ନିପଟ ମଫସଲରେ ଘର। ସ୍ୱାମୀ ଅଟୋ ଚଲାନ୍ତି। ହେଲେ ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ। ଘରେ ଗାଈ-କୁକୁଡା ରଖି ଭଲ ରୋଜଗାର କରୁଛନ୍ତି। ଏବେ ପାଖଆଖ ଗାଁର ଲୋକେ ତାଙ୍କୁ ଅନୁସରଣ କରିବାରେ ଲାଗିଛନ୍ତି। ଏବେ ଦେଖନ୍ତୁ ସନ୍ଧ୍ୟାରାଣୀଙ୍କ ସଫଳତାର ପ୍ରେରଣାଦାୟୀ କାହାଣୀ.
Published: Prangyan Parimita
Last updated: 13 September 2021, 01:39 PM IST
ହୋଟେଲ ମାଲିକଙ୍କ ଦାଦାଗିରି। ୫ ଟଙ୍କା ପାଇଁ ନିର୍ଧୂମ ମାଡ଼ ମାରିଲେ ହୋଟେଲ ମାଲିକ। ଗ୍ରାହକଙ୍କୁ ନିର୍ଧୂମ ପିଟିଲେ ହୋଟେଲ ମାଲିକ ଓ ତାଙ୍କ ପୁଅ। ଗ୍ରାହକଙ୍କୁ ପିଟୁଥିବାର ଭିଡିଓ ଭାଇରାଲ।