• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

1
ଘରେ ରହି ପାଓ ଭାଜିର ମଜା ନିଅନ୍ତୁ

ନୂଆ ନୂଆ ଖାଦ୍ୟ ତିଆରି କରିବା ଓ ଖାଇବା ଓଡ଼ିଆମାନଙ୍କର ଏକ ରୁଚି। ଘରର ପ୍ରତ୍ୟେକ ମହିଳା ଫୁର୍ସତ୍ ସମୟରେ କିଛି ନା କିଛି ନୂଆ ଖାଦ୍ୟ ତିଆରି ପାଇଁ ପ୍ରୟାଶ କରିଥାନ୍ତି। ରବିବାର ଛୁଟିଦିନ ଥିବାରୁ ପ୍ରାୟ ମହିଳା ଏହିଦିନ ସମୟ ପାଆନ୍ତି ନୂଆ କିଛି କରି...

6
ଶୁଖିଲା କାଶ କରୋନାର ବଡ଼ ଲକ୍ଷଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଏତେ ଭୟାନକ ହୋଇଯାଇଛି ଯେ ମାସ୍କ, ସାମାଜିକ ଦୂରତା ଏବଂ ହାଇଜିନକୁ ବଜାୟ ରଖିବା ଜରୁରୀ ହୋଇପଡିଛି। କରୋନାର ଏହି ସଂକଟ କାଳରେ ଯଦି ବି ଆପଣ ଟିକେ ବି ନିଜକୁ ଅସ୍ୱାସ୍ଥ୍ୟକର ଅନୁଭବ କରୁଛନ୍ତି ତେବେ ଘରେ ରହି ନିଜର...

4
ବୋଲ୍ଡ ଫଟୋକୁ ନେ‍ଇ ଅଡୁଆରେ ଅମିର୍ ଖାନ୍‌ଙ୍କ ଝିଅ

ମୁମ୍ବାଇ: କୌଣସି ସେଲିବ୍ରିଟି ହୁଅନ୍ତୁ ବା ଗ୍ଲାମର ଦୁନିଆର୍ କେଉଁ କଳାକାର ସୋସିଆଲ୍ ମିଡିଆରେ ଏବେ ବେଶ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ବଲିଉଡ୍ ସୁପର୍ ଷ୍ଟାର୍ ଅମିର୍ ଖାନ୍‌ଙ୍କ ଲଳନା ଆୟରା ଖାନ କୌଣସି ଗ୍ଲାମର ଦୁନିଆରେ ନ ଥିଲେ ବି ତାଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ଷ୍ଟାର୍‌ଙ୍କ...

1
ବରୁଣଙ୍କୁ ହୋଟେଲ୍ କର୍ମଚାରୀ ଭାବିଲେ ଟୁରିଷ୍ଟ୍!

ମୁମ୍ବାଇ: ବଲିଉଡ୍ ଚକୋଲେଟ୍ ବୟ ବରୁଣ ଧୱନ୍ ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ସିନେ ଦୁନିଆରେ ବରୁଣ ଯେ କେବଳ ଭଲ ଅଭିନୟ ପାଇଁ ପରିଚିତ ତାହା ନୁହେଁ ବରଂ ତାଙ୍କର ଦମଦାର ଡ୍ୟାନ୍ସ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଦିଏ। ଚଳିତ ବର୍ଷ ବରୁଣ ତାଙ୍କ...

Untitled-1
ପୃଥିବୀର ସୁରକ୍ଷା ପାଇଁ ଗଛ ହିଁ ଜରୁରୀ

ପୃଥିବୀରେ ଥିବା ପ୍ରତ୍ୟେକ ଜୀବ-ଜନ୍ତୁ ଓ ବୃକ୍ଷ-ଲତାକୁ ରକ୍ଷା କରିବା ନେଇ ସାରା ଦୁନିଆକୁ ପର୍ଯ୍ୟାବରଣ ବିଷୟରେ ଅବଗତ କରିବା ନେଇ ପ୍ରତି ବର୍ଷ ଏପ୍ରିଲ ୨୨ ରେ ପୃଥିବୀ ଦିବସ ପାଳନ କରାଯାଉଛି। ୧୯୭୦ରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ସେତେବେଳେ ୧୯୨ ଦେଶ ଆପଣେଇ ଥିବା...

1
ଗରମରେ ଆନନ୍ଦ ଦେବ ଦହି-ଭାତ : ଆସନ୍ତୁ ଜାଣିବା ପ୍ରସ୍ତୁତି

ଗ୍ରୀଷ୍ମ ପ୍ରକୋପ ଅସହ୍ୟ ହେବାରେ ଲାଗିଛି। ପାଣିପାଗର ପରିବର୍ତ୍ତନ ଶରୀର ଉପରେ ମଧ୍ୟ ପ୍ରଭାବ ପକେଇଥାଏ। ଅତ୍ୟଧିକ ଗରମ ପେଟ ସମସ୍ୟାକୁ ବୃଦ୍ଧି କରିଥାଏ।  ଏହାକୁ ଦୃଷ୍ଟିରେ ରଖି ଥଣ୍ଡା ପାନୀୟ ବ୍ୟବସାୟୀମାନେ ମଧ୍ୟ ତତ୍ପର ହୋଇ ଉଠିଲେଣି। ଏହିଭଳି ସବୁ ପାନୀୟର ଚାହିଦା ଏବେ ମାର୍କେଟରେ ବଢିବାରେ...

Untitled-1
ଚାଣକ୍ୟ ନୀତି : ‘ବିଦ୍ୟା’ କାମଧେନୁ ଭଳି ହୋ‍ଇଥାଏ

ଚାଣକ୍ୟ ନୀତି କେବଳ ଭାରତ ନୁହେଁ ସାରା ଦୁନିଆଁରେ ମଧ୍ୟ ଲୋକପ୍ରିୟ। ଚାଣକ୍ୟଙ୍କ ଅନେକ ନୀତି ରହିଛି ଯାହା ଜଣେ ବ୍ୟକ୍ତିକୁ ଏକ କଠିନ ସମୟରେ ମଧ୍ୟ ସହଯୋଗ କରିପାରିବ। ଏହିସବୁ ନୀତି ବ୍ୟକ୍ତିକୁ ଧୈର୍ଯ୍ୟ ଦେବା ସହ ଆଗକୁ ବଢିବାରେ ପ୍ରେରଣା ଦେଇଥାଏ। ବ୍ୟକ୍ତି ଭଲ ଓ...

Untitled-1
ଶାହରୁଖ୍ ଲଳନାଙ୍କ ଅତିରଞ୍ଜିତ ଆପାର୍ଟମେଣ୍ଟ୍

ମୁମ୍ବାଇ: ବଲିଉଡ୍ ସୁପର୍‌ଷ୍ଟାର୍‌ ଶାହରୁଖ୍ ଖାନ୍‌ ଲଳନା ସୁହାନା ଖାନ୍ ଆଜିକାଲି ନିଜ ଲା‍ଇଫ୍‌ଷ୍ଟାଇଲ୍‌କୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି। ସୁହାନା ନିଜ ସାଙ୍ଗ ସାଥୀଙ୍କ ସହ କରୁଥିବା ପାର୍ଟି, ଫନ୍ ଆଦିର ଫଟୋ ସେଆର୍ କରୁଛନ୍ତି। ଏହା ସହିତ ନିଜ ଫିଟ୍‌ନେସ୍‌କୁ ନେଇ ବେଶ ଚର୍ଚ୍ଚିତ ଅଛନ୍ତି...

Untitled-1
ଦୋକାନ ଘର ନିର୍ମାଣ କରୁଥିଲେ କେଉଁ କେଉଁ ବାସ୍ତୁ ପ୍ରତି ଧ୍ୟାନ ଦେବେ

ବାସ୍ତୁ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଶାସ୍ତ୍ର। ଆଜିକାଲି ଏହା ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଲୋକେ ବାସଗୃହ ହେଉ କି ବ୍ୟବସାୟ ପ୍ରତିଷ୍ଠାନ ସବୁଥିରେ ଏହାର ଉପଯୋଗ କରିବା ଦେଖାଯାଉଛି। ବ୍ୟବସାୟିକ ପ୍ରତିଷ୍ଠାନ କହିଲେ ଦୋକାନ, ଶିଳ୍ପାୟନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍, ଡାକ୍ତରଖାନା ବା ନର୍ସିଂହୋମ ଆଦିକୁ...

3
ମଙ୍ଗଳବାର ହନୁମାନଙ୍କ ପ୍ରତିମାରେ କାହିଁକି ଚଢାଯାଏ ସିନ୍ଦୂର?

ରାମ ଭକ୍ତ ହନୁମାନ ନିଜ ଭକ୍ତମାନଙ୍କ ସବୁ କଷ୍ଟ ଓ ସମସ୍ୟାକୁ ସହଜରେ ଦୂର କରିଥାନ୍ତି। ଏହା ବିଶ୍ଵାସ ରହିଛି ଯେ ଭଗବାନ ହନୁମାନ ଖୁବ୍ ଶୀଘ୍ର ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ତାଙ୍କ ପୂଜାପାଠରେ ସେପରି କିଛି ଆଡମ୍ବର କରିବାକୁ ପଡେନି।  କେବଳ ମଙ୍ଗଳବାର ହନୁମାନଙ୍କ ପୂଜା...

7
ପ୍ରିୟଙ୍କା ଚୋପ୍‌ଡା ନା ପ୍ରିୟଙ୍କା ଶପ୍‌ରା!

ମୁମ୍ବାଇ: ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ସବୁବେଳ ପରି ଏଥର ବି ହଲିଉଡରେ କେରିଅରକୁ ନେଇ ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ କହିବା କଥା ସେ ପ୍ରଥମେ ଯେତେବେଳେ ହଲିଉଡ୍ ଦୁନିଆରେ ପାଦ ଥାପିଥିଲେ ସେତେବେଳେ ଲୋକେ ତାଙ୍କ ସରନେମ ଚୋପଡାକୁ ଠିକରେ ଉଚ୍ଚାରଣ କରିପାରୁ ନ...

Lekhshree
ହାଇଦର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଲେଖାଶ୍ରୀ

ଭୁବନେଶ୍ୱର: ହାଇଦର ଫେରାର ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ତେଲାଙ୍ଗାନାରୁ ହାଇଦରକୁ ସେଠାକାର ପୋଲିସ ଗିରଫ କରିଥିଲାବେଳେ ଓଡ଼ିଶା ସରକାର ପିଠି ଥାପୁଡ଼ାଉଛନ୍ତି ବୋଲି ସେ କହିଛନ୍ତି। ଚିକିତ୍ସା ପାଇଁ ଆସିଥିବା ହାଇଦର ହସ୍ପିଟାଲରେ ଥିବାବେଳେ ପୋଲିସ ହୋଟେଲରେ ରହୁଥିଲା।କେବଳ...

Bijay
‘ଟୀକାକରଣ ନେଇ ଓଡ଼ିଶା ସଂପୂର୍ଣ୍ଣ ପ୍ରସ୍ତୁତ’

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବ। ପୂର୍ବରୁ ଏହା ୪୫ ବର୍ଷରୁ ଊର୍ଦ୍ଧ୍ୱ ଥିଲା। ତେବେ ୧୮ ବର୍ଷ ବୟସରୁ ଅଧିକ ବ୍ୟକ୍ତି ବିଶେଷଙ୍କୁ ଟୀକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ପରିବାର...

Untitled-1
ହୁ’ର ମତ : କରୋନା ବେଳେ କ’ଣ ଖାଇବେ କ’ଣ ନ ଖାଇବେ

ଦେଶସାରା କରୋନାର ଦ୍ଵିତୀୟ ଲହର ଅଧିକରୁ ଅଧିକ ଭୟାନକ ହେବାରେ ଲାଗିଛି। ନୂଆ କୋଭିଡ୍ ଷ୍ଟ୍ରେନ୍ ଅଧିକରୁ ଅଧିକ ସଂକ୍ରାମକ ଓ ଆକ୍ରମକ ହେଉଛି। ବିଭିନ୍ନ ସ୍ଵାସ୍ଥ୍ୟ ସଂସ୍ଥା ଲୋକଙ୍କୁ ସଚେତନ ନେଇ ଉପଦେଶମାନ ଦେଇଚାଲିଛନ୍ତି। ଏହି ଅବସରରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ’) ଲୋକମାନଙ୍କୁ ଖାଇବା ପିଇବାରେ ବିଶେଷ...

Untitled-1
ନାସା ରଚିଲା ଇତିହାସ : ପ୍ରଥମ ଥର ଅନ୍ୟଗ୍ରହରେ ଉଡିଲା ହେଲିକପ୍ଟର

ହଷ୍ଟନ: ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ(ନାସା) ଇତିହାସ ରଚିଛି। ଏପ୍ରିଲ ୧୯ ସୋମବାର ଅପରାହ୍ଣ ପ୍ରାୟ ୪ଟାରେ ଅନ୍ୟ ଗ୍ରହରରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଇଛି। ଏହାର ନାମ ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର ରହିଛି। ପୂର୍ବରୁ ଏହି ଉଡାଣ ନେଇ ଏପ୍ରିଲ୍ ୧୧କୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରେ...

2
ପେଣ୍ଟିଂ ରଖିବ ଆପଣଙ୍କୁ ଷ୍ଟ୍ରେସ୍ ଫ୍ରି

ଆଜିକାଲି କର୍ମମୟ ଜୀବନ ଯୋଗୁଁ ସମସ୍ତେ ଷ୍ଟ୍ରେସରେ ରହୁଛନ୍ତି। କେହି କେହି ନିଃସଙ୍ଗ ଜୀବନ ଜୀଉଥିବାରୁ ଅନେକ ସମୟରେ ମାନସିକଚାପରେ ରହୁଥିବା ଦେଖାଯାଏ। ତେବେ ପେଣ୍ଟିଂ ଏ ସବୁରୁ ମୁକ୍ତି ଦେବ। ଏହା ଜରୁରୀ ନୁହେଁ ଯେ ସୃଜନାତ୍ମକ ହେବା ନେଇ ଦକ୍ଷ ଚିତ୍ରକର ବନିବା। ଆପଣ ଚାହିଁବେ...

3
ଅନନ୍ୟା ପାଣ୍ଡେ ଗୀତ ଗାଇଲେ କାନରୁ ରକ୍ତ ବାହାରୁଛି!

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୋସିଆଲ୍ ମିଡିଆରେ ଏକ ଚର୍ଚ୍ଚିତ ନାମ। ଅନନ୍ୟା ତାଙ୍କ ପ୍ରଶଂସକମାନଙ୍କୁ ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ବିଷୟରେ ସୋସିଆଲ୍ ମିଡିଆରେ ଲଗାତର ସୂଚନା ଦେ‍ଇଆସୁଛନ୍ତି। ନିକଟରେ ଅନନ୍ୟା ତାଙ୍କ ‍ଇଂଷ୍ଟାଗ୍ରାମ ପେଜ୍‌ରେ ନିଜ ପିଲାବେଳର ଏଭଳି ଏକ କୌତୁକିଆ ଫଟୋ...

Untitled-1
ସୂର୍ଯ୍ୟ-ଚନ୍ଦ୍ରର ସମନ୍ୱୟ ରାମ

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗ ଶାସ୍ତ୍ର ଅନୁସାରେ ବିଚାର କରାଯାଏ...

a
ଏସବୁ ଆସନ କଲେ କମିବ ମୋଟାପଣ

ଦେଶରେ କରୋନାର ଦ୍ଵିତୀୟ ଲହର କ୍ଷୀପ୍ର ଗତିରେ ମାଡିଚାଲିଛି। ଏଭଳି ପରିସ୍ଥିତିରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିହେବା ଜରୁରୀ। ତେବେ ଏଥିପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଯୋଗ ନା କେବଳ ଦେହ ଓ ମନକୁ ସୁସ୍ଥ ରଖେ ବରଂ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ଶରୀରରୁ ମୋଟାପା...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।