଧାନ ନକିଣିବାରୁ ଚରମ ପଦକ୍ଷେପ

ଭଦ୍ରକ: ଧାନ କିଣା ନଯିବାରୁ ବିଷ ପିଇଦେଲେ ଭଦ୍ରକର ଚାଷୀ। ଟୋକନ ଥିବା ସତ୍ତ୍ୱେ SHG ଧାନ ନ କିଣିବାରୁ ଚରମ ପଦକ୍ଷେପ ନେଇଛନ୍ତି ରାମକୃଷ୍ଣ ପଣ୍ଡା। ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର SHG ଗ୍ରୁପ ବିରୋଧରେ ଧାନକିଣା ଅନିୟମିତତା ହୋଇଥିବା କହି ପଞ୍ଚାୟତ ଅଫିସ୍...

modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ

ହରିୟାଣା ଜିନ୍ଦରେ ୬୦ ଦିନରୁ ଅଧିକ ସମୟ ଧରି ଟୋଲ ପ୍ଲାଜାରେ ଆନ୍ଦୋଳନ କରୁଥିବା କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏମଏସପି ପାଇଁ ଆଇନ ପ୍ରଣୟନ ଦାବିରେ କୃଷକମାନେ ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖି ଦୁଃଖ ଜଣାଇଛନ୍ତି।  ଜିନ୍ଦ: କୃଷି...

bbsr
ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା : ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ମହାମାରୀ କାୟା ବିସ୍ତା କରୁଥିବା ବେଳେ ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକା ଦିଆଯିବ। ୩ୟ ପର୍ଯ୍ୟାୟ ଟିକାକରଣ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର। ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ। ୨୦ ପ୍ରକାର ରୋଗରେ ଆକ୍ରାନ୍ତ...

west benagal
ପଶ୍ଚିମବଙ୍ଗରେ ରାଜନୈତିକ ହିଂସା : ଟଏମସିର ଗୁଣ୍ଡାମାନେ ପ୍ରଚାର ଗାଡି ଭଙ୍ଗାରୁଜା କରିଥିବା ଅଭିଯୋଗ କଲା ବିଜେପି

କୋଲକାତାୱ: ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ପଶ୍ଚିମବଙ୍ଗରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।। ବିଧାନସଭା ନିର୍ବାଚନ ପାଇଁ ସତ୍ତାରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି) ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଏବେଠାରୁ ରାଜନୈତିକ ବାକବିତଣ୍ଡା ଆରମ୍ଭ ହୋଇଯାଇଛି। ଆଉ ଏଥିମଧ୍ୟରେ ପଶ୍ଚିମବଙ୍ଗର ସ୍ୱଭୂମି...

puri
ବେଳାଭୂମିର ଜାଗ୍ରତ ପ୍ରହରୀ ଜଗଦୀଶ: ସମୁଦ୍ରରୁ ଜୀବନ ଛାଣୁଥିବା ଜଣେ ଭିନ୍ନକ୍ଷମ ମଣିଷର କାହାଣୀ

ବେଳାଭୂମିର ଜାଗ୍ରତ ପ୍ରହରୀ ଜଗଦୀଶ: ସମୁଦ୍ରରୁ ଜୀବନ ଛାଣୁଥିବା ଜଣେ ଭିନ୍ନକ୍ଷମ ମଣିଷର କାହାଣୀ, ପ୍ରଶାସନ ପାଇଁ ଅଲୋଡ଼ା, ହେଲେ ହାରି ନାହାନ୍ତି। ପୋଲିଓ ଆକ୍ରାନ୍ତ ଜଗଦୀଶ୍ ନିଜ ଅକ୍ଷମତା ପାଇଁ ଦୁଃଖ ନକରି ପର୍ଯ୍ୟଟକଙ୍କୁ ନୂଆ ଜୀବନ ଦେଉଛନ୍ତି

guideline
୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡ଼ା ନଜର: ସପ୍ତାହେ ହୋମ୍ ଆଇସୋଲେସନ ବାଧ୍ୟତାମୂଳକ

ଭୁବନେଶ୍ୱର: ସାରା ଦେଶରେ ପୁଣି ଥରେ କରୋନା କାୟା ମେଲାଉଥିବା ବେଳେ ମହାମାରୀକୁ ନେଇ ରାଜ୍ୟରେ ଜାରି ହୋଇଛି କଡ଼ା କଟକଣା। ଏଣିକି ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯିବ। ଏହି ରାଜ୍ୟରୁ ଫେରୁଥିବା ଲୋକ ମାନଙ୍କ...

poet
ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ନନ୍ଦକିଶୋରଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି ଛନ୍ଦ କବିତା

ଆସିକା(ମନୋଜ ମୁନୀ):  କବି। ଶଦ୍ଦକୁ ଶବ୍ଦରେ ଛନ୍ଦି ଦୁନିଆଁ ବୁକୁରେ ଆଙ୍କି ପାରନ୍ତି ଦୀନ ଦଳିତର କରୁଣ ଛବି। ଇନ୍ଦ୍ରଧନୁର ସପ୍ତ ରଙ୍ଗକୁ ତୋଳି ଲେଖି ପକାନ୍ତି କେତେ ପ୍ରକାର କବିତା।  ଏମିତି ଜଣେ ନିଆରା କବି ହେଲେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ବି.ନୂଆଁପଲ୍ଲୀ ଗାଁର...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।