Advertisment

ଘା’ ହେଲା ବୋଲି ବୁଢ଼ୀ ମାଆକୁ ଜଙ୍ଗଲରେ ଛାଡ଼ିଦେଲେ ପୁଅବୋହୂ

ଗାଁ ବାଲା ବାସନ୍ଦ କରିଦେଲେ ବୋଲି, ୮୨ ବର୍ଷୀୟା ଅସୁସ୍ଥ ବୁଢ଼ୀ ମାଆକୁ ପର କରିଦେଲେ ପୁଅବୋହୂ। ଘଞ୍ଚ ଜଙ୍ଗଲରେ ଏକ ପତ୍ର କୁଡ଼ିଆ କରି, ତାକୁ ସେଇଠି ଜଙ୍ଗଲୀ ଜନ୍ତୁଙ୍କ ମୁହଁରେ ଛାଡ଼ି ଦେଇ ଆସିଲେ।

author-image
Prangyan Parimita
ଅଦ୍ୟତନ ହୋଇଛି

ଗାଁ ବାଲା ବାସନ୍ଦ କରିଦେଲେ ବୋଲି, ୮୨ ବର୍ଷୀୟା ଅସୁସ୍ଥ ବୁଢ଼ୀ ମାଆକୁ ପର କରିଦେଲେ ପୁଅବୋହୂ। ଘଞ୍ଚ ଜଙ୍ଗଲରେ ଏକ ପତ୍ର କୁଡ଼ିଆ କରି, ତାକୁ ସେଇଠି ଜଙ୍ଗଲୀ ଜନ୍ତୁଙ୍କ ମୁହଁରେ ଛାଡ଼ି ଦେଇ ଆସିଲେ। ଲଗାଣ ବର୍ଷାରେ ବୁଢ଼ୀଟି ୧୫ ଦିନ ସେଇ ଜଙ୍ଗଲ ଭିତରେ ରହିବା ପରେ, ଖବର ପାଇ କିଛି ସ୍ୱେଚ୍ଛାସେବୀ ତାଙ୍କୁ ଦୟନୀୟ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଏମିତି ପୁଅକୁ ଧିକ୍, ଏମିତି ଗାଁକୁ ଧିକ୍।

Advertisment
Bargarh Woman Special Story
Advertisment
Advertisment