Advertisment

ସାପ ପାଇଁ ନିଆରା ସଚେତନତା

ସାପ ପାଇଁ ନିଆରା ସଚେତନତା। ଅଳଙ୍କାର ମାଧ୍ୟମରେ ସଚେତନ କରିବାକୁ ପ୍ରୟାସ ସାପ ପ୍ରତି ଥିବା ଭୟକୁ ଦୂର କରିବା ଲାଗି ଉଦ୍ୟମ।

author-image
Prangyan Parimita
ଅଦ୍ୟତନ ହୋଇଛି

ସାପ ପାଇଁ ନିଆରା ସଚେତନତା । ଅଳଙ୍କାର ମାଧ୍ୟମରେ ଏବେ ସଚେତନ କରିବାକୁ ପ୍ରୟାସ । ବିନ୍ଦି ଠାରୁ ଆରମ୍ଭ କରି ବ୍ରେସଲେଟ୍, ହାର ଠୁ ମୁଦି ବାହୁଟି, କାନ ଫୁଲ ଭଳି ରକମ ରକମର ସାପ ଥିମରେ ତିଆରି ଅଳଙ୍କାର । ଖାଲି ସେତିକି ନୁହେଁ ବେଡ୍ ଲାଇଟ, ପେନ୍ ଷ୍ଟାଣ୍ଡ, ଲାଇଟର, ବେଲଟ୍ ହୋଲଗ୍ରାମରେ ବି ସାପ ଥିମ୍ ନେଇ ପ୍ରସ୍ତୁତି କରାଯାଉଛି । ବିଶେଷ କରି ଯୁବପୀଢି ମଧ୍ୟରେ ସାପ ପ୍ରତି ଥିବା ଭୟକୁ ଦୂର କରିବା ଲାଗି ଏଭଳି ନିଆରା ଉଦ୍ୟମରେ ଆରମ୍ଭ କରିଛି ସ୍ନେକ ହେଲ୍ପ ଲାଇନ୍ ।

Advertisment
Awareness Video Snakes
Advertisment
Advertisment