• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

west bengal election
ରୋଚକ ପଶ୍ଚିମବଙ୍ଗ ରାଜନୀତି : ଏଥର ନିର୍ବାଚନରେ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ଦେଖିବାକୁ ମିଳିବ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର। ଦେବ୍ରା ନିର୍ବାଚନୀ ମଣ୍ଡଳିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟର ଦୁଇ ପୂର୍ବତନ ଆଇଇପିଏସ୍ ଅଧିକାରୀ । ଟିଏମସିରୁ ହୁମାୟୁନ୍ କବିର୍ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀ ଘୋଷ । ଗତ କିଛି ମାସ...

Dhoni
କ୍ୟାପଟେନ୍ କୁଲ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ : କ୍ରିକେଟରେ ଜଲୱା ଦେଖାଇବା ପରେ ପଶୁପାଳନରେ ରେକର୍ଡ଼ କଲେ ମାହି

ରାଞ୍ଚି : ପଶୁପାଳନରେ ନୂଆ ରେକର୍ଡ଼ କଲେ କ୍ୟାପଟେନ୍ କୁଲ। ସଫଳତମ ଅଧିନାୟକଙ୍କୁ ମିଳିଲା ସର୍ବଶ୍ରେଷ୍ଠ ଗୋପାଳକ ସମ୍ମାନ। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାପରେ ଏବେ ଅଧିକ ସମୟ ଜୈବିକ ଚାଷରେ ବିତାଉଥିବାର ଦେଖିବାକୁ ମିଳୁଛି ।...

barabati
ନୂଆ ଢାଞ୍ଚାରେ ତିଆରି ହେବ ବାରବାଟୀ ପିଚ୍ : ଫିଲ୍ଡକୁ ମ୍ୟାଚ୍ ଉପଯୋଗୀ କରିବାକୁ ଓସିଏର ନୂଆ ପ୍ରୟାସ

କଟକ(ଦେବାଶିଷ ମହାନ୍ତି) : ବର୍ଷା ଯୋଗୁଁ ବାରବାଟୀରେ ଆଉ ବାତିଲ ହେବ ନାହିଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତଥା ଫିଲ୍ଡକୁ ମ୍ୟାଚ ଉପଯୋଗୀ କରିବା ପାଇଁ ଓସିଏ ଆରମ୍ଭ କରିଛି ନୂଆ ପ୍ରୟାସ । ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଆରମ୍ଭ...

ganjam
ଲୋପ ପାଇଯାଇଛି ରାଜତନ୍ତ୍ର, ତଥାପି ଲିଭିନି ଜୁଇର ନିଆଁ

ଆସିକା(ମନୋଜ ମୁନି): ୨୬୧ ବର୍ଷ ଧରି ଲିଭିନି ଜୁଇ ନିଆଁ । ବର୍ଷ ପରେ ବର୍ଷ ଏହି ନିଆଁ ଜଳୁଛି।  ରାଜତନ୍ତ୍ର ବିଲୋପକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଏବେବି ଅନେକ ସ୍ଥାନରେ ରାଜକୀୟ ପ୍ରଥା ଓ ପରମ୍ପରା ବଜାୟ ରହିଛି । ସିଂହାସନ ଆହୋରଣ, ଦେବନୀତି ଓ...

nilagiri
ନିଷ୍ପାପ ଶିଶୁ ଉପରେ ଦାଉ ସାଜୁଛି ଦଇବ : ଅସ୍ୱାଭାବିକ ଭାବେ ବଢ଼ୁଛି କୁନି ଝିଅର ମୁଣ୍ଡ

ନୀଳଗିରି(ବିଶ୍ୱମ୍ବର ଦାସ): ନିଷ୍ପାପ ଶିଶୁ ଉପରେ ଦାଉ ସାଜୁଛି ଦଇବ। ଶରୀର ତୁଳନାରେ ଅସ୍ୱାଭାବିକ ଭାବେ କୁନି ଝିଅର ମୁଣ୍ଡ ବଢ଼ୁଛି।  ଓଜନ ସମ୍ଭାଳି ନ ପାରି ଦିନରାତି ଯନ୍ତ୍ରଣାରେ କାନ୍ଦୁଛି ଦେଢ଼ ବର୍ଷର ଶିଶୁ। ଏତେ କମ ବୟସରୁ ତା’ଠାରୁ ଈଶ୍ୱର ଛଡ଼ାଇ ନେଇଛନ୍ତି ଶୈଶବ। ସେପଟେ...

spring season
ପ୍ରେମ ବାଣ୍ଟୁଛି ପ୍ରକୃତି: ଆମ୍ବ ବଉଳର ଭୁରୁ ଭୁରୁ ବାସ୍ନାରେ ଡେଣା ଝାଡ଼ୁଛି ବସନ୍ତ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା) : ଧରଣୀରୁ ଶୀତ ଚାଲିଯାଇଥିବା ବେଳେ, ଥିରି ଥିରି ପାଦ ଥାପୁଛି ବସନ୍ତ । ଏହି ଋତୁର ଆଗମନରେ ଚଳଚଂଚଳ ହୋଇଉଠିଛନ୍ତି ବୃକ୍ଷଲତା, ପ୍ରକୃତି ଓ ପରିବେଶ ଆଉ ପ୍ରେମିକ । ଗହଳିଆ ବନରୁ କୋଇଲିର କୁହୁ ତାନ ଶୁଭୁଛି। ମୃଦୁ ମଳୟର କାଉଁରୀ...

imran khan
ଆସ୍ଥା ଭୋଟରେ ବିଜୟୀ ହେଲେ ଇମ୍ରାନ୍ ଖାନ୍ : ସପକ୍ଷରେ ପଡ଼ିଲା ୧୭୮ଟି ଭୋଟ

ଇସଲାମାବାଦ: ସମ୍ମାନ ବଞ୍ଚିଗଲା । ଆସ୍ଥା ଭୋଟରେ ବିଜୟୀ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ପାକିସ୍ତାନ ସଂସଦରେ ବହୁମତ ପ୍ରମାଣିତ କଲେ ଇମ୍ରାନ୍ ଖାନ୍। ଅବିଶ୍ୱାସ ପ୍ରସ୍ତାବ ଉପରେ ଆଜି ପାକିସ୍ତାନ ସଂସଦରେ ହୋଇଥିବା ଭୋଟିଂରେ ସେ ବିଜୟୀ ହୋଇଛନ୍ତି । ଭୋଟିଂରେ ଇମ୍ରାନ ଖାନଙ୍କ ସପକ୍ଷରେ ମୋଟ ୧୭୮ଟି...

online
ଅନଲାଇନରେ ତନ୍ତ୍ରବିଦ୍ୟାର ବିଜ୍ଞାପନ ଦେଖାଇ ଠକୁଥିଲା ଦୁର୍ବୃତ୍ତ: ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ତାନ୍ତ୍ରିକଙ୍କୁ କାବୁ କଲା ପୋଲିସ୍

ବାଡ଼ମେର: ଅନଲାଇନରେ ଚାଲିଥିଲା ତନ୍ତ୍ରମନ୍ତ୍ର ଧନ୍ଦା। ସରଳ ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ନକଲି ବାବା। ଫେସବୁକ ପରି ସୋସଆଲ ମିଡ଼ିଆରେ ତନ୍ତ୍ରମନ୍ତ୍ର କରୁଥିବା ଘଟଣା ଶୁଣିଛନ୍ତି କି ? ଅନଲାଇନରେ ଏପରି ଧନ୍ଦା କରି ଲୋକଙ୍କୁ ଡରାଇ ଧମକାଇ ତଥା ମୃତ୍ୟୁର ଭୟ...

2021
୨୦୨୧ରେ ରିଲିଜ୍ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ବଲିଉଡ଼୍ ସିନେମାର ତାଲିକା . . . . .

ବର୍ଷ ୨୦୨୦ ଥିଲା ସଂଘର୍ଷର ବର୍ଷ । ଆଉ ସଂଘର୍ଷ ବର୍ଷରେ ଅଧିକ ସଂଘର୍ଷ କରିଥିଲା ସିନେ ଇଣ୍ଡଷ୍ଟ୍ରି । ମହାମାରୀ କରୋନା କାରଣରୁ ଅନେକ ଫିଲ୍ମ ରିଲିଜ୍ ହୋଇପାରିଲା ନାହିଁ । ବର୍ତ୍ତମାନ ଅଳ୍ପ ବହୁତ କଟକଣା ହଟିଛି। ଆଉ ଫିଲ୍ମ ରିଲିଜ ପାଇଁ ମଧ୍ୟ ଅନୁମତି...

rourkela
ଇସ୍ପାତ ନଗରୀରେ ବଢ଼ୁଛି ପ୍ରଦୂଷଣ: ଷ୍ଟିଲ ପ୍ଳାଣ୍ଟରୁ ବାହାରୁଥିବା ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି ଲୋକ

ରାଉରକେଲା(ପୱନ କୁମାର ): ପ୍ରଦୂଷଣ ପାଇଁ ରାଉରକେଲା ଶ୍ରୀହିନ ହେବାକୁ ବସିଛି। ଇସ୍ପାତ ସହର ରାଉରକେଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରଦୂଷଣ। ପ୍ରଦୂଷଣ ମାତ୍ରା ଏତେ ବଢ଼ିଛି ଯେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରେ ହେଉ କି ବାହାରେ ସବୁଠି ଏବେ ଖାଲି ଧୂଳି ଓ ଧୂଆଁର...

dinesh-trivedi
ପଶ୍ଚିମବଙ୍ଗରେ ଟିଏମସିକୁ ଜୋରଦାର ଝଟକା : ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦିନେଶ ତ୍ରିବେଦୀ

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାଧାରୀ ଟିଏମସିକୁ ଜୋରଦାର ଝଟକା। ଜଣେ ପରେ ଜଣେ ବିଧାୟକ ଓ ବରିଷ୍ଠ ନେତା ଗେରୁଆ ରଙ୍ଗରେ ରଙ୍ଗେଇ ହେଉଛନ୍ତି। ଆଜି ପୁଣି  ଦଳ ଛାଡ଼ିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରିବେଦୀ । ନୂଆଦିଲ୍ଲୀରେ ଦଳ ସଭାପତି ଜେପି ନଡ୍ଡା,...

maddhya pradesh
ଭୋକରେ ମରିଯାଉ ଭାବି ପାଞ୍ଚ ମାସର କୁନି ଝିଅକୁ କ୍ଷୀର ପିଆଇବା ବନ୍ଦ କରିଦଲା ମା’

ସୋପୁର: ମା’ ତୁ ଏତେ ନିର୍ଦ୍ଦୟୀ କିପରି ହେଲୁ ? ଭୋକରେ ପେଟ କ’ଣ ହୋଇଯାଉଛି, ମୋତେ କ୍ଷୀର ଟୋପେ ପିଇବାକୁ ଦେ । ଏତେ କଷ୍ଟ ଯଦି ଦେବାର ଥିଲା ଜନ୍ମ କରିବା ଆଗରୁ ତଣ୍ଟି ଚିପି ମାରିଦେଲୁନି କାହିଁକି ? ମୁଁ ବି ବଡ଼ ହେଲେ...

lingaraj temple
ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ : କୋଭିଡ କଟକଣା ମଧ୍ୟରେ ପାଳନ ହେବ ଜାଗର ଯାତ୍ରା

ଜାଗରରେ ଏକାଠି ଦୀପ ଜାଳିବା ମନା ସେବାୟତ ନିଯୋଗଙ୍କ ସହ ପୋଲିସ ପ୍ରଶାସନର ବୈଠକ ପରେ ନିଷ୍ପତ୍ତି ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିପରି ବାହାରକୁ ଯିବେ ଧ୍ୟାନ ଦିଆଯିବ ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁ ଏକତ୍ର ବସିପାରିବେ ନାହିଁ ଭୁବନେଶ୍ୱର: ଜାଗରରେ ଏକାଠି ଦୀପ ଜାଳିବାକୁ...

waste food
ପ୍ରତି ଭାରତୀୟ ବାର୍ଷିକ ମୁଣ୍ଡପିଛା ୫୦ କେଜି ଖାଦ୍ୟ ନଷ୍ଟ କରୁଛନ୍ତି : UNEPରେ ଆସିଲା ଉଦବେଗଜନକ ତଥ୍ୟ

ନୂଆଦିଲ୍ଲୀ : ଖାଇବା ଗଣ୍ଡାକ ପାଇଁ କିଏ ଡହକ ବିକଳ ହେଉଥିବା ବେଳେ ଖାଦ୍ୟ ନଷ୍ଟ କରୁଛନ୍ତି ଭାରତୀୟ। ପ୍ରତିବର୍ଷ ମୁଣ୍ଡପିଛା ଭାରତରେ ୫୦ କେଜି ଲେଖାଏଁ ଖାଦ୍ୟ ନଷ୍ଟ କରାଯାଉଛି। ୟୁନାଇଟେଡ୍‌ ନେସନସ ଏନଭାଇରନମେଣ୍ଟ୍‌ ପ୍ରୋଗ୍ରାମ୍‌’(ୟୁଏନ୍‌ଇପି) ଦ୍ୱାରା ପ୍ରକାଶିତ ‘ଫୁଡ୍‌ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୧ରୁ ଏପରି...

ghost
ଭୂତ ବୁଲୁଛି ଚିକିଲି ଗାଁରେ . . . ଡରରେ ଜଡ଼ସଡ଼ ସ୍ଥାନୀୟ ବାସିନ୍ଦା

କଳାହାଣ୍ଡି(ଘଟେଶ୍ୱର ମିଶ୍ର, ଇଙ୍ଗିତ ପଣ୍ଡା): ଅନ୍ଧବିଶ୍ୱାସର କୁହେଳିକା ଭିତରେ ବସା ବାନ୍ଧିଛି ଭୂତ ଭୟ। ଗାଡ଼ି ଆଲୁଅରେ ସ୍ପଷ୍ଟ ଦିଶିଗଲା ଭୂତ । ଦେଖିବା ଲୋକଙ୍କ ମନରେ ଛନକା। କୋଳାହାଳ ଭିତରେ ଦେଖିବାକୁ ମିଳୁଛି ଧଳାଲୁଗା କିମ୍ବା ଗାମୁଛା ପିନ୍ଧିଥିବା ଜିନିଷଟି ହଲୁଛି। ଆଉ ଏହା  ଦେଖିବା ପରେ...

dhanbad
ଦୁର୍ଦ୍ଦିନରେ ଜାତୀୟ ସ୍ତରର ତୀରନ୍ଦାଜ : ରାସ୍ତା କଡ଼ରେ ପକୋଡା ଓ ଝାଲମୁଢ଼ି ବିକ୍ରି କରୁଛନ୍ତି ମମତା ଟୁଡ଼ୁ

ଧାନବାଦ: ଅବହେଳିତ ଅବସ୍ଥାରେ ମହିଳା ତୀରନ୍ଦାଜ। ପରିବାରର ପେଟକୁ ଦାନା ଦେବା ପାଇଁ କରୁଛନ୍ତି ସଂଘର୍ଷ ।  ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ରାଜ୍ୟ ତଥା ଜିଲ୍ଲା ପାଇଁ ସୁନାମ ଆଣିଥିବା ଝାଡ଼ଖଣ୍ଡର ୨୩ ବର୍ଷୀୟ ମମତା ଟୁଡ଼ୁ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତାଲାବନ୍ଦର...

mkcg
ଦୀର୍ଘ ୬ମାସ ହେଲା ଥାଇରଏଡ୍ ମେସିନ୍ ଖରାପ : ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ

ବ୍ରହ୍ମପୁର: ଚିକିତ୍ସା ସେବା ପାଇଁ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର କହିଲେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ବୁଝାଏ। ଏହା ଉପରେ ନିର୍ଭର କରନ୍ତି ଆଖପାଖ ଜିଲ୍ଲାର ରୋଗୀ। ପ୍ରତିଦିନ ମେଡିକାଲ ଆଉଟଡୋରକୁ ଆସନ୍ତି ଗଞ୍ଜାମ ଓ ଜିଲ୍ଲା ବାହାରୁ ଶହ ଶହ ରୋଗୀ। ହେଲେ ଏହି ମେଡିକାଲର ରୋଗ...

anubhab-barsa
ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା : ଦିିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

କଟକ: ପାରିବାରିକ ମାମଲାରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି। ଅନୁଭବଙ୍କ ଦ୍ୱାରା ହୋଇଥିବା ମାମଲାର ଶୁଣାଣି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ କଟକକୁ ସ୍ଥାନାନ୍ତର କରିବା ଲାଗି ବର୍ଷା କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲା ଏବେ ପଟିଆଲା ହାଉସ...

pakistan
ପାକିସ୍ତାନର ଶାହାଜାହାନ୍ : ବେଗମଙ୍କ ସ୍ମୃତିରେ ତୋଳିଦେଲେ ଆଉ ଏକ ତାଜମହଲ

ସିନ୍ଧ: ପାକିସ୍ତାନରେ ଆଉ ଏକ ତାଜମହଲ। ବେଗମଙ୍କ ସ୍ମୃତିରେ ପାକିସ୍ତାନର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଆଗ୍ରାରେ ଥିବା ତାଜମହଲ ସଦୃଶ ପ୍ରତିକୃତି। ପ୍ରେମର ପ୍ରତୀକ ତାଜମହଲ ମାଧ୍ୟମରେ ତାଙ୍କର ସ୍ମୃତିକୁ ହୃଦୟରେ ସାଉଁଟି ରଖିଛନ୍ତି ସିନ୍ଧ୍ ପ୍ରଦେଶର ଅବଦ୍ଦୁଲ ରସିଦ୍ ପାଲି। ଏକଦା ଭାରତ ବୁଲିବାକୁ ଆସି...

Sambhal
ଅଫିସକୁ ଜିନ୍ସ, ଟି-ସାର୍ଟ ପିନ୍ଧି ଆସିବା ଉପରେ ପ୍ରତିବନ୍ଧକ ଲଗାଇଲେ ଜିଲ୍ଲାପାଳ

ଅଫିସ୍ ସମୟରେ ଜିନ୍ସ କିମ୍ବା ଟି-ସାର୍ଟ ପିନ୍ଧି ଆସ ନାହିଁ ନିଷ୍ଠାର ସହ କାମ କରିବାକୁ ହେଲେ ଫର୍ମାଲ ପୋଷାକ ପିନ୍ଧି ଆସ ସମ୍ପୂର୍ଣ୍ଣ ସମାଧାନ ଦିବସରେ ସମ୍ଭଲ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ ସମ୍ଭଲ: ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ। ଅଫିସକୁ ଜିନ୍ସ, ଟି-ସାର୍ଟ ପିନ୍ଧି ଆସିବା...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।