ମିରଟ : ବିବାହର ଏକ ବର୍ଷ ପରେ ହ୍ୟାଣ୍ଡସମ୍ ସ୍ୱାମୀର ମୁଖା ଖୋଲିଗଲା। ଚନ୍ଦା ସ୍ୱାମୀଙ୍କ ସହ ରିହପାରିବେନି କହି ଛାଡ଼ପତ୍ର ମାଗିଲେ ମହିଳା। ଉତ୍ତର ପ୍ରଦେଶର ମିରଟରେ ଜଣେ ବ୍ୟକ୍ତି ଏକ ବର୍ଷ ପୂର୍ବେ ବିବାହ କରିଥିବା ସହ ସ୍ତ୍ରୀ ଠାରୁ ନିଜର ଚନ୍ଦାପଣ କଥା ଲୁଚାଇଥିଲେ।...
କାସଗଞ୍ଜ: ପବିତ୍ର ସମ୍ପର୍କରେ ପାପର ଛିଟା। ଶ୍ୱଶୁର ବୋହୂର କଳଙ୍କିତ ସମ୍ପର୍କ ପାଇଁ ୧୬ ମାସର କୁନି ପୁଅକୁ ହତ୍ୟାକଲା ଅଭିଯୁକ୍ତ। ବାପାର କର୍ତ୍ତବ୍ୟ ଭୁଲିଗଲା ଅଭିଯୁକ୍ତ। ବୋହୂ ସହ ଅବୈଧ ସମ୍ପର୍କରେ ଏମିତି ମାତିଲା ଯେ ଶ୍ୱଶୁର ସବୁ ସମ୍ପର୍କ ଭୁଲିଗଲା । ଜନ୍ମକଲା କୁନି ପୁଅକୁ...
ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ବିଶାଳ ସୁଡ଼ଙ୍ଗ ତିଆରି ହେବ। ସୁଡ଼ଙ୍ଗ ଜରିଆରେ ସଂସଦକୁ ଯିବାଆସିବା କରିବେ ଦେଶର ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି। କଡ଼ା ସୁରକ୍ଷା ବଳୟରେ ରାଜରାସ୍ତା ଦେଇ ଆଉ ତାଙ୍କୁ ଯିବାକୁ ପଡ଼ିବ ନାହିଁ। ସଂସଦ ଭବନରୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ଆବାସ ପର୍ଯ୍ୟନ୍ତ ଏକ...
କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା) : ପାହାଡ଼ ଚଢ଼ିଲେ ପିଲାଏ ପାଠ ପଢ଼ିବେ। ଅବହେଳିତ ଦୁର୍ଗମ ଅଞ୍ଚଳର ପିଲାଙ୍କ ଭବିଷ୍ୟତ ସହ ଖଳେ। ନାହିଁ ନାହିଁରେ ଉଜ୍ଜଳ ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ପିଲାମାନେ। ପାଠ ପଢ଼ିବା ପାଇଁ ପିଲାଏ ନିତି ପ୍ରତିଦିନ ନୟାନ୍ତ ହୋଇ ଯାଉଛନ୍ତି...
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ। ରିମାଣ୍ଡ ସମୟରେ ୧୯୯୯ର ସେହି କାଳ ରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ଉଗାଳିବା ପାଇଁ ଚେଷ୍ଟା କରାଯିବ। ଏହି କୁତ୍ସିତ କାଣ୍ଡ ପରେ କେମିତି...
ଲକ୍ଷ୍ନୌ: ତାଜମହଲରୁ ମିଳିଲାନି ବୋମା। ପ୍ରେମର ପ୍ରତୀକ ତାଜମହଲ ପରିସରରେ ବୋମା ଥିବା ଖବର ସମ୍ପୂର୍ଣ୍ଣ ମିଛ । ଛାନଭିନ ପରେ ପୁଣି ଥରେ ତାଲମହଲକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଛି। ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନଥିବା ସୂଚନା...
ଚିତ୍ରକୋଣ୍ଡା : ଟାଙ୍ଗରା ଭୂଇଁ ଏବେ ଶଷ୍ୟଶ୍ୟାମଳା । ବହୁ ଚାଷୀ ନିଜ ଜମିରେ ଫସଲ ଫଳାଇବାକୁ ଅସମର୍ଥ ହେଉଥିବା ବେଳେ ପାହାଡ଼ ପର୍ବତଘେରା ଚିତ୍ରକୋଣ୍ଡାର ଟାଙ୍ଗରା ଭୂଇଁରେ ଫଳିଛି ବାଇଗଣ, କୋବି, ସିମ୍ବ, କଖାରୁ, କଲରା ଭଳି ଅନେକ ପନିପରିବା। ଏହି ଛନଛନିଆ ପନିପରିବାକୁ ବଜାର, ଗାଁଗଣ୍ଡାରେ...
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି-ଉଦଳା ରାସ୍ତାରେ ଥିବା ତିନିକୋଶିଇା ଜଙ୍ଗଲରେ ଅଗ୍ନିକାଣ୍ଡ। ଗତ ରାତିରୁ ଜଙ୍ଗଲର ୭ଟି ସ୍ଥାନ ଜଳୁଥିବା ଦେଖିବାକୁ ମିଳିଛି। ଗଛପତ୍ର ପୋଡି ପାଉଁଶ ହୋଇଯାଇଛି। ଫଳରେ ଭାଲୁ ଓ ଅନ୍ୟ ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ପଳାଇ ଆସିଛନ୍ତି। ପାହାନ୍ତିଆରୁ ନୀଳଗିରି ସହରରେ...
୭୫ ବର୍ଷିୟ ଜେଜେମା’ଙ୍କ ଜୋରଦାର ପଞ୍ଚ ପର୍କିସନସ ରୋଗକୁ ମାତ ଦେବାକୁ ୬ ବର୍ଷ ଧରି ବକ୍ସିଂ କରୁଛନ୍ତି ନାନ୍ସି ଷ୍ଟ୍ରେଟନ୍ ବୟସ୍କ ମହିଳାଙ୍କୁ ବକ୍ସିଂ ରିଙ୍ଗରେ ଦେଖି ହତବାକ୍ ଦେଖଣାହାରୀ ଚମ ଧୁଡ଼ୁ ଧୁଡ଼ୁ କରୁଛି। ଆଖି ଭିତରକୁ ପଶିଯାଇଛି। ତଥାପି ବକ୍ସିଂ ରିଙ୍ଗରେ ଜୋରଦାର ପଞ୍ଚ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ପ୍ରଖର ବକ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ଭାଷଣ ଦେବାର ଶୈଳୀ ଖୁବ୍ ଚମତ୍କାର । ନିଜର ନିଆରା ଭାଷଣ ଦେବାର ଶୈଳୀ ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କୌଣସି ବିରତି ନନେଇ ଘଣ୍ଟା ଘଣ୍ଟା...
ବେଲପାହାଡ: ପୁଣି ମାତିଲେ ସାଇବର ଠକ। ଝାରସୁଗୁଡା ବେଲପାହାଡ ଗାନ୍ଧିନଗରର ଜଣେ ଯୁବତୀଙ୍କ ଠାରୁ ସାଇବର ଠକମାନେ ୧ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି । ଗତ ୨୩ ତାରିଖରେ ଯୁବତୀଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଏଥିରେ ସେ କୌନ ବନେଗା କରୋଡପତିରେ...
ବାରିପଦା: ବେକାବୁ ହେଉଛି ଶିମିଳିପାଳ ନିଆଁ। ହୁ ହୁ ହୋଇ ଜଳୁଛି ଜଙ୍ଗଲ। ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ହଜାରେରୁ ଅଧିକ ଲୋକ ନିଆଁ ଲିଭାଉଛନ୍ତି । ବନ ବିଭାଗର ୮ ଶହ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ମିଳିତ ଭାବେ ନିଆଁ ଲିଭାଉଛନ୍ତି। ଏଥିପାଇଁ...
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ୱସ୍ତି। ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ମାମଲାର କୋର୍ଟ କହିଛନ୍ତି, ସରକାରଙ୍କ ରାୟ ବିରୋଧରେ ଯାଇ ନିଜର ବିଚାର ଅଭିବ୍ୟକ୍ତିକୁ ଉପସ୍ଥାପନ...
ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଘରେ ଆୟକର ଚଢ଼ଉ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଓ ଅଫିସରେ ମଧ୍ୟ IT ରେଡ୍ ନିର୍ଦ୍ଦେଶକ ବିକାଶ ବେହେଲଙ୍କ ଘରେ ବି ଚଢ଼ଉ ଚାଲିଛି ଆୟକର ଫାଙ୍କି ଅଭିଯୋଗରେ ଏକକାଳୀନ ଯାଞ୍ଚ ୫୦ରୁ ଅଧିକ ଅଧିକାରୀ ରେଡରେ ସାମିଲ୍ ମୁମ୍ବାଇ: ବଲିଉଡ଼ରେ ଆୟକର...
ନୂଆଦିଲ୍ଲୀ: ’ସ୍ତ୍ରୀ କୌଣସି ସ୍ଥାବର ସମ୍ପତ୍ତି ନୁହେଁ କିମ୍ବା କୌଣସି ପ୍ରକାର ବସ୍ତୁ ନୁହେଁ। ନା ସେ ଜଣେ ଗୁଲାମ, ସେ ବି ଜଣେ ସାଧାରଣ ମଣିଷ।’ ସ୍ତ୍ରୀ ସହ ରହିବା ପାଇଁ ଇଚ୍ଛା ଥିଲେ ସୁଦ୍ଧା ସ୍ୱାମୀ କଦାପି ତାଙ୍କ ଉପରେ ଚାପ ସୃଷ୍ଟି ପାରିବେ ନାହିଁ।...
ଭୁବନେଶ୍ୱର: ରାଜ୍ୟର ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ଯୋଗ୍ୟ ନୁହଁନ୍ତି। ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ-୨୦୨୧ ଅନୁସାରେ ଓଡ଼ିଶାର ୩୧ ପ୍ରତିଶତ ଛାତ୍ରଛାତ୍ରୀ ଯେଉଁ ଦକ୍ଷତା ଆହରଣ କରିଛନ୍ତି, ତାହା ଭଲ ଚାକିରୀ ପାଇଁ ପର୍ଯ୍ୟାପ୍ତ ନୁହଁ। ଇଂରାଜି, ନ୍ୟୁମେରିକାଲ ଆବିଲିଟି ଏବଂ କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ଓଡ଼ିଶା...
ଟେସଲାର ପ୍ରମୁଖ ଏଲନ ମସ୍କ ଦୁନିଆର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି। Hurun Global Rich List 2021 ଅନୁସାରେ ତାଙ୍କର ମୋଟ ସମ୍ପତିର ମୂଲ୍ୟ ୧୯୭ ଆରବ ଡଲାର। ଅନ୍ୟପଟେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ୧୮୯ ଆରବ ଡଲାର ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି।...
ନୂଆଦିଲ୍ଳୀ: ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବଡ ଚେତାବନୀ। ଚଳିତ ବର୍ଷ ଶେଷ ସୁଦ୍ଧା ସଂକ୍ରମଣ ବନ୍ଦ ହୋଇଯିବା ଚର୍ଚ୍ଚାକୁ ଅବାସ୍ତବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO। WHOର ଜରୁରୀକାଳୀନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ମାଇକେଲ ରିୟାନ ଏହା କହିଛନ୍ତି। କୋଭିଡ...
ଶ୍ରୀନଗର: ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଗୁଲାମନବୀ ଆଜାଦ। ଏହାକୁ ବିରୋଧ କରି ଦଳରେ ଅସନ୍ତୋଷ ଜୋର ଧରିଛି। କଂଗ୍ରେସର ଅନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଦଳୀୟ ନେତୃତ୍ୱକୁ ନେଇ ଅନେକ ପୁରୁଖା ନେତାମାନେ ଖୁସି ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏପରି ସମୟରେ...
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ମଦ ପୋଛି ଦେଉଛି ମଥାର ସିନ୍ଦୁର । ବିଧବା ହୋଇଯାଉଛନ୍ତି ଗାଁର ମହିଳା। “ମଦ୍ୟ ପାନ ସ୍ୱାସ୍ଥ୍ୟ ପକ୍ଷେ ହାନି କାରକ। ଏହି ଉକ୍ତି ସମ୍ପର୍କର ସମସ୍ତେ ଅବଗତ । କିନ୍ତୁ ବୌଦ୍ଧ ଜିଲ୍ଲାର ମାଧପୁର ଗ୍ରାମକୁ ଦେଖିଲେ ଜଣାପଡେ ଏ ଗାଁର...