Advertisment

ଅନୁଭୂତି ବଖାଣିଲେ ସିନ୍ଧୁ: ୨ ଅଲିମ୍ପିକ୍ସରେ ଲଗାତାର ପଦକ ଜିତି ମୁଁ ବହୁତ ଖୁସି

ଅଲିମ୍ପିକ୍ସରେ ବ୍ରୋଞ୍ଚ୍ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ପି.ଭି ସିନ୍ଧୁ ।ଅଲିମ୍ପିକ୍ସରେ ଅନୁଭୂତି ବଖାଣଇଛନ୍ତି ସିନ୍ଧୁ । ୨ ଅଲିମ୍ପିକ୍ସରେ ଲଗାତାର ପଦକ ଜିତି ସିନ୍ଧୁ ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ୨୦୧୬ରେ ରୋପ୍ୟ ପଦକ ଆଉ ଏବେ ବ୍ରୋଞ୍ଚ ପଦକ ଜିତି ଦେଶକୁ ଗୈରାବନ୍ୱିତ କରିଛନ୍ତି ସିନ୍ଧୁ ।

author-image
Prangyan Parimita
ଅଦ୍ୟତନ ହୋଇଛି

ଅଲମ୍ପିକ୍ସରେ ବ୍ରୋଞ୍ଚ୍  ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ପି.ଭି ସିନ୍ଧୁ । ଅଲମ୍ପିକ୍ସରେ ଅନୁଭୂତି ବଖାଣଇଛନ୍ତି ସିନ୍ଧୁ । ୨ ଅଲମ୍ପିକ୍ସରେ ଲଗାତାର ପଦକ ଜିତି ସିନ୍ଧୁ ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ୨୦୧୬ରେ ରୋପ୍ୟ ପଦକ ଆଉ ଏବେ ବ୍ରୋଞ୍ଚ ପଦକ ଜିତି ଦେଶକୁ ଗୈରାବନ୍ୱିତ କରିଛନ୍ତି ସିନ୍ଧୁ । 

Advertisment
India Tokyo Olympics PV Sindhu
Advertisment
Advertisment